Browsing Category

ନ୍ୟୁଜ୍

ଡାକ୍ତରଙ୍କୁ ମିଳିବ ସି-ଅଫ

ଭୁବନେଶ୍ୱର,୧୨ା୧୦(ଡିକେ ନୁ୍ୟଜ):ଏଣିକି ସରକାରୀ ଡାକ୍ତରଖାନାଗୁଡ଼ିକରେକାର୍ଯ୍ୟ କରୁଥିବା ଡାକ୍ତରଙ୍କୁ ମିଳିବ ସି-ଅଫ୍ ।ସରକାରୀ ଛୁଟି ଦିନରେ କାମ କରୁଥିବାଡାକ୍ତରଙ୍କୁ ସି-ଅଫ୍ ଦେବାକୁ ଘୋଷଣାକରିଛି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ।ବିଭାଗ ପକ୍ଷରୁ ଏନେଇ ବିଜ୍ଞପ୍ତି ପ୍ରକାଶପାଇଛି ।…

ଫେରିଲା ମୌସୁମୀ ବଢ଼ିଲା ତାତି

ଭୁବନେଶ୍ୱର,୧୨ା୧୦(ଡିକେ ନୁ୍ୟଜ): କହିଛି ପାଣିପାଗ ବିଭାଗ । ଗତ ୨୪ ମେଘମୁକ୍ତ ଆକାଶ ଓ ଶୁଷ୍କ ବାୟୁ ପ୍ରବାହ ଫେରିଗଲା ମୌସୁମୀ । ଆଶ୍ୱିନରେ ଟାଇଁ ଘଣ୍ଟାରେ ୭ ସହରର ତାପମାତ୍ରା ୩୬ ଡିଗ୍ରୀ ପାଇଁ ବଦଳିଛି ପାଗର ମିଜାଜ ।ଟାଇଁ ଖରା । ଛତା ନ ଧରିଲେ ଘରୁବାହାରିବା ହେଉଛି ମୁସ୍କିଲ ।…

ଦେଶରେ ସର୍ବନିମ୍ନ ସ୍ତରରେ ବେକାରୀ ହାର

ନୂଆଦିଲ୍ଲୀ,୧୨ା୧୦: ଦେଶରେ ସର୍ବନିମ୍ନ ସ୍ତରରେ ପହଞ୍ଚିଛି ବେକାରୀ ହାର । ସଫଳ ହୋଇଛି ପ୍ରଧାନମନ୍ତ୍ରୀ କୌଶଳ ବିକାଶ ଯୋଜନା । କୌଶଳ ଦୀକ୍ଷାନ୍ତ ସମାରୋହରେ ଭିଡିଓ କନ୍ଫରେନ୍ସିଂ ମାଧ୍ୟମରେ ଯୋଗ ଦେଇ ଏକଥା କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଜନତାଙ୍କୁ ସମ୍ବୋଧିତ କରି କହିଛନ୍ତି…

ଭାରତ-ପାକିସ୍ତାନ ମ୍ୟାଚ୍ ପାଇଁ ୧୧ ହଜାରରୁ ଅଧିକ ସୁରକ୍ଷାକର୍ମୀ

ନୂଆଦିଲ୍ଲୀ, ୧୦ା୧୦ ଚଳିତ ବିଶ୍ୱକପରସବୁଠାରୁ ବଡ଼ ମୁକାବିଲା ଶନିବାରଖେଳାଯିବ । ଗୋଟିଏ ପଟେ ଭାରତ ଓଅନ୍ୟପଟେ ରହିବ ପାକିସ୍ତାନ । ଏହିହାଇଭୋଲଟେଜ ମ୍ୟାଚ୍ ପାଇଁ ଫ୍ୟାନ୍ସଙ୍କମଧ୍ୟରେ ଏବେଠାରୁ ଉତ୍ସାହ ଲାଗିରହିଛି । ୧ ଲକ୍ଷରୁ ଅଧିକ ଲୋକ ବସିପାରୁଥିବା ଅହମଦାବାଦର ନରେନ୍ଦ୍ରମୋଦି ଷ୍ଟାଡିୟମରେ…

ସିକ୍କିମ୍ ବନ୍ୟାରେ ୧୬ ବିଦେଶୀ ସମେତ ୧୭୬ ନାଗରିକ ଉଦ୍ଧାର

ନୂଆଦିଲ୍ଲୀ: ଭାରତୀୟ ବାୟୁସେନାବନ୍ୟା ପ୍ରଭାବିତ ରାଜ୍ୟରୁ ୧୬ ଜଣବିଦେଶୀ ନାଗରିକଙ୍କ ସମେତ ୧୭୬ଜଣଙ୍କୁ ସୁରକ୍ଷିତ ଭାବେ ସ୍ଥାନାନ୍ତରକରିଛି । ଏନେଇ ଜଣେ ଅଧିକାରୀ ଏହିସୂଚନା ଦେଇଛନ୍ତି । ଅଧିକାରୀ କହିଛନ୍ତିଯେ ବାୟୁସେନା ମଧ୍ୟ ୯,୪୦୦କିଲୋଗ୍ରାମ ରିଲିଫ ସାମଗ୍ରୀ ରାଜ୍ୟକୁପଠାଇଛି ।ଭାରତୀୟ…

କାର୍ଗିଲରେ କୁନ ପର୍ବତରେ ହିମସ୍ଖଳନ

ଲଦାଖ: ଲଦାଖରେ ଭାରତୀୟସେନାର କଣ୍ଟିଜେଣ୍ଟ୍ ହିମସ୍ଖଳନସଂସ୍ପର୍ଶରେ ଆସିଛି । ଏଥିରେ ୩ ଜଣଯବାନ ନିଖୋଜ ଥିବା ଜଣାଯାଇଛି ।ଦୁର୍ଘଟଣାରେ ନିଖୋଜ ଥିବାଯବାନମାନଙ୍କୁ ଯୁଦ୍ଧକାଳୀନ ଭିତ୍ତିରେଖୋଜା ଚାଲିଛି । ସେପଟେ ଜଣେଯବାନ ସହିଦ ହୋଇଛନ୍ତି । ଏହିଦୁର୍ଘଟଣା କାର୍ଗିଲର କୁନ୍ ପର୍ବତରେଘଟିଛି ।…

ବିଲେଇକୁ ଉଦ୍ଧାର କରିବାକୁ ଯାଇ ଜଣେ ମୃତ

ଭୁବନେଶ୍ୱର, (ଡିକେ ନୁ୍ୟଜ୍): ଭୁବନେଶ୍ୱରରେଏକ ଅଭାବନୀୟ ଘଟଣା ଘଟିଛି ।ଚନ୍ଦ୍ରଶେଖରପୁର ଥାନା ଅଧିନ ପଟିଆ ଷ୍ଟେସନନିକଟରେ ବିଲେଇକୁ ଉଦ୍ଧାର ପାଇଁ ଜଣେ ପରେଜଣେ ୩ ଜଣ କୂଅକୁ ଡେଇଁଥିଲେ । ଏମାନଙ୍କମଧ୍ୟରୁ ଜଣଙ୍କର ମୃତ୍ୟୁ ହୋଇଛି । ମୃତକ ହେଲେଶିବଶଙ୍କର ସାହୁ (୫୦) । ତାଙ୍କ ଘର…

ପୂଜାରେ କ୍ରାଇମ୍ ରୋକିବାକୁ ପୋଲିସର ମାଷ୍ଟର ପ୍ଳାନ

ଭୁବନେଶ୍ୱର, (ଡିକେ ନୁ୍ୟଜ୍): ଆସୁଛିପୂଜା । ଚଳଚଞ୍ଚଳ ରାଜଧାନୀ । ଏବେଠୁରାଜଧାନୀରେ ଡେରା ପକାଇଲେଣି ରାଜ୍ୟବାହାର ଛିନତାଇ ଗ୍ୟାଙ୍ଗ । ପୂଜା ପେଣ୍ଡାଲନିକଟରେ ଦର୍ଶନ ବାହାନାରେ କରିବେ ହାତସଫେଇ । ଗ୍ୟାଙ୍ଗ ମହିଳାଙ୍କୁ ଢାଲ କରିକରିବ ଅପରେସନ । ପୂଜା ପେଣ୍ଡାଲଭିତରେ ହେଉକି ବାହାରେ…

କେନ୍ଦୁଝରରେ ମିଶନ ଶକ୍ତି ସ୍କୁଟର ଯୋଜନାର ଶୁଭାରମ୍ଭ

ପ୍ରଥମ ପର୍ଯ୍ୟାୟରେ ବଣ୍ଟାଗଲା ୬୫୦ ସ୍କୁଟରକେନ୍ଦୁଝରରେ ମିଶନ ଶକ୍ତି ସ୍କୁଟର ଯୋଜନାର ଶୁଭାରମ୍ଭକେନ୍ଦୁଝର,: ଚଳିତ ଅକ୍ଟୋବରମାସ ୧୧ ତାରିଖ ବୁଧବାରମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଭୁବନେଶ୍ୱର ସ୍ଥିତ ଲୋକସେବାଭନ କନଭେନସନ ସେଣ୍ଟରରେମିଶନ ଶକ୍ତି ସ୍କୁଟର ଯୋଜନାରଶୁଭାରମ୍ଭ କରିବା ପରେକେନ୍ଦୁଝର…