ମାହାଙ୍ଗା ଡ଼ବଲ ମର୍ଡ଼ର ଘଟଣା: ପିସିସି ସଭାପତି ଓ ମାହାଙ୍ଗ ବ୍ଲକ ଅଧ୍ୟକ୍ଷଙ୍କ ପ୍ରେସ ମିଟ୍

ମାହାଙ୍ଗା: ମାହାଙ୍ଗା ଡ଼ବଲ ମର୍ଡ଼ର ଘଟଣାରେ ପୋଲିସ ମୋଟ ୭ଜଣଙ୍କୁ ଗିରଫ କରିଥିଲା ବେଳେ ଅନ୍ୟ ଅଭିଯୁକ୍ତଙ୍କୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରଖିଛି । ହତ୍ୟା ଅଭିଯୋଗରେ ସମସ୍ତ ଅଭିଯୁକ୍ତମାନଙ୍କୁ ଧରିବା ପାଇଁ ବିଜେଡ଼ି ,ବିଜେପି ,କଂଗ୍ରେସ ପକ୍ଷରୁ ଦାବି ଜୋର ହୋଇଛି । ୭ଜଣ…

ଗୁଜରାଟର ପୂର୍ବତନ ମୁଖ୍ୟମନ୍ତ୍ରୀ ମାଧବସିଂହ ସୋଲଙ୍କି ପରଲୋକ

ଅହମଦାବାଦ: ବରିଷ୍ଠ କଂଗ୍ରେସ ନେତା ତଥା ଗୁଜରାଟର ପୂର୍ବତନ ମୁଖ୍ୟମନ୍ତ୍ରୀ ମାଧବସିଂହ ସୋଲଙ୍କିଙ୍କର ଶନିବାର ସକାଳେ ଦେହାନ୍ତ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୯୪ ବର୍ଷ ବୟସ ହୋଇଥିଲା । ୧୯୨୭ ମସିହା ଜୁଲାଇ ୩୦ରେ ଜନ୍ମିତ ସୋଲଙ୍କି ୧୯୭୬ରେ ସ୍ୱଳ୍ପ ସମୟ ପାଇଁ ଗୁଜରାଟର ମୁଖ୍ୟମନ୍ତ୍ରୀ…

ଆଞ୍ଚଳିକ ଦଳ ଭାବେ ବିଜେଡି ଅଧିକ ପସନ୍ଦ

ଭୁବନେଶ୍ୱର: ଆଞ୍ଚଳିକ ଦଳ ଭାବେ ବିଜୁ ଜନତା ଦଳ (ବିଜେଡି) ଅଧିକ ପସନ୍ଦ ବୋଲି ଭାରତୀୟ ନିର୍ବାଚନ କମିଶନଙ୍କ ତଥ୍ୟରୁ ଜଣାଯାଇଛି । କରୋନା କାଳରେ ବିଜେଡିକୁ ମିଳିଛି ୨୮ କୋଟିରୁ ଅଧିକ ଟଙ୍କାର ରାଜନୈତିକି ଚାନ୍ଦା । ୨୦୧୯-୨୦ ଆର୍ଥିକ ବର୍ଷରେ ବିଜୁ ଜନତା ଦଳକୁ ମିଳିଛି ୨୮.୨ କୋଟି ଟଙ୍କାର…

ଫୋକସରେ ବିଦେଶାଗତ ପକ୍ଷୀଙ୍କ ସୁରକ୍ଷା

ଜାତୀୟ ଚିଲିକା ପକ୍ଷୀଉତ୍ସବ କ୍ରମବର୍ଦ୍ଧିଷ୍ଣୁ ସଫଳତା ହାସଲ କରୁ : ମୁଖ୍ୟମନ୍ତ୍ରୀ ଭୁବନେଶ୍ୱର : ଜାତୀୟ ଚିଲିକା ପକ୍ଷୀ ଉତ୍ସବ କ୍ରମବର୍ଦ୍ଧିଷ୍ଣୁ ସଫଳତା ହାସଲ କରୁ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି । ଶୁକ୍ରବାର ତୃତୀୟ ଜାତୀୟ ଚିଲିକା ପକ୍ଷୀ ଉତ୍ସବକୁ ଏକ ଭିଡିଓ…

କୋରାପୁଟ ଜିଲ୍ଲା ନନ୍ଦପୁର ବ୍ଲକର ରାଇସିଙ୍ଗ ପଞ୍ଚାୟତରେ ଏହିବର୍ଷର ପ୍ରଥମ ମାଣ୍ଡିଆ ମଣ୍ଡି ଖୋଲିଲା

କୋରାପୁଟ: କୋରାପୁଟ ଜିଲ୍ଲା ନନ୍ଦପୁର ବ୍ଲକ ରାଇସିଙ୍ଗ ପଞ୍ଚୟତରେ ଜିଲ୍ଲାପାଳଙ୍କ ଦ୍ଵାରା ପ୍ରଥମ ମାଣ୍ଡିଆମଣ୍ଡିର ଶୁଭାରମ୍ଭ କରାଗଲା । କୋରାପୁଟ ଜିଲ୍ଲାରେ ୨୦୧୭ ମସିହାରୁ ମଣ୍ଡି ମାଧ୍ୟମରେ ମାଣ୍ଡିଆ କିଣା ଯାଉଛି । ପୂର୍ବେ ଚାଷୀ ମାନେ କମ ଦରରେ ମାଣ୍ଡିଆ ବିକ୍ରୀ କରୁଥିଲେ ଯାହାକୁ…

ନିଲମ୍ବିତ ହେଲେ କମର୍ଦ୍ଦା ଥାନାର ASI ଭକ୍ତହରି ପଟ୍ଟନାୟକ

ବାଲେଶ୍ୱର: ମହଙ୍ଗା ପଡ଼ିଲା ପୋଲିସ ପାୱାରର ଅପବ୍ୟବହାର । ନିଲମ୍ବିତ ହେଲେ ବାଲେଶ୍ୱର ଜିଲ୍ଲା କମର୍ଦ୍ଦା ଥାନାର ଏଏସ୍‌ଆଇ ଭକ୍ତହରି ପଟ୍ଟନାୟକ । ଅଭିଯୋଗକାରୀଙ୍କଠାରୁ ଲାଞ୍ଚ ନେବା ଓ ଗଣମାଧ୍ୟମ ପ୍ରତିନିଧିଙ୍କୁ ଦୁର୍ବ୍ୟବହାର ଅଭିଯୋଗରେ ଏସ୍‌ପି ସୁଧାଂଶୁ ଶେଖର ମିଶ୍ର ଏହି…

କୋରାପୁଟ ଜ଼ିଲ୍ଲା ଶିକ୍ଷା ଅଧିକାରୀଙ୍କ ମନମୁଖୀ କାର୍ଯ୍ୟ କଳାପ

କୋରାପୁଟ: ଓଡିଶା ସରକାର ଶିକ୍ଷାର ଉନ୍ନତି କରଣ କରିବା ପାଇଁ ଛାତ୍ର ଛାତ୍ରୀ ମାନଙ୍କୁ ସମସ୍ତ ପ୍ରକାର ସୁବିଧା ସୁଯୋଗ ଯୋଗାଇ ଦେଇ ଆସୁଛନ୍ତି । କୋରାପୁଟ ଏକ ଆଦିବାସୀ ଅଂଚଳ ହେଇଥିବାରୁ ରାଜ୍ୟ ସରକାରଙ୍କ ତରଫରୁ ସମସ୍ତ ସ୍କୁଲକୁ ଶିକ୍ଷାର ମାନ ବୃଦ୍ଧି କରିବା ପାଇଁ ସମସ୍ତ ସହଯୋଗର ହାତ ବଢ଼ାଇ…

ମୁଖ୍ୟମନ୍ତ୍ରୀ ଚାନ୍ଦବାଲି ନିର୍ବାଚନ ମଣ୍ଡଳୀର ବିକାଶର ଦାୟିତ୍ୱ ନେଇଛନ୍ତି : ବ୍ୟୋମକେଶ

ହରସିଂହପୁର ପଞ୍ଚାୟତରେ ବିଜେଡିର ମିଶ୍ରଣପର୍ବ ତିହିଡ଼ି: ଭଦ୍ରକ ଜିଲ୍ଲା ଚାନ୍ଦବାଲି ନିର୍ବାଚନ ମଣ୍ଡଳୀ ତିହିଡ଼ି ବ୍ଲକ ଅଧିନ ହରସିଂହପୁର ପଞ୍ଚାୟତ ପକ୍ଷରୁ ଏକ ମିଶ୍ରଣ ପର୍ବ ଜାନୁଆରୀ ୭ ତାରିଖ ସନ୍ଧ୍ୟାରେ ପୀରାହାଟ ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ବାମନବିନ୍ଧା ସରପଞ୍ଚ ଅମର…

୩ଟି ପ୍ରକଳ୍ପର ଶିଳାନ୍ୟାସ କଲେ ସାଂସଦ ଓ ବିଧାୟକ

ତିହିଡ଼ି : ଭଦ୍ରକ ଜିଲ୍ଲା ତିହିଡ଼ି ବଜାରରେ ତିହିଡ଼ି ସ୍ୱାସ୍ଥ୍ୟକେନ୍ଦ୍ର ପରିସର ମଧ୍ୟରେ ନିର୍ମାଣ ହେବାକୁ ଥିବା ଶୌଚାଳୟ ଓ ସୌରଚାଳିତ ପାନୀୟଜଳ ଯୋଗାଣ ପ୍ରକଳ୍ପ ସହିତ ଷ୍ଟ୍ରିଟ୍ଲାଇଟ୍ ପ୍ରକଳ୍ପର ଜାନୁଆରୀ ୭ ତାରିଖରେ ଶିଳାନ୍ୟାସ କରାଯାଇଛି । ଏହି ପ୍ରକଳ୍ପଗୁଡ଼ିକୁ ସାଂସଦ ମଞ୍ଜୁଲତା ମଣ୍ଡଳ…

ତିହିଡ଼ି ବଜାରରେ ଭୟାବହ ଅଗ୍ନିକାଣ୍ଡ

ତିହିଡ଼ି: ଭଦ୍ରକ ଜିଲ୍ଲା ତିହିଡ଼ି ତହସିଲ ଅଧିନ ତିହିଡ଼ି ବଜାରରେ ଜାନୁଆରୀ ୭ ତାରିଖ ବିଳମ୍ବିତ ରାତିରେ ଭୟାବହ ଅଗ୍ନିକାଣ୍ଡ ଘଟି ୧୩ଟି ଦୋକାନ ଗୃହ ଜଳିଯାଇଛି । ଏହି ଅଗ୍ନିକାଣ୍ଡରେ ୫୦ ଲକ୍ଷରୁ ଅଧିକ ସମ୍ପତ୍ତି ପୋଡ଼ି ଯାଇଥିବା ଜଣାଯାଇଛି । ଅଗ୍ନିକାଣ୍ଡରେ ଶ୍ରୀକ୍ରିଷ୍ଣା ଗୁପ୍ତା ଓ କୁନାଲ…