Browsing Category

ରାଜ୍ୟ

ପୂନଃ ନିଯୁକ୍ତି ଦାବୀରେ ପାରାମେଡିକାଲ କର୍ମଚାରୀ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ

ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲାର ପାରାମେଡିକାଲ କର୍ମଚାରୀମାନେ ପୂନଃ ନିଯୁକ୍ତି ଦାବୀରେ ଆଜି ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇ ଦାବୀପତ୍ର ପ୍ରଦାନ କରିଛନ୍ତି । କର୍ମଚାରୀଙ୍କ ଦ୍ୱାରା ପ୍ରଦତ ଦାବୀପତ୍ରରେ ଉଲ୍ଲେଖ ଅନୁଯାୟୀ ଢେଙ୍କାନାଳ ଜିଲ୍ଲା କୋଭିଡ-୧୯ ପାରାମେଡିକାଲ କର୍ମଚାରୀମାନେ ଗତ…

ଜିଲ୍ଲାରେ କରୋନା ସ୍ଥିତି ସମ୍ପର୍କରେ ସମୀକ୍ଷା କଲେ ଜିଲ୍ଲାପାଳ

ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସ୍ଥିତ ଓସୱାନ ଭିସି ହଲ ଠାରେ ଜିଲ୍ଲାପାଳ ଭୂମେଶ ଚନ୍ଦ୍ର ବେହେରା,ଜିଲ୍ଲାର ସମସ୍ତ ଉପଜିଲ୍ଲାପାଳ,ବିଡିଓ,ତହସିଲଦାର,ପୌରାଂଚଳ ଏବଂ ବିଜ୍ଞାପିତ ଅଂଚଳ ପରିଷଦର ନିର୍ବାହୀ ଅଧିକାରୀ ଓ ସିଡିପିଓ ମାନଙ୍କ ସହିତ ଜିଲ୍ଲାର ସ୍ଥିତି ସମ୍ପର୍କରେ…

ଜାନୁଆରୀ ୨୯ ରୁ ବଜେଟ୍ ଅଧିବେଶନ ଆରମ୍ଭ, ଫେବୃଆରୀ ୧ ରେ ସାଧାରଣ ବଜେଟ୍

ନୂଆଦିଲ୍ଲୀ: ସଂସଦୀୟ ବ୍ୟାପାର କମିଟି (ସିସିପିଏ) ୨୯ ଜାନୁଆରୀରୁ ବଜେଟ୍ ଅଧିବେଶନକୁ ସୁପାରିଶ କରିଛି । ଏଥର ବଜେଟ୍ ଅଧିବେଶନ ଦୁଇଟି ଭାଗରେ ଚାଲିବ। ଏହା ଅଧୀନରେ, ୨୯ ଜାନୁୟାରୀରୁ ୧୫ ଫେବୃଆରୀ ପ୍ରଥମ ସତ୍ର ଏବଂ ୮ ମାର୍ଚ୍ଚରୁ ୮ ଏପ୍ରିଲ୍ ଦ୍ୱିତୀୟ ସତ୍ର ବଜେଟ୍ ଅଧିବେଶନକୁ ସୁପାରିଶ…

ଆଇଏନ୍‌ଏସ୍ ଚିଲିକାରୁ ଭାରତୀୟ ନୌସେନା ଓ ତଟ ରକ୍ଷକ ୪୫୫ ପ୍ରଶିକ୍ଷାର୍ଥୀଙ୍କ ସ୍ନାତକ ହାସଲ

ଚିଲିକା: ଭାରତୀୟ ନୌସେନା ଓ ତଟ୍ଟରକ୍ଷକ ୦୧/୨୦୨୦ ବ୍ୟାଚ୍‌ର ୪୫୫ ଜଣ ପ୍ରଶିକ୍ଷାର୍ଥୀ ମାନେ ୨୦୨୧ ଜାନୁଆରୀ ୫ ତାରିଖରେ ଅନୁଷ୍ଠିତ ଏକ ଆକର୍ଷଣୀୟ ପାସିଙ୍ଗ ଆଉଟ୍ ପେରେଡ୍‌ରେ ଆଇଏନ୍‌ଏସ୍ ଚିଲିକାରୁ ସ୍ନାତକ ହାସଲ କରିଥିଲେ । ଏହା ପ୍ରାରମ୍ଭିକ ପ୍ରଶିକ୍ଷକ ଅନୁଷ୍ଠାନର ୧୨ ସପ୍ତାହ କୃତକାର୍ଯ୍ୟ…

ପଶ୍ଚିମ ଜେଟିର ବିକାଶ ପାଇଁ ପାରାଦ୍ୱୀପ ବନ୍ଦର ପକ୍ଷରୁ ବିଶ୍ୱସ୍ତରୀୟ ଆଇଏଫ୍‌କ୍ୟୁ ଆହ୍ୱାନ

ପାରାଦ୍ୱୀପ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଅର୍ଥନୈତିକ ବ୍ୟାପର ସଂକ୍ରାନ୍ତ କ୍ୟାବିନେଟ କମିଟି ଦ୍ୱାରା ଅନୁମୋଦନ ହେବାର ୪ଦିନ ମଧ୍ୟରେ ପାରାଦ୍ୱୀପ ବନ୍ଦର ପଶ୍ଚିମ ଜେଟିର ବିକାଶ ସମେତ ଆଭ୍ୟନ୍ତରିଣ ପୋତାଶ୍ରୟର ଗଭୀର ଖନନ ଓ ଉନ୍ନତିକରଣ ପାଇଁ ବିଶ୍ୱସ୍ତରୀୟ…

ଇନ୍ଦିରା ଆବାସ ନ ଯୋଗାଇ ଘରେ ଫଳକ ଲଗାଇବା ଓ ଟଙ୍କା ହଡପ କରିଥିବା ନେଇ ବିଡ଼ିଓଙ୍କୁ ଲିଖିତ ଅଭିଯୋଗ

କଲ୍ୟାଣ ସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣ ସିଂହପୁର ବ୍ଳକ ଅନ୍ତର୍ଗତ ମାଝୀଗୁଡା ଗ୍ରାମ ପଞ୍ଚାୟତର କଟଲପାଡୁ ଗାଁର ସ୍ୱର୍ଗତ ଦାନୁ ମିଣିଆକାଙ୍କ ସ୍ତ୍ରୀ ପାଲାଇ ମିଣିଆକାଙ୍କ ନାମରେ ଇନ୍ଦିରା ଆବାସ ଗୃହ ନ ଯୋଗାଈ ଫଳକ ଲଗାଇବା ଓ ଉକ୍ତ ଟଙ୍କା ହଡପ କରିଥିବା ନେଇ ବିଡ଼ିଓ ଅନୁପ ଅଭିଷେକ…

ଭାରତର ଗଣତନ୍ତ୍ର ଦିବସ ଉତ୍ସବରେ ଯୋଗଦେଇ ପାରିବେ ନାହିଁ ବ୍ରିଟିଶ ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ

ଲଣ୍ଡନ: ଦେଶରେ ଗଣତନ୍ତ୍ର ଦିବସ (୨୬ ଜାନୁଆରୀ) ଅବସରରେ ବ୍ରିଟିଶ ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ ମୁଖ୍ୟ ଅତିଥି ଭାବରେ ଯୋଗ ଦେବାର କାର୍ଯ୍ୟକ୍ରମ ଥିଲା । କିନ୍ତୁ ବର୍ତ୍ତମାନ ଜନସନ ଭାରତ ଗସ୍ତକୁ ବାତିଲ କରିଛନ୍ତି। ଭାରତ ଗସ୍ତକୁ ବାତିଲ କରିବା ପୂର୍ବରୁ ଜନସନ ପିଏମ ମୋଦୀଙ୍କ ସହ ଫୋନରେ କଥା…

ମାହାଙ୍ଗା ଡବଲ ମର୍ଡରର ଡେମୋ ଦେଖାଇଲା ମୁଖ୍ୟ ଅଭିଯୁକ୍ତ, ୪ ଗିରଫ

କଟକ: ମାହାଙ୍ଗା ଡବଲ ମର୍ଡର ମାମଲା । ମୁଖ୍ୟ ଅଭିଯୁକ୍ତକୁ ଘଟଣାସ୍ଥଳକୁ ନେଇ ତଦନ୍ତ ଚଳାଇଛି ପୋଲିସ । କେମିତି ଓ କେଉଁ ପରିସ୍ଥିତିରେ ହତ୍ୟାକାଣ୍ଡ ଘଟିଲା ସେନେଇ ଅଧିକ ତଥ୍ୟ ଦେଉଛି ଅଭିଯୁକ୍ତ । ହତ୍ୟାଘଟଣାର ମୁଖ୍ୟ ଅଭିଯୁକ୍ତ ପଞ୍ଚାନନ ସେଠୀଙ୍କ ସମେତ ଅରବିନ୍ଦ ଖଟୁଆ, କ୍ଷୀତିଶ ଆଚାର୍ଯ୍ୟ…

କରୋନା ପରେ ଏବେ ବାର୍ଡ଼ ଫ୍ଲୁ ଚିନ୍ତା : ଚିକେନ ଓ ଅଣ୍ଡା ଦୋକାନ ୧୫ ଦିନ ପାଇଁ ବନ୍ଦ ରଖିବାକୁ ନିର୍ଦ୍ଦେଶ

ଭୋପାଳ: କରୋନା ସଙ୍କଟ ମଝିରେ ଆଉ ଏକ ନୂଆ ସଙ୍କଟ ମୁଣ୍ଡ ଟେକିଛି । ଦେଶରେ ଅନେକ ରାଜ୍ୟରେ ବ୍ୟପିବାରେ ଲାଗିଛି ବାର୍ଡ ଫ୍ଲୁ । ରାଜସ୍ଥାନ, ମଧ୍ୟ ପ୍ରଦେଶ ପରେ ହିମାଚଳ ପ୍ରଦେଶ ଏବଂ କେରଳରେ ବ୍ୟାପୁଛି ବାର୍ଡ ଫ୍ଲୁର ଆତଙ୍କ । ଏହାକୁ ନଜରରେ ରଖି ବିଭିନ୍ନ ରାଜ୍ୟର ସରକାର ସତର୍କତା ଜାରି…

ଦରମା କମ ହେଉ ପଛେ : ନିୟମିତ ଚାକିରୀ ଦେବା ପାଇଁ ନିଲମ୍ବିତ ଏଏନଏମଙ୍କ ଦାବି

କୋରାପୁଟ : କୋରୋନାର ପ୍ରଭାବ କୋରାପୁଟ ଜିଲ୍ଲାରେ ବ୍ୟାପକ ରୂପେ ଅନୁଭୂତ ହେଉଥିବା ବେଳେ ନିଜ ସ୍ୱାସ୍ଥ୍ୟ ସୁରକ୍ଷାକୁ ପଛରେ ପକାଇ ଦୀର୍ଘ ନଅ ମାସ ଧରି ଜନସେବାରେ ବ୍ରତୀ ହୋଇଥିବା ୫୫ ଜଣ ଏଏନଏମ ଗତ ଡିସେମ୍ବର ୩୧ ତାରିଖରୁ ଚାକିରିରୁ ନିଲମ୍ବିତ ହୋଇଛନ୍ତି । ତେବେ ନିଲମ୍ବନ ଆଦେଶ ଆସିବା…