Browsing Category

ରାଜନୀତି

ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ : ୩୫୦୦ଟି ସରପଞ୍ଚ ଆସନ ମହିଳାମାନଙ୍କ ପାଇଁ ସଂରକ୍ଷିତ

ଭୁବନେଶ୍ୱର : ଆଗାମୀ ତ୍ରିସ୍ତରୀୟ ପଂଚାୟତ ନିର୍ବାଚନରେ ମୋଟ ୬୭୯୪ଟି ପ ଂଚାୟତ ମଧ୍ୟରୁ ୩୫୦୦ଟି ସରପଞ୍ଚ ଆସନ ମହିଳାମାନଙ୍କ ପାଇଁ ସଂରକ୍ଷିତ ରହିଛି । ରାଜ୍ୟ ନିର୍ବାଚନ କମିସନ ସଚିବ ରବୀନ୍ଦ୍ର ସାହୁ ଏହି ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ ୯୧୯୧୬ ୱାର୍ଡ ମଧ୍ୟରୁ ୪୯୪୬୯ ୱାର୍ଡ…

ପଞ୍ଚାୟତ ନିର୍ବାଚନକୁ ଶାନ୍ତିପୂର୍ଣ୍ଣ ଭାବେ କରିବା ପାଇଁ ସ୍ୱାଭିମାନ ଅଞ୍ଚଳରେ ଜୋରଦାର ହେବ ମାଓ ଦମନ ଅଭିଯାନ

ମାଲକାନଗିରି : ତିନି ଦିନ ପୂର୍ବେ ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡ୍ଡୀ ଓଡିଶା ଗସ୍ତରେ ଆସିଥିବାବେଳେ ମାଲକାନଗିରି ପୋଲାଭରମ ପ୍ରକଳ୍ପ ସମେତ ଆନ୍ଧ୍ର ଓଡିଶା ସୀମାନ୍ତ ମାଲକାନଗିରି ଜିଲାରେ ମାଓ ଦମନ ଓ ସୀମାନ୍ତରେ ଗଞ୍ଜେଇ ଚାଷ ନିମନ୍ତେ ସ୍ବତନ୍ତ୍ର ଭାବେ ଆଲୋଚନା କରାଯାଇଥିଲା ।…

ମନ୍ତ୍ରୀ ଟୁକୁନି ସାହୁଙ୍କୁ ବିରୋଧ କରି ନାରାବାଜି : କିଛି ବିଜେପି ଓ କଂଗ୍ରେସ କର୍ମୀଙ୍କୁ ଥାନାକୁ ଉଠାଇ ନେଲା ପୋଲିସ

ସମ୍ବଲପୁର : ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଟୁକୁନି ସାହୁ କୁଚିଣ୍ଡା ଡ଼ାକବଙ୍ଗଳାରେ ଥିବା ବେଳେ ଆଜି ତାଙ୍କୁ ବିରୋଧ କରି ଡ଼ାକବଙ୍ଗଳା ବାହାରେ କଂଗ୍ରେସ ଓ ବିଜେପି କର୍ମୀ ମାନେ ନାରାବାଜି କରିଥିଲେ । ପୋଲିସ ଘଟଣାସ୍ଥଳରେ ପହଂଚି କିଛି ବିଜେପି ଓ କଂଗ୍ରେସ କର୍ମୀଙ୍କୁ ଥାନାକୁ ଉଠାଇ ନେଇଛି ।…

ଟିଟିଲାଗଡ ବିଜୁ ମହିଳା ଜନତା ଦଳ ତରଫରୁ ଅହେତୁକ ଦରଦାମ ବୃଦ୍ଧି ପ୍ରତିବାଦରେ ବିକ୍ଷୋଭ ପ୍ରଦର୍ଶନ

ଟିଟିଲାଗଡ : ଅହେତୁକ ଦରଦାମ ବୃଦ୍ଧି ପ୍ରତିବାଦରେ ରାଜ୍ୟବ୍ୟାପୀ ବିକ୍ଷୋଭ ପ୍ରଦର୍ଶନ ବିଜୁ ମହିଳା ଜନତା ଦଳ ତରଫରୁ ପୂର୍ବତନ ବ୍ଲକ ଅଧ୍ୟକ୍ଷା ଗୀତା ବିଶୀଙ୍କ ନେତୃତ୍ୱରେ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ କେନ୍ଦ୍ର ସରକାରଙ୍କ ଦୋମୁହାଁ ନିତି, ଗରିବ ଲୋକଙ୍କୁ ଶୋଷଣ କରି ତଳିତଳାନ୍ତ…

ବରାହୀପୁର ପଞ୍ଚାୟତରେ ମିଶନ ଶକ୍ତିର ସମ୍ମିଳନୀ

-ଗ୍ରାମୀଣ ମହିଳାଙ୍କ ଜୀବନଧାରାରେ ବଡ ପରିବର୍ତ୍ତନ ଆଣିବାକୁ ସରକାରଙ୍କ ସଂକଳ୍ପବଦ୍ଧ -ପଞ୍ଚାୟତଜାଜ ମନ୍ତ୍ରୀ ମାହାଙ୍ଗା : ମାହାଙ୍ଗା ବ୍ଲକ ବାରାହୀପୁର ପଞ୍ଚାୟତରେ ଆଜି ଏକ ମହିଳା ସମାବେଶକୁ ପଞ୍ଚାୟତରାଜ ମନ୍ତ୍ରୀ ପ୍ରତାପ ଜେନା ଉଦଘାଟନ କରିଥିଲେ । ଗ୍ରାମାଞ୍ଚଳରେ ମହିଳା ମାନଙ୍କ…

କଂଗ୍ରେସ ଦଳ ଛାଡ଼ିଲେ ପିସିସି କାର୍ଯ୍ୟକାରୀ ସଭାପତି ତଥା ପୂର୍ବତନ ସାଂସଦ ପ୍ରଦୀପ ମାଝୀ

-କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ପଠାଇଲେ ଇସ୍ତଫା ପତ୍ର ଭୁୁବନେଶ୍ୱର : ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର କାର୍ଯ୍ୟକାରୀ ସଭାପତି ତଥା ନବରଂଗପୁରରୁ ପାର୍ଟୀର ପୂର୍ବତନ ସାଂସଦ ପ୍ରଦୀପ ମାଝୀ କଂଗ୍ରେସର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି । ସେ ନିଜର ଇସ୍ତଫା ପତ୍ର କଂଗ୍ରେସ…

ଆଜି ପିପିଲିରେ ପ୍ରଚାର କରିବେ ଧର୍ମେନ୍ଦ୍ର

ଭୁବନେଶ୍ବର : କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶନିବାର ଦିନ ପିପିଲି ଉପନିର୍ବାଚନ ପ୍ରଚାର ମୈଦାନକୁ ଓହ୍ଲାଇବେ । ବିଜେପି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକଙ୍କ ପାଇଁ ସେ ଆଜି ପ୍ରଚାର କରିବେ । ବିଜେପି ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ସେ ପ୍ରଚାର କାର୍ଯ୍ୟକ୍ରମରେ ଯୋଗ ଦେବେ ।

ପଞ୍ଜାବ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ଅମରିନ୍ଦର

ଚଣ୍ଡିଗଡ଼: ପଞ୍ଜାବ କଂଗ୍ରେସରେ କନ୍ଦଳ ପରେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି କ୍ୟାପଟେନ ଅମରିନ୍ଦର ସିଂ । ରାଜଭବନରେ ରାଜ୍ୟପାଳଙ୍କୁ ଭେଟି ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ଅମରିନ୍ଦର । ଅମରିନ୍ଦରଙ୍କ ସହ ତାଙ୍କ ମନ୍ତ୍ରୀମଣ୍ଡଳ ମଧ୍ୟ ଇସ୍ତଫା ରାଜ୍ୟପାଳଙ୍କୁ ଦେଇଛନ୍ତି ।…

ଦଳୀୟ ସାଂଗଠନିକ ସଂରଚନା ଅନୁଧ୍ୟାନ ନିମନ୍ତେ ବିଜେପି ନେତୃତ୍ୱଙ୍କ ସୁରଟ ଗସ୍ତ

ଭୁବନେଶ୍ୱର : ଦଳୀୟ ତଥା ରାଜନୈତିକ ସାଂଗଠନିକ ସଂରଚନା ଓ କାର୍ଯ୍ୟ ଶୈଳୀ ସମ୍ପର୍କରେ ବିଶେଷ ଅନୁଧ୍ୟାନ ନିମନ୍ତେ ଭାରତୀୟ ଜନତାପାର୍ଟି ଓଡିଶା ପ୍ରଦେଶର ଏକ ରାଜ୍ୟ ସ୍ତରୀୟ ୯ ଜଣିଆ ନେତୃମଣ୍ଡଳୀ ଗୁଜୁରାଟ ପ୍ରଦେଶ ଯାଇଛନ୍ତି । ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଶ୍ରୀ ଜେପି ନଡ୍ଡାଙ୍କ ନିର୍ଦ୍ଦେଶ…

ଉତରାଖଂଡର ନବନିଯୁକ୍ତ ରାଜ୍ୟପାଳ ଆଜି ନେବେ ଶପଥ

ଦେହେରାଦୁନ୍ଉ : ତରାଖଣ୍ଡର ନବନିଯୁକ୍ତ ରାଜ୍ୟପାଳ ଲେଫ୍ଟନାଂଟ ଜେନରାଲ୍ ଗୁରୁମିତ ସିଂହ ଆଜି ରାଜଭବନରେ ରାଜ୍ୟପାଳ ପଦବୀର ଶପଥ ଗ୍ରହଣ କରିବେ । ଏହି ଅବସରରେ କ୍ୟାବିନେଟ୍ ମନ୍ତ୍ରି ଡାଂ ଧନ ସିଂ ରାଓତ୍ ଓ ଗଣେଶ ଯୋଶି, ସ୍ୱାମୀ ଯୋତି ସ୍ୱରା ନନ୍ଦ ସ୍ୱାଗତ କରିବେ । ଏଥିରେ ଗଢବାଲ୍ କମିକ୍ଷର…