Browsing Category

ରାଜ୍ୟ

ରାଜ୍ୟରେ ଗୋଟିଏ ଦିନରେ ୧୧୦୯୯ କରୋନା ଆକ୍ରାନ୍ତ ଚିହ୍ନଟ, ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୬୪୪୪୦୧

ଭୁବନେଶ୍ୱର : ରାଜ୍ୟରେ ଗୋଟିଏ ଦିନରେ ୧୧୦୯୯ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୬୪୪୪୦୧ କୁ ବୃଦ୍ଧି ପାଇଛି । ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ୱିଟ କରି ସୂଚନା ଦିଆ ଯାଇଛି । ରାଜ୍ୟରେ ବର୍ତମାନ ସୁଦ୍ଧା ୫୩୬୫୯୫ ରୋଗୀ ସୁସ୍ଥ ହୋଇ…

ରାଜ୍ୟରେ ଗତ ୨୪ ଘଂଟାରେ କରୋନାରେ ୨୧ ଜଣଙ୍କର ମୃତ୍ୟୁ, ମୃତ୍ୟୁ ସଂଖ୍ୟା ବଢି ୨୩୭୮ ହେଲା

ଭୁବନେଶ୍ୱର : ରାଜ୍ୟରେ ଗତ ୨୪ ଘଂଟା ମଧ୍ୟରେ ରାଜ୍ୟରେ କରୋନାରେ ୨୧ଜଣ ରୋଗୀଙ୍କର ମୃତ୍ୟୁ ଘଟିଛି । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆ ଯାଇଛି । ଏହା ସହ ରାଜ୍ୟରେ କରୋନା କାରଣରୁ ମୃତ୍ୟୁ ସଂଖ୍ୟା ବଢି ୨୩୭୮ ହୋଇ ଯାଇଛି । ରାଜ୍ୟ ସ୍ୱାସ୍ଥ୍ୟ ଓ…

ପଦ୍ମବିଭୂଷଣ ରଘୁନାଥ ମହାପାତ୍ରଙ୍କ ପରେ ତାଙ୍କର ପୁଅ ପ୍ରଶାନ୍ତ ମହାପାତ୍ରଙ୍କ ପରଲୋକ

ଭୂୁୁବନେଶ୍ୱର : ପଦ୍ମବିଭୂଷଣ ରଘୁନାଥ ମହାପାତ୍ରଙ୍କ ପରେ ତାଙ୍କର ପୁଅ ତଥା ପୂର୍ବତନ ରଣଜୀ କ୍ରିକେଟର ପ୍ରଶାନ୍ତ ମହାପାତ୍ରଙ୍କର ଆଜି ପରଲୋକ ହୋଇଯାଇଛି । ଭୁବନେଶ୍ୱର ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିବା ଜଣା ପଡିଛି । ସେ ମଧ୍ୟ କୋଭିଡରେ ଆକ୍ରାନ୍ତ ହୋଇ ଏମ୍ସରେ…

ଭାରତର ସମୁଦାୟ ଟିକାକରଣ କଭରେଜ ୧୮.୪୪ କୋଟି ଅତିକ୍ରମ କଲା

-ଏପର୍ଯ୍ୟନ୍ତ ୧୮-୪୪ ବୟସ ବର୍ଗର ୬୬ ଲକ୍ଷରୁ ଅଧିକ ହିତାଧିକାରୀ ଟିକା ନେଇ ସାରିଲେଣି ନୂଆଦିଲ୍ଲୀ : ଏକ ଗୁରୁତ୍ୱପୂର୍ଣ୍ଣ ଉପଲବ୍ଧି ଭାବେ ସମସ୍ତ ସ୍ୱାସ୍ଥ୍ୟ ସେବା ଓ ଆଗଧାଡିର କର୍ମୀଙ୍କ ନିଷ୍ଠାପର ଓ ଅବିଶ୍ରାନ୍ତ ପରିଶ୍ରମ ଫଳରେ ଭାରତର ଦୈନିକ କୋଭିଡ ସୁସ୍ଥ ସଂଖ୍ୟା ପ୍ରଥମ ଥର ପାଇଁ ୪…

ଗ୍ରାମୀଣ ଭାରତରେ କୋଭିଡ ମହାମାରୀର ମୁକାବିଲା ପାଇଁ ପଞ୍ଚାୟତିରାଜ ମନ୍ତ୍ରଣାଳୟର ତତ୍ପରତା

ନୂଆଦିଲ୍ଲୀ : ଦେଶରେ ଏବେ କରୋନା ମହାମାରୀ ଗୁରୁତର ଆକାର ଧାରଣ କରିଛି । ସହରାଞ୍ଚଳ ସମେତ ଦେଶର ଗ୍ରାମାଞ୍ଚଳ ମଧ୍ୟ ଏହା ଦ୍ୱାରା ପ୍ରଭାବିତ ହୋଇଛି । ଏହାକୁ ଦୃଷ୍ଟିରେ ରଖି ସଂକ୍ରମଣ ରୋକିବା ସହିତ ଲୋକଙ୍କୁ ସୁରକ୍ଷିତ କରିବା ପାଇଁ ପଞ୍ଚାୟତରାଜ ମନ୍ତ୍ରଣାଳୟ ତତ୍ପରତା ପ୍ରକାଶ କରିଛି ।…

ଡରାଇଲାଣି ସିଙ୍ଗାପୁର ଷ୍ଟ୍ରେନ

-କର୍ଣ୍ଣାଟକରେ ୧୫ ଦିନରେ ୧୯ ହଜାର ଶିଶୁ ସଂକ୍ରମିତ, ଦିଲ୍ଲୀରେ ୨ ମୃତ ନୂଆଦିଲ୍ଲୀ : ଦେଶରେ କରୋନାର ତୃତୀୟ ଲହର ଆସିବା ପୂର୍ବରୁ କର୍ଣ୍ଣାଟକରେ ଅହେତୁକ ଭାବେ କରୋନା ସଂକ୍ରମଣରେ ସଂକ୍ରମିତ ହେଉଛନ୍ତି ଶିଶୁ । ମହାରାଷ୍ଟ୍ର ପରେ କର୍ଣ୍ଣାଟକ ହେଉଛି ସେହି ରାଜ୍ୟ ଯେଉଁଠାରେ କରୋନାର…

ଅଙ୍ଗନବାଡ଼ି କର୍ମୀଙ୍କୁ କୋଭିଡ୍ କାର୍ଯ୍ୟ କରିବାକୁ ବାଧ୍ୟ କରାଯିବ ନାହିଁ – ଜିଲ୍ଲାପାଳ

ଗଞ୍ଜାମ : କୋଭିଡ୍ କାର୍ଯ୍ୟ କରିବା ପାଇଁ ସ୍ୱାସ୍ଥ୍ୟ କର୍ମୀ ଓ ଆଶା ମାନଙ୍କୁ ସରକାରଙ୍କ ପକ୍ଷରୁ ପ୍ରୋତ୍ସାହନ ରାଶି ବ୍ୟବସ୍ଥା କରାଯାଇଥିବା ବେଳେ ଅଙ୍ଗନବାଡିକର୍ମୀଙ୍କୁ ସେ ସୁବିଧା ନଦେଇ କେତେକ ସିଡିପିଓ ଅଙ୍ଗନବାଡି କର୍ମୀଙ୍କୁ କୋଭିଡ୍ କାର୍ଯ୍ୟ କରିବାକୁ ବାଧ୍ୟ କରୁଥିବାରୁ ଗଞ୍ଜାମ…

ଯାଜପୁରରେ ସ୍ୱତନ୍ତ୍ର କୋଭିଡ଼ ହସ୍ପିଟାଲକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ

ଭୁବନେଶ୍ୱର : କୋଭିଡ଼ ରୋଗୀଙ୍କ ଚିକିତ୍ସା ପାଇଁ ଯାଜପୁର ରେ ଘରୋଇ ସହାୟତାରେ ଏକ ସ୍ୱତନ୍ତ୍ର କୋଭିଡ଼ ହସ୍ପିଟାଲ ଖୋଲିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁମତି ପ୍ରଦାନ କରିଛନ୍ତି । ଏହା ଫଳରେ ଯାଜପୁର ତଥା ଆଖ ପାଖ ଜିଲ୍ଲାର ଗୁରୁତର କୋଭିଡ଼ ରୋଗୀ ମାନଙ୍କୁ ଚିକିତ୍ସା ପାଇଁ ଆଉ…

ଆମ୍ବୁଲାନ୍ସ ଉପରେ ଚଢିଗଲା ଟ୍ୟାଙ୍କର : ଡ୍ରାଇଭର ଗୁରୁତର

କନ୍ଧମାଳ : କନ୍ଧମାଳ ଜିଲ୍ଲା ତୁମୁଡ଼ିବନ୍ଧ ଥାନା କୁର୍ତ୍ତମଗଡ଼ ପନ୍ଦରମାଇଲ୍ ଛକ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଏକ ୧୦୮ ଆମ୍ବୁଲାନ୍ସ ସହ ଏକ ଟ୍ୟାଙ୍କର ମୁହାଁମୁହିଁ ଧକ୍କା ହୋଇଛି । ଦୁର୍ଘଟଣାରେ ଆମ୍ବୁଲାନ୍ସ ଡ଼୍ରାଇଭର ଗାଡ଼ି ଭିତରେ ଚାପି ହୋଇ ରହିଯାଇଥିଲେ । ତେବେ…

କରୋନା ସର୍ଭେ ନାମରେ ଘରେ ପଶି ଲୁଟ୍

ପଟ୍ଟାମୁଣ୍ଡାଇ : କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ନସିପୁର ଗାଁର କୁଳମଣି ରାଉତ ଓ ତାଙ୍କ ପୁଅ ଘରେ ନ ଥିବା ସମୟରେ ଦିନ ୧୧ ଟା ବେଳେ ୩ ରୁ ୫ ଜଣ ବ୍ୟକ୍ତି ଘରକୁ ଆସି କରୋନା ସର୍ଭେ କରିବା ବାହାନାରେ ଘରକୁ ପଶିଥିଲେ । କୁଳମଣିଙ୍କ ପତ୍ନୀ ରଙ୍ଗଲତା ଓ ୩ ବର୍ଷର ନାତୁଣୀ…