Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ବିଦ୍ୟୁତ ଶୁକ୍ଳ ବୃଦ୍ଧି ପ୍ରତ୍ୟାହାର ଦାବିରେ ଓଇଆରସି ଅଫିସ ଘେରାଓ କଲା ବିଜେପି
ଭୁବନେଶ୍ୱର: ବିଦ୍ୟୁତ ଦର ବୃଦ୍ଧି ନିଷ୍ପତିକୁ ପ୍ରତ୍ୟାହାର କରିବା ଦାବିରେ ଭୁବନେଶ୍ୱର ଜିଲ୍ଲା ବିଜେପି ସଭାପତି ବାବୁ ସିଂଙ୍କ ନେତୃତ୍ୱରେ ମଙ୍ଗଳବାର ଦିନ ଭୁବନେଶ୍ୱରସ୍ଥ ଓଇଆରସି ଅଫିସ ଆଗରେ ବିକ୍ଷୋଭ କରାଯାଇଛି ।
ଏହି ଅବସରରେ ଶ୍ରୀ ସିଂ କହିଥିଲେ ଯେ ମହାମାରୀ କୋଭିଡ-୧୯ କାରଣରୁ…
କେନ୍ଦ୍ର ସରକାରଙ୍କ ଟିକସ ଯୋଗୁଁ ବଢୁଛି ଖାଇବା ତେଲ ଦର : ମନ୍ତ୍ରୀ
ଭୁବନେଶ୍ୱର: ଖାଇବା ତେଲ ଉପରେ କେନ୍ଦ୍ର ସରକାରଙ୍କ ଟିକସ ଯୋଗୁଁ ମୂଲ୍ୟ ବୃଦ୍ଧି ହେଉଛି । ତେଲ ଉପରେ ଜିଏସଟି ୫.୫% , କୃଷି ସେସ୍ ୧୭.୫%, ଆମଦାନୀ ଶୁଳ୍କ ୨୧% ଲାଗିଛି । ଖାଇବାତେଲର ଚାହିଦା କମିଥିଲେ ମଧ୍ୟ ଦର ବୃଦ୍ଧି ପାଉଛି । ୨୦୧୯ରେ ତେଲର ଆବଶ୍ୟକତା ୨୧ ମିଲିୟନ୍ ଟନ୍ ଥିବା ବେଳେ…
ଏପ୍ରିଲ ୩ ଯାଏଁ ଗ୍ରଷ୍ମ ଲହରୀ , ୨୦ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ
ଭୁବନେଶ୍ୱର: ପଶ୍ଚିମ ଦିଗରୁ ଓଡିଶା ମଧ୍ୟକୁ ଶୁଷ୍କ ବାୟୁ ତଥା ସ୍ଥାନୀୟ ଗରମ ପ୍ରଭାବରୁ ଉତର ଆଭୟନ୍ତରୀଣ ଓଡିଶାର ସମସ୍ତ ଜିଲ୍ଲା, ସଂଲଗ୍ନ ଦକ୍ଷିଣ ଆଭ୍ୟନ୍ତରୀଣ ଓଡିଶାର କିଛିଜିଲ୍ଲା ତଥା କିଛି ଉପକୂଳବର୍ତୀ ଜିଲ୍ଲା ଗୁଡିକରେ ଆଗାମୀ ୩ ଦିନ ଯାଏଁ ପ୍ରବଳ ଗ୍ରୀଷ୍ମପ୍ରବାହ ଅନୁଭୂତ ହେବ ।…
ଭାରତ ଓ ଆମେରିକା ମଧ୍ୟରେ ରଣନୈତିକ ଉର୍ଜା ସମ୍ପର୍କର ହେବ ପୁନଃପ୍ରତିଷ୍ଠା – ଧର୍ମେନ୍ଦ୍ର ପ୍ରଧାନ
ନୂଆଦିଲ୍ଲୀ/ଭୁବନେଶ୍ୱର: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ଆମେରିକାର ନୂଆ ଉର୍ଜା ସଚିବ ଜେନିଫର ଗ୍ରାନହୋଲମଙ୍କ ମଧ୍ୟରେ ଭିଡ଼ିଓ କନଫରେନ୍ସିଂ ମାଧ୍ୟମରେ ଏକ ପ୍ରାରମ୍ଭିକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଶ୍ରୀ ପ୍ରଧାନ ଆମେରିକାର ନୂଆ ଉର୍ଜା ସଚିବ ଜେନିଫର…
ମେଗା ପାନୀୟ ଜଳ ପ୍ରକଳ୍ପରେ କାମ ପାଉ ନାହାନ୍ତି ଓଡିଆ ଠିକାଦାର
- ବିରୋଧୀଙ୍କ ହଟ୍ଟଗୋଳ
- ସୌମ୍ୟ- ପ୍ରତାପ ସାମ୍ନାସାମ୍ନି
ଭୁବନେଶ୍ୱର: ରାଜ୍ୟରେ ନିର୍ମାଣାଧୀନ ମେଗା ପାନୀୟ ଜଳ ପ୍ରକଳ୍ପ ଗୁଡିକରେ ଓଡିଆ ଠିକାଦାର ମାନେ କାମ ନ ପାଇବାକୁ ନେଇ ଆଜି ଉଭୟ ସରକାରୀ ଦଳ ଓ ବିରୋଧୀ ଦଳର ବିଧାୟକ ମାନେ ଉଦବେଗ ପ୍ରକାଶ କରିଥିଲେ । ଏହି ପ୍ରସଙ୍ଗରେ ପ୍ରଶ୍ନ…
ପିପିଲି ଉପନିର୍ବାଚନ : ବିଜେଡ଼ି ପ୍ରାର୍ଥୀ ରୁଦ୍ର ପ୍ରତାପ ମହାରଥିଙ୍କ ସମେତ ୪ ପ୍ରାର୍ଥୀଙ୍କ ନାମାଙ୍କନ ପତ୍ର ଦାଖଲ
ପୁରୀ: ପିପିଲି ଉପନିର୍ବାଚନ ପାଇଁ ଆଜି ପ୍ରାର୍ଥୀପତ୍ର ଦାଖଲର ଶେଷ ତାରିଖ ରହିଥିବା ବେଳେ ଅପରାହ୍ନ ୧ଟା ସୁଦ୍ଧା ବିଜେଡ଼ି ପ୍ରାର୍ଥୀ ରୁଦ୍ର ପ୍ରତାପ ମହାରଥିଙ୍କ ସମେତ ୪ ଜଣ ପ୍ରାର୍ଥୀ ରିଟର୍ଣ୍ଣି ଅଫିସରଙ୍କ ନିକଟରେ ନିଜ ନିଜର ନାମାଙ୍କନ ପତ୍ର ଦାଖଲ କରିଛନ୍ତି ।
ବିଜେଡ଼ି ପ୍ରାର୍ଥୀ ରୁଦ୍ର…
ବିଜେଡ଼ି ପ୍ରାର୍ଥୀ ରୁଦ୍ରଙ୍କ ଶୋଭାଯାତ୍ରା : ଦିବଂଗତ ନେତା ପ୍ରଦୀପ ମହାରଥିଙ୍କୁ ମନେ ପକାଇଲେ ସମର୍ଥକ
ପୁରୀ: ପିପିଲି ଉପନିର୍ବାଚନ ପାଇଁ ବିଜେଡ଼ି ପ୍ରାର୍ଥୀ ରୁଦ୍ର ପ୍ରତାପ ମହାରଥି ଆଜି ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ଏହି ପରିପ୍ରେକ୍ଷୀରେ ଏକ ଶୋଭାଯାତ୍ରା ଆଜି ପୂର୍ବାହ୍ନରେ ପିପିଲି ପାର୍ଟି ଅଫିସ୍ ନିକଟରୁ ପୁରୀ ଅଭିମୁଖେ ବାହାରିଥିଲା ।
ରାଲିରେ ଏକ ଖୋଲା ଚାରିଚକିଆରେ ରୁଦ୍ର…
କରୋନାରେ ଦେଶରେ ଗତ ୨୪ ଘଂଟାରେ ୫୬,୨୧୧ ନୂଆ ମାମଲା
ନୂଆଦିଲ୍ଲୀ: ଦେଶରେ ଗତ ୨୪ଘଂଟା ମଧ୍ୟରେ ୫୬,୨୧୧ ଟି ନୂଆ କରୋନା ମାମଲା ସାମନାକୁ ଆସିଛି । ଏହି ସମୟ ମଧ୍ୟରେ ମୋଟ ୨୭୧ ଜଣ କରୋନା ରୋଗୀ ପ୍ରାଣ ହରାଇଛନ୍ତି । ଏହା ସହିତ ଦେଶରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧,୨୦,୯୫,୮୫୫ ପହଂଚିଛି ।
ଆଜି ସକାଳେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା…
୨୦୪୧ ଯାଏ ଓଡିଶାରେ ମେଟ୍ରୋ ପ୍ରକଳ୍ପ ପ୍ରସ୍ତାବ ନାହିଁ – ମନ୍ତ୍ରୀ ପ୍ରତାପ ଜେନା
ଭୁବନେଶ୍ୱର: ୨୦୪୧ ଯାଏ ଓଡିଶାରେ ମେଟ୍ରୋ ପ୍ରକଳ୍ପ ପ୍ରସ୍ତାବ ନାହିଁ ବୋଲି ସୂଚନା ଦେଇଛନ୍ତି ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା । କଂଗ୍ରେସ ବିଧାୟକ ସୁରେଶ ରାଉତରାୟଙ୍କ ଏ ସମ୍ପର୍କିତ ଏକ ପ୍ରଶ୍ନର ଉତରରେ ସେ ଏହି ସୂଚନା ଦେଇଛନ୍ତି । ଅନ୍ୟ ପକ୍ଷରେ ବିଧାୟକ ସୁରେଶ…
୧.୭୪ କୋଟି ବକେୟା ମାମଲାରେ କାଜୁ ବ୍ୟବସାୟୀଙ୍କୁ ପାରଳା ପୋଲିସ ଗିରଫ କଲେ
ପାରଳାଖେମୁଣ୍ଡି: ଗଜପତି ଜିଲ୍ଲା ମହକୁମା ପାରଳାଖେମୁଣ୍ଡି ଆଦର୍ଶ ଥାନା ପକ୍ଷରୁ କାଜୁ କାରବାରରେ ଜଣେ ବ୍ୟବସାୟୀ ୧.୭୪ କୋଟିରୁ ଉର୍ଦ୍ଧ ଟଙ୍କା ବକେୟା ରଖିବା ମାମଲାରେ ତାଙ୍କୁ ଗରିଫ କରାଯାଇଥିବାର ଜଣାପଡିଛି । ଗିରଫ ବ୍ୟକ୍ତି ହେଲେ ବ୍ରହ୍ମପୁର ସହର ଅନ୍ତର୍ଗତ କମାପଲ୍ଲୀ ଅଞ୍ଚଳ ରାମନଗର…