ସମର୍ପଣର ୨୬ ବର୍ଷ…
ଭୁବନେଶ୍ୱର,୧୬ା୧୦(ଡିକେ ନୁ୍ୟଜ):ଓଡ଼ିଶାକୁ ବିକାଶ ପଥରେ ନେଉନେଉ ୭୮ବର୍ଷ ବୟସରେ ପାଦ ଥାପିଛନ୍ତି ମୁଖ୍ୟମନ୍ତ୍ରୀନବୀନ ପଟ୍ଟନାୟକ । ତାଙ୍କ ବଡ଼ ଭଉଣୀଗୀତା ମେହେଟ୍ଟାଙ୍କ ଦେହାନ୍ତ ଯୋଗୁଁ ସେଜନ୍ମଦିନକୁ ପାଳି ନ ଥିଲେ ମଧ୍ୟ ସେବାରସାଧକଙ୍କ ଏହି ଜନ୍ମଦିନକୁ ରକ୍ତଦାନ ଶିବିରଓ ବୃକ୍ଷରୋପଣ ଭଳି…