Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ଦୀର୍ଘ ୬ ମାସ ପରେ ରାଜ୍ୟରେ ଆଜି କରୋନାଜନୀତ ମୃତ୍ୟୁ ସଂଖ୍ୟା ଶୂନରେ
ଭୁବନେଶ୍ୱର: ଦୀର୍ଘ ୬ ମାସ ପରେ ରାଜ୍ୟରେ କରୋନାକୁ ନେଇ ଭଲ ଖବର ଆସିଛି । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ କରୋନା କାରଣରୁ କାହାରି ମୃତ୍ୟୁ ହୋଇନାହିଁ। ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ଟ୍ୱିଟ କରି ଏଥିପାଇଁ କରୋନା ଯୋଦ୍ଧାମାନଙ୍କୁ ପୁରା ସମ୍ମାନ ଜଣାଇଛି। ସେପଟେ ରାଜ୍ୟରେ ଦିନକୁ…
ରାଉରକେଲା ଇସ୍ପାତ କାରଖାନାରେ ଗ୍ୟାସ୍ ଲିକ୍, ୨ ଶ୍ରମିକ ମୃତ
ରାଉରକେଲା: ରାଉରକେଲା ଇସ୍ପାତ କାରଖାନା (ଆରଏସପି) କୋଲ କେମିକାଲ ବିଭାଗରେ ମରାମତି କାମ ଚାଲିଥିବା ବେଳେ ଘଟିଛି ଅଘଟଣ। ମରାମତି ସମୟରେ ଗ୍ୟାସ ଲିକ ହେବାରୁ ଘଟଣାସ୍ଥଳରେ କାମ କରୁଥିବା ଶ୍ରମିକ ଅସୁସ୍ଥ ହୋଇପଡ଼ିଛନ୍ତି l ଗ୍ୟାସ ସଂସ୍ପର୍ଶରେ ଆସି ୨ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୨ ଗୁରୁତର…
୨୦୦ ରୁ ଅଧିକ ବିଜେପି କର୍ମୀ, ବିଜେଡିରେ ଯୋଗ ଦେଲେ
ଅନୁଗୁଳ: ଅନୁଗୁଳରେ ମଉଳୁଛି ପଦ୍ମ । ବଢୁଛି ବିଜେଡିର ଶକ୍ତି । ଛେଣ୍ଡିପଦା ନିର୍ବାଚନ ମଣ୍ଡଳୀର ଶତାଧିକ ବିଜେପି କର୍ମୀ ଦଳ ଛାଡି ବିଜୁ ଜନତା ଦଳରେ ସାମିଲ ହୋଇଛନ୍ତି । ଟାଙ୍ଗରସାହି, ଧୋବାମଳିହା, ଗୋଳାଗାଡିଆର ୧୨୦ କର୍ମୀଙ୍କ ସମେତ ରାଇଝରଣ ଗାଁର ୧୦୦ ରୁ ଅଧିକ କର୍ମୀ ବିଜେଡିରେ ସାମିଲ…
ରାଜ୍ୟକୁ କେନ୍ଦ୍ରର ଚିଠି, କରୋନା ଟିକା ଟିକାକରଣ ପାଇଁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ
ଭୁବନେଶ୍ୱର: ରାଜ୍ୟକୁ ଆସିବ କରୋନା ଟିକା। ଏଥିପାଇଁ ରାଜ୍ୟ ସରକାର ସମସ୍ତ ପ୍ରସ୍ତୁତିକୁ ଠିକ ଭାବରେ ନିଭେଇଛନ୍ତି। ଏହାରି ଭିତରେ କେନ୍ଦ୍ର ସରକାର ଗତକାଲି ଟିକାକରଣ ପାଇଁ ପ୍ରସ୍ତୁତ ରହିବାକୁ ଚିଠି ଲେଖିଛନ୍ତି। ଅତି ନିକଟରେ ଓଡ଼ିଶାକୁ ଟିକା ଆସିବ ବୋଲି ସେଥିରେ ଉଲ୍ଲେଖ ରହିଛି। ହେଲେ ସେହି…
ରବର୍ଟ ଭଦ୍ରାଙ୍କ ଘରେ ପୁଣି ଆୟକର ଟିମ
ନୂଆଦିଲ୍ଲୀ: ସୋନିଆ ଗାନ୍ଧୀଙ୍କ ଜ୍ୱାଇଁଙ୍କୁ ଆୟକର ବିଭାଗର ମାରାଥନ୍ ଜେରା । ରବର୍ଟ ଭଦ୍ରାଙ୍କ ଘରେ ପୁଣି ପହଞ୍ଚିଲା ଆୟକର ବିଭାଗ । ଏହା ପୂର୍ବରୁ ସୋମବାର ରବର୍ଟ ଭଦ୍ରାଙ୍କୁ ଆୟକର ଟିମ୍ ୮ ଘଣ୍ଟା ପଚରାଉଚରା କରିଥିଲା । ବିକାନେର ଓ ଫରିଦାବାଦ ଜମି କେଳେଙ୍କାରୀ ମାମଲାରେ ଆୟକର ବିଭାଗ…
ମମତାଙ୍କ ସରକାରରୁ ଇସ୍ତଫା ଦେଲେ ଲକ୍ଷ୍ମୀରତନ ଶୁକ୍ଳା
କୋଲକାତା: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପୂର୍ବରୁ କ୍ଷମତାସୀନ ଟିଏମସିକୁ ପୁଣିଥରେ ଝଟକା ଲାଗିଛି । କ୍ୟାବିନେଟ ମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀଙ୍କ ଭଳି ମମତାଙ୍କ ସରକାରରୁ ଇସ୍ତଫା ଦେଇଛନ୍ତି ପୂର୍ବତନ କ୍ରିକେଟର ଲକ୍ଷ୍ମୀ ରତନ ଶୁକ୍ଳା । ସେ ମମତାଙ୍କ ସରକାରରେ କ୍ରୀଡ଼ା ରାଜ୍ୟମନ୍ତ୍ରୀ…
ନୂଆ ସଂସଦ ଭବନ ପ୍ରକଳ୍ପକୁ ସୁପ୍ରିମକୋର୍ଟଙ୍କ ମଞ୍ଜୁରୀ
ନୂଆଦିଲ୍ଲୀ: ରାଜଧାନୀ ନୂଆଦିଲ୍ଲୀର ଇଣ୍ଡିଆ ଗେଟ୍ ନିକଟରେ ନୂଆ ସଂସଦ ଭବନ (ସେଣ୍ଟ୍ରାଲ ଭିଷ୍ଟା) ନିର୍ମାଣ ଲାଗି କେନ୍ଦ୍ର ସରକାରଙ୍କୁ ଅନୁମତି ମିଳିଛି । ସୁପ୍ରିମକୋର୍ଟ ମଙ୍ଗଳବାର ସେଣ୍ଟ୍ରାଲ ଭିଷ୍ଟା ପ୍ରକଳ୍ପକୁ ଚ୍ୟାଲେଞ୍ଜ କରି ଆଗତ ପିଟିସନଗୁଡ଼ିକର ଶୁଣାଣି କରି ଏହି ନିଷ୍ପତ୍ତି…
ଏସ୍ଆଇଟିରେ ସାବାଳକ: କୋର୍ଟରେ ନାବାଳକ
ଅଡୁଆରେ ପରୀ ହତ୍ୟା ତଦନ୍ତ
ବାଲ୍ ସୁଧାର ଗୃହ ଗଲା ଅଭିଯୁକ୍ତ
ନୟାଗଡ: ବହୁଚର୍ଚ୍ଚିତ ନୟାଗଡ଼ ସଦର ଥାନା ଅଧୀନ ଯଦୁୁରର ନାବାଳିକା ଅମ୍ରିତାସ୍ନେହା ସାହୁ(ପରୀ)ହତ୍ୟାକାଣ୍ଡରେ ଗିରଫ ଅଭିଯୁକ୍ତ ଜଣେ ନାବାଳକ ବୋଲି ଜଣାପଡ଼ିଛି । ନୟାଗଡ଼ ପୋକ୍ସୋ କୋର୍ଟ ଏ ସଂକ୍ରାନ୍ତୀୟ ମାମଲାର ବି·ର କରି…
ଖୋଲିଲା ଦେଶର ପ୍ରଥମ ଫାୟାର ପାର୍କ
ସର୍ବସାଧାରଣଙ୍କ ଲାଗି ସବୁ ଶନିବାର ୨ଘଣ୍ଟା ଖୋଲା
ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଫାୟାର ପାର୍କର ଉଦ୍ଘାଟନ୍ କରି ଆଜି ଭର୍ଚୁଆଲ ପ୍ଲାଟ୍ଫର୍ମରେ ଓଡ଼ିଶା ଅଗ୍ନିଶମ ସେବାର ଏକ ଗତିଶୀଳ ଅନ୍ଲାଇନ୍ ପୋର୍ଟାଲ 'ଅଗ୍ନିଶମ ସେବା' ଉନ୍ମୋଚନ କରିଛନ୍ତି । ଅଗ୍ନି ନିରାପତ୍ତା…
ପୁଣି ବିଦା ହେଲେ ୭ ଅଧିକାରୀ
ଦୁର୍ନୀତି ବିରୋଧରେ ଜିରୋ ଟଲେରାନ୍ସ
-ବର୍ଷକ ମଧ୍ୟରେ ୧୦୪ଜଣଙ୍କୁ ବାଧ୍ୟତାମୂଳକ ଅବସର
-ଡିଆଇଜି-ଜଣେ କମାଣ୍ଡାଣ୍ଟ-ଜଣେ ଡିଏସ୍ପି-ଜଣେ ଡେପୁଟି କମାଣ୍ଡାଣ୍ଟ ସାମିଲ୍
-ଦୁଇ ଖଣି ଅଧିକାରୀ ଓ ଜଣେ ସିଡିିଓଙ୍କୁ ବାଧ୍ୟତାମୂଳକ ଅବସର
-୩୦ ଡିସେମ୍ବରରେ ୬ ଅଧିକାରୀଙ୍କୁ ଦିଆଯାଇଥିଲା ଭିଆର୍ଏସ୍…