Sign in
Sign in
Recover your password.
A password will be e-mailed to you.
Browsing Category
ରାଜନୀତି
ପିପିଲି ଉପନିର୍ବାଚନ : ରୁଦ୍ର ମହାରଥୀଙ୍କୁ ପ୍ରାର୍ଥୀ ଘୋଷଣା କଲା ବିଜେଡି
- ବାପାଙ୍କର ଅଧୁରା ସ୍ୱପ୍ନ ପୂରଣ କରିବି : ରୁଦ୍ର
ଭୁବନେଶ୍ୱର: ପିପିଲି ଉପନିର୍ବାଚନ ପାଇଁ ସ୍ୱର୍ଗତ ବିଧାୟକ ପ୍ରଦୀପ ମହାରଥୀଙ୍କ ପୁଅ ରୁଦ୍ର ପ୍ରତାପ ମହାରଥୀଙ୍କୁ ବିଜେଡି ପ୍ରାର୍ଥୀ କରିଛି । ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ଶୁକ୍ରବାର ଅପରାହ୍ନରେ ନବୀନ ନିବାସ ଠାରେ ଏହି ଘୋଷଣା…
ପିପିଲି ଉପ-ନିର୍ବାଚନ ପୂର୍ବରୁ ସର୍ବଦଳୀୟ ବୈଠକ
ଭୁବନେଶ୍ୱର: ପିପିଲି ଉପ-ନିର୍ବାଚନ ପରିପ୍ରେକ୍ଷିରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ୍ କୁମାର ଲୋହାନୀ ଶୁକ୍ରବାର ସମସ୍ତ ସ୍ୱୀକୃତି ପ୍ରାପ୍ତ ରାଜନୈତିକ ଦଳର ପ୍ରତିନିଧିଙ୍କ ସହ ଏକ ସର୍ବଦଳୀୟ ବୈଠକ କରିଥିଲେ ।
ବୈଠକରେ ଶ୍ରୀ ଲୋହାନୀ କହିଥିଲେ ଯେ ନିର୍ବାଚନ ପ୍ରଚାରରେ…
ନୂଆ ପରମ୍ପରା ସୃଷ୍ଟି କଲେ ମୁଖ୍ୟମନ୍ତ୍ରୀ : ନବୀନଙ୍କ ମାଷ୍ଟରଷ୍ଟ୍ରୋକ୍ ରେ ବିରୋଧୀଙ୍କ ସବୁ ଅଙ୍କ ଫେଲ୍
-ଓଡ଼ିଶା ଇତିହାସରେ ରୋଚକ ଦୃଶ୍ୟ
ଭୁବନେଶ୍ୱର: ଓଡ଼ିଶା ରାଜନୀତିରେ ଆଜି ଦେଖିବାକୁ ମିଳିଥିଲା ରୋଚକ ଦୃଶ୍ୟ । ମଣ୍ଡି ସମସ୍ୟା ଓ ବିଧାୟକଙ୍କ ଆତ୍ମହତ୍ୟା ଉଦ୍ୟମକୁ ନେଇ ନବୀନ ନିବାସ ଆଗରେ ଧାରଣାରେ ବସିଥିବା ବିଜେପି ବିଧାୟକଙ୍କୁ ମୁଖ୍ୟମନ୍ତ୍ରୀ ନିଜେ ଆସି ଧାରଣା ପ୍ରତ୍ୟାହୃତ କରି ଆଲୋଚନା…
ରାଜ୍ୟରେ ପୌର ନିର୍ବାଚନ ଖୁବ୍ ଶୀଘ୍ର
ଭୁବନେଶ୍ୱର: ରାଜ୍ୟରେ ଖୁବ୍ ଶୀଘ୍ର ପୌର ନିର୍ବାଚନ ହେବେ । ଏ ନେଇ ପ୍ରକ୍ରିୟା ଚାଲିଛି । ଅଦାଲତ ୫୦ ପ୍ରତିଶତ ଭିତରେ ସଂରକ୍ଷଣ ସୀମିତ ରଖିବାକୁ କହିଛନ୍ତି । ସେତିକି ଭିତରେ କିପରି ହେବ, ସେ ନେଇ ବ୍ୟବସ୍ଥା କରାଯାଉଛି ବୋଲି କହିଛନ୍ତି ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା ।
ଅପରପକ୍ଷରେ…
ପାଖେଇ ଆସିଲା ପଞ୍ଚାୟତ ନିର୍ବାଚନ, ସବୁ ଦଳ ଫୋକସ ରେ ଚିତ୍ରକୋଣ୍ଡା
ମାଲକାନଗିରି: ପଞ୍ଚାୟତ ନିର୍ବାଚନ ପାଖେଇ ଆସିଲାଣି। ବିଭିନ୍ନ ରାଜନୈତିକ ଦଳଗୁଡିକ ଏବେ ଗଡ ସଜାଡିବା ଆରମ୍ଭ କଲେଣି। କିନ୍ତୁ ମାଲକାନଗିରି ଜିଲ୍ଲା ଅନ୍ତର୍ଗତ ଚିତ୍ରକୋଣ୍ଡା ବ୍ଲକରେ୨ 0୧ ୭ ମସିହା ରେ ପଞ୍ଚାୟତ ନିର୍ବାଚନ ହୋଇପାରିଲା ନାହିଁ। ମାଓବାଦୀ ଙ୍କ ଆଗରେ ସରକାର ଏକ ପ୍ରକାର ହାର…
ବାଜିଲା ବିଗ୍ ଫାଇଟ୍ ବିଗୁଲ : ୪ ରାଜ୍ୟ ଓ ପୁଡୁଚେରୀ ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା
-୮୨୪ ଆସନ ପାଇଁ ହେବ ନିର୍ବାଚନ
-ମାର୍ଚ୍ଚ ୨୭ରେ ପ୍ରଥମ ପର୍ଯ୍ୟାୟ ଭୋଟ
-ଆସାମରେ ୩ ପର୍ଯ୍ୟାୟରେ ହେବ ନିର୍ବାଚନ
-କେରଳ ଓ ତାମିଲନାଡୁରେ ଗୋଟିଏ ପର୍ଯ୍ୟାୟ
-ପଶ୍ଚିମବଙ୍ଗରେ ୮ ପର୍ଯ୍ୟାୟରେ ହେବ ଭୋଟ
ନୂଆଦିଲ୍ଲୀ: ୪ ରାଜ୍ୟ ଏବଂ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳରେ ବିଧାନସଭା…
ବିଶୃଙ୍ଖଳାକାରୀଙ୍କ ବିରୁଦ୍ଧରେ ହେବ କାର୍ଯାନୁଷ୍ଠାନ- ନିରଂଜନ ପଟ୍ଟନାୟକ
ଭୁବନେଶ୍ୱର: କଂଗ୍ରେସ ଭବନରେ ଦୁଇ ଗୋଷ୍ଠି ମଧ୍ୟରେ ହୋଇଥିବା ବିବାଦକୁ ନେଇ ପ୍ରତିକ୍ରିୟା ଦେଇଛନ୍ତି ପିସିସି ସଭାପତି ନିରଂଜନ ପଟ୍ଟନାୟକ । ଏହି ଘଟଣା ଉପରେ ପ୍ରତିକ୍ରିୟା ପ୍ରକାଶ କରି ସେ କହିଛନ୍ତି ଯେ ଦଳ ବିରୋଧୀ କାମ ଅଭିଯୋଗ ପ୍ରମାଣିତ ହେଲେ କାର୍ଯ୍ୟାନୁଷ୍ଠାନ ହେବ । ଯିଏ ବିଶୃଙ୍ଖଳା…
ଗୁଡ୍ ବାଏ ଟ୍ରମ୍ପ୍: ୱେଲକମ୍ ବାଇଡେନ
ନୂଆଦିଲ୍ଲୀ: ବୁଧବାର ଆମେରିକା ସମୟ ୧୧.୫୯ ମିନିଟ୍ ୫୯ ସେକେଣ୍ଡରେ ସରିବ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ଙ୍କ କାର୍ଯ୍ୟକାଳ । ଆରମ୍ଭ ହେବା ବାଇଡେନ୍ ଯୁଗ । ବାଇଡେନ୍ଙ୍କ ଶପଥ ଗ୍ରହଣ ଉତ୍ସବରେ ରହିବେନି ବିଦାୟୀ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ । ଆଗୁଆ ଛାଡ଼ିଦେବେ ହ୍ୱାଇଟ୍ ହାଉସ୍ ।…
ସବୁଦିନ ପାଇଁ ବନ୍ଦ ହେଲା ବ୍ୟକ୍ତିଗତ ଟ୍ୱିଟର ଆକାଉଣ୍ଟ
ୱାଶିଂଟନ: ଡୋନାଲ୍ଡ ଟ୍ରମ୍ପଙ୍କ ବ୍ୟକ୍ତିଗତ ଟ୍ୱିଟର ଆକାଉଣ୍ଟକୁ ସବୁଦିନ ପାଇଁ ବନ୍ଦ କରିଦିଆଯାଇଛି । ଏ ନେଇ ଟ୍ୱିଟର ସେଫଟି ପକ୍ଷରୁ ଟ୍ୱିଟ କରି ସୂଚନା ଦିଆଯାଇଛି । ଆମେରିକାର ସଂସଦ (କ୍ୟାପିଟଲ ବିଲ୍ଡିଂ)ରେ ହୋଇଥିବା ହିଂସାକୁ ନେଇ କମ୍ପାନୀ ପକ୍ଷରୁ ଏପରି କାର୍ଯ୍ୟାନୁଷ୍ଠାନ ନିଆଯାଇଛି ।…
ଜିନ୍ଦଲର ଆଗାମୀ ଦିନର ରୋଡମ୍ୟାପ ଉପରେ କେନ୍ଦ୍ରମନ୍ତ୍ରୀଙ୍କୁ ଅଗବତ କଲେ ଜିନ୍ଦଲ ମୁଖ୍ୟ
ଆନୁଷଙ୍ଗିକ ଷ୍ଟିଲ୍ କ୍ଲଷ୍ଟରର ବିକାଶକୁ ସୁଗମ କରିବା ଉପରେ ଦୃଷ୍ଟି ଦେବାକୁ ଜିନ୍ଦଲକୁ ପରାମର୍ଶ ଦେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
୨୦୩୦ ସୁଦ୍ଧା ବାର୍ଷିକ ୫୦ ମିଲିୟନ ଟନ ଇସ୍ପାତ ଇତ୍ପାଦନ ଜିନ୍ଦଲର ଲକ୍ଷ୍ୟ
ନୂଆଦିଲ୍ଲୀ/ଭୁବନେଶ୍ୱର: ୨୦୩୦ ସୁଦ୍ଧା ଜିନ୍ଦଲ ଷ୍ଟିଲ୍ ଏଣ୍ଡ୍…