Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
କୋଟିପତି ଶିକ୍ଷକଙ୍କ ଘରେ ଭିଜିଲାନ୍ସ ରେଡ୍
ଏକକାଳୀନ ୧୧ଗୋଟି ସ୍ଥାନରେ ଚଢାଉ ଜାରି
ପାରଳାଖେମୁଣ୍ଡି: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଆଭିଯୋଗରେ ଜଣେ କୋଟିପତି ଶିକ୍ଷକଙ୍କ ଘରେ ଭିଜିଲାନ୍ସ ରେଡ୍ ଚାଲିଥିବା ସୁଚନା ମିଳିଛି । ଆଜି ସକାଳୁ ସକାଳୁ ଏହି ଶିକ୍ଷକଙ୍କ ବାସଭବନ ସମେତ ୧୧ଗୋଟି ସ୍ଥାନରେ ଭିଜିଲାନ୍ସ ଚଢାଉ ଜାରି ରହିଛି ।…
ପାଞ୍ଚ ଦିନ ପରେ ମିଳିଲା ନିଖୋଜ ୩ ବର୍ଷର ଝିଅ ସ୍ବାତୀର ମୃତଦେହ
ନୟାଗଡ଼: ବଧିପାଟଣା ଗାଁ ପୋଖରୀରୁ ନିଖୋଜ ୩ ବର୍ଷର ଝିଅ ସ୍ୱାତୀର ମୃତଦେହ ମିଳିଛି। ଘର ଠାରୁ କିଛି ଦୂରରେ ଅନ୍ୟ ଏକ ସାହିରେ ଥିବା ପୋଖରୀରୁ ମିଳିଛି ମୃତଦେହ । ଗତ ଶୁକ୍ରବାର ଠାରୁ ନିଖୋଜ ଥିଲା ୩ ବର୍ଷର ଝିଅ ସ୍ୱାତୀ। ଶୁକ୍ରବାର ଦିପହରୁ ଗାଁ ଦାଣ୍ଡ, ବାଡ଼ି, ସାହି ପଡ଼ିଶା କୂଅ ପୋଖରୀ ସବୁ…
ଆଜି ପବିତ୍ର ଧନୁ ସଂକ୍ରାନ୍ତି
ଆରମ୍ଭ ହେବ ମହାପ୍ରଭୁଙ୍କ ପହିଲି ଭୋଗ ନୀତି
ପୁରୀ: ଶ୍ରୀମନ୍ଦିର ପରମ୍ପରା ଅନୁସାରେ ପବିତ୍ର ଧନୁ ସଂକ୍ରାନ୍ତି ଆଜିଠାରୁ ଶୁଭାରମ୍ଭ ହେବ ମହାପ୍ରଭୁଙ୍କ ପହିଲି ଭୋଗ ନୀତି। ତେଣୁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ନୀତି ନିର୍ଘଣ୍ଟ ଧାର୍ଯ୍ୟ କରାଯାଇଛି । ଭୋର ୩ଟାରେ ଶ୍ରୀମନ୍ଦିର…
କରୋନା ପାଇଁ ଏବର୍ଷ ସଂସଦର ଶୀତ ଅଧିବେଶନ ବନ୍ଦ ହେବ
ଜାନୁଆରୀରେ ବଜେଟ୍ ଅଧିବେଶନ ଅନୁଷ୍ଠିତ ହେବ
ନୂଆଦିଲ୍ଲୀ: ସଂସଦ ଅଧିବେଶନ ବାତିଲ ହୋଇଛି, କରୋନା ଜୀବାଣୁ ସାରା ବିଶ୍ୱରେ ହଇଚଇ ସୃଷ୍ଟି କରୁଛି। ଏହି ସମୟରେ ସଂସଦର ଶୀତକାଳୀନ ଅଧିବେଶନକୁ ଏଥର ଡକାଯିବ ନାହିଁ। କରୋନା ଜୀବାଣୁ ଯୋଗୁଁ ଏଥର ସଂସଦର ଶୀତକାଳୀନ ଅଧିବେଶନ ଅନୁଷ୍ଠିତ ହେବ ନାହିଁ…
ଦୁଇ ଦିନିଆ କ୍ରାଇମବ୍ରାଞ୍ଚର ରିମାଣ୍ଡରେ ଯିବେ ପ୍ରଦୀପ ପାଣିଗ୍ରାହୀ
ଭୁବନେଶ୍ୱର: ପୁଣି ଅଡୁଆରେ ପ୍ରଦୀପ ପାଣିଗ୍ରାହୀ । ରିମାଣ୍ଡରେ ଯିବେ ପ୍ରଦୀପ ପାଣିଗ୍ରାହୀ । ପ୍ରଦୀପଙ୍କୁ ଦୁଇ ଦିନିଆ ରିମାଣ୍ଡରେ ନେବ କ୍ରାଇମବ୍ରାଞ୍ଚ । ରିମାଣ୍ଡରେ ନେବାକୁ ଭୁବନେଶ୍ବର SDJM କୋର୍ଟ ଅନୁମତି ଦେଇଛନ୍ତି । ଅଭୟକାନ୍ତ ପାଠକଙ୍କ ଲିଙ୍କ୍ ଥିବା ନେଇ ପ୍ରଦୀପ ପାଣିଗ୍ରାହୀଙ୍କୁ…
କଙ୍ଗନାଙ୍କ ନାଁରେ ସ୍ୱାଧିକାର ଭଙ୍ଗ ନୋଟିସ୍ ଦେଲେ ବିଧାୟକ
ମୁମ୍ବାଇ: ସର୍ବଦା ନିଜର ଟ୍ୱିଟକୁ ନେଇ ଚର୍ଚ୍ଚାରେ ରହୁଥିବା ବଲିଉଡ ଅଭିନେତ୍ରୀ କଙ୍ଗନା ରାଣାୱତଙ୍କ ଚିନ୍ତା ବଢ଼ିଛି । ସେ କରିଥିବା ଗୋଟିଏ ଟ୍ୱିଟକୁ ନେଇ ଶିବସେନାର ବିଧାୟକ ପ୍ରତାପ ସାରନାଏକ ତାଙ୍କ ନାଁରେ ସ୍ୱାଧିକାର ଭଙ୍ଗ ନୋଟିସ୍ ପଠାଇଛନ୍ତି । ନିକଟରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ…
କରୋନା ସଙ୍କଟ ସତ୍ତ୍ୱେ ଆର୍ଥିକ ସୁଧାର ପାଇଁ ସରକାର ଉଠାଇଛନ୍ତି ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ
ନୂଆଦିଲ୍ଲୀ: ଏହି ବର୍ଷ ୨୦୨୦ କରୋନାଭାଇରସ୍ ମହାମାରୀ, ଲକଡାଉନ୍ ଏବଂ ଏହା ଅର୍ଥନୀତିରେ ସୃଷ୍ଟି ହୋଇଥିବା ବିପୁଳ ଅବନତି ପାଇଁ ସ୍ମରଣୀୟ ହେବ | ଅର୍ଥନୀତିକ ପ୍ରସଙ୍ଗ ସହ ଜଡିତ ବିଶେଷଜ୍ଞମାନେ କହିଛନ୍ତି ଯେ ଆର୍ଥିକ ସଙ୍କଟ ଅନେକ କ୍ଷେତ୍ରରେ ଭିନ୍ନ ଥିଲା। ଏଥର ସରକାର ଯୋଗାଣ ଶୃଙ୍ଖଳା ସୁଧାର…
ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୨୨ ହଜାର ମାମଲା, କରୋନା ସଂକ୍ରମିତଙ୍କ ସଂଖ୍ୟା ପହଂଚିଲା ୯୯ ଲକ୍ଷରେ
ନୂଆଦିଲ୍ଲୀ: ଦେଶରେ ବର୍ତ୍ତମାନ କରୋନା ମାମଲାରେ ହ୍ରାସ ଘଟିଛି। ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୨୨,୦୦୦ ନୂତନ କରୋନା ମାମଲା ଆସିଛି । ଏହା ସହିତ ଭାରତରେ କରୋନା ସଂକ୍ରମିତଙ୍କ ସଂଖ୍ୟା 99 ଲକ୍ଷ ଅତିକ୍ରମ କରିଛି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ…
କରୋନା ଟିକା ପାଇଁ ପ୍ରଥମେ ପଞ୍ଜୀକରଣ କରିବାକୁ ପଡିବ
ନୂଆଦିଲ୍ଲୀ: କରୋନା ମହାମାରୀକୁ ମୁକାବିଲା କରିବା ପାଇଁ ଟିକା ତିଆରି କାମ ସାରା ବିଶ୍ୱରେ ଚାଲିଛି। ଭାରତରେ ମଧ୍ୟ ଅତି କମରେ ଆଠଟି ଟିକା ଉପରେ କାମ ଚାଲିଛି। ତିନିରୁ ଚାରିଟି ଟିକା ଶୀଘ୍ର ଉପଲବ୍ଧ ହେବ ବୋଲି ଆଶା କରାଯାଉଛି। ଏହାକୁ ଦୃଷ୍ଟିରେ ରଖି ରାଜ୍ୟଗୁଡିକ ପାଇଁ ଟୀକାକରଣ ଅଭିଯାନ…
କଚ୍ଛ ଗ୍ରସ୍ତରେ ପିଏମ ମୋଦୀ ତିନୋଟି ପ୍ରକଳ୍ପ ପାଇଁ ଭିତ୍ତି ପ୍ରସ୍ତର ସ୍ଥାପନ କରିବେ
ଅହମ୍ମଦାବାଦ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି (15 ଡିସେମ୍ବର) ଗୁଜୁରାଟର କଚ୍ଛର ଡୋର୍ଡୋ ଗ୍ରସ୍ତ କରିବେ । ଏଠାରେ ପହଞ୍ଚିବା ପରେ ପ୍ରଧାନମନ୍ତ୍ରୀ ତିନୋଟି ଭିନ୍ନ ପ୍ରକଳ୍ପ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିବେ। କଚ୍ଛରେ ନିର୍ମାଣ ହେବାକୁ ଥିବା ବିଶ୍ୱର ସର୍ବବୃହତ ନବୀକରଣ ଯୋଗ୍ୟ…