ମୁମ୍ବାଇ ଆକ୍ରମଣର ମାଷ୍ଟରମାଇଣ୍ଡ ତଥା ଲଶ୍କର-ଏ-ତାଇବା କମାଣ୍ଡର ଜାକି ଉର ରେହମାନ ଲାଖଭିଙ୍କୁ ୧୫ ବର୍ଷ ଜେଲ୍ ଦଣ୍ଡ

ଇସଲାମାବାଦ: ପାକିସ୍ତାନର ଏକ ଆତଙ୍କବାଦ ନିରୋଧୀ ଅଦାଲତ ମୁମ୍ବାଇ ଆକ୍ରମଣର ମାଷ୍ଟର ମାଇଣ୍ଡ ତଥା ଆତଙ୍କୀ ସଂଗଠନ ଲସ୍କର ଏ ତୋଇବାର ମୁଖ୍ୟ ଜକି-ଉର-ରେହମାନ ଲଖଭିଙ୍କୁ ୧୫ ବର୍ଷର ଜେଲଦଣ୍ଡରେ ଦଣ୍ଡିତ କରିଛି । ଲଖଭି ଉପରେ ଜରିମାନା ମଧ୍ୟ ଲଗାଯାଇଛି । ଲାହୋରର ଏହି ଅଦାଲତ ଆତଙ୍କୀ…

ଭାରତ-ଅଷ୍ଟ୍ରେଲିଆ ସିଡ୍‌ନୀ ଟେଷ୍ଟ: ପ୍ରଥମ ଇନିଂସରେ ଅଷ୍ଟ୍ରେଲିଆ ୩୩୮ ରନରେ ଅଲଆଉଟ, ଦ୍ଵିତୀୟ ଦିନ ଖେଳ ଶେଷ ସୁଦ୍ଧା…

ସିଡ୍‌ନୀ: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ଚାରି ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜର ତୃତୀୟ ମ୍ୟାଚ୍ ସିଡନୀ କ୍ରିକେଟ୍ ଗ୍ରାଉଣ୍ଡରେ ଖେଳାଯାଉଛି । ଦ୍ୱିତୀୟ ଦିନର ଖେଳ ଶେଷ ହେବା ବେଳକୁ ଭାରତ ୨ ୱିକେଟ୍ ହରାଇ ୯୬ ରନ୍ ସଂଗ୍ରହ କରିଥିଲା । ଦୁଇ ଦିନର ଖେଳ ପରେ ମ୍ୟାଚ୍ ସମାନ…

ବିଧବା ଭତ୍ତା ସାଝିଛି ସାତ ସପନ

ଲକ୍ଷ୍ମୀପୁର: କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବ୍ଲକ କୁସୁମ ଗୁଡା ଗ୍ରାମ ପଞ୍ଚାୟତ ବିରା ଗୁଡା ଗ୍ରାମର ଚାରି ଜଣ ଭତ୍ତାରୁ ବଞ୍ଚିତ ହୋଇଛନ୍ତି । ବନମାଳୀ ଯାନୀଙ୍କ 60 ବର୍ଷ ବିତିଯାଇଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ଭତ୍ତା ମୁଳୁନ ଥିବାର କହିଛନ୍ତି । ଅନେକ ଥର ବ୍ଲକ ଅଫିସ ଧାଇଁ ଧାଇଁ ଶେଷରେ ନିରାଶ…

ଆଜି ଦେଶବ୍ୟାପୀ ଟୀକାକରଣ ପୂର୍ବରୁ କରୋନା ଟିକାର ଫାଇନାଲ ଡ୍ରାଏ ରନ୍, ରାଜଧାନୀର ସମ୍ ହସ୍ପିଟାଲ ସମେତ ୨ ଟି ସ୍ଥାନରେ…

ନୂଆଦିଲ୍ଲୀ: ଟିକା ଦିଆଯିବା ବେଳେ ରହିବନି କୌଣସି ତ୍ରୁଟି । ସଠିକ୍ ଉପାୟରେ ମିଳିବ କରୋନା ଟିକା । ସେଥିପାଇଁ ଆଜି ସାରା ଦେଶରେ ପୁଣି ଥରେ ହୋଇଛି କରୋନା ଟିକାର ଫାଇନାଲ ଡ୍ରାଏ ରନ୍‌ । ଟିକାକରଣ ପୂର୍ବରୁ ପୂର୍ବାଭ୍ୟାସ । ଦେଶର ୭୩୬ ଜିଲ୍ଲା ଏବଂ କେନ୍ଦ୍ରଶାସିତ ଅଞ୍ଚଳରେ ଦ୍ୱିତୀୟ…

ଆଜିଠୁ ରାଜ୍ୟରେ ଖୋଲିଲା ସ୍କୁଲ୍, ସରକାରୀ ସ୍କୁଲ ପିଲାଙ୍କ ସଂରକ୍ଷଣ ପ୍ରସଙ୍ଗ ପାଇଁ ଗଠନ ହେଲା ଉଚ୍ଚକ୍ଷମତା ସମ୍ପନ୍ନ…

ଭୁବନେଶ୍ୱର: ଦୀର୍ଘ ୯ମାସର ଛୁଟି ପରେ ଆଜିଠୁ ଖୋଲିଛି ସ୍କୁଲ୍ । ଅନ୍ଲାଇନ୍ ଛାଡି ଅଫ୍ଲାଇନ୍ରେ ପାଠ ପଢ଼ିବେ ଛାତ୍ରଛାତ୍ରୀ । ସରକାର ଜାରି କରିଥିବା ଏସ୍ଓପି ଅନୁସାରେ ସ୍କୁଲକୁ ପ୍ରସ୍ତୁତ କରାଯାଇଛି । ଛାତ୍ରଛାତ୍ରୀଙ୍କ ସ୍ୱାସ୍ଥ୍ୟ ରକ୍ଷା ପାଇଁ ସ୍କୁଲ ପରିସର ସାନିଟାଇଜ୍ଠାରୁ ଆରମ୍ଭ କରି…

କଟକ: ପୁଲିସ ଏଏସ୍‌ଆଇଙ୍କ ପୁଅ ଲୁଟେରା ଧରାପଡିଥିବା ବେଳେ, ଗ୍ୟାଙ୍ଗଲିଡର୍‌ ଯୁବତୀ ସମେତ ୪ ଗିରଫ

କଟକ: ବେତାର ବିଭାଗରେ କାର୍ଯ୍ୟରତ ପୁଲିସ ଏଏସଆଇଙ୍କ ପୁଅ କୁଖ୍ୟାତ ଲୁଟେରା। ବିଡାନାସୀ ଲୋୟର ପୁଲିସ କଲୋନିରେ ରହୁଥିବା ୨୯ ବର୍ଷିୟ ପ୍ରିୟ ରଞ୍ଜନ ପାତ୍ର ଏକ ଲୁଟ୍‌ ମାମଲାରେ ଲାଲବାଗ ଥାନା ପୁଲିସ ହାତରେ ଧରା ପଡିଛି। ପ୍ରିୟ ଏକ ୪ ଜଣିଆ ଗ୍ୟାଙ୍ଗରେ କାମ କରୁଥିବା ବେଳେ ଗିରଫ ଅନ୍ୟ ୩ ଜଣ…

କୋରାପୁଟ ଜିଲ୍ଲା ମାଓ ପ୍ରବଣ ଅଞ୍ଚଳରୁ ୧୦୦ ଏକର ଜମିରେ ହୋଇଥିବା ଗଞ୍ଜେଇ ଚାଷକୁ ନଷ୍ଟ କଲେ ପୋଲିସ ଓ ଅବକାରୀ ବିଭାଗ

କୋରାପୁଟ : କୋରାପୁଟ ଜିଲ୍ଲା ପାଡୁଆ ଅଞ୍ଚଳର ଅତଣ୍ଡା ଓ ବାନୁର ଗ୍ରାମ ଜଙ୍ଗଲରେ ବିପୁଳ ପରିମାଣର କରାଯାଇଥିବା ଗଞ୍ଜେଇ ଚାଷକୁ ନଷ୍ଠ କରିଛି ପୋଲିସ ଓ ଅବକାରୀ ବିଭାଗ। ପାଡୁଆ, ନନ୍ଦପୁର, କୋରାପୁଟ ପୋଲିସ ଏବଂ ଅବକାରୀ ବିଭାଗ ସ୍ଥାନୀୟ ମାଜିଷ୍ଟେଟ ଙ୍କ ଉପସ୍ଥିତିରେ ପ୍ରାୟ ୬୦ ଏକର ଜମିରେ…

ପୋଲିସ ପରିଚୟ ଦେଇ ଦୁଇ ଗିରଫ

ମାଲକାନଗିରି: ମାଲକାନଗିରି ଆଦର୍ଶ ଥାନା ପୁଲିସ ଆଜି କ୍ରାଇମ୍ ଇନଟେଲିଜେନ୍ସ ବିଭାଗର ପୁଲିସ ଅଧିକାରୀ ଭାବେ ପରିଚୟ ଦେଇ ଅର୍ଥ ଆଦାୟ କରୁଥିବା ଦୁଇଜଣ ସାମ୍ବାଦିକଙ୍କୁ ଗିରଫ କରିିଥିବାବେଳେ ଅନ୍ୟଜଣେ ଫେରାର ଥିବା ଜଣାପଡ଼ିଛି । ସୂଚନା ଅନୁସାରେ, କାଲିମେଳାର ସାମ୍ବାଦିକ ପ୍ରିୟରଞ୍ଜନ ପଣ୍ଡା,…