Browsing Category

ରାଜ୍ୟ

କରୋନାରେ ଦେଶରେ ଗତ ୨୪ ଘଂଟାରେ ୨୩,୨୮୫ ନୂଆ ମାମଲା

ନୂଆଦିଲ୍ଲୀ: ଦେଶରେ ଗତ ୨୪ଘଂଟା ମଧ୍ୟରେ ୨୩,୨୮୫ ଟି ନୂଆ କରୋନା ମାମଲା ସାମନାକୁ ଆସିଛି । ଏହି ସମୟ ମଧ୍ୟରେ ମୋଟ ୧୧୭ ଜଣ କରୋନା ରୋଗୀ ପ୍ରାଣ ହରାଇଛନ୍ତି । ଏହା ସହିତ ଦେଶରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧,୧୩,୦୮,୮୪୬ ପହଂଚିଛି । ଆଜି ସକାଳେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ…

ଭୀମସାରରେ ଛାତ୍ରଙ୍କୁ ର‌୍ୟାଗିଂ ଅଭିଯୋଗ : ଆଂଟି ର‌୍ୟାଗିଂ ସେଲ୍ ପକ୍ଷରୁ ତଦନ୍ତ ଆରମ୍ଭ

ସମ୍ବଲପୁର: ସମ୍ବଲପୁର ବୁର୍ଲା ସ୍ଥିତ ଭୀମସାରରେ ଛାତ୍ରଙ୍କୁ ର‌୍ୟାଗିଂ ଅଭିଯୋଗ ହୋଇଛି । ଦ୍ୱିତୀୟ ବର୍ଷ ଡ଼ାକ୍ତରୀ ଛାତ୍ରଙ୍କୁ ଜଣେ ସିନିୟର୍ ଛାତ୍ର ର‌୍ୟାଗିଂ କରିଥିବା ଅଭିଯୋଗ ହୋଇଛି । ଅଭିଯୋଗକୁ ଭିତି କରି ଆଂଟି ର‌୍ୟାଗିଂ ସେଲ୍ ପକ୍ଷରୁ ଘଟଣାର ତଦନ୍ତ ଆରମ୍ଭ ହୋଇଛି ।

ହରିଦ୍ୱାରରେ ମହାଶିବରାତ୍ରୀ : ଗଙ୍ଗାରେ ବୁଡ ପକାଇଲେ ୨୨ ଲକ୍ଷ ଶ୍ରଦ୍ଧାଳୁ

ହରିଦ୍ୱାର: ଆଜି ମହାଶିବରାତ୍ରୀର ପବିତ୍ର ଅବସରରେ ହରିଦ୍ୱାରରେ ଆରମ୍ଭ ହୋଇଥିବା ମହାକୁମ୍ଭରେ ପ୍ରଥମ ଶାହୀ ସ୍ନାନ ହୋଇଛି । ଶାହୀ ସ୍ନାନ ଆରମ୍ଭରେ ଜୁନା ଆଖଡ଼ା, ଆହ୍ୱାନ ଆଖଡ଼ା,ଅଗ୍ନି ଆଖଡ଼ା, କିନ୍ନର ଆଖଡ଼ାର ପାଖାପାଖି ୨୨ ଲକ୍ଷ ଲୋକ ପୋଡି ବ୍ରହ୍ମକୁଣ୍ଡରେ ବୁଡ଼ ପକାଇଛନ୍ତି । ଏହାପରେ ଅପରାହ୍ନ…

ନିର୍ଦ୍ଧାରିତ ସମୟ ପୂର୍ବରୁ ଉଠିଲା ଶ୍ରୀଲିଙ୍ଗରାଜଙ୍କ ମହାଦୀପ

ଭୁବନେଶ୍ୱର: ଲକ୍ଷ ଲକ୍ଷ ଭକ୍ତଙ୍କ ଅପେକ୍ଷାର ଅନ୍ତ ଘଟି ରାତି ୯ଟା ୩୩ ସମୟରେ ପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ମହାଦୀପ ଉଠିଛି । ନିର୍ଦ୍ଧାରିତ ସମୟ ଠାରୁ ୨୭ ମିନିଟ୍ ପୂର୍ବରୁ ମହାଦୀପ ଉଠିଛି । ଦୀପ ଉଠିବା ସମୟରେ ଭକ୍ତ ଓ ପୂଜକଙ୍କ "ହର ହର ମହାଦେବ' ଧ୍ୱନୀରେ କମ୍ପି ଉଠିଥିଲା ଏକାମ୍ର କ୍ଷେତ୍ର ।…

୨ୟ ପର୍ଯ୍ୟାୟ ବଜେଟ୍ ଅଧିବେଶନ ଆଜି ଠାରୁ

-ଆଜିଠୁ - ୩୧ରେ ବିନିୟୋଗ ବିଲ୍ ଭୁବନେଶ୍ୱର: ଆଜି ଠାରୁ ବିଧାନସଭା ବଜେଟ୍ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟ ବୈଠକ ଆରମ୍ଭ ହେବ । ଏହା ପୂର୍ବରୁ ସମସ୍ତ ସମସ୍ତ ମନ୍ତ୍ରୀ , ବିଧାୟକ , ସେମାନଙ୍କ କର୍ମଚାରୀ ଓ ବିଧାନସଭା କର୍ମଚାରୀମାନଙ୍କରେ ପୁଣି ଥରେ କୋଭିଡ୍ ଟେଷ୍ଟ କରାଯାଇଛି ।…

ଚାରିଆଡେ ଓଁ ନମଃ ଶିବାୟ

ଭୁବନେଶ୍ୱର: କୋଭିଡ୍ କଟକଣା ରାଜ୍ୟର ବିଭିନ୍ନ ଶିବାଳୟଗୁଡିକରେ ମହାଶିବରାତ୍ରୀ ପାଳିତ ହୋଇଯାଇଛି । ମାସ୍କ, ସାନିଟାଇଜ୍ ସହ ସାମାଜିକ ଦୂରତା ରକ୍ଷା କରି ଭକ୍ତମାନେ ଦେବ ଦେବ ମହାଦେବଙ୍କ ଦର୍ଶନ କରିଛନ୍ତି । ତେବେ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି କିଛି ମନ୍ଦିରରେ ସାଧାରଣ ଦର୍ଶନ ବନ୍ଦ…

ଶ୍ରୀମନ୍ଦିର ବଜେଟ୍ ୨୦୨ କୋଟି

ପୁରୀ: ୨୦୨ କୋଟି ଟଙ୍କା ବଜେଟ ପ୍ରସ୍ତୁତ କଲା ଶ୍ରୀମନ୍ଦିର ଅର୍ଥ ସବ କମିଟି । ଆଗାମୀ ପରିଚାଳନା କମିଟିରେ ହେବ ବଜେଟ୍ ଅନୁମୋଦିତ । ରଥ ପାଇଁ ୧୧ କୋଟି ବ୍ୟୟବରାଦ ହୋଇଥିବା ବେଳେ ସେବାୟତଙ୍କ ଚିକିତ୍ସା ଓ ସୁରକ୍ଷା ପାଇଁ ୫୦ ଲକ୍ଷ । ୫ କୋଟି ଟଙ୍କା ସେବାୟତଙ୍କ ସହାୟତା ପାଇଁ ବ୍ୟୟବରାଦ…

ନନ୍ଦିଗ୍ରାମରେ ମମତାଙ୍କୁ ଆକ୍ରମଣ

କୋଲକାତା: ନନ୍ଦିଗ୍ରାମ ବିଧାନସଭା ଆସନ ପାଇଁ ଆଜି ପ୍ରାର୍ଥୀ ପତ୍ର ଦାଖଲ କରିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ଏହାପରେ ପ୍ରଚାର କରୁଥିବା ବେଳେ ମମତାଙ୍କ କନଭୟ ଉପରକୁ ଆକ୍ରମଣ କରାଯାଇଥିବା ମମତା ଅଭିଯୋଗ କରିଛନ୍ତି । ତିନିରୁ ଚାରିଜଣ ଲୋକ ଆସି ମମତାଙ୍କ ଉପରକୁ ଆକ୍ରମଣ…

ଆଜି ସ୍ୱାମୀ ଚିଦଭବାନନ୍ଦଜୀଙ୍କ ଭଗବଦ୍ ଗୀତାର କିଣ୍ଡଲ୍ ସଂସ୍କରଣକୁ ଉନ୍ମୋଚନ କରିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ପୂର୍ବାହ୍ନ ୧୦.୨୫ରେ ଭର୍ଚୁଆଲ ମାଧ୍ୟମରେ ସ୍ୱାମୀ ଚିଦଭବାନନ୍ଦଜୀଙ୍କ ଭଗବଦ୍ ଗୀତାର କିଣ୍ଡଲ୍ ସଂସ୍କରଣକୁ ଉନ୍ମୋଚନ କରିବେ ଏବଂ ଏହି ସମାରୋହକୁ ସମ୍ବୋଧିତ କରିବେ। ସ୍ୱାମୀ ଚିଦଭବାନନ୍ଦଜୀଙ୍କ ଭଗବଦ୍ ଗୀତା ପୁସ୍ତକର ୫ ଲକ୍ଷତମ କପି…

ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବା ଲାଗି ଶ୍ରୀ ତୀରଥ ସିଂ ରାୱତଙ୍କୁ ଅଭିନନ୍ଦନ ଜଣାଇଲେ…

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବା ଲାଗି ଶ୍ରୀ ତୀରଥ ସିଂ ରାୱତଙ୍କୁ ଅଭିନନ୍ଦନ ଜ୍ଞାପନ କରିଛନ୍ତି। ଏକ ଟୁଇଟରେ ପ୍ରଧାନମନ୍ତ୍ରୀ କହିଛନ୍ତି, “ଶ୍ରୀ ତୀରଥ ସିଂ ରାୱତଙ୍କୁ ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ ପଦବୀ ପାଇଁ…