Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ରାଜ୍ୟରେ ଗତ ୨୪ ଘଂଟାରେ କରୋନାରେ ୩୪ଜଣଙ୍କର ମୃତ୍ୟୁ
ଭୁବନେଶ୍ୱର : ରାଜ୍ୟରେ ଗତ ୨୪ ଘଂଟା ମଧ୍ୟରେ ରାଜ୍ୟରେ କରୋନାରେ ୩୪ ଜଣ ରୋଗୀଙ୍କର ମୃତ୍ୟୁ ଘଟିଛି । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆ ଯାଇଛି । ଏହା ସହ ରାଜ୍ୟରେ କରୋନା କାରଣରୁ ମୃତ୍ୟୁ ସଂଖ୍ୟା ବଢି ୨୬୧୮ ହୋଇ ଯାଇଛି ।
ରାଜ୍ୟ ସ୍ୱାସ୍ଥ୍ୟ ଓ…
ରାଜ୍ୟରେ ଗୋଟିଏ ଦିନରେ ୬୭୩୬ କରୋନା ଆକ୍ରାନ୍ତ ଚିହ୍ନଟ
-ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୭୩୨୭୩୯
ଭୁବନେଶ୍ୱର : ରାଜ୍ୟରେ ଗୋଟିଏ ଦିନରେ ୬୭୩୬ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୭୩୨୭୩୯କୁ ବୃଦ୍ଧି ପାଇଛି । ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ୱିଟ କରି ସୂଚନା ଦିଆ ଯାଇଛି । ରାଜ୍ୟରେ…
ଜୁଆ ଆଡ୍ଡା ଉପରେ ଚଢ଼ଉ : ୪ ମହିଳାଙ୍କ ସମେତ ୧୮ ଜୁଆଡ଼ି ଗିରଫ
ଗଞ୍ଜାମ : ଗଞ୍ଜାମ ଜିଲ୍ଲା କୁକୁଡ଼ାଖଣ୍ଡି ଅଂଚଳର ପ୍ରଦୀପ ସାହୁଙ୍କ ଶ୍ରୀକ୍ଷେତ୍ର ବିହାର ଠାରେ ଥିବା ଏକ ଘରେ ବଡ଼ ଧରଣର ଜୁଆ ଆଡ୍ଡା ଚାଲିଥିବା ବ୍ରହ୍ମପୁର ସଦର ପୋଲିସ ଖବର ପାଇ ଗତକାଲି ରାତିରେ ସେଠାରେ ଚଢ଼ଉ କରିଥିଲା । ଏହି ଜୁଆ ଆଡ୍ଡାରୁ ୪ ଜଣ ମହିଳାଙ୍କ ସମେତ ୧୮ ଜଣ ଜୁଆଡ଼ିଙ୍କୁ…
ମୁଖ୍ୟମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନାରେ ବ୍ୟାପକ ଅନିୟମିତତା : ଠିକାଦାରର ମନମୁଖୀ କାର୍ଯ୍ୟ ପାଇଁ ପିଚୁ ରାସ୍ତା ଫାଟି…
ମାହାଙ୍ଗା : ନିଶ୍ଚିନ୍ତକୋଇଲି ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧିନରେ ଥିବା ମାହାଙ୍ଗା ବ୍ଲକ୍ ଗୋତରା ଠାରୁ କଲୋରିଆ ରାସ୍ତା କାର୍ଯ୍ୟରେ ବ୍ୟାପକ ଅନିୟମିତତା ଦେଖାଦେଇଛି । ଠିକାଦାର କର୍ତ୍ତବ୍ୟରେ ଚରମ ଅବହେଳା ହେତୁ ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନା ରାସ୍ତାର କାର୍ଯ୍ୟ ଅବଧି ସରିବାର ପରେ ମଧ୍ୟ…
ବାତ୍ୟା ପ୍ରଭାବିତ ଅଞ୍ଚଳ ଯିବେ ମୁଖ୍ୟମନ୍ତ୍ରୀ, ଆକାଶ ମାର୍ଗରୁ ବାତ୍ୟାର ସ୍ଥିତି ଅନୁଧ୍ୟାନ କରିବେ
ଭୁବନେଶ୍ବର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଆକାଶ ମାର୍ଗରୁ ବାତ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିବେ । ଦିନ ସାଢେ ୧୨ଟାରେ ଏରିଏଲ ଭ୍ୟୁ କରିବେ ମୁଖ୍ୟମନ୍ତ୍ରୀ । ବାଲେଶ୍ୱର, ଭଦ୍ରକ ଓ କେନ୍ଦ୍ରାପଡ଼ାରେ ବାତ୍ୟା ୟାସ ପ୍ରଭାବିତ ଅଞ୍ଚଳରେ ପ୍ରାୟ ୧ ଘଣ୍ଟା ଅନୁଧ୍ୟାନ କରିବେ । ଏନେଇ…
କରୋନାରେ ଦେଶରେ ଗତ ୨୪ ଘଂଟାରେ ୧,୯୬,୪୨୭ ନୂଆ ମାମଲା
ନୂଆଦିଲ୍ଲୀ : ଦେଶରେ ଗତ ୨୪ଘଂଟା ମଧ୍ୟରେ ୧,୯୬,୪୨୭ ଟି ନୂଆ କରୋନା ମାମଲା ସାମନାକୁ ଆସିଛି । ଏହି ସମୟ ମଧ୍ୟରେ ମୋଟ ୩,୫୧୧ ଜଣ କରୋନା ରୋଗୀ ପ୍ରାଣ ହରାଇଛନ୍ତି । ଏହା ସହିତ ଦେଶରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨,୬୯,୪୮,୮୭୪ ପହଂଚିଛି ।
ଆଜି ସକାଳେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ…
ରାଜ୍ୟରେ ଗୋଟିଏ ଦିନରେ ୧୦୯୩୯ କରୋନା ଆକ୍ରାନ୍ତ ଚିହ୍ନଟ, ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୭୧୪୩୮୦
ଭୁବନେଶ୍ୱର : ରାଜ୍ୟରେ ଗୋଟିଏ ଦିନରେ ୧୦୯୩୯ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୭୧୪୩୮୦ କୁ ବୃଦ୍ଧି ପାଇଛି । ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ୱିଟ କରି ସୂଚନା ଦିଆ ଯାଇଛି । ରାଜ୍ୟରେ ବର୍ତମାନ ସୁଦ୍ଧା ୬୦୧୨୨୪ ରୋଗୀ ସୁସ୍ଥ ହୋଇ…
ସାମୁଦ୍ରିକ ଝଡ଼ ୟାଶ ପାଇଁ ପାରାଦୀପ ବନ୍ଦର ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି
ପାରାଦ୍ଵୀପ : ସମ୍ଭାବ୍ୟ ବାତ୍ୟା ୟାଶ୍ କୁ ନେଇ ପାରାଦ୍ଵୀପ ବନ୍ଦର ପକ୍ଷରୁ ସମସ୍ତ ଜାହାଜକୁ ସମୁଦ୍ର ଭିତରକୁ ପଠାଇ ଦିଆଯାଇଛି। ଆସନ୍ତା କାଲି ଅପରାହ୍ନ ଦୁଇଟା ସୁଦ୍ଧା ବନ୍ଦରର ସମସ୍ତ କାର୍ଯ୍ୟ ବନ୍ଦ କରାଯିବ। ବନ୍ଦର ନିଷିଦ୍ଧାଞ୍ଚଳ ରେ ଥିବା ଟ୍ରକ୍ ଓ ଡମ୍ପର ଗୁଡିକରୁ ପଣ୍ୟ କାଢ଼ିବା ସହିତ…
ସ୍ଥଳ ଭାଗକୁ ମୁହାଁଇଲା ୟଶ୍ : ଆଜିଠୁ ପ୍ରବଳ ବର୍ଷା ଓ ପବନ
-ବୁଧବାର ମଧ୍ୟାହ୍ନରେ ଲ୍ୟାଣ୍ଡଫଲ୍
-୪ ଜିଲ୍ଲା ଅଧିକ କ୍ଷତିଗ୍ରସ୍ତ ସମ୍ଭାବନା
-୨ରୁ ୪ ମିଟର ଉଠିବ ଜୁଆର
ଭୁବନେଶ୍ୱର : ବାତ୍ୟା ୟଶ୍କୁ ନେଇ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି ଏସ୍ଆରସି ପ୍ରଦୀପ ଜେନା । ୟଶ୍ର ଗତିପଥ ଏବଂ ବେଗକୁ ନେଇ ଶ୍ରୀ ଜେନା କହିଛନ୍ତି ଯେ, ବାତ୍ୟା ୟଶ୍ ୨୬…
ବାତ୍ୟା ୟସ ସହିତ କରୋନା, ଦୁଇଟି ବିପଦର ମୁକାବିଲା, ସରକାର ଏଥିପାଇଁ ପ୍ରସ୍ତୁତ : ମୁଖ୍ୟମନ୍ତ୍ରୀ
ଭୁବନେଶ୍ବର : ବାତ୍ୟା ୟାସକୁ ନେଇ ରାଜ୍ୟବାସୀଙ୍କୁ ସମ୍ବୋଧନ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ଯ଼େ ରାଜ୍ୟ ଏବେ ଏକ ସମୟରେ ଦୁଇଟି ବିପଦ- କରୋନା ମହାମାରୀ ଓ ବାତ୍ୟାର ସମ୍ମୁଖୀନ ହେଉଛି । ଏହି ବିପଦର ମୁକାବିଲା କରିବାକୁ ରାଜ୍ୟ ସରକାର ପ୍ରସ୍ତୁତ ଅଛନ୍ତି । ଲୋକମାନଙ୍କୁ…