ଶ୍ରୀମନ୍ଦିରରେ ରକ୍ତଛିଟା
ପୁରୀ,୧୩ା୧୦(ଡିକେ ନୁ୍ୟଜ): ପତ୍ରୀବଡୁ ସେବାୟତଙ୍କ ମୁଥ ମାଡ଼ରେ ଅନ୍ୟଜଣେ ଅଣସେବାୟତଙ୍କ ନାକ ଫାଟିବାରୁଶ୍ରୀମନ୍ଦିରରେ ଆଜି ରକ୍ତଛିଟା ଦେଖିବାକୁମିଳିଥିଲା । ଆଜି ଅପରାହ୍ନରେ ଗର୍ଭଗୃହଭିତରେ ଦ୍ୱିପ୍ରହର ଧୂପ ବସିଥିବାବେଳେଏଭଳି ଅଭାବନୀୟ ପରସ୍ଥିତି ଘଟିଥିଲା ।ଶ୍ରୀମନ୍ଦିର ରତ୍ନ ସିଂହାସନ…