ପ୍ରତୀକ୍ଷାର ଅନ୍ତ: ୧୬ରୁ ଦେଶରେ ଟିକାକରଣ
-ପ୍ରଧାନମନ୍ତ୍ରୀଙ୍କ ସମୀକ୍ଷା ପରେ ନିଷ୍ପତ୍ତ
-ପ୍ରଥମେ ସ୍ୱାସ୍ଥ୍ୟକର୍ମୀଙ୍କୁ ଦିଆଯିବ ଟିକା
-୩ କୋଟି ଲୋକଙ୍କୁ ଦିଆଯିବା ଲକ୍ଷ୍ୟ
ନୂଆଦିଲ୍ଲୀ: ଭାରତ ସରକାର ଏକ ବଡ ଘୋଷଣା କରିଛନ୍ତି । ଜାନୁଆରୀ ୧୬ରୁ କରୋନା ଟିକାକରଣ ଅଭିଯାନ ଆରମ୍ଭ ହେବ । ସର୍ବପ୍ରଥମେ ୩ କୋଟି ସ୍ୱାସ୍ଥ୍ୟକର୍ମୀଙ୍କୁ…