Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ବାରଣାସୀରେ କୋଭିଡ ଟୀକାକରଣର ଲାଭାର୍ଥୀ ଓ ଟୀକାପ୍ରଦାନକାରୀଙ୍କ ସହ ଆଜି ମତବିନିମୟ କରିବେ ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ:ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଅପରାହ୍ଣ ୧:୧୫ ମିନିଟ ସମୟରେ ଭିଡିଓ କନଫରେନ୍ସିଂ ଜରିଆରେ ବାରଣାସୀରେ କୋଭିଡ ଟୀକାକରଣ କାର୍ଯ୍ୟକ୍ରମର ଲାଭାର୍ଥୀ ଓ ଟୀକାପ୍ରଦାନକାରୀଙ୍କ ସହିତ ଆଲୋଚନା କରିବେ । ଏହି ଆଲୋଚନାରେ ଅଂଶଗ୍ରହଣକାରୀମାନେ ଟୀକାକରଣ ସମ୍ପର୍କରେ…
ଜାନୁୟାରୀ ୨୩ ତାରିଖରେ ଆସାମ ଓ ପଶ୍ଚିମ ବଙ୍ଗ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ
-ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ୧୨୫ତମ ଜନ୍ମ ବାର୍ଷିକୀକୁ ସ୍ମରଣୀୟ କରିବାପାଇଁ କୋଲକାତାରେ ‘ପରାକ୍ରମ ଦିବସ’କୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ
ପ୍ରଧାନମନ୍ତ୍ରୀ ଆସାମର ଶିବସାଗର ଠାରେ ଏକ ଲକ୍ଷ ଜମି ପଟ୍ଟା ବଣ୍ଟନ କରିବେ
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜାନୁୟାରୀ…
ଶ୍ରୀକ୍ଷେତ୍ର ପରେ ଅର୍କକ୍ଷେତ୍ର :ବିଶ୍ୱସ୍ତରୀୟ ହେବ କୋଣାର୍କ ଭିତ୍ତିଭୂମି
-ବିକାଶର ଚିଠା ଯୋଜନା ପ୍ରସ୍ତୁତ
-ବାହ୍ୟ ରିଂ ରୋଡକୁ ୬ ଥାକିଆ କରାଯିବ
-ପାର୍କିଂ ପାଇଁ ହେବ ମଲ୍ଟି ମୋଡାଲ୍ ହବ
-ପଥଚାରୀଙ୍କ ପାଇଁ ସ୍ୱତନ୍ତ୍ର ରାସ୍ତା
-ପୁନର୍ବିନ୍ୟାସ କରାଯିବ ମୁକ୍ତାକାଶ ରଙ୍ଗମଞ୍ଚ
ଭୁବନେଶ୍ୱର: ପୁରୀକୁ ବିଶ୍ୱ ଐତିହ୍ୟ ନଗରୀ ଭାବରେ ଗଢ଼ି ତୋଳିବା ପାଇଁ…
ଗଞ୍ଜାମ ଜିଲ୍ଲାରେ ନୂଆ ୪ କରୋନା ପଜିଟିଭ୍ ଚିହ୍ନଟ : ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୨୧,୮୫୮ କୁ ବୃଦ୍ଧି
ଗଞ୍ଜାମ: ଗଞ୍ଜାମ ଜିଲ୍ଲାରେ ଆଜି ନୂଆ ୪ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ରିପୋର୍ଟ ପଜିଟିଭ୍ ଆସିବା ପରେ ଗୁରୁତର ଆକ୍ରାନ୍ତଙ୍କୁ କୋଭିଡ଼୍ ହସ୍ପିଟାଲରେ ଭର୍ତି କରାଯାଇଛି । ସେହିପରି ସାମାନ୍ୟ ଆକ୍ରାନ୍ତ ମାନଙ୍କୁ ହୋମଆଇସୋଲେସନରେ ରହିବାକୁ ପରାମର୍ଶ ଦିଆଯାଇଛି । ଏଥିସହ ଜିଲ୍ଲାରେ…
ଜଗତସିଂହପୁର ଜିଲ୍ଲାରେ ନୂଆ ୪ କରୋନା ଆକ୍ରାନ୍ତ ଚିହ୍ନଟ : ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୯୧୨୧ କୁ ବୃଦ୍ଧି, ୯୦୬୩…
ଜଗତସିଂହପୁର: ଜଗତସିଂହପୁର ଜିଲ୍ଲାରେ ଆଜି ନୂଆ ୪ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ଜିଲ୍ଲାରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୯୧୨୧ କୁ ବୃଦ୍ଧି ପାଇଛି । ନୂଆ ଚିହ୍ନଟ ଏହି ୪ ଆକ୍ରାନ୍ତଙ୍କ ମଧ୍ୟରେ ବାଲିକୁଦା ବ୍ଲକରୁ ଜଣେ, ଜଗତସିଂହପୁରରୁ ଜଣେ, ନାଉଗାଁରୁ ଜଣେ ଏବଂ…
ବସଷ୍ଟାଣ୍ଡ ଭିତରେ ନିଆଁ ଲାଗି ଜଳିଗଲା ମିନିବସ
ବାଲିଗୁଡା: କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଘୁ.ଉଦୟଗିରିର ନୂଆ ବସଷ୍ଟାଣ୍ଡ ପରିସରରେ ଥିବା ଏକ ମିନିବସରେ ନିଆଁ ଲାଗି ଜଳିଯାଇଥିବା ଜଣାପଡିଛି। ଜି.ଉଦୟଗିରି ଶ୍ରୀରାମପଦା ଠାରେ କାର୍ଯ୍ୟକ୍ଷମ ନହୋଇ ପଡି ରହିଥିବା ନୂଆ ବସଷ୍ଟାଣ୍ଡ ପରିସରରେ ରହିଥିବା ମିନିବସ ନଂ ଓଆର ୧୨ ୮୯୯୦…
ଶ୍ରୀମନ୍ଦିରରେ ଏକାନ୍ତ ନୀତି ସମ୍ପନ୍ନ
ପୁରୀ: ଶ୍ରୀମନ୍ଦିରରେ ଗୁରୁବାର ମାଜଣା ଓ ଏକାନ୍ତ ନୀତି ଅନୁଷ୍ଠିତ ହୋଇଯାଇଛି । ପୌଷ ଶୁକ୍ଳ ଅଷ୍ଟମୀ ତିଥିରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ସକାଳଧୂପ ପରେ "ମାଜଣା" ଏବଂ ସନ୍ଧ୍ୟାଧୂପ ପରେ "ଏକାନ୍ତ" ନୀତି ପାଳିତ ହୋଇଅଛି । ଶ୍ରୀମନ୍ଦିରରେ ଦୈନଦିନ ନୀତି ବ୍ୟତୀତ ଅନ୍ୟାନ୍ୟ ନୀତି ପାଳିତ…
ଆର୍ନ୍ତଜାତୀୟ ମାନର ହେବ କୋଣାର୍କ ଅଂଚଳର ଭିତିଭୂମି
- ୬ ଥାକିଆ ହେବ କୋଣାର୍କ ରିଂଗ୍ ରୋଡ୍ , ନିର୍ମାଣ ହେବ କୋଣାର୍କ ଏଂଟ୍ରି ପ୍ଲାଜା
-୨୧ ଦିନରେ ମତାମତ ଦେଇପାରିବେ ଜନସାଧାରଣ
ଭୁବନେଶ୍ୱର: କୋଣାର୍କ ଅଂଚଳରେ ଭିତିଭୂମି ବିକାଶକୁ ଆନ୍ତଜାତୀୟ ମାନର କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ଗୁରୁବାର ଏହାର ବିଭିନ୍ନ ଦିଗ ଉପରେ…
ପାହାଡ଼ ତଳକୁ ଖସିଲା ବସ୍ : ହେଲପର୍ ଗୁରୁତର, ଅଳ୍ପକେ ବର୍ତିଲେ ଯାତ୍ରୀ
ଗଞ୍ଜାମ: ଏକ ବସ୍ ଭାରସାମ୍ୟ ହରାଇ ପାହାଡ଼ ତଳକୁ ଖସିପଡିଥିବା ବେଳେ ସୌଭାଗ୍ୟବଶତଃ ଦୁର୍ଘଟଣାରୁ ଅଳ୍ପକେ ବର୍ତିଛନ୍ତି ସମସ୍ତ ଯାତ୍ରୀ । ଗଞ୍ଜାମ ଜିଲ୍ଲା ପାତ୍ରପୁର ବ୍ଲକ ବୁରତାଲ ନିକଟରେ ଘଟିଯାଇଛି ଏଭଳି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ।
ବୁରତାଲ ଏକ୍ସପ୍ରେସ ନାମକ ଏହି ବସ୍ ନଂ ଓଆର୦୫…
ଶ୍ରୀ ଜଗନ୍ନାଥଙ୍କୁ ଦର୍ଶନ କଲେ ସାଧାରଣ ଭକ୍ତ
ପୁରୀ: ବିନା କୋଭିଡ଼୍ ରିପୋର୍ଟରେ ନିର୍ବିଘ୍ନରେ ଶ୍ରୀମନ୍ଦିରକୁ ଯାଇ ଶ୍ରୀଜୀଉଙ୍କ ଦର୍ଶନ କରୁଛନ୍ତି ଶ୍ରଦ୍ଧାଳୁ । ଆଜି ସକାଳ ୭ଟା ଠାରୁ ସାଧାରଣ ଦର୍ଶନ ଆରମ୍ଭ ହୋଇଛି । ମୁହଁରେ ମାସ୍କ ପିନ୍ଧି ବ୍ୟାରିକେଡ୍ ଦେଇ ଧାଡ଼ିରେ ଯାଇ ଥର୍ମାଲ୍ ସ୍କ୍ରିନିଂ ଓ ସାନିଟାଇଜ୍ ହେବା ପରେ ସାଧାରଣ ଭକ୍ତଟିଏ…