Browsing Category

ଦେଶ- ବିଦେଶ

ଆଜି ଦେଶବ୍ୟାପୀ ଟୀକାକରଣ ପୂର୍ବରୁ କରୋନା ଟିକାର ଫାଇନାଲ ଡ୍ରାଏ ରନ୍, ରାଜଧାନୀର ସମ୍ ହସ୍ପିଟାଲ ସମେତ ୨ ଟି ସ୍ଥାନରେ…

ନୂଆଦିଲ୍ଲୀ: ଟିକା ଦିଆଯିବା ବେଳେ ରହିବନି କୌଣସି ତ୍ରୁଟି । ସଠିକ୍ ଉପାୟରେ ମିଳିବ କରୋନା ଟିକା । ସେଥିପାଇଁ ଆଜି ସାରା ଦେଶରେ ପୁଣି ଥରେ ହୋଇଛି କରୋନା ଟିକାର ଫାଇନାଲ ଡ୍ରାଏ ରନ୍‌ । ଟିକାକରଣ ପୂର୍ବରୁ ପୂର୍ବାଭ୍ୟାସ । ଦେଶର ୭୩୬ ଜିଲ୍ଲା ଏବଂ କେନ୍ଦ୍ରଶାସିତ ଅଞ୍ଚଳରେ ଦ୍ୱିତୀୟ…

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ କେନ୍ଦ୍ର କୋଇଲା ମନ୍ତ୍ରୀ

୩ ଖଣି ରିଜର୍ଭ ଦାବିକୁ ମଞ୍ଜୁରି ଭୁବନେଶ୍ୱର: ନାଲକୋର ୪୧ତମ ପ୍ରତିଷ୍ଠା ଦିବସରେ ଯୋଗଦେବାକୁ ଓଡ଼ିଶା ଆସିଥିବା କେନ୍ଦ୍ର କୋଇଲା ଓ ଖଣି ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ ଗୁରୁବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରିଛନ୍ତି । ଏହି ସାକ୍ଷାତ ସମୟରେ ଉଭୟ ରାଜ୍ୟର ଖଣି ନିଲାମକୁ ନେଇ…

ଦେଶର ଦୁର୍ଗମ ସ୍ଥାନରେ କରୋନା ଟିକା ପହଂଚାଇବା ପାଇଁ ସରକାର ବାୟୁସେନାର ବିମାନ ବ୍ୟବହାର କରିବେ

ନୂଆଦିଲ୍ଲୀ : ଭାରତ ସରକାର ସାରା ଦେଶରେ ଟିକାକରଣ ପାଇଁ ପ୍ରସ୍ତୁତି ଜାରି ରଖିଛନ୍ତି । ସେଥିପାଇଁ ସାରା ଦେଶରେ ଡ୍ରାଏରନ ବି ଚାଲିଛି । ଆସନ୍ତା ୧୩ ତାରିଖ ସୁଦ୍ଧା ଦେଶରେ ଟିକାକରଣ ଆରମ୍ଭ ହେବାର ଯୋଜନା ରହିଛି । ଏହା ପୂର୍ବରୁ ଟିକାଗୁଡ଼ିକୁ ଦେଶର କୋଣଅନୁକୋଣରେ ପହଞ୍ଚାଇବା ଲାଗି ସରକାର ଏକ…

ଆମେରିକାର ସଂସଦ ଆନୁଷ୍ଠାନିକ ଭାବେ ଜୋ ବାଇଡେନ୍‌ଙ୍କ ବିଜୟକୁ ଅନୁମୋଦନ କରିଛି: ୨୦ରେ ଦାୟିତ୍ୱ ନେବେ ବାଇଡେନ୍‌

ୱାଶିଂଟନ୍: ଜୋ ବାଇଡେନଙ୍କୁ ରାଷ୍ଟ୍ରପତି ନିର୍ବାଚିତ ହୋଇଥିବା ନେଇ ଆମେରିକା କଂଗ୍ରେସ ସାମ୍ବିଧାନିକ ମୋହର ମାରିବା ପରେ, ଏକ ବିବୃତ୍ତି ଜାରି କରି ଡୋନାଲ୍ଡ ଟ୍ରମ୍ପ ତାଙ୍କ ପରାଜୟକୁ ସ୍ୱୀକାର କରିଛନ୍ତି । ଟ୍ରମ୍ପ ଏକ ବିବୃତ୍ତି ଜାରି କରି କହିଛନ୍ତି ଯେ, ଏହା ତାଙ୍କର ଐତିହାସିକ ତଥା…

ଆମେରିକାର ସାଂସଦମାନେ ସଂସଦରେ ଟ୍ରମ୍ପଙ୍କୁ ତୁରନ୍ତ ରାଷ୍ଟ୍ରପତି ପଦରୁ ହଟାଇବା ଉଚିତ ବୋଲି ଦାବି କରିଛନ୍ତି

ୱାଶିଂଟନ୍: ଆମେରିକା ସଂସଦରେ ହଟଗୋଳ ପାଇଁ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ସାରା ଦେଶରେ ନିନ୍ଦା କରାଯାଉଛି, ଏପରିକି ତାଙ୍କୁ ତୁରନ୍ତ ହଟାଇବାକୁ ଦାବି କରାଯାଇଛି । ଆମେରିକାର ଅନେକ ସାଂସଦ ଟ୍ରମ୍ପଙ୍କ ବିରୋଧରେ ସ୍ୱର ଉତ୍ତୋଳନ କରିଛନ୍ତି । ସେମାନେ କ୍ୟାପିଟାଲରେ ଦଙ୍ଗା କରିଥିବା…

ଭାରତ ଅଷ୍ଟ୍ରେଲିଆ ସିଡନୀ ଟେଷ୍ଟରେ ବର୍ଷା ସାଜିଛି ବାଧକ

ସିଡ୍‌ନି: ଗୁରୁବାର ଦିନ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଆରମ୍ଭ ହୋଇଥିବା ତୃତୀୟ ଟେଷ୍ଟ୍‍ କ୍ରିକେଟ୍‌ ମ୍ୟାଚ୍‌ର ପ୍ରଥମ ଦିନର ଖେଳ ୭.୧ ଓଭର୍‌ ଖେଳାଯିବା ପରେ ବର୍ଷା ଯୋଗୁଁ ବନ୍ଦ ରହିବା ପରେ ପୁଣି ଆରମ୍ଭ ହୋଇଛି । ୪ଟିକିଆ ଟେଷ୍ଟ ସିରିଜରେ ଉଭୟ ଦଳ ୧-୧ ରହିଛନ୍ତି। ତେଣୁ ତୃତୀୟ ଟେଷ୍ଟ…

ଆମେରିକା ସଂସଦ ପରିସରରେ ଟ୍ରମ୍ପ ସମର୍ଥକଙ୍କ ହଙ୍ଗାମା,ଦଙ୍ଗାରେ ୪ ନିହତ, କର୍ଫ୍ୟୁ ଉଲ୍ଲଂଘନ କରି ୫୨ ଗିରଫ

ୱାସିଂଟନ୍: ଆମେରିକା ରାଷ୍ଟ୍ରେପତି ଡୋନାଲ୍ଡ ଟ୍ରମ୍ପଙ୍କ କାର୍ଯ୍ୟକାଳର ଅନ୍ତିମ ସମୟରେ ଓ୍ୱାଶିଂଟନର ବ୍ୟାପକ ହିଂସା ଦେଖିବାକୁ ମିଳିଛି । ସହରର କ୍ୟାପିଟଲ ହିଲରେ ଟ୍ରମ୍ପଙ୍କ ସମର୍ଥକମାନେ ହଙ୍ଗାମା କରିଛନ୍ତି । ସମର୍ଥକମାନେ ବିଭିନ୍ନ ମାରଣାସ୍ତ୍ର ଧରି କ୍ୟାପିଟଲ ହିଲରେ ପ୍ରବେଶ କରିଥିଲେ ।…

ସୁସ୍ଥ ହୋଇ ଘରକୁ ଫେରିଲେ ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି

କୋଲକାତା: ଦୀର୍ଘ ପାଞ୍ଚ ଦିନ ଧରି ହସ୍ପିଟାଲ୍‌ରେ ଚିକିତ୍ସିତ ହୋଇ ସୁସ୍ଥ ହେବା ପରେ ଗୁରୁବାର ଉଡ୍‌ଲାଣ୍ଡ୍‌ ହସ୍ପିଟାଲ୍‌ରୁ ଡିସ୍‌ଚାର୍ଜ ହୋଇଛନ୍ତି ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ତଥା ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି। ସେ ହସ୍ପିଟାଲ୍‌ରୁ ଗତକାଲି ଡିସ୍‌ଚାର୍ଜ…

ମାତିଛନ୍ତି ସାଇବର ଠକ

ମାତ୍ର କିଛି ସେକେଣ୍ଡରେ ହୋଇଯାଉଛି ଟଙ୍କା ଗାଏବ -ବିନା କ୍ଲିକ୍‌ରେ ୭୧ ହଜାର ଚାଲିଗଲା -ଲିଙ୍କ୍ ଖୋଲୁ ଖୋଲୁ ଖାଲି ହୋଇଗଲା ୫୩ ହଜାର ଭୁବନେଶ୍ୱର: କାହାକୁ ଓଟିପି ଦେଇନାହାନ୍ତି କି କୌଣସି ଲିଙ୍କରେ କ୍ଲିକ କରି ନାହାନ୍ତି । ଏହା ପରେ ମଧ୍ୟ ଆଖି ପିଛୁଳାକେ ଆକାଉଣ୍ଟ ଖାଲି କରିଦେଉଛନ୍ତି…

ଟିକାକରଣ ପାଇଁ ଓଡ଼ିଶା ତୟାର

ଭୁବନେଶ୍ୱର: ଓଡ଼ିଶାକୁ ସିଧା ଯୋଗାଣକାରୀ କମ୍ପାନୀରୁ ଆସିବ କରୋନା ଟିକା । ଏ ନେଇ ସ୍ପଷ୍ଟ କରିଛନ୍ତି କେନ୍ଦ୍ର ସରକାର । ଖୁବ୍‌ଶୀଘ୍ର ଓଡ଼ିଶା ସମେତ ୧୯ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ପ୍ରଥମ ପର୍ଯ୍ୟାୟ ଯୋଗାଣରେ ସିଧା ଯୋଗାଣକାରୀ କମ୍ପାନୀରୁ କୋଭିଡ୍‌-୧୯ ଟିକା ଆସିବ ବୋଲି ବୁଧବାର…