Browsing Category

ରାଜ୍ୟ

ବିଜୁ ପଟ୍ଟନାୟକ ପ୍ରିମିୟର ଲିଗ, ମାହାଙ୍ଗା ମିଡ଼ିଆ ଇଲେଭେନ ବିଜୟୀ !

ସାଲେପୁର: ସାଲେପୁର ବଳଦେବଜୀୟୁ କ୍ରିକେଟ ଆସୋସିଏସନ ପକ୍ଷରୁ ଜିଗିନିପୁର ଖେଳ ପଡିଆରେ ଆୟୋଜିତ ବିଜୁ ପଟ୍ଟନାୟକ ପ୍ରିମିୟର ଲିଗ କ୍ରିକେଟ ଟୁର୍ଣ୍ଣାମେଣ୍ଟରେ ଆଇନି ମନ୍ତ୍ରୀ ପ୍ରତାପ ଜେନା ଯୋଗଦେଇ ମାହାଙ୍ଗା ଓ ନିଶ୍ଚିନ୍ତକୋଇଲି ସାମ୍ବାଦିକ ମାନଙ୍କ ମଧ୍ୟରେ ଭାଇଚାରା ଓ ସଦ୍ଭାବନା ବଜାୟ…

ଇଞ୍ଜିନିୟରିଂ ଓ ପଲିଟେକ୍ନିକ୍ ପିଲାଙ୍କ ହଷ୍ଟେଲ ଫି’ ଛାଡ

ଭୁବନେଶ୍ୱର: ମହାମାରୀ କରୋନା ପାଇଁ ଇଞ୍ଜିନିୟରିଂ ଓ ପଲିଟେକ୍ନିକ୍ ପିଲା ହଷ୍ଟେଲ ଫି ଛାଡ଼ କଲେ ରାଜ୍ୟ ସରକାର । ୨୦୨୦ ଏପ୍ରିଲରୁ ୨୦୨୦ ଡିସେମ୍ବର ଯାଏ ବନ୍ଦ ରହିଥିଲା ହଷ୍ଟେଲ । ପ୍ରାୟ ୧୭୦୧୨ ଛାତ୍ରଛାତ୍ରୀଙ୍କ ହଷ୍ଟେଲ ଫି ଛାଡ଼ ଘୋଷଣା କରିଛନ୍ତି । ୧୭୦୧୨ ଛାତ୍ରଛାତ୍ରୀଙ୍କ ପ୍ରାୟ ୫ କୋଟି…

ପ୍ରଥମଥର ମୋଦୀ-ବାଇଡେନ୍ ଭର୍ଚୁଆଲ ଆଲୋଚନା: ଚାଇନାକୁ ଚେକ୍ , ୪ ଦେଶର ରଣନୀତି ଉପରେ ନଜର

ନୂଆଦିଲ୍ଲୀ: ଆରମ୍ଭ ହେଲା କ୍ୱାଡ୍ର ପ୍ରଥମ ଶିଖର ସମ୍ମିଳନୀ । ଭର୍ଚୁଆଲ ମୋଡରେ ଅନୁଷ୍ଠିତ ସମ୍ମିଳନୀରେ ଚୀନ୍ର ବାଦମାଶିକୁ ଚେକ୍ ଦେବା ପାଇଁ ଚାଲିଛି । ପ୍ରଥମଥର ପାଇଁ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ଓ ଭାରତର ପ୍ରଧାମନ୍ତ୍ରୀ ନରେନ୍ଦ୍ର ମୋଦୀ ଭର୍ଚୁଆଲରେ ପରସ୍ପର ସହ କଥା ହୋଇଛନ୍ତି ।…

୧୫ରୁ କୃଷି ଓଡ଼ିଶା-୨୦୨୧: ଫୋକସ୍ ରେ କୃଷି ଓ ଜଳସେଚନ, ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: କୃଷି ମହୋତ୍ସବ ‘କୃଷି ଓଡ଼ିଶା’ର ପ୍ରଭାବ ସୁଦୂର ପ୍ରସାରୀ ହୋଇପାରିଛି । ଏହା ଚାଷୀ, କୃଷି ଉଦ୍ୟୋଗୀ, କୃଷି ବିଶେଷଜ୍ଞ ଓ କୃଷି ସାମଗ୍ରୀ ବିତରଣକାରୀମାନଙ୍କ ପାଇଁ ଜ୍ଞାନ ଲାଭର ଏକ ପ୍ରକୃଷ୍ଟ ସ୍ଥାନ । ବିଗତ ବର୍ଷର ଅନୁଭୂତି ଓ ଅନୁସନ୍ଧାନରୁ ଜଣାପଡ଼ିଛି ଯେ କୃଷି ଓଡ଼ିଶାକୁ ବୁଲି…

ବସ୍ ରୁ ୨୦ କେଜି ଗଞ୍ଜେଇ ଜବତ : ୨ ଅଟକ

ନବରଙ୍ଗପୁର: ରାତ୍ରୀକାଳୀନ ପାଟ୍ରୋଲିଂ ବେଳେ ମଇଦଲପୁର ନିକଟରେ ଦାମନଯୋଡ଼ିରୁ ସମ୍ବଲପୁର ଅଭିମୁଖେ ଯାଉଥିବା ଏକ ଘରୋଇ ଯାତ୍ରୀବାହି ବସ୍ ମଧ୍ୟରୁ ଦୁଇଟି ବ୍ୟାଗ୍ ରେ ଚାଲାଣ ହେଉଥିବା ୨୦ କେଜି ଗଞ୍ଜେଇ ଜବତ ହୋଇଛି । ଘଟଣାରେ ଜଣେ ଯୁବକ ଓ ଅନ୍ୟ ଜଣେ ଯୁବତୀଙ୍କୁ ଅଟକ ରଖି ପୋଲିସ ପଚରା ଉଚୁରା…

ପୃଥକ୍ ପୃଥକ୍ ସ୍ଥାନରୁ କୋଟିଏରୁ ଉର୍ଦ୍ଧ୍ୱ ମୂଲ୍ୟର ଗଞ୍ଜେଇ ଜବତ : ୮ ଗିରଫ

କୋରାପୁଟ: ପୃଥକ୍ ପୃଥକ୍ ସ୍ଥାନରେ ଚଢ଼ଉ ବେଳେ କୋଟିଏରୁ ଉର୍ଦ୍ଧ୍ୱ ମୂଲ୍ୟର ଗଞ୍ଜେଇ ଜବତ ହୋଇଛି । କୁନ୍ଦୁଲି ଓ ପଟାଙ୍ଗିରୁ ବିହାର ଚାଲାଣ ବେଳେ ପୋଲିସ ହାତରେ ଏହି ବିପୁଳ ପରିମାଣର ଗଞ୍ଜେଇ ଜବତ ହୋଇଛି । ଅଦା ଟ୍ରକ୍ ରେ ଏହି ଗଞ୍ଜେଇ କୁନ୍ଦୁଲିରୁ ବିହାର ଚାଲାଣ ବେଳେ ଲାଣ୍ଡିଗୁଡ଼ା ଛକରେ…

ଶିମିଳିପାଳରେ ଆୟତ୍ତ ହେଉଛି ନିଆଁ

ଭୁବନେଶ୍ୱର: ରାଜ୍ୟର ବନାଗ୍ନି ପରିସ୍ଥିତି ବର୍ତ୍ତମାନ ସମ୍ପୂର୍ଣ୍ଣ ନିୟନ୍ତ୍ରଣରେ ରହିଛି ବୋଲି ଫରେଷ୍ଟ ଫାୟାର ଟାସ୍କ ଫୋର୍ସ ପକ୍ଷରୁ ଏକ ପ୍ରେସ୍ ବିଜ୍ଞପ୍ତି ମାଧ୍ୟମରେ କୁହାଯାଇଛି । ତେବେ ଭାରତୀୟ ବନ ସର୍ବେକ୍ଷଣର ତଥ୍ୟାନୁସାରେ ଗତକାଲି ୪୯୭ଟି ବନାଗ୍ନି ପଏଣ୍ଟ ଥିବା ବେଳେ ଆଜି ୧୦୪୮…

ଶିଶୁଆ-କଳମିଶ୍ରୀ ପ୍ରଧାନମନ୍ତ୍ରୀ ସଡ଼କ ଅତ୍ୟନ୍ତ ଶୋଚନୀୟ, ପୁନଃ ନିର୍ମାଣ ଦାବି

ସାଲେପୁର: ସାଲେପୁର ବ୍ଲକର ଶିଶୁଆ ଠାରୁ ନିଶ୍ଚିନ୍ତକୋଇଲି ବ୍ଲକର କଳମିଶ୍ରି ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ସଡକ ଯୋଜନାରେ ନିର୍ମିତ ରାସ୍ତା ଅତ୍ୟନ୍ତ ଶୋଚନୀୟ ହୋଇପଡିଛି । ଶିଶୁଆର କଟକ ଚାନ୍ଦବାଲି ସଡ଼କଠାରୁ ଏହି ରାସ୍ତା ହରିଚନ୍ଦନପୁରଠାରେ ଚିତ୍ରୋତ୍ପଳା ସେତୁ ଅତିକ୍ରମ କରି ଚିତ୍ରୋତ୍ପଳା…

ନାଗପୁରକୁ ଫେରିଲା ଲକ୍ ଡାଉନ୍

ନାଗପୁର: ମହାରାଷ୍ଟ୍ରରେ କରୋନାର ବୃଦ୍ଧି ପାଉଥିବା ମାମଲାକୁ ଦେଖି ନାଗପୁରରେ ସମ୍ପୂର୍ଣ୍ଣ ଲକଡାଉନ୍ ଲାଗୁ ହେବ । ଆସନ୍ତା ୧୫ ତାରିଖରୁ ମାର୍ଚ୍ଚ ୨୧ ଯାଏ ସପ୍ତାହକ ପାଇଁ ଲକଡାଉନ୍ କରାଯିବ । ଏହି ସମୟରେ ଅତ୍ୟାବଶ୍ୟକ ସେବାକୁ ବାଦ୍ ଦେଲେ ଅନ୍ୟ କାହାରିକୁ ଘରୁ ବାହାରିବା ଲାଗି ଅନୁମତି ମିଳିବ…

ମାଆକୁ ଇଟାରେ ଛେଚି ହତ୍ୟା : ଅଭିଯୁକ୍ତ ପୁଅ ଗିରଫ

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ବଡ଼ବିଲ ଥାନା ଅନ୍ତର୍ଗତ ଗାଢ଼ହାଟିଂ ଅଂଚଳରେ ଗତକାଲି ରାତିରେ ଘଟିଯାଇଛି ଏକ ବିଭତ୍ସ ହତ୍ୟାକାଣ୍ଡ । ପୁଅ ତାର ମାକୁ ଅତ୍ୟନ୍ତ ନୃଶଂସ ଭାବେ ଇଟାରେ ଛେଚି ହତ୍ୟା କରିଛି । ମାନସିକ ଭାରସାମ୍ୟ ହରାଇ ପୁଅ କିଶୋର ମୁଣ୍ଡା ମାଆ ସୋମବାରୀ ମୁଣ୍ଡା (୬୫)ଙ୍କୁ ଏଭଳି…