ତେଜିଲା ‘ଜୟ ଶ୍ରୀରାମ’ ଓ ରିଜୱାନଙ୍କ ‘ନମାଜ ପାଠ’ ବିବାଦ

ନୂଆଦିଲ୍ଲୀ, ୧୫ା୧୦ (ଡିକେନୁ୍ୟଜ୍): ବିଶ୍ୱକପରେ ଧାର୍ମିକଭାବନାକୁ ନେଇ ଉଠିଛି ବିବାଦ ।ଶନିବାର ଖେଳାଯାଇଥିବା ଇଣ୍ଡିଆ-ପାକିସ୍ତାନ ମ୍ୟାଚରେ ଜୟ ଶ୍ରୀରାମନାରା ଓ ରିଜୱାନଙ୍କ ନମାଜ ପାଠକୁନେଇ ତୀବ୍ର ହେଉଛି ବିବାଦ । ଏଥିସହ·ମ୍ପିଅନ୍ସ ଟ୍ରଫିରେ ଭାରତୀୟ କ୍ରିକେଟଟିମର ପରାଜୟ ପରେ…

ଶ୍ରୀମନ୍ଦିରରେ ସାଗର ବିଜେ ନୀତି ସମ୍ପନ

ପୁରୀ,୧୪ା୧୦(ଡିକେ ନୁ୍ୟଜ):ମହାଳୟା ତିଥିରେ ଅମାବାସ୍ୟାନାରାୟଣଙ୍କ ସାଗରବିଜେ ନୀତି ସଂପନ୍ନହୋଇଛି । ଆଜି ସକାଳୁ ସକାଳ୫ଟା୨୫ରେ ଶ୍ରୀମନ୍ଦିରର ଦ୍ୱାର ଫିଟିବାପରେ ୬ଟାରେ ଭିତରଶୋଧ ଓ୬ଟା୧୦ରେ ମଙ୍ଗଳଆଳତି ହୋଇଥିଲା ।ଏହାପରେ ମଇଲମ୍, ତଡପଲାଗି,ଅବକାଶ, ମଇଲମ୍ ଓ ରୋଷହୋମ ଆଦିଶ୍ରୀମନ୍ଦିରର…

କରୁଣ ଚିତ୍ର, ଗାଁକୁ ନାହିଁ ରାସ୍ତା

ଭବାନୀପାଟଣା,(ଡିକେ ନୁ୍ୟଜ):ସ୍ୱାଧୀନତାର ସାତ ଦଶନ୍ଧି ପରେମଧ୍ୟ କଳାହାଣ୍ଡି ଜିଲ୍ଲାରେ ଗ୍ରାମାଞ୍ଚଳକୁସବୁ ଦିନିଆ ରାସ୍ତା ଓ ପୋଲ ନଥିବାରୁଖଟିଆରେ ବୁହାହୋଇ ଡାକ୍ତରଖାନାଯାଉଛନ୍ତି ରୋଗୀ । ଏଭଳି ଏକକରୁଣ ଦୃଶ୍ୟ ଦେଖିବାକୁ ମିଳିଛିଶନିବାର କଳାହାଣ୍ଡି ଜିଲ୍ଲା ଥୁଆମୂଳରାମପୁର ବ୍ଲକ ତଲଝାପୀ…

ଯୋଗାଣ ବିଭାଗର ଚଢ଼ାଉ : ୭୦ ଗ୍ୟାସ୍ ସିଲିଣ୍ଡର ଜବତ

ଫୁଲବାଣୀ,(ଡିକେ ନୁ୍ୟଜ):ଫୁଲବାଣୀ ସହରର ସ୍ଥିତଅମଲାପଡ଼ାର ଏକ ଦୋକାନ ଘରୁବେଆଇନ ଭାବେ ରଖାଯାଇଥିବା୭୦ଟି ଗ୍ୟାସ୍ ସିଲିଣ୍ଡର ଜବତକରିଛି ଜିଲ୍ଲା ଯୋଗାଣ ବିଭାଗ ।ଫୁଲବାଣୀ ସହରରେ ଗ୍ୟାସ କଳାବଜାରୀ ·ଲିଛି । ହିତାଧିକାରୀମାନେଏପଟେ ଠିକ୍ ଭାବରେ ଗ୍ୟାସପାଉନ ଥିବା ବେଳେଦଲାଲମାନେ ଗ୍ୟାସ୍ ଡିଲରଙ୍କ…

ଭୁଲ ଜର୍ସି ପିନ୍ଧି ପଡ଼ିଆକୁ ·ଲିଗଲେ ବିରାଟ

ଅହମଦାବାଦ, ୧୪ା୧୦: ପାକିସ୍ତାନବିପକ୍ଷ ମ୍ୟାଚ୍ ଆରମ୍ଭ ହେବା ପରେ ଭୁଲଜର୍ସି ପିନ୍ଧି ପଡ଼ିଆକୁ ·ଲିଗଲେକ୍ରିକେଟର ବିରାଟ କୋହଲି । ଶନିବାରଗୁଜରାଟର ଅହମଦାବାଦସ୍ଥିତ ନରେନ୍ଦ୍ରମୋଦୀ ଷ୍ଟାଡିୟମରେ "ଆଇସିସି'କ୍ରିକେଟ୍ ବିଶ୍ୱକପ୍ ୨୦୨୩ ଆନ୍ତର୍ଜାତିକଦିନିକିଆ ମ୍ୟାଚରେ…

କଡ଼ାକଡ଼ି ହେବ ପଲିଥିନ୍ ଚଢଉ: ଟାର୍ଗେଟ୍ରେ ହୋଲ୍ସେଲ୍ ବେପାରୀ

ଭୁବନେଶ୍ୱର, (ଡିକେ ନୁ୍ୟଜ୍): ପଲିଥିନ୍ ଚଢଉକୁ ନେଇପୁଣି ଥରେ ବିଏମସିର ନିଦ ଭାଙ୍ଗିଛି । ଶନିବାରକମିସନର ବିଜୟ ଅମୃତା କୁଲାଙ୍ଗେଙ୍କ ଅଧ୍ୟକ୍ଷତାରେବସିଥିବା ଏକ ସମୀକ୍ଷା ବେଠକରେ ଭୁବନେଶ୍ୱରକୁପଲିଥିନ୍ ମୁକ୍ତ କରିବାକୁ ଅଧିକାରୀମାନେ ପୁଣି ଥରେଶପଥ ନେଇଛନ୍ତି । ଚଢଉ ଜୋର୍ଦାର…

କମିସନରେଟ୍ ପୋଲିସ କବଜାରେ ନିଶାଦିଆ ଲୁଟେରା ଗ୍ୟାଙ୍ଗ

ଭୁବନେଶ୍ୱର, (ଡିକେ ନୁ୍ୟଜ୍): ନିଜରଆକର୍ଷଣୀୟ ଚେହେରାରେ ଫସାଉଥିଲେ । ଆଉନିଶା ଦେଇ ଟ୍ରେନ୍ ଯାତ୍ରୀଙ୍କୁ ଲୁଟୁଥିଲେ ।ରାଜଧାନୀ ଭୁବନେଶ୍ୱରର ବ୍ୟସ୍ତବହୁଳ ମାଷ୍ଟରକ୍ୟାଣ୍ଟିନରେ ନିଜର ଅପରାଧୀକ ସାମ୍ରାଜ୍ୟ ବିସ୍ତାର କରୁଥିଲେ ମୁସ୍କାନ ଓରଫ ସରିଫାଖାତୁନ୍ । ଶନିବାର ଭୁବନେଶ୍ୱର…

ଏସବିଆଇ ବ୍ୟାଙ୍କିଙ୍ଗ୍ ସେବା ସାମୟିକ ଭାବେ ଅଚଳ

ମୁମ୍ବାଇ: ଭାରତୀୟ ଷ୍ଟେଟ୍ ବ୍ୟାଙ୍କରଗ୍ରାହକମାନେ ଶନିବାର କିଛି ସମୟପାଇଁ ଇଣ୍ଟରନେଟ୍ ବ୍ୟାଙ୍କିଙ୍ଗ୍ ସେବାପାଇବାରେ ସମସ୍ୟାର ସମ୍ମୁଖୀନହୋଇଥିବା ଜଣାଯାଇଛି । ବ୍ୟାଙ୍କନିଜେ ପୂର୍ବରୁ ଏହି ସେବାସାମୟିକଭାବେ ଅଚଳ ରହିବାସମ୍ପର୍କରେ ସୂଚନା ଦେଇଥିଲା ।ନିୟମିତ ରକ୍ଷଣାବେକ୍ଷଣ କାର୍ଯ୍ୟ…

୨୩ ଜାନୁଆରୀକୁ ଜାତୀୟ ପତାକା ଦିବସ ପାଳନ କରିବାକୁ ନବୀନ ଜିନ୍ଦଲଙ୍କ ଆହ୍ୱାନ

ଟକ, (ଡିକେ ନୁ୍ୟଜ୍): ଜାନୁଆରୀ୨୩ ତାରିଖରେ ଆମେ ଜାତୀୟପତାକାକୁ ସମ୍ମାନର ସହ ପ୍ରଦର୍ଶନକରିବାର ଅଧିକାର ପାଇଥିବାରୁଆମେ ଏହି ଦିନକୁ ଜାତୀୟ ପତାକାଦିବସ ଭାବରେ ପାଳନ କରିବାଉଚିତ ବୋଲି ଫ୍ଲାଗ ଫାଉଣ୍ଡେସନଅଫ୍ ଇଣ୍ଡିଆର ସଭାପତି ତଥା ଜିନ୍ଦଲ ଷ୍ଟିଲ ଆଣ୍ଡ ପାର(ଜେଏସପି)ର ଅଧ୍ୟକ୍ଷ ନବୀନଜିନ୍ଦଲ…