ବିଶ୍ୱକପରେ ନୁ୍ୟଜିଲ୍ୟାଣ୍ଡକୁ ୱିଲିୟମସନ ଝଟକା

ନୂଆଦିଲ୍ଲୀ, ୧୪ା୧୦: ଦୀର୍ଘ ୬ ମାସପରେ ଜାତୀୟ ଟିମକୁ ଫେରିଥିବାକେନ ୱିଲିୟମସନ ପୁଣି ଆହତହୋଇଛନ୍ତି । ଚଳିତ ଆଇପିଏଲରପ୍ରଥମ ମ୍ୟାଚରେ ୱିଲିୟମସନ ଆହତହେବାରୁ ୬ ମାସ କାଳ କ୍ରିକେଟରୁଦୂରେଇ ରହିଥିଲେ । ଏବେ ସେ ସୁସ୍ଥହେବା ସହ ବିଶ୍ୱକପ ସ୍କ୍ୱାଡକୁଫେରିଥିଲେ । କିନ୍ତୁ ସେ ପୂରା ଫିଟହୋଇ…

ସୁଦୃଢ଼ ହେବ ଭାରତ-ଜାପାନ ସମ୍ପର୍କ

ନୂଆଦିଲ୍ଲୀ: ଭାରତ ଓ ଜାପାନ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କକୁ ସୁଦୃଢ଼କରିବା ଲାଗି ଶିଳ୍ପ ସଂଘ ଫିକି ପକ୍ଷରୁ ଫିକି-ଫୋରମ୍ ସାଂସଦଙ୍କଏକ ପ୍ରତିନିଧି ଦଳ ଜାପାନର ଟୋକିଓ ଗସ୍ତ କରିଛନ୍ତି । ସାଂସଦରାଜୀବ ପ୍ରସାଦ ରୁ‡ିଙ୍କ ନେତୃତ୍ୱରେ ଯାଇଥିବା ଏହି ପ୍ରତିନିଧି ଦଳଜାପାନର ପୂର୍ବତନ…

ବିଶ୍ୱକପରେ ନୁ୍ୟଜିଲ୍ୟାଣ୍ଡର ହ୍ୟାଟ୍ରିକ ବିଜୟ

ପ୍ରଥମେ ଡିଫେଣ୍ଡିଂ ·ମ୍ପିୟନଇଂଲଣ୍ଡ । ଏହାପରେ ନେଦରଲ୍ୟାଣ୍ଡ୍ସ ଓ ଶୁକ୍ରବାରବାଂଲାଦେଶକୁ ଏକତରଫା ଭାବେ ହରାଇଛି ନ୍ୟୁଜିଲ୍ୟାଣ୍ଡ ।୨୦୧ରେ ରନର୍ସ ଅପ୍ ହୋଇଥିବା ନ୍ୟୁଜିଲ୍ୟାଣ୍ଡ ଏଥରବିଶ୍ୱକପକୁ ଅଲଗା ମୁଡରେ ଆସିଛି । ଭାରତରେ ବିଶ୍ୱକପଉଠାଇବା ଲକ୍ଷ୍ୟ ଆସିଥିବା କ୍ୱିୱି ଟିମ ସେ ଦିଗରେ…

ହବିଷ୍ୟାଳୀଙ୍କୁ ସୁବିଧା ସୁଯୋଗ ଯୋଗାଇ ଦେବାକୁ ନିଦେ୍ର୍ଦଶ

ପୁରୀ,(ଡିକେ ନୁ୍ୟଜ): ପୁରୀ,(ଡିକେ ନୁ୍ୟଜ): ଚଳିତ ମାସ୨୯ ତାରିଖରୁ ଆରମ୍ଭ ହେବମହାକାର୍ତ୍ତିକ ବ୍ରତ । ପୁରୀରେ କାର୍ତ୍ତିକମାସର (ରାଈଦାମୋଦର ବ୍ରତ)ହବିଷ୍ୟାଳୀ ବ୍ରତ କରିବା ଲାଗି ୫ଗୋଟି ହବିଷ୍ୟାଳୀ ନିବାସରେ ରହିବ୍ରତ ପାଳନ କରିବେ ହବିଷ୍ୟାଳି ମା'ମାନେ । ମା' ମାନଙ୍କର ରହଣି ସହଅନ୍ୟାନ୍ୟ…

ଜଟିଳ ରୋଗ ଅପରେଶନର ଲାଇଭ ଷ୍ଟ୍ରିମିଂ ବନ୍ଦ କରିବାକୁ ସୁପ୍ରିମକୋର୍ଟରେ ଦାଖଲ

ନୂଆଦିଲ୍ଲୀ: ଜଟିଳ ରୋଗରଅପରେଶନର ଲାଇଭ ଷ୍ଟ୍ରିମିଂ ବନ୍ଦକରିବାକୁ ସୁପ୍ରିମକୋର୍ଟରେ ଏକପିଟିଶନ ଦାଖଲ କରାଯାଇଛି ।କୋର୍ଟରେ ଦାଖଲ ହୋଇଥିବାପିଟିଶନରେ କୁହାଯାଇଛି, ଲାଇଭସର୍ଜରୀ ଟେଲିକାଷ୍ଟ ଆଇନତଃଅନୈତିକ । ରିପୋର୍ଟ ଅନୁଯାୟୀ,ପ୍ରଧାନ ବିଚାରପତି ଡି.ୱାଇ ଚନ୍ଦ୍ରଚୂଡଙ୍କନେତୃତ୍ୱରେ ଏକ…

ବଳାକ୍ରାରୀକୁ ୧୦ ବର୍ଷ ସଶ୍ରମ କାରାଦଣ୍ଡ

କେନ୍ଦୁଝର,(ଡିକେ ନୁ୍ୟଜ): ଏକବଳାକôାର ମାମଲାର ବିଚାର କରିଅଭିଯୁକ୍ତ ବୁଦେ୍ଧଶ୍ୱର ମୁଣ୍ଡା(୩୨)ପିତା-ଜଗବନ୍ଧୁ ମୁଣ୍ଡା, ଗ୍ରାମ-ନୂଆଖମଣ, ଥାନା-ତୁରୁମୁଙ୍ଗା, ଜିଲ୍ଲାକେନ୍ଦୁଝର ଙ୍କୁ ଦୋଷୀ ସାବ୍ୟସ୍ତ କରି୧୦ ବର୍ଷ ସଶ୍ରମ କାରାଦଣ୍ଡ ସହ ୧୦ହଜାର ଟଙ୍କା ଜୋରିମାନା, ଜୋରିମାନାଅନାଦେୟ…

ଇସ୍ରାଏଲ୍-ହମାସ ଯୁଦ୍ଧ : ଭାରତରେ ହାଇ ଆଲର୍ଟ

ନୂଆଦିଲ୍ଲୀ,୧୩ା୧୦: ଇସ୍ରାଏଲ୍ ଓ ହମାସମଧ୍ୟରେ ଯୁଦ୍ଧ ଲାଗି ରହିଥିବା ବେଳେଭାରତରେ ହାଇ ଆଲର୍ଟ ଜାରିକରାଯାଇଛି । ଶୁକ୍ରବାର ଦିଲ୍ଲୀ ସମେତଦେଶର କେତେକ ରାଜ୍ୟରେ ହାଇଆଲର୍ଟ ଜାରି କରାଯାଇଛି । ଯୁଦ୍ଧକୁ ନେଇଭାରତରେ ଅପରାଧିକ କାର୍ଯ୍ୟ ବଢ଼ିବାନେଇ ଗୁଇନ୍ଦା ସୂଚନା ମିଳିବା ପରେପୋଲିସକୁ ଆଲର୍ଟ…

ରାଉରକେଲାବାସୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପୂଜା ଭେଟି

ରାଉରକେଲା,୧୩ା୧୦(ଡିକେ ନୁ୍ୟଜ): ଧାର୍ମିକ ପୀଠର ବିକାଶ ପାଇଁ ରାଉରକେଲାବାସୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଉପହାର । ବେଦବ୍ୟାସ ମନ୍ଦିରର ଉନ୍ନତିକରଣ ପାଇଁ ଅନୁମୋଦିତ ହୋଇଛି ଆଉ ୧୪ କୋଟି ୫୦ ଲକ୍ଷ ଟଙ୍କା । ପୀଠର ବିକାଶ ଜାରି ରହିଥିବାବେଳେ ଏହାର ସୌନ୍ଦର୍ଯ୍ୟକରଣ ପାଇଁ ମୁଖ୍ୟମନ୍ତ୍ରୀ ଅଧିକ…

ଝାରସୁଗୁଡ଼ାରୁ କୋଲକାତା ଓ ବେଙ୍ଗାଲୁରୁକୁ ଉଡିବ ବିମାନ

ଝାରସୁଗୁଡ଼ା,୧୩ା୧୦(ଡିକେ ନୁ୍ୟଜ):ଝାରସୁଗୁଡ଼ାରୁ ବିମାନ ବନ୍ଦରରୁ ଏଣିକିପ୍ରତିଦିନ କୋଲକାତା ଓ ବେଙ୍ଗାଲୁରୁକୁ ଉଡ଼ିବବିମାନ । ନଭେମ୍ବର ୫ ତାରିଖରୁକୋଲକାତାକୁ ଝାରସୁଗୁଡ଼ାରୁ ବିମାନ ଚଳାଚଳକରିବ । ନଭେମ୍ବର ୧୫ରୁ ବେଙ୍ଗାଲୁରୁକୁଝାରସୁଗୁଡ଼ାରୁ ଉଡ଼ିବ ବିମାନ । ପ୍ରତିଦିନ ଏହିଦୁଇ ସ୍ଥାନକୁ ବିମାନ…