Browsing Category

ରାଜ୍ୟ

ଜିଲ୍ଲାପାଳଙ୍କ ଜିଲ୍ଲାର ବିଭିନ୍ନ ବିଦ୍ୟାଳୟ ଗ୍ରସ୍ତ

ମାଲକାନଗିରି: ରାଜ୍ୟ ସରକାରଙ୍କ ନିର୍ଦେଶ କ୍ରମେ ବିଭିନ୍ନ ବିଦ୍ୟାଳୟ ଖୋଲିବାକୁ ନେଇ ଆଜି ମାଲକାନଗିରର ଜିଲ୍ଲାପାଳ ଜିଲ୍ଲାର ସମସ୍ତ ଉଚ୍ଚ ବିଦ୍ୟାଳୟ ଗ୍ରସ୍ତ କରି ବିଦ୍ୟାଳୟ ଗୁଡିକର ସଫେଇ ଓ ସାନିଟେସନ ଉପରେ ଗୁରୁତ୍ୱ ଦେଇଥିଲେ । ଏଥିସହିତ ଶ୍ରେଣୀ ଗୃହ ଗୁଡିକ ବୁଲି ଦେଖିଥିଲେ ଏବଂ ପ୍ରତ୍ୟକ…

ସେବା ସମବାୟ ସମିତିରେ ଅଗ୍ନିକାଣ୍ଡ, ବହୁ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ଜଳି ପୋଡି ପାଉଁଶ ହୋଇଗଲା

ଅନୁଗୋଳ: ଟାଇଁସି ସେବା ସମବାୟ ସମିତିରେ ଭୟାବହ ଅଗ୍ନିକାଣ୍ଡ। ଅଗ୍ନିକାଣ୍ଡରେ ଜଳିପୋଡି ପାଉଁଶ ହୋଇଗଲା ଗୁରୁତ୍ବପୂର୍ଣ୍ଣ କାଗଜପତ୍ର । ଏପରି କି କମ୍ପ୍ୟୁଟର ଏବଂ ପ୍ରିଣ୍ଟର ମେସିନ ଜଳି ପୋଡି ପାଉଁଶ ହୋଇଯାଇଛି । ନିଆଁ କିପରି ଲାଗିଲା,ତାହା ଏପର୍ଯ୍ୟନ୍ତ ଜଣାପଡି ନାହିଁ। ମିଳିଥିବା ସୂଚନା…

ଆମେରିକାର ସଂସଦ ଆନୁଷ୍ଠାନିକ ଭାବେ ଜୋ ବାଇଡେନ୍‌ଙ୍କ ବିଜୟକୁ ଅନୁମୋଦନ କରିଛି: ୨୦ରେ ଦାୟିତ୍ୱ ନେବେ ବାଇଡେନ୍‌

ୱାଶିଂଟନ୍: ଜୋ ବାଇଡେନଙ୍କୁ ରାଷ୍ଟ୍ରପତି ନିର୍ବାଚିତ ହୋଇଥିବା ନେଇ ଆମେରିକା କଂଗ୍ରେସ ସାମ୍ବିଧାନିକ ମୋହର ମାରିବା ପରେ, ଏକ ବିବୃତ୍ତି ଜାରି କରି ଡୋନାଲ୍ଡ ଟ୍ରମ୍ପ ତାଙ୍କ ପରାଜୟକୁ ସ୍ୱୀକାର କରିଛନ୍ତି । ଟ୍ରମ୍ପ ଏକ ବିବୃତ୍ତି ଜାରି କରି କହିଛନ୍ତି ଯେ, ଏହା ତାଙ୍କର ଐତିହାସିକ ତଥା…

ଆମେରିକାର ସାଂସଦମାନେ ସଂସଦରେ ଟ୍ରମ୍ପଙ୍କୁ ତୁରନ୍ତ ରାଷ୍ଟ୍ରପତି ପଦରୁ ହଟାଇବା ଉଚିତ ବୋଲି ଦାବି କରିଛନ୍ତି

ୱାଶିଂଟନ୍: ଆମେରିକା ସଂସଦରେ ହଟଗୋଳ ପାଇଁ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ସାରା ଦେଶରେ ନିନ୍ଦା କରାଯାଉଛି, ଏପରିକି ତାଙ୍କୁ ତୁରନ୍ତ ହଟାଇବାକୁ ଦାବି କରାଯାଇଛି । ଆମେରିକାର ଅନେକ ସାଂସଦ ଟ୍ରମ୍ପଙ୍କ ବିରୋଧରେ ସ୍ୱର ଉତ୍ତୋଳନ କରିଛନ୍ତି । ସେମାନେ କ୍ୟାପିଟାଲରେ ଦଙ୍ଗା କରିଥିବା…

ଖୋର୍ଦ୍ଧାରେ କୁକୁଡ଼ା ମଡ଼କ

ଖୋର୍ଦ୍ଧା : ଦେଶର ବିଭିନ୍ନ ସ୍ଥାନରେ ବାର୍ଡ ଫ୍ଲୁ ଯୋଗୁ ହଜାର ହଜାର ପକ୍ଷୀ ମରୁଥିବା ବେଳେ ଓଡ଼ିଶାରେ କିନ୍ତୁ ଏପରି ସ୍ଥିତି ଦେଖାଦେଇ ନ ଥିବା ନେଇ ଗତକାଲି ସ୍ପଷ୍ଟ କରିଥିଲେ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର । କିନ୍ତୁ ଆଜି ମିଳିଥିବା ସୂଚନା ଅନୁଯାୟୀ, ଖୋର୍ଦ୍ଧା ଜିଲ୍ଲାର ଏକ…

ଭାରତ ଅଷ୍ଟ୍ରେଲିଆ ସିଡନୀ ଟେଷ୍ଟରେ ବର୍ଷା ସାଜିଛି ବାଧକ

ସିଡ୍‌ନି: ଗୁରୁବାର ଦିନ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଆରମ୍ଭ ହୋଇଥିବା ତୃତୀୟ ଟେଷ୍ଟ୍‍ କ୍ରିକେଟ୍‌ ମ୍ୟାଚ୍‌ର ପ୍ରଥମ ଦିନର ଖେଳ ୭.୧ ଓଭର୍‌ ଖେଳାଯିବା ପରେ ବର୍ଷା ଯୋଗୁଁ ବନ୍ଦ ରହିବା ପରେ ପୁଣି ଆରମ୍ଭ ହୋଇଛି । ୪ଟିକିଆ ଟେଷ୍ଟ ସିରିଜରେ ଉଭୟ ଦଳ ୧-୧ ରହିଛନ୍ତି। ତେଣୁ ତୃତୀୟ ଟେଷ୍ଟ…

ଆମେରିକା ସଂସଦ ପରିସରରେ ଟ୍ରମ୍ପ ସମର୍ଥକଙ୍କ ହଙ୍ଗାମା,ଦଙ୍ଗାରେ ୪ ନିହତ, କର୍ଫ୍ୟୁ ଉଲ୍ଲଂଘନ କରି ୫୨ ଗିରଫ

ୱାସିଂଟନ୍: ଆମେରିକା ରାଷ୍ଟ୍ରେପତି ଡୋନାଲ୍ଡ ଟ୍ରମ୍ପଙ୍କ କାର୍ଯ୍ୟକାଳର ଅନ୍ତିମ ସମୟରେ ଓ୍ୱାଶିଂଟନର ବ୍ୟାପକ ହିଂସା ଦେଖିବାକୁ ମିଳିଛି । ସହରର କ୍ୟାପିଟଲ ହିଲରେ ଟ୍ରମ୍ପଙ୍କ ସମର୍ଥକମାନେ ହଙ୍ଗାମା କରିଛନ୍ତି । ସମର୍ଥକମାନେ ବିଭିନ୍ନ ମାରଣାସ୍ତ୍ର ଧରି କ୍ୟାପିଟଲ ହିଲରେ ପ୍ରବେଶ କରିଥିଲେ ।…

ସୁସ୍ଥ ହୋଇ ଘରକୁ ଫେରିଲେ ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି

କୋଲକାତା: ଦୀର୍ଘ ପାଞ୍ଚ ଦିନ ଧରି ହସ୍ପିଟାଲ୍‌ରେ ଚିକିତ୍ସିତ ହୋଇ ସୁସ୍ଥ ହେବା ପରେ ଗୁରୁବାର ଉଡ୍‌ଲାଣ୍ଡ୍‌ ହସ୍ପିଟାଲ୍‌ରୁ ଡିସ୍‌ଚାର୍ଜ ହୋଇଛନ୍ତି ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ତଥା ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି। ସେ ହସ୍ପିଟାଲ୍‌ରୁ ଗତକାଲି ଡିସ୍‌ଚାର୍ଜ…

ଭିଜିଲାନସ ଜାଲରେ ଏନଆରଏଚଏମର ଡିପିଏମ

ମାଲକାନଗିରି: ମାଲକାନଗିରି ଦୁର୍ନୀତି ନିବାରଣ ବିଭାଗ ତରଫରୁ ସିଡିଏମଓ କାର୍ଯ୍ୟାଳୟରେ ଚଢାଉ କରାଯାଇ ଏନଆରଏଚଏମର ଡିପିଏମ ସୁଦିପ କେଶ ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଛନ୍ତି ଘଟଣା ଅନୁଯାୟୀ ଏନଆରଏଚଏମର କନିଷ୍ଠ ଯନ୍ତ୍ରୀ ନବଘନ ଖିଲ କୌଣସି ଏକ କାମର ବିଲ କରିବା ପାଇଁ…

ମାତିଛନ୍ତି ସାଇବର ଠକ

ମାତ୍ର କିଛି ସେକେଣ୍ଡରେ ହୋଇଯାଉଛି ଟଙ୍କା ଗାଏବ -ବିନା କ୍ଲିକ୍‌ରେ ୭୧ ହଜାର ଚାଲିଗଲା -ଲିଙ୍କ୍ ଖୋଲୁ ଖୋଲୁ ଖାଲି ହୋଇଗଲା ୫୩ ହଜାର ଭୁବନେଶ୍ୱର: କାହାକୁ ଓଟିପି ଦେଇନାହାନ୍ତି କି କୌଣସି ଲିଙ୍କରେ କ୍ଲିକ କରି ନାହାନ୍ତି । ଏହା ପରେ ମଧ୍ୟ ଆଖି ପିଛୁଳାକେ ଆକାଉଣ୍ଟ ଖାଲି କରିଦେଉଛନ୍ତି…