Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ପ୍ରତି ବ୍ଲକ୍ ରେ ଖୋଲିବ ମିଶନ ଶକ୍ତି କାର୍ଯ୍ୟାଳୟ
ଭୁବନେଶ୍ୱର: ରାଜ୍ୟର ପ୍ରତି ବ୍ଲକରେ ଖୋଲିବ ମିଶନ ଶକ୍ତି କାର୍ଯ୍ୟାଳୟ । ୫୦ଲକ୍ଷ ବ୍ୟୟରେ ପ୍ରତି କାର୍ଯ୍ୟାଳୟରେ ଏହି ଗୃହ ନିର୍ମାଣ କରାଯିବ । ସେହିପରି ମିଶନ ଶକ୍ତି ଜରିଆରେ ରାଜ୍ୟର ମହିଳାମାନଙ୍କ ବିକାଶ ଓ ସେମାନଙ୍କୁ ସ୍ୱାବଲମ୍ବୀ କରିବା ପାଇଁ ତନ୍ତ୍ର ଯୋଜନା କରିଛନ୍ତି ।
ମିଶନ ଶକ୍ତି…
ମହାମାରୀ ମହାଯୁଦ୍ଧକୁ ପୂରିଲା ବର୍ଷେ: ବିଶ୍ୱକୁ ବାଟ ଦେଖାଇଥିଲେ ନବୀନ
ଆଜିକୁ ଠିକ୍ ବର୍ଷ ତଳେ ରାଜ୍ୟରେ କରୋନା ମହାମାରୀ ବିରୋଧରେ ଆରମ୍ଭ ହୋଇଥିଲା ମହାଲଢ଼େଇ । ଆଉ ଏହି ମହାଲଢ଼େଇର ମଙ୍ଗ ଧରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଲକ୍ଡାଉନ୍ ଓ ସଟ୍ଡାଉନ୍ଠାରୁ ଆରମ୍ଭ କରି ପ୍ରତି କ୍ଷେତ୍ରରେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କଲାଭଳି ସେ ନିଷ୍ପତ୍ତି ନେଇଥିଲେ । ରାତାରାତି…
ଆସନ୍ତା ୨୫ ବର୍ଷର ଉପଲବ୍ଧି ପାଇଁ ଆମକୁ ସଂକଳ୍ପ ନେବାର ଆବଶ୍ୟକତା ରହିଛି : କେନ୍ଦ୍ର ମନ୍ତ୍ରୀ ଶ୍ରୀ ପ୍ରକାଶ ଜାଭଡ଼େକର
ନୂଆଦିଲ୍ଲୀ: ସ୍ୱାଧୀନତାର ୭୫ ବର୍ଷ ପୂର୍ତି ଉପଲକ୍ଷେ ଆଜାଦୀ କା ଅମୃତ ମହୋତ୍ସବର ପ୍ରାକ୍ କାର୍ଯ୍ୟକ୍ରମକୁ ମାର୍ଚ୍ଚ ୧୨ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉଦ୍ଘାଟନ କରିଥିବା ବେଳେ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଶ୍ରୀ ପ୍ରକାଶ ଜାଭଡେକର ଦେଶର ବିଭିନ୍ନ ସ୍ଥାନରେ ଆୟୋଜନ…
ପ୍ରଥମରୁ ଅଷ୍ଟମ ଶ୍ରେଣୀର ସବୁ ଛାତ୍ରଛାତ୍ରୀ ପାସ୍ – ବିଦ୍ୟାଳୟ ଓ ଗଣଶିକ୍ଷାମନ୍ତ୍ରୀ
ଭୁବନେଶ୍ୱର: ରାଜ୍ୟରେ ପ୍ରଥମରୁ ଅଷ୍ଟମ ଶ୍ରେଣୀରେ ପଢ଼ୁଥିବା ସବୁ ଛାତ୍ରଛାତ୍ରୀଙ୍କର କୌଣସି ବାର୍ଷିକ ପରୀକ୍ଷା କରାନଯାଇ ସେମାନଙ୍କୁ ଉତୀର୍ଣ କରା ଯିବ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷାମନ୍ତ୍ରୀ ସମୀରରଂଜନ ଦାଶ ସୂଚନା ଦେଇଛନ୍ତି । ତେବେ ଏନେଇ ବିଧିବଦ୍ଧ ନିଷ୍ପତି ନିଆଯାଇ ନ ଥିଲେ ବି ଆପାତତଃ…
କରୋନାରେ ଦେଶରେ ଗତ ୨୪ ଘଂଟାରେ ୨୪,୮୮୨ ନୂଆ ମାମଲା
ନୂଆଦିଲ୍ଲୀ: ଦେଶରେ ଗତ ୨୪ଘଂଟା ମଧ୍ୟରେ ୨୪,୮୮୨ ଟି ନୂଆ କରୋନା ମାମଲା ସାମନାକୁ ଆସିଛି । ଏହି ସମୟ ମଧ୍ୟରେ ମୋଟ ୧୪୦ ଜଣ କରୋନା ରୋଗୀ ପ୍ରାଣ ହରାଇଛନ୍ତି । ଏହା ସହିତ ଦେଶରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧,୧୩,୩୩,୭୨୮ ପହଂଚିଛି ।
ଆଜି ସକାଳେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା…
ବଡ଼ଦାଣ୍ଡ ସଫେଇ କାର୍ଯ୍ୟକ୍ରମରେ ଯୋଗଦେଲେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ
ପୁରୀ: ଶ୍ରୀକ୍ଷେତ୍ରରେ ଆଜି ସକାଳେ ଆୟୋଜିତ ବଡ଼ଦାଣ୍ଡ ସଫେଇ କାର୍ଯ୍ୟକ୍ରମରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଯୋଗଦେଇ ବଡ଼ଦାଣ୍ଡକୁ ପ୍ରତ୍ୟେହ ସଫାସୁତରା ରଖିବା ପାଇଁ ଉପସ୍ଥିତ ଜନସାଧାରଣ ଓ ବିଭାଗୀୟ କର୍ମଚାରୀଙ୍କୁ ପରାମର୍ଶ ଦେଇଥିଲେ ।
ଏହି ପରିପ୍ରେକ୍ଷୀରେ…
ଆସନ୍ତା ୧୬ ରୁ ଭିସୁଟରେ ଅଫ୍ ଲାଇନ୍ କ୍ଲାସ୍
ସମ୍ବଲପୁର: ଆସନ୍ତା ୧୬ ତାରିଖରୁ ବୁର୍ଲା ସ୍ଥିତ ଭିସୁଟରେ ଆରମ୍ଭ ହେବାକୁ ଯାଉଛି ଅଫ୍ ଲାଇନ୍ କ୍ଲାସ୍ । ଭିସୁଟର ଅଣ୍ଡର ଗ୍ରାଜୁଏଟ୍ ଓ ପୋଷ୍ଟ ଗ୍ରାଜୁଏଟ୍ ଛାତ୍ରଛାତ୍ରୀ ଅଫ୍ ଲାଇନ୍ ମାଧ୍ୟମରେ କ୍ଲାସ୍ କରିପାରିବେ । ବିଶ୍ୱବିଦ୍ୟାଳୟର ଦ୍ୱିତୀୟ ସେମିଷ୍ଟାରରୁ ୧୦ ସେମିଷ୍ଟାର ପର୍ଯ୍ୟନ୍ତ…
ପୁରୀ ଜିଲ୍ଲା ସ୍କୁଲକୁ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀଙ୍କ ଅଚାନକ ଗସ୍ତ : ଅନୁପସ୍ଥିତ ଥିବା ଶିକ୍ଷକ ଶିକ୍ଷୟତ୍ରୀଙ୍କୁ…
ପୁରୀ: ପୁରୀ ଜିଲ୍ଲା ସ୍କୁଲକୁ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଆଜି ଅଚାନକ ଗସ୍ତ କରିବା ସହ ବିଦ୍ୟାଳୟରେ କାର୍ଯ୍ୟରତ କେତେକ ଶିକ୍ଷକ ଶିକ୍ଷୟତ୍ରୀ ଅନୁପସ୍ଥିତ ଥିବା ଜାଣିବାକୁ ପାଇଥିଲେ । ଘଟଣାରେ ସମ୍ପୃକ୍ତ ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରୀ…
ଅପରାଧୀଙ୍କୁ ଧରିବ “ଅତିଥି’ ଆପ୍
ଭୁବନେଶ୍ୱର:ଅପରାଧୀଙ୍କୁ ଧରିବାକୁ ନୂଆ କୌଶଳ ଆପଣାଇଛି କମିଶନରେଟ୍ ପୋଲିସ । ଏଣିକି ଅପରାଧ ଘଟାଇ ଆଉ ହୋଟେଲରେ ଲୁଚି ରହିପାରିବେନି ଅପରାଧୀ । ରାଜ୍ୟ ବାହାରୁ ଆସି ହୋଟେଲରେ ରହି ଅପରାଧ ଘଟାଇ ଫେରାର ହେବାର ଯୋଜନା ଫେଲ୍ ମାରିବ । କାରଣ ସେମାନଙ୍କୁ ଧରିବ "ଅତିଥି'।"ଅତିଥି' ହେଉଛି ଏକ ଆପ୍ ।…
ଦେଶରେ ଚିନ୍ତା ବଢ଼ାଇଲାଣି କରୋନା ସଂକ୍ରମଣ : ୫ ଦିନରେ ଛୁଇଁଲା ୧ ଲକ୍ଷ
ନୂଆଦିଲ୍ଲୀ : ପ୍ରଥମେ ୨୦ ହଜାର, ତା' ପରେ ୨୨ ହଜାର ଓ ଶେଷରେ ଆଜି ଦେଶର ଦୈନିକ ସଂକ୍ରମଣ ୨୩ ହଜାର ପାର କରିଛି । ପ୍ରତିଦିନ ଭାରତରେ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବା ଏବେ ଚିନ୍ତାର ବିଷୟ ପାଲଟିଛି । ସ୍ଥିତିକୁ ଦେଖି କିଛି ସ୍ଥାନରେ ଲକ୍ଡାଉନ୍ ଓ ନାଇଟ୍ କର୍ଫ୍ୟୁ ଭଳି ପଦକ୍ଷେପ…