ପୂଜାରେ କ୍ରାଇମ୍ ରୋକିବାକୁ ପୋଲିସର ମାଷ୍ଟର ପ୍ଳାନ

ଭୁବନେଶ୍ୱର, (ଡିକେ ନୁ୍ୟଜ୍): ଆସୁଛିପୂଜା । ଚଳଚଞ୍ଚଳ ରାଜଧାନୀ । ଏବେଠୁରାଜଧାନୀରେ ଡେରା ପକାଇଲେଣି ରାଜ୍ୟବାହାର ଛିନତାଇ ଗ୍ୟାଙ୍ଗ । ପୂଜା ପେଣ୍ଡାଲନିକଟରେ ଦର୍ଶନ ବାହାନାରେ କରିବେ ହାତସଫେଇ । ଗ୍ୟାଙ୍ଗ ମହିଳାଙ୍କୁ ଢାଲ କରିକରିବ ଅପରେସନ । ପୂଜା ପେଣ୍ଡାଲଭିତରେ ହେଉକି ବାହାରେ…

କେନ୍ଦୁଝରରେ ମିଶନ ଶକ୍ତି ସ୍କୁଟର ଯୋଜନାର ଶୁଭାରମ୍ଭ

ପ୍ରଥମ ପର୍ଯ୍ୟାୟରେ ବଣ୍ଟାଗଲା ୬୫୦ ସ୍କୁଟରକେନ୍ଦୁଝରରେ ମିଶନ ଶକ୍ତି ସ୍କୁଟର ଯୋଜନାର ଶୁଭାରମ୍ଭକେନ୍ଦୁଝର,: ଚଳିତ ଅକ୍ଟୋବରମାସ ୧୧ ତାରିଖ ବୁଧବାରମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଭୁବନେଶ୍ୱର ସ୍ଥିତ ଲୋକସେବାଭନ କନଭେନସନ ସେଣ୍ଟରରେମିଶନ ଶକ୍ତି ସ୍କୁଟର ଯୋଜନାରଶୁଭାରମ୍ଭ କରିବା ପରେକେନ୍ଦୁଝର…

ରିଜର୍ଭ ବ୍ୟାଙ୍କରେ ଫେରାଇ ହେବ ୨୦୦୦ ଟଙ୍କିଆ ନୋଟ୍

ମୁମ୍ବାଇ,(ଡିକେ ନୁ୍ୟଜ୍): ଦୁଇ ହଜାରଟଙ୍କିଆ ନୋଟ୍ ଫେରାଇବା ଓବଦଳାଇବା ଲାଗି ଭାରତୀୟ ରିଜର୍ଭବ୍ୟାଙ୍କ ଦେଇଥିବା ମହଲତ ଶେଷହୋଇଛି । ସଦ୍ୟତମ ସୂଚନାଅନୁସାରେ ପ୍ରାୟ ୧୨ ହଜାରକୋଟି ଟଙ୍କାର ୨୦୦୦ ଟଙ୍କିଆଫେରିନାହିଁ । ତେବେ ଯେଉଁମାନଙ୍କପାଖରେ ସେହି ନୋଟ୍ ରହିଛିସେମାନେ ନିରାଶ ହେବାର…

ଜୋରଦାର ହେଉଛି ଇସ୍ରାଏଲ-ପାଲେଷ୍ଟାଇନ୍ ଯୁଦ୍ଧ

ନରସଂହାରରେ ରକ୍ତରଞ୍ଜିତ ଦୁଇ ଦେଶତେଲ୍ ଆଭିଭ,୧୦ା୧୦: ଏୟାରଷ୍ଟ୍ରାଇକ୍ରେ କମ୍ପୁଛି ଇସ୍ରାଏଲ ଓପାଲେଷ୍ଟାଇନ ଆକାଶ । ଜଳ, ସ୍ଥଳ ଓଆକାଶରୁ ଘନଘନ ଆକ୍ରମଣ । ହମାସ୍ରଆକ୍ରମଣ ପରେ ପ୍ରଚଣ୍ଡ ପ୍ରତିଶୋଧନେଉଛି ଇସ୍ରାଏଲ । ଏପରିକି ହମାସ୍ରଅର୍ଥମନ୍ତ୍ରୀଙ୍କୁ ହତ୍ୟା କରିଥିବା ନେଇ ମଧ୍ୟଦାବି କରିଛି…

“ଆମ ଓଡ଼ିଶା ନବୀନ ଓଡ଼ିଶା’ର ଶୁଭାରମ୍ଭ ସଂସ୍କୃତିର ସୁରକ୍ଷା ସହ ଡିଜିଟାଲ ହେବ ଗାଁ

ଗାଁ ହେବ ସଶକ୍ତ ଓଡ଼ିଶାର ପ୍ରତିଛବି : ମୁଖ୍ୟମନ୍ତ୍ରୀଦ୍ଭ ପ୍ରତି ପଞ୍ଚାୟତକୁ ମିଳିବ ୫୦ ଲକ୍ଷ ଟଙ୍କାଦ୍ଭ ସାରା ରାଜ୍ୟରେ ଖର୍ଚ୍ଚ ହେବ ୩୩୯୭ କୋଟି ଟଙ୍କାଭୁବନେଶ୍ୱର,୧୦ା୧୦(ଡିକେ ନୁ୍ୟଜ): ପ୍ରତିଗାଁ ହେବ ସଶକ୍ତ ଓଡ଼ିଶାର ଛବି । ‘ଆମଓଡ଼ିଶା ନବୀନ ଓଡ଼ିଶା’ କାର୍ଯ୍ୟକ୍ରମର ଆଭାସୀମାଧ୍ୟମରେ…

ସୁପ୍ରିମକୋର୍ଟରେ ଦିଲ୍ଲୀ ବାୟୁ ପ୍ରଦୂଷଣ ମାମଲା

ନ ୂ ଅ । ଦ ି ଲ ୍ଲ ୀ , ୧ ୦ । ୧ ୦ ( ଡ ି େ କନୁ୍ୟଜ): ସୁପ୍ରିମକୋର୍ଟରେ ଦିଲ୍ଲୀ-ଏନସିଆରରେ ବାୟୁ ପ୍ରଦୂଷଣମାମଲା ଉପରେ ଶୁଣାଣି ହୋଇଛି । ମାମଲାର ଶୁଣାଣି କରିସୁପ୍ରିମକୋର୍ଟ ଏୟାର କ୍ୱାଲିଟିମ୍ୟାନେଜମେଣ୍ଟ କମିଶନ ଠାରୁବାୟୁ ପ୍ରଦୂଷଣ ରୋକିବା ପାଇଁନିଆଯାଇଥିବା ପଦକ୍ଷେପସମ୍ପର୍କରେ ତଥ୍ୟ…

୨୮ରେ ଚନ୍ଦ୍ରଗ୍ରହଣ: ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତ

ପୁରୀ,୧୦ା୧୦(ଡିକେ ନୁ୍ୟଜ): କୁମାରପୂର୍ଣ୍ଣିମାରେ ପଡୁଛି ରାହୁଗ୍ରସ୍ତ ଖଣ୍ଡ ଗ୍ରାସଚନ୍ଦ୍ର ଗ୍ରହଣ । ଏଥିପାଇଁ ଶ୍ରୀମନ୍ଦିର ସ୍ୱତନ୍ତ୍ରନୀତି ଅନୁଷ୍ଠିତ ହେବ । ଏହି ଦିନଚକ୍ରରାଜ ସୁଦର୍ଶନ ·ରିଆଶ୍ରମପରିକ୍ରମା କରି ରତ୍ନସିଂହାସନରେ ବିଜେକରିବେ । ଗ୍ରହଣ ସ୍ପର୍ଶର ୯ଘଣ୍ଟା ପୂର୍ବରୁପାକତ୍ୟାଗ…

ଘଟଗାଁ ରେଞ୍ଜରେ ପୁଣି ବାଘ ଆତଙ୍କ

କେନ୍ଦୁଝର,(ଡିକେ ନୁ୍ୟଜ):କେନ୍ଦୁଝର ଜିଲା ଘଟଗାଁ ରେଞ୍ଜରେପୁଣି ବାଘ ଆତଙ୍କ । କିଛି ମାସପୂର୍ବେ ମହାବଳ ବାଘ ଗୋରୁ ମାରିଖାଇଥିବା ବେଳେ ଏବେ ପୁଣି ଉକ୍ତରେଞ୍ଜ ଢେଙ୍କିକୋଟ ସେକ୍ସନବାଲିପୋଖରୀ ବିଟ୍ କାଳିମାଟିଡ୍ୟାମନିକଟରେଏକକଲରାପତରିଆବାଘ ଆକ୍ରମଣରେ୪ ଟି ଛେଳି ମାରିଛି । ବନବିଭାଗପକ୍ଷରୁ…

ବାହାନଗା ଟ୍ରେନ ଟ୍ରାଜେଡି,୨୮ ଅଚିହ୍ନା ମୃତଦେହର ହେବ ସଂସ୍କାର

ବାଲେଶ୍ୱର ଜିଲ୍ଲା ବାହାନଗା ରେଳଦୁର୍ଘଟଣାକୁ ୪ ମାସ ପରେ ୨୮ମୃତଦେହ ସଂସ୍କାର କରାଯିବ । ଚିହ୍ନଟହୋଇନପାରି ଭୁବନେଶ୍ୱର ଏମ୍ସରେବାତାନୁକୂଳିତ କଣ୍ଟେନରରେରଖାଯାଇଥିବା ୨୮ ମୃତଦେହକୁ ସଂସ୍କାରକରାଯିବା ପାଇଁ ନିଷ୍ପତ୍ତି ହୋଇଛି । ଦୁର୍ଘଟଣାପରେଦୁଇଟି ପର୍ଯ୍ୟାୟରେ ମୋଟ ୧୬୨ଟିମୃତଦେହ ଭୁବନେଶ୍ୱର…

ଇଜିପ୍ଟରେ ୨ ଇସ୍ରାଏଲ ପର୍ଯ୍ୟଟକଙ୍କୁ ପୋଲିସ କର୍ମୀଙ୍କ ହତ୍ୟା

ଇଜିପ୍ଟରେ ୨ ଇସ୍ରାଏଲ ପର୍ଯ୍ୟଟକଙ୍କୁ ପୋଲିସ କର୍ମୀଙ୍କ ହତ୍ୟାଇସ୍ରାଏଲ: ହାମାସ-ଇସ୍ରାଏଲ ଯୁଦ୍ଧମଧ୍ୟରେ ଇସ୍ରାଏଲର ଦୁଇ ପର୍ଯ୍ୟଟକଙ୍କୁଗୁଳି କରି ହତ୍ୟା କରାଯାଇଛି ।ସଦ୍ୟତମ ରିପୋର୍ଟ ମୁତାବକ,ଇଜିପ୍ଟରେ ଜଣେ ପୋଲିସ୍ କର୍ମଚାରୀଇସ୍ରାଏଲ୍ ପର୍ଯ୍ୟଟକଙ୍କୁଗୁଳିକରି ହତ୍ୟାକରିଛନ୍ତି । ସ୍ଥାନୀୟ…