Browsing Category

ରାଜନୀତି

ପିପିଲିରେ ଉପନିର୍ବାଚନ ପ୍ରସ୍ତୁତି ଓ ଆଇନ ଶୃଙ୍ଖଳା ସ୍ଥିତିର ସମୀକ୍ଷା କଲେ ପୋଲିସ ଡ଼ିଜି : ସୁରକ୍ଷା ଦାୟୀତ୍ୱରେ ୩…

ପୁରୀ: ଆସନ୍ତା ୧୭ ତାରିଖରେ ଅନୁଷ୍ଠିତ ହେବାକୁ ଯାଉଛି ପିପିଲି ଉପ ନିର୍ବାଚନ ପାଇଁ ଭୋଟ ଗ୍ରହଣ । ଉପ ନିର୍ବାଚନରେ ପୋଲିସ ସୁରକ୍ଷା ବ୍ୟବସ୍ଥାକୁ ଦୃଷ୍ଟିରେ ରଖି ପ୍ରସ୍ତୁତି ଏବଂ ଆଇନ ଶୃଙ୍ଖଳା ସ୍ଥିତି କିଭଳି ରହିଛି ପିପିଲିରେ ପହଂଚି ଏହାର ସମୀକ୍ଷା କରିଛନ୍ତି ପୋଲିସ ଡ଼ିଜି ଅଭୟ । ଆଜି ଏହି…

ପିିପିିଲି ମହାସମର : ଆଜି ଭର୍ଚୁଆଲରେ ପ୍ରଚାର କରିବେ ନବୀନ

ପିପିଲି : ସପ୍ତାହକ ପରେ ପିପିଲି ଉପନିର୍ବାଚନ । ଆଜି ପ୍ରଚାର କରିବେ ବିଜେଡି ସୁପ୍ରିମୋ । ଭର୍ଚୁଆଲ ମାଧ୍ୟମରେ ପ୍ରଚାର କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଦିବଂଗତ ବିଧାୟକ ପ୍ରଦୀପ ମହାରଥୀଙ୍କ ପୁଅ ରୁଦ୍ର ମହାରଥୀଙ୍କ ପାଇଁ ଏହି ପ୍ରଚାର କରିବେ । ପିପିଲି ବାସୀଙ୍କୁ ରୁଦ୍ରଙ୍କ ପାଇଁ…

ପିପିଲି ଉପନିର୍ବାଚନ ପାଇଁ ନବୀନ ଦଳୀୟ ନେତାଙ୍କୁ ଦେଲେ ବିଭିନ୍ନ ଅଞ୍ଚଳର ଦାୟିତ୍ବ

ଭୁବନେଶ୍ବର: ପିପିଲି ଉପନିର୍ବାଚନ ପାଇଁ ବିଜେଡି ସଭାପତି ନବୀନ ପଟ୍ଟନାୟକ ଦଳୀୟ ନେତାଙ୍କୁ ବିଭିନ୍ନ ଅଞ୍ଚଳର ଦାୟିତ୍ବ ପ୍ରଦାନ କରିଛନ୍ତି । ପିପିଲି ବ୍ଲକ ପାଇଁ ସମୀର ରଞ୍ଜନ ଦାଶ ଓ ଅତନୁ ସବ୍ୟସାଚୀ ନାୟକଙ୍କୁ ଦାୟିତ୍ବ ଦିଆଯାଇଥିବା ବେଳେ ଡେଲାଙ୍ଗ ବ୍ଲକ ପାଇଁ ନବକିଶୋର ଦାଶ, ସୁଶାନ୍ତ…

ପିପିଲି ଉପନିର୍ବାଚନ ପାଇଁ ୧୫ ପ୍ରାର୍ଥୀଙ୍କ ନାମାଙ୍କନ ପତ୍ର ଦାଖଲ

ଭୁବନେଶ୍ୱର: ୧୧୦-ପିପିଲି ଉପନିର୍ବାଚନ ପାଇଁ ମୋଟ୧୫ ଜଣ ପ୍ରାର୍ଥୀ ସେମାନଙ୍କର ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ସେମାସନ ହେଲେ ଆଶ୍ରିତ ପଟ୍ଟନାୟକ, ସମ୍ବିତ୍ ପଟ୍ଟନାୟକ,ସନ୍ତୋଷ କୁମାର ମହାପାତ୍ର, ଅଶୋକ ପ୍ରଧାନ, ସନ୍ତୋଷ କୁମାର ଦାସ, ରୁଦ୍ର ପ୍ରତାପ ମହାରଥୀ ,ମହମ୍ମଦ ଇମାମ୍ ଉଦ୍ଦିନ୍‌,…

ପିିପିିଲିରେ ଜମିବ ତ୍ରିମୁଖୀ ଲଢ଼େଇ

ପିପିଲି: ପିପିଲି ବିଧାନସଭା ଆସନ ପାଇଁ ଏବେ ତିନିଦଳ ମଧ୍ୟରେ ହେବ ତ୍ରିମୁଖୀ ଲଢ଼େଇ । ପୂର୍ବରୁ ବିଜେପି ଓ ବିଜେଡି ତାଙ୍କ ପ୍ରାର୍ଥୀ ଘୋଷଣା କରିସାରିଥିବା ବେଳେ ଶେଷ ମୂହୁର୍ତ୍ତରେ କଂଗ୍ରେସ ମଧ୍ୟ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି । ଅନ୍ୟପକ୍ଷରେ ପିପିଲି ବିଧାନସଭା ଆସନ ନେଇ ଆଜି…

ପିପିଲି ଉପନିର୍ବାଚନ : ବିଜେଡ଼ି ପ୍ରାର୍ଥୀ ରୁଦ୍ର ପ୍ରତାପ ମହାରଥିଙ୍କ ସମେତ ୪ ପ୍ରାର୍ଥୀଙ୍କ ନାମାଙ୍କନ ପତ୍ର ଦାଖଲ

ପୁରୀ: ପିପିଲି ଉପନିର୍ବାଚନ ପାଇଁ ଆଜି ପ୍ରାର୍ଥୀପତ୍ର ଦାଖଲର ଶେଷ ତାରିଖ ରହିଥିବା ବେଳେ ଅପରାହ୍ନ ୧ଟା ସୁଦ୍ଧା ବିଜେଡ଼ି ପ୍ରାର୍ଥୀ ରୁଦ୍ର ପ୍ରତାପ ମହାରଥିଙ୍କ ସମେତ ୪ ଜଣ ପ୍ରାର୍ଥୀ ରିଟର୍ଣ୍ଣି ଅଫିସରଙ୍କ ନିକଟରେ ନିଜ ନିଜର ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ବିଜେଡ଼ି ପ୍ରାର୍ଥୀ ରୁଦ୍ର…

ବିଜେଡ଼ି ପ୍ରାର୍ଥୀ ରୁଦ୍ରଙ୍କ ଶୋଭାଯାତ୍ରା : ଦିବଂଗତ ନେତା ପ୍ରଦୀପ ମହାରଥିଙ୍କୁ ମନେ ପକାଇଲେ ସମର୍ଥକ

ପୁରୀ: ପିପିଲି ଉପନିର୍ବାଚନ ପାଇଁ ବିଜେଡ଼ି ପ୍ରାର୍ଥୀ ରୁଦ୍ର ପ୍ରତାପ ମହାରଥି ଆଜି ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ଏହି ପରିପ୍ରେକ୍ଷୀରେ ଏକ ଶୋଭାଯାତ୍ରା ଆଜି ପୂର୍ବାହ୍ନରେ ପିପିଲି ପାର୍ଟି ଅଫିସ୍ ନିକଟରୁ ପୁରୀ ଅଭିମୁଖେ ବାହାରିଥିଲା । ରାଲିରେ ଏକ ଖୋଲା ଚାରିଚକିଆରେ ରୁଦ୍ର…

ଶ୍ୱେତପତ୍ରରେ ବିଳମ୍ବ ପାଇଁ ସ୍ୱାଧିକାର ଭଙ୍ଗ ନୋଟିସ ଆଣିଲେ କଂଗ୍ରେସ ବିଧାୟକ ସନ୍ତୋଷ ସିଂହ ସାଲୁଜା

ଭୁବନେଶ୍ୱର: ଗୃହ ବିଭାଗ ପକ୍ଷରୁ ରାଜ୍ୟର ଆଇନ ଶୃଙ୍ଖଳା ପରିସ୍ଥିତି ସମ୍ପର୍କରେ ଶ୍ୱେତପତ୍ର ବିଧାୟକ ମାନଙ୍କୁ ବିଳମ୍ବରେ ଉପଲବ୍ଧ କରା ଯାଇଥିବାରୁ ଏ ସମ୍ପର୍କରେ କଂଗ୍ରେସ ବିଧାୟକ ସନ୍ତୋଷ ସିଂହ ସାଲୁଜା ସ୍ୱାଧୀକାର ଭଙ୍ଗ ନୋଟିସ ଆଣିଛନ୍ତି । ଶୂନ୍ୟକାଳରେ ବାଚସ୍ପତି ଶ୍ରୀ ସାଲୁଜାଙ୍କୁ ଏ…

ପିପିଲି ଲଢ଼େଇ : ରୁଦ୍ର ହେଲେ ବିଜେଡି ପ୍ରାର୍ଥୀ

ଭୁବନେଶ୍ୱର: ପିପିଲି ଉପନିର୍ବାଚନ ନେଇ ପ୍ରାର୍ଥୀ ଘୋଷଣା କରିଛି ବିଜୁ ଜନତା ଦଳ । ଦିବଙ୍ଗତ ବିଧାୟକ ପ୍ରଦୀପ ମହାରଥିଙ୍କ ପୁଅ ରୁଦ୍ର ପ୍ରତାପ ମହାରଥୀଙ୍କୁ ପ୍ରାର୍ଥୀ କରିଛି ବିଜେଡ଼ି । ଗତକାଲି ବିଳମ୍ବିତ ରାତିରେ ବିଜେପି ଆଶ୍ରିତ ପଟ୍ଟନାୟକଙ୍କୁ ଦଳୀୟ ପ୍ରାର୍ଥୀ ଭାବେ ଘୋଷଣା କରିଥିଲା ।…

ରାଷ୍ଟ୍ରପତି ଅସୁସ୍ଥ

ନୂଆଦିଲ୍ଲୀ: ଭାରତର ରାଷ୍ଟ୍ରପତି ରାମନାଥ କୋବିନ୍ଦ ଆଜି ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ଦିଲ୍ଲୀରେ ଥିବା ଆର୍ମି ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ମେଡିକାଲ ବୁଲେଟିନରେ କୁହାଯାଇଛି ଯେ ୭୫ ବର୍ଷୀୟ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଆଜି ସକାଳୁ ଛାତିରେ ଅସହଜ ଅନୁଭବ କରିଥିଲେ ।…