Browsing Category

ରାଜ୍ୟ

ଆର ପାରିରେ ସଙ୍ଗୀତ ନିର୍ଦ୍ଦେଶକ ଅମରେନ୍ଦ୍ର ମହାନ୍ତି : ଜନ୍ମମାଟି କେନ୍ଦ୍ରାପଡ଼ାରେ ଶୋକ

କେନ୍ଦ୍ରାପଡ଼ା : ଓଲିଉଡ଼୍ର ଲୋକପ୍ରିୟ ସଙ୍ଗୀତ ନିର୍ଦ୍ଦେଶକ ଅମରେନ୍ଦ୍ର ମହାନ୍ତିଙ୍କ ପରଲୋକ ଘଟିଛି । ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୬୩ ବର୍ଷ ବୟସ ହୋଇଥିଲା । ଏହି ଖବର ପ୍ରଚାରିତ ହେବା ପରେ ତାଙ୍କ ଜନ୍ମମାଟି…

କରୋନାରେ ଦେଶରେ ଗତ ୨୪ ଘଂଟାରେ ୨,୮୧,୩୮୬ ନୂଆ ମାମଲା

ନୂଆଦିଲ୍ଲୀ : ଦେଶରେ ଗତ ୨୪ଘଂଟା ମଧ୍ୟରେ ୨,୮୧,୩୮୬ ଟି ନୂଆ କରୋନା ମାମଲା ସାମନାକୁ ଆସିଛି । ଏହି ସମୟ ମଧ୍ୟରେ ମୋଟ ୪,୧୦୬ ଜଣ କରୋନା ରୋଗୀ ପ୍ରାଣ ହରାଇଛନ୍ତି । ଏହା ସହିତ ଦେଶରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨,୪୯,୬୫,୪୬୩ ପହଂଚିଛି । ଆଜି ସକାଳେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ…

ରାଜ୍ୟରେ ଗୋଟିଏ ଦିନରେ ୧୦୭୫୭ କରୋନା ଆକ୍ରାନ୍ତ ଚିହ୍ନଟ, ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୬୨୨୯୮୧

ଭୁବନେଶ୍ୱର : ରାଜ୍ୟରେ ଗୋଟିଏ ଦିନରେ ୧୦୭୫୭ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୬୨୨୯୮୧ କୁ ବୃଦ୍ଧି ପାଇଛି । ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ୱିଟ କରି ସୂଚନା ଦିଆ ଯାଇଛି । ରାଜ୍ୟରେ ବର୍ତମାନ ସୁଦ୍ଧା ୫୧୪୫୩୨ ରୋଗୀ ସୁସ୍ଥ ହୋଇ…

ରାଜ୍ୟରେ ୨୪ ଘଂଟାରେ କରୋନାରେ ୨୨ ଜଣଙ୍କର ମୃତ୍ୟୁ

ଭୁବନେଶ୍ୱର : ରାଜ୍ୟରେ ଗତ ୨୪ ଘଂଟା ମଧ୍ୟରେ ରାଜ୍ୟରେ କରୋନାରେ ୨୨ଜଣ ରୋଗୀଙ୍କର ମୃତ୍ୟୁ ଘଟିଛି । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆ ଯାଇଛି । ଏହା ସହ ରାଜ୍ୟରେ କରୋନା କାରଣରୁ ମୃତ୍ୟୁ ସଂଖ୍ୟା ବଢି ୨୩୩୫ ହୋଇ ଯାଇଛି । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର…

ମେ ୨୩ ତାରିଖ ସୁଦ୍ଧା ସାରା ଦେଶରେ ସର୍ବତ୍ର ପର୍ଯ୍ୟାପ୍ତ ରେମଡେସିଭିର ଇଞ୍ଜେକସନ୍ ଉପଲବ୍ଧ କରାଯିବାର ସ୍ଥିତି –ଶ୍ରୀ…

ନୂଆଦିଲ୍ଲୀ : ଦେଶର ପ୍ରତ୍ୟେକ ରାଜ୍ୟର ଆବଶ୍ୟକତାକୁ ବିଚାରକୁ ନେଇ ଏବଂ ଏହି ଇଞ୍ଜେକସନ୍ ପର୍ଯ୍ୟାପ୍ତ ମାତ୍ରାରେ ଉପଲବ୍ଧ ହେବାକୁ ସୁନିଶ୍ଚିତ କରିବା ସକାଶେ କେନ୍ଦ୍ର ସରକାର ଆସନ୍ତା ମେ ୨୩, ୨୦୨୧ ପର୍ଯ୍ୟନ୍ତ ଏହାର ଆବଂଟନ ସଂପର୍କରେ କେନ୍ଦ୍ର ରସାୟନ ଓ ସାର ମନ୍ତ୍ରୀ ଶ୍ରୀ ଡି ଭି ସଦାନନ୍ଦ…

ପଡ଼ି ଦୋକାନକୁ ଅଧିକ ସମୟ ପର୍ଯ୍ୟନ୍ତ ଏବଂ ସପ୍ତାହର ପ୍ରତ୍ୟେକ ଦିନ ଖୋଲ ରଖିବା ନିମନ୍ତେ କେନ୍ଦ୍ର ସରକାର ଦେଲେ…

ନୂଆଦିଲ୍ଲୀ : କେତେକ ରାଜ୍ୟ ଏବଂ କେନ୍ଦ୍ରଶାସିତ ପ୍ରଦେଶରେ ଏବେ ଲକ୍ ଡାଉନ୍ ଜାରି ରହିଛି ଯେଉଁଥିପାଇଁ ଉଚିତ ମୂଲ୍ୟ ଦୋକାନ (ଫେୟାର ପ୍ରାଇସ୍ ସପ୍‌)ର କାର୍ଯ୍ୟ ଅବଧି ହ୍ରାସ ପାଇବାର ଆଶଙ୍କା ରହିଛି । ଏହି ଆଶଙ୍କାକୁ ବିଚାରକୁ ନେଇ କେନ୍ଦ୍ର ଖାଦ୍ୟ ଓ ସାଧାରଣ ବଂଟନ ବିଭାଗ ଦ୍ୱାରା ମେ ୧୫,…

ଆସନ୍ତା ବୁଧବାର ଠାରୁ ବ୍ରହ୍ମପୁର ଏମକେସିଜି ମେଡିକାଲ ପରିସରରେ କାର୍ଯ୍ୟକ୍ଷମ ହେବ ନିର୍ମାଣାଧିନ ଅକ୍ସିଜେନ ପ୍ଲାଂଟ

ଗଞ୍ଜାମ : ଆସନ୍ତା ବୁଧବାର ଠାରୁ ବ୍ରହ୍ମପୁର ଏମକେସିଜି ମେଡିକାଲ ପରିସରରେ ନିର୍ମାଣାଧିନ ଅକ୍ସିଜେନ ପ୍ଲାଂଟ କାର୍ଯ୍ୟକ୍ଷମ ହେବ । ଏଠାରେ ୨୦ ହଜାର ଟନ୍ କ୍ଷମତା ବିଶିଷ୍ଟ ଅକ୍ସିଜେନ ପ୍ଲାଂଟ ପ୍ରତିଷ୍ଠା କାର୍ଯ୍ୟ ଶେଷ ହୋଇଛି । ବର୍ତମାନ ଏହାକୁ ପରୀକ୍ଷାମୂଳକ ଭାବେ ଯାଂଚ୍ ଓ କ୍ରିୟାଶୀଳ…

ଆସନ୍ତାକାଲିଠୁ ଗଞ୍ଜାମ ଜିଲ୍ଲାରେ ମଦ ହୋମ୍ ଡେଲିଭରି

ଗଞ୍ଜାମ : ଲକ୍ ଡାଉନ୍ ଓ ସଟ୍ ଡାଉନ୍ ରେ ଅତ୍ୟାବଶ୍ୟକ ସେବା ଏବଂ ଖାଦ୍ୟ ହୋମ ଡେଲିଭରିକୁ ବାଦ୍ ଦେଇ ସମସ୍ତ ବ୍ୟବସାୟିକ ପ୍ରତିଷ୍ଠାନକୁ ବନ୍ଦ କରିବା ଲାଗି ରାଜ୍ୟ ସରକାର ନିର୍ଦ୍ଦେଶନାମା ଜାରୀ କରିଛନ୍ତି । ତେବେ ଲକ୍ ଡାଉନ୍ ସମୟରେ ମଦ ହୋମ୍ ଡେଲିଭରି ନିଷ୍ପତିକୁ ରାଜ୍ୟ ସରକାର ଜିଲ୍ଲାପାଳ…

ନାବାଳିକା ବିବାହକୁ ରୋକିଲା ଚାଇଲ୍ଡ ଲାଇନ୍

ଗଞ୍ଜାମ : ଗଞ୍ଜାମ ଜିଲ୍ଲା ପାଟପୁର ଥାନା ଅଧିନ ଏକ ଗ୍ରାମରେ ଜଣେ ୧୬ ବର୍ଷିୟା ନାବାଳିକାଙ୍କ ବିବାହ ପ୍ରସ୍ତୁତି ଚାଲିଥିଲା ଏବଂ ୨୧ ତାରିଖରେ ବିବାହ କାର୍ଯ୍ୟକ୍ରମ ଥିଲା । ବ୍ରହ୍ମପୁର ସ୍ଥିତ ଚାଇଲ୍ଡ ଲାଇନ୍ ପଦସ୍ଥ ଅଧିକାରୀ ଓ ପ୍ରଶାସନ ସେହି ଗ୍ରାମକୁ ଯାଇ ନାବାଳିକାର ବିବାହ ସ୍ଥଗିତ…

କରୋନାରେ ଦେଶରେ ଗତ ୨୪ ଘଂଟାରେ ୩,୧୧,୧୭୦ ନୂଆ ମାମଲା

ନୂଆଦିଲ୍ଲୀ : ଦେଶରେ ଗତ ୨୪ଘଂଟା ମଧ୍ୟରେ ୩,୧୧,୧୭୦ ଟି ନୂଆ କରୋନା ମାମଲା ସାମନାକୁ ଆସିଛି । ଏହି ସମୟ ମଧ୍ୟରେ ମୋଟ ୪,୦୭୭ ଜଣ କରୋନା ରୋଗୀ ପ୍ରାଣ ହରାଇଛନ୍ତି । ଏହା ସହିତ ଦେଶରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା : : ୨,୪୬,୮୪,୦୭୭ ପହଂଚିଛି । ଆଜି ସକାଳେ କେନ୍ଦ୍ର ସ୍ୱାସ୍ଥ୍ୟ…