Browsing Category

ରାଜ୍ୟ

କାହିଁକି ପାଳନ ହୁଏ ଶାମ୍ବ ଦଶମୀ

ଡ଼ୁମାଣୀ ବ୍ୟୁରୋ: ଶାମ୍ବ ଦଶମୀ ପୌଷ ଶୁକ୍ଳ ଦଶମୀ ଦିନ ପାଳନ କରାଯାଏ । ଏହାକୁ ସାମ୍ବ (ଶାମ୍ବ ) ଦଶମୀ ବା ସମ୍ବର ଦଶମୀ ବୋଲି କୁହାଯାଏ । ଏହି ଦିନ ଘରେ ଘରେ ବିଭିନ୍ନ ପ୍ରକାରର ପିଠାପଣା କରି ସୂର୍ଯ୍ୟଦେବଙ୍କୁ ଭୋଗ ଲଗାଯାଇଥାଏ । ଶାମ୍ବ ଦଶମୀ ହେଉଛି ସୂର୍ଯ୍ୟ ପୂଜାର ପର୍ବ,…

ଦୀର୍ଘ ୯ ମାସ ପରେ ଖୋଲିଲା କାଲିମେଳା ହାଟ

ମାଲକାନଗିରି: କରୋନା କଟକଣା ଯୋଗୁଁ ଦୀର୍ଘ ୯ ମାସ ଧରି ବନ୍ଦ ରହିଥିବା ମାଲକାନଗିରି ଜିଲ୍ଲାର ସର୍ବ ବୃହତ କାଲିମେଳା ସାପ୍ତାହିକ ହାଟ ପୁନର୍ବାର ଖୋଲିଛି । ଏହି ପୁରାତନ ହାଟ ଖୋଲିବା ଯୋଗୁଁ ଉଭୟ ବେପାରୀ ଓ ଗ୍ରାହକଙ୍କ ମଧ୍ୟରେ ଉତ୍ସାହ ଦେଖାଦେଇଛି । ହାଟ ଖୋଲିବା ନେଇ ବାରମ୍ବାର ଦାବୀ…

୯ କୋଟି ଟଙ୍କାର ଦୁର୍ନୀତି ଅଭିଯୋଗରେ ଭିଜିଲାନ୍ସକୁ ତଦନ୍ତରେ ସହଯୋଗ କରୁନି ଶ୍ରମ ବିଭାଗ : ଅଡୁଆରେ ରାଉରକେଲା…

ରାଉରକେଲା: ରାଉରକେଲା ଶ୍ରମ ବିଭାଗରେ ନିର୍ମାଣ ଶ୍ରମିକଙ୍କୁ ଯୋଗାଯାଇଥିବା ବିଭିନ୍ନ ଉପକରଣରେ ପାଖାପାଖି ୯କୋଟି ଟଙ୍କାର ଘୋଟାଲା କରାଯାଇଥିବା ନେଇ ରାଜ୍ୟ ଲୋକାୟୁକ୍ତଙ୍କ ନିକଟରେ ହୋଇଥିବା ଅଭିଯୋଗ ଉପରେ ଭିଜିଲାନ୍ସକୁ ୩ ମାସ ଭିତରେ ତଦନ୍ତ କରି ରିପୋର୍ଟ ଦେବାକୁ ଲୋକାୟୁକ୍ତ କହିବା ପରେ…

ନିଆଁରେ ପୋଡି ମହିଳା ମୃତ

ମାଲକାନଗିରି: ମାଲକାନଗିରି ଥାନା ଅନ୍ତର୍ଗତ ଏମଭି- ୪ ଗ୍ରାମରେ କାଠ ଚୁଲିରେ ରୋଷେଇ କରୁଥିବାବେଳେ ଅସାବଧାନତା ଯୋଗୁଁ ନିଆଁରେ ପୋଡି ହୋଇ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ମୃତ ମହିଳା ଜଣକ ହେଲେ ଏମଭି ୪ ଗ୍ରାମର ଫୁଲିନି ମୁର୍ମୁ । ସେ ଘରେ କାଠ ଚୁଲିରେ ରୋଷେଇ କରିବା ସମୟରେ ଶାଢୀରେ ନିଆଁ…

ଦୁଷ୍କର୍ମ ମାମଲାରେ କାଲିମେଳା ବିଜେପି ମଣ୍ଡଳ ସଭାପତି ଗିରଫ

ମାଲକାନଗିରି: ଏକ ଦୁଷ୍କର୍ମ ମାମଲାରେ କାଲିମେଳା ବିଜେପି ମଣ୍ଡଳ ସଭାପତି ଅବଧୂତ ପ୍ରସାଦ ଦୁର୍ଗାଙ୍କୁ କାଲିମେଳା ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡିଛି । ଅଭିଯୋଗ ଅନୁସାରେ, ଅବଧୂତ କାଲିମେଳା ଅଞ୍ଚଳର ଜଣେ ଯୁବତୀଙ୍କୁ ବିବାହର ପ୍ରୋଲଭନ ଦେଖାଇ ବାରମ୍ବାର ଦୁଷ୍କର୍ମ କରିଥିବା…

ଗୁରୁପ୍ରିୟା ସେତୁରେ ଅଚଳ ଲାଇଟ ଓ ସିସି କ୍ୟାମେରାର ମରାମତି କରାଗଲା

ମାଲକାନଗିରି: ମାଲକାନଗିରି ଜିଲା ଚିତ୍ରକୋଣ୍ଡା ସ୍ୱାଭିମାନ ଅଞ୍ଚଳର ଲାଇଫ ଲାଇନ କୁହାଯାଉଥିବା ଗୁରୁପ୍ରିୟା ସେତୁରେ ସୁରକ୍ଷା ଦୃଷ୍ଟିରୁ ଲାଗିଥିବା ସିସି କ୍ୟାମେରା, ଏଲିଡି ଲାଇଟ, ସୌର ଶକ୍ତି ଦ୍ଵାରା ଚାଲୁଥିବା ଲାଇଟ୍ ଗୁଡ଼ିକ ବହୁତ ଦିନ ହେଲା ଅଚଳ ହୋଇପଡ଼ିଥିଲା । ଉକ୍ତ ଖବର ବିଭିନ୍ନ ଗଣ…

ଶ୍ରୀଲଙ୍କାରେ ମୃତ୍ୟୁ, ଆଜି ଯାଏ ଘରକୁ ଫେରିନି ମୃତଦେହ

ପଟ୍ଟାମୁଣ୍ଡାଇ: କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକର ସଂସାରଫଳ ଗୁଣ୍ଠି ଗ୍ରାମର ଦାଶରଥି ଓଝା । ପରିବାର କହିଲେ ଦାଶରଥିଙ୍କ ପତ୍ନୀ, ଦୁଇ ଛୋଟ ପିଲା, ସନଭାଇ ଓ ତାଙ୍କ ମା । ପରିବାରର ଆର୍ଥିକ ସ୍ଥିତିକୁ ସୁଧାରିବା ପାଇଁ ଦାଶରଥି ଯାଇଥିଲେ ସୁଦୂର ଶ୍ରୀଲଙ୍କା । ଆଶାଥିଲା ଉଚ୍ଚ…

କୋଣାର୍କରେ ଗଡିଲା ସୂର୍ଯ୍ୟ ରଥ

ପୁରୀ: ଆଜି ପବିତ୍ର ଶାମ୍ବ ଦଶମୀ ତିଥିରେ ଅର୍କକ୍ଷେତ୍ର କୋଣାର୍କରେ ଗଡିଛି ସୂର୍ଯ୍ୟ ରଥ । କୋଣାର୍କ ମନ୍ଦିର ନିକଟ ଅବଧୂତ ମଠ ଠାରୁ ଚନ୍ଦ୍ରଭାଗା ତୀର୍ଥ ପୁଷ୍କରିଣୀ ପର୍ଯ୍ୟନ୍ତ ସୂର୍ଯ୍ୟ ରଥ ଗଡିଛି । ଶାମ୍ବ ଦଶମୀ ଠାରୁ ମାଘ ଶୁକ୍ଳ ସପ୍ତମୀ ଦିନ ପର୍ଯ୍ୟନ୍ତ ସୂର୍ଯ୍ୟଦେବଙ୍କ ଚଳନ୍ତି…

ଝାରସୁଗୁଡ଼ା ବିମାନ ବନ୍ଦରରେ ବୀର ସୁରେନ୍ଦ୍ର ସାଏଙ୍କ ପ୍ରତିମୂର୍ତି ଉନ୍ମୋଚନ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର :…

ଝାରସୁଗୁଡ଼ା: ଝାରସୁଗୁଡ଼ା ବିମାନ ବନ୍ଦରରେ ବୀର ସୁରେନ୍ଦ୍ର ସାଏଙ୍କ ପ୍ରତିମୂର୍ତି ଅନାବରଣ କରିଛନ୍ତି କେନ୍ଦ୍ର ତୈଳ ଓ ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏହି ଅବସରରେ କେନ୍ଦ୍ର ମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ଯେ, ଝାରସୁଗୁଡ଼ା ପଶ୍ଚିମ ଓଡ଼ିଶାର ଅର୍ଥନୈତିକ ଦ୍ୱାର ହେବ ।…

ମୋ ସ୍କୁଲ ଅଭିଯାନ ପାରଳାର ୨ଗୋଟି ହାଇସ୍କୁଲକୁ ପୋଷ୍ୟ ଭାବେ ଗ୍ରହଣ କରାଗଲା

ପାରଳାଖେମୁଣ୍ଡି: ମୋ ସ୍କୁଲ ଅଭିଯାନରେ ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ମହାରାଜାଙ୍କ ଦ୍ୱାରା ନିର୍ମିତ ମହାରାଜା ବଏସ୍ ହାଇସ୍କୁଲ ଓ ମହାରାଜା ଗାର୍ଲ୍ସ ହାଇସ୍କୁଲକୁ ପୋଷ୍ୟ ଭାବେ ଗ୍ରହଣ କରାଯାଇଥିବା ପୂର୍ତ୍ତ ବିଭାଗ ସଚିବ ଡ.କ୍ରିଷନ ଟୁଇଟ୍ କରି ସୂଚନା ଦେଇଛନ୍ତି । ଏଠାରେ…