Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ଜଙ୍ଗଲ ନିଆଁରେ ପୋଡ଼ିଗଲା ୪ ବଖରା ଘର
ବୁଗୁଡା: ଗତ କାଲି ଅଳିଆ ଗଦା ନିଆଁ ବ୍ୟାପି କରଚୁଲି ଗ୍ରାମରେ ଶିଶୁ ମନ୍ଦିର ପରିସର ବାଡ଼ ଓ ଗଛପତ୍ର ସହ ଦୁଇ ଚାଷୀଙ୍କ ଦୁଇଟି ପାଳଗଦା ପୋଡି ପାଉଁଶ ହୋଇଥିବା ବେଳେ ଫେବୃୟାରୀ ୨୬ ତାରିଖ ଦିନ କୌଣସି କାରଣରୁ ଜଙ୍ଗଲରେ ନିଆଁ ଲାଗିଯିବା ଯୋଗୁଁ ଜଙ୍ଗଲ ନିଆଁ ଆସି କରଚୁଲି ଗ୍ରାମର ଘର ଉପରେ ପଡି…
ଟକ୍ ମକ୍ ଭୁବନେଶ୍ୱର: ପାରଦ ଟପିଲା ୪୦ଡିଗ୍ରୀ
ଭୁବନେଶ୍ୱର: ତିନିଦିନଧରି ଭୁବନେଶ୍ୱର ଦେଶର ସବୁଠାରୁ ଉତ୍ତପ୍ତ ସହରରେ ପରିଣତ ହୋଇଛି । ଦୁଇଦିନର ରେକର୍ଡକୁ ଭାଙ୍ଗି ଆଜି ଭୁବନେଶ୍ୱରରେ ୪୦.୦୪ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି । ମୁଣ୍ଡଫଟା ଖରା ରାଜଧାନୀବାସୀଙ୍କୁ ନାକେଦମ୍ କଲାଣି । ଏଥିସହିତ ରାଜ୍ୟର ୧୭ଟି ସହରରେ ତାପମାତ୍ରା…
ବଢୁଛି ତାତି: ମାର୍ଚ୍ଚ ପହିଲାରୁ ସକାଳୁଆ ସ୍କୁଲ
ଭୁବନେଶ୍ୱର: ଫେବୃଆରୀ ମାସ ନ ସରୁଣୁ ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଅନୁଭୂତ ହେଲାଣି । ରାଜ୍ୟର ଅନେକ ସହରରେ ତାପମାତ୍ର ବୃଦ୍ଧି ପାଇବାରେ ଲାଗିଛି । ଏହାକୁ ଦୃଷ୍ଟିରେ ରଖି ସକାଳୁଆ ସ୍କୁଲ କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି । ଏ ନେଇ ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଗଣଶିକ୍ଷା…
ବାଜିଲା ବିଗ୍ ଫାଇଟ୍ ବିଗୁଲ : ୪ ରାଜ୍ୟ ଓ ପୁଡୁଚେରୀ ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା
-୮୨୪ ଆସନ ପାଇଁ ହେବ ନିର୍ବାଚନ
-ମାର୍ଚ୍ଚ ୨୭ରେ ପ୍ରଥମ ପର୍ଯ୍ୟାୟ ଭୋଟ
-ଆସାମରେ ୩ ପର୍ଯ୍ୟାୟରେ ହେବ ନିର୍ବାଚନ
-କେରଳ ଓ ତାମିଲନାଡୁରେ ଗୋଟିଏ ପର୍ଯ୍ୟାୟ
-ପଶ୍ଚିମବଙ୍ଗରେ ୮ ପର୍ଯ୍ୟାୟରେ ହେବ ଭୋଟ
ନୂଆଦିଲ୍ଲୀ: ୪ ରାଜ୍ୟ ଏବଂ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳରେ ବିଧାନସଭା…
ପ୍ରାଇଭେଟ୍ ହସ୍ପିଟାଲକୁ ଟୀକାରଣ ଅନୁମତି ପାଇଁ କେନ୍ଦ୍ରକୁ ଚିଠି
ଭୁବନେଶ୍ୱର: ଓଡିଶାରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସାମିଲ ହୋଇଥିବା ପ୍ରାଇଭେଟ୍ ହସ୍ପିଟାଲ ଗୁଡିକୁ କୋଭିଡ୍ ଟୀକାକରଣ ପାଇଁ ଅନୁମତି ଦେବାକୁ କେନ୍ଦ୍ରକୁ ଚିଠି ଲେଖିଛନ୍ତି ସ୍ୱାସ୍ଥ୍ୟ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର । ଏହିପରି ୧୮୩ଟି ଘରୋଇ…
ଧାନ କିଣାରେ ଅନିୟମିତତା ଧାରଣା ବେଳେ ଗୋଷ୍ଠୀ ସଙ୍ଘର୍ଷ : ୫ ଆହତ
ବାଲେଶ୍ୱର: ଧାନ କିଣାରେ ଅନିୟମିତତା ପ୍ରତିବାଦରେ ବାଲେଶ୍ୱର ଜିଲ୍ଲା ସିମୁଳିଆ ପୁରୁଷୋତମପୁର ସେବା ସମବାୟ ସମିତିରେ ତାଲା ପକାଇ ଚାଷୀ ମାନେ ଧାରଣାରେ ବସି ରହିଥିବା ବେଳେ ଅନ୍ୟ ଏକ ଗୋଷ୍ଠୀର ଲୋକ ଆସି ତାଲା ଖୋଲି ଦେବାରୁ ସେଠାରେ ଉଭୟ ଗୋଷ୍ଠି ମଧ୍ୟରେ ସଙ୍ଘର୍ଷ ଘଟିଥିଲା । ଏଥିରେ ଉଭୟ…
ଜଳନ୍ତା ଘର ମଧ୍ୟରୁ ହାତଗୋଡ଼ ବନ୍ଧା ଅବସ୍ଥାରେ ଯୁବତୀ ଉଦ୍ଧାର ଘଟଣା : ଡ଼ିସିପିଙ୍କୁ ଭେଟି ଅଭିଯୋଗ ପତ୍ର ଦାଖଲ କଲେ…
କଟକ: କଟକ ଜିଲ୍ଲା ଲାଲବାଗ୍ ଥାନା ଅଂଚଳ ମାନସିଂପାଟଣାରୁ ଜଳନ୍ତା ଘର ମଧ୍ୟରୁ ଜଣେ ଯୁବତୀଙ୍କୁ ହାତ ଗୋଡ଼ ବନ୍ଧା ଅବସ୍ଥାରେ ଉଦ୍ଧାର ଘଟଣାରେ ପୀଡ଼ିତାଙ୍କ ବାପା ଗତକାଲି ସଂନ୍ଧ୍ୟାରେ ଡ଼ିସିପି ପ୍ରତୀକ ସିଂହଙ୍କୁ ଭେଟି ଏ ସଂକ୍ରାନ୍ତୀୟ ଏକ ଅଭିଯୋଗ ପତ୍ର ଦାଖଲ କରିଛନ୍ତି । ତାଙ୍କ ଝିଅକୁ ହତ୍ୟା…
ବରଫ ଫ୍ୟାକ୍ଟ୍ରିରୁ ଆମୋନିଆ ଗ୍ୟାସ୍ ଲିକ୍
ବାଲେଶ୍ୱର: ତାରିଣୀ ଛକ ନିକଟ ବରଫ ଫ୍ୟାକ୍ଟ୍ରିରୁ ଆମୋନିଆ ଗ୍ୟାସ୍ ଲିକ୍ ହୋଇଛି । ତେବେ ଏହି ଦୁର୍ଘଟଣାରେ କେହି ମୃତାହତ ହୋଇନଥିବା ଜଣାପଡିଛି । ଖବର ପାଇ ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଂଚି ଏହି ଗ୍ୟାସ୍ ଲିକ୍ କୁ ବନ୍ଦ କରିଛନ୍ତି । ଫଳରେ ଟଳିଛି ଏକ ବଡ଼ ଧରଣର ଦୁର୍ଘଟଣା ।
ସୀମାନ୍ତରେ ୭ ମାଓ କ୍ୟାମ୍ପ ଧ୍ୱଂସ : ବିପୁଳ ପରିମାଣର ବିସ୍ଫୋରକ ଜବତ
ମାଲକାନଗିରି: ସୀମାନ୍ତ ଛତିଶଗଡ଼ ରାଜ୍ୟର ନାରାୟଣପୁର ଓ କାଁକେର ଜିଲ୍ଳାରେ ଯବାନଙ୍କ ପକ୍ଷରୁ ତିନିଦିନ ଧରି ଚାଲିଥିବା ମାଓ ଅପେରସେନ ସଙ୍ଗମରେ ସୁରକ୍ଷା କର୍ମୀଙ୍କୁ ମିଳିଛି ବଡ ଧରଣର ସଫଳତା । ଜିଲ୍ଲାରେ ସୁରକ୍ଷା କର୍ମୀଙ୍କ ପକ୍ଷରୁ ଅପେରସନ ବେଳେ ମାଓବାଦୀଙ୍କ ସହ ଗୁଳି ବିନିମୟ ହୋଇଥିଲା ।…
ସାଢ଼େ ୫ କେଜିର ଲ୍ୟାଣ୍ଡ ମାଇନ ଠାବ
ନୂଆପଡ଼ା: ସୁନାବେଡ଼ା ଅଭୟାରଣ୍ୟର ଚେରେଚୁଆଁ ନିକଟରୁ ଏକ ସାଢ଼େ ୫ କେଜି ଓଜନ ବିଶିଷ୍ଟ ଲ୍ୟାଣ୍ଡ ମାଇନ ୍ ଠାବ କରାଯାଇଛି । ଏହି ଲ୍ୟାଣ୍ଡ ମାଇନ୍ କୁ ସିଆରପିଏଫ ପକ୍ଷରୁ ଠାବ କରାଯିବା ସହିତ ନିଷ୍କ୍ରିୟ କରାଯାଇଛି । ସିଆରପିଏଫ ୨୧୬ ବାଟାଲିୟନର ବୋମା ନିଷ୍କ୍ରିୟ କାରୀ ଦଳ ଏହାକୁ ନିଷ୍କ୍ରିୟ…