Browsing Category

ରାଜ୍ୟ

ହୋଟେଲ ମାଲିକଙ୍କୁ ଲୁହା ରଡ଼ରେ ପିଟି ପିଟି ହତ୍ୟା

ରାଉରକେଲା: ଶାନ୍ତ ସହର ରାଉରକେଲା ଏବେ ଦିନକୁ ଦିନ ଅଶାନ୍ତ ହେବାରେ ଲାଗିଛି । ପୋଲିସ ପାଟ୍ରୋଲିଂ ଏକ ପ୍ରକାର ବନ୍ଦ ହୋଇସାରିଛି । ତେଣୁ ରାତି ୧୦ଟା ୧୧ଟାରେ ଅପରାଧୀ ବିଚ୍ ରାସ୍ତାରେ ଓ ଘରେ ପଶି ଲୋକଙ୍କୁ ହତ୍ୟା କରୁଛନ୍ତି । ବିଗତ ଡିସେମ୍ବରରୁ ଜାନୁଆରୀ ମାସ ଭିତରେ ଏହିଭଳି ଅନେକ…

ପ୍ରଶାସନ ସାମୟିକ ଭାବେ ସନ୍ ହସ୍ପିଟାଲ୍ କୁ ବନ୍ଦ କଲା

ଭୁବନେଶ୍ୱର: କଟକ ବିଜୁ ପଟ୍ଟନାୟକ ସ୍ଥିତ ସନ୍ ହସ୍ପିଟାଲ୍‌କୁ  ଜିଲ୍ଲା ପ୍ରଶାସନ  ସାମୟିକ ଭାବେ ବନ୍ଦ କରି ଦେଇଛନ୍ତି ।   କଟକ ଜିଲ୍ଲାପାଳ ଭବାନୀଶଙ୍କର ଚୟନ ଏହି  ସୂଚନା ଦେଇଛନ୍ତି । ଏଠାରେ ଅଗ୍ନିକାଣ୍ଡ ପରେ ହସ୍ପିଟାଲ୍ କର୍ତୃପକ୍ଷଙ୍କୁ ଶୋ’ କଜ୍ ନୋଟିସ୍ ହୋଇଥିଲା । ତେବେ ସନ୍ତୋଷଜନକ…

କୋଏଲ୍ ନଦୀରୁ ତିନି ନାବାଳକଙ୍କ ମୃତଦେହ ଉଦ୍ଧାର: ପାଣିରେ ବୁଡ଼ି ମୃତ୍ୟୁ ସନ୍ଦେହ

ରାଉରକେଲା:  କୋଏଲ୍ ନଦୀର ବୈକୁଣ୍ଠ ଘାଟ ନିକଟରେ ଆଜି ଅପରାହ୍ନରେ ତିନି ଜଣ ନାବାଳକଙ୍କ ମୃତଦେହ ଭାସୁଥିବା ଦେଖିବାକୁ ମିଳିଛି । ନଦୀ କୂଳରେ ସାର୍ଟ ଓ ଚପଲ ରଖାଯାଇଥିବାରୁ ପାଣିରେ ବୁଡ଼ି ଏମାନଙ୍କର ମୃତ୍ୟୁ ଘଟିଥିବା ସନ୍ଦେହ କରାଯାଉଛି । ପୋଲିସ ନିକଟରୁ ଖବର ପାଇ ଅଗ୍ନିଶମ କର୍ମଚାରୀ…

କରୋନାରେ ଦେଶରେ ଗତ ୨୪ ଘଂଟାରେ ୧୧,୦୬୭ ନୂଆ ମାମଲା

ନୂଆଦିଲ୍ଲୀ:  ଦେଶରେ ଗତ ୨୪ଘଂଟା  ମଧ୍ୟରେ    ୧୧,୦୬୭ ଟି ନୂଆ କରୋନା ମାମଲା ସାମନାକୁ ଆସିଛି ।  ଏହି ସମୟ ମଧ୍ୟରେ ମୋଟ  ୯୪   ଜଣ କରୋନା ରୋଗୀ ପ୍ରାଣ ହରାଇଛନ୍ତି ।  ଏହା ସହିତ ଦେଶରେ କୋରୋନା ଆକ୍ରାନ୍ତଙ୍କ  ସଂଖ୍ୟା  ୧,୦୮,୫୮,୩୭୧ ପହଂଚିଛି । ଆଜି   ସକାଳେ କେନ୍ଦ୍ର ସ୍ୱାସ୍ଥ୍ୟ…

ନାବାଳିକାଙ୍କୁ ଗଣଦୁଷ୍କର୍ମ ଅଭିଯୋଗ, ତିନି ନାବାଳକ ଥାନାରେ ଅଟକ

ଗଞ୍ଜାମ: ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ସଦର ଥାନା ଅନ୍ତର୍ଗତ ଏକ ଗାଁରେ ଘରେ ବାପାମାଙ୍କ ଅନୁପସ୍ଥିତିର ସୁଯୋଗ ନେଇ ତିନି ଜଣ ନାବାଳକ ଏହି ୧୦ ବର୍ଷିୟା ନାବାଳିକାକୁ ଗତ ସୋମବାର ଦିନ ଗଣ ଦୁଷ୍କର୍ମ କରିଛନ୍ତି । ରାତିରେ ବାପାମା ଘରକୁ ଫେରିବା ପରେ ନାବାଳିକା ଜଣକ ଘଟଣା ସମ୍ପର୍କରେ ଜଣାଇଥିଲା…

ଗ୍ୟାରେଜ୍ ରେ ଭୀଷଣ ଅଗ୍ନିକାଣ୍ଡ: ୪ ବସ୍ ଓ ଏକ ସ୍କର୍ପିଓ ଜଳିଗଲା

ଭଦ୍ରକ: ୧୬ ନଂ ଜାତୀୟ ରାଜପଥର ଡାହାଣିଗଡ଼ିଆ ଛକ ନିକଟରେ ଏକ ଗ୍ୟାରେଜ୍ ରେ ଗତକାଲି ବିଳମ୍ବିତ ରାତିରେ ଭୀଷଣ ଅଗ୍ନିକାଣ୍ଡ ଘଟିଛି । ଫଳରେ ଗ୍ୟାରେଜ୍ ରେ ମରାମତି ନିମନ୍ତେ ରଖାଯାଇଥିବା ୪ଟି ବସ୍ ଓ ଏକ ସ୍କର୍ପିଓ ଗାଡ଼ି ପୋଡି ଯାଇଛି । ନିଆଁ ଲାଗିବାର କାରଣ ଅଦ୍ୟାବଧି ସ୍ପଷ୍ଟ ହୋଇନାହିଁ । ଖବର…

ବିଦ୍ୟୁତ ସମସ୍ୟାର ସମାଧାନ ନିମନ୍ତେ ବିଦ୍ୟୁତ ବିଭାଗ କାର୍ଯାଳୟ ସମ୍ମୁଖରେ ସିପିଆଇର ଗଣଧାରଣା

କୋଣାର୍କ:  ଭାରତୀୟ କମ୍ୟୁନିଷ୍ଟ ପାର୍ଟି କୋଣାର୍କ ନଗର ଶାଖା ପକ୍ଷରୁ କୋଣାର୍କ ଏନଏସି ସମେତ ନିକଟସ୍ଥ ଗ୍ରାମ ଗୁଡିକରେ ବିଦ୍ୟୁତ ସମସ୍ଯାର ସ୍ଥାୟୀ ସମାଧାନ ନିମନ୍ତେ ବିଦ୍ୟୁତ ବିଭାଗ କାର୍ଯ୍ୟାଳୟ ସମ୍ମୁଖରେ ଏକ ଗଣଧାରଣା ଅନୁଷ୍ଠିତ ହୋଇଯାଇଛି । କୋଣାର୍କ ଏନଏସି ଅନ୍ତର୍ଗତ ବିଭିନ୍ନ…

କୋଟିଆ ଗଲେ ରାଜ୍ୟ ବିଜେପି ନେତା

- କୋଟିଆବାସୀଙ୍କ ସମସ୍ୟାକୁ ବିଧାନସଭାରେ ଉଠାଇବୁ : ବିରୋଧୀ ଦଳ ନେତା  -କୋଟିଆ ଓଡିଶାର,ଭାବାବେଗକୁ ବୁଝିବୁ, ସଂପର୍କ ସୁଦୃଢ କରିବୁ:ସମୀର ମହାନ୍ତି  ଭୁବନେଶ୍ୱର: କୋରାପୁଟ ଜିଲ୍ଲା ପଟାଙ୍ଗୀ ଅଂଚଳର କୋଟିଆ ପଂଚାୟତରେ ଆନ୍ଧ୍ର ପ୍ରଦେଶ ସରକାର ପଂଚାୟତ ନିର୍ବାଚନ କରିବା ଲାଗି ମସୁଧା…

କୋଟିଆରେ ଆନ୍ଧ୍ରର ନିର୍ବାଚନ ପ୍ରସଙ୍ଗରେ ସୁପ୍ରିମକୋର୍ଟ ଯିବେ ଓଡ଼ିଶା ସରକାର

ଭୁବନେଶ୍ୱର:  କୋଟିଆରେ ଆନ୍ଧ୍ରପ୍ରଦେଶ ପକ୍ଷରୁ ପଂଚାୟତ ନିର୍ବାଚନ କରାଯିବା ପ୍ରସଙ୍ଗରେ ସୁପ୍ରିମକୋର୍ଟ ଯିବେ ଓଡ଼ିଶା ସରକାର । ଏନେଇ ସୁପ୍ରିମକୋର୍ଟରେ ରିଟ୍ ପିଟିସନ କରିବାକୁ ରାଜ୍ୟ ଆଇନ ବିଭାଗ ଏଓଆର ଶିବଶଙ୍କର ମିଶ୍ରଙ୍କୁ ମଙ୍ଗଳବାର ଚିଠି ଲେଖିଛି । କୋଟିଆ ପ୍ରସଙ୍ଗରେ ସୋମବାର କଟକରେ…

ଫେବୃଆରୀ ୧୫ରେ କଂଗ୍ରେସର ଓଡିଶା ବନ୍ଦ ଡାକରା

ଭୁବନେଶ୍ୱର:  ପେଟ୍ରୋଲ ଓ ଡିଜେଲ ଦରରେ ଅହେତୁକ ବୃଦ୍ଧି ପ୍ରତିବାଦରେ ଆସନ୍ତା ଫେବୃଆରୀ ୧୫ ତାରିଖରେ କଂଗ୍ରେସ ପକ୍ଷରୁ ଓଡ଼ିଶା ବନ୍ଦ ଡାକରା ଦିଆଯାଇଛି । ତେଲ ଓ ଗ୍ୟାସ୍ ଦର ବୃଦ୍ଧି , କୋଟିଆ ଓ ମହାନଦୀ ବିବାଦ ,ମାହାଙ୍ଗା ରାଜନୈତିକ ହତ୍ୟା ମାମଲାରେ ୧୫ ତାରିଖ ଦିନ ସକାଳ ୭ଟାରୁ ଦିନ ୧ଟା…