ଭାରତ ଅଷ୍ଟ୍ରେଲିଆ ସିଡନୀ ଟେଷ୍ଟରେ ବର୍ଷା ସାଜିଛି ବାଧକ

ସିଡ୍‌ନି: ଗୁରୁବାର ଦିନ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଆରମ୍ଭ ହୋଇଥିବା ତୃତୀୟ ଟେଷ୍ଟ୍‍ କ୍ରିକେଟ୍‌ ମ୍ୟାଚ୍‌ର ପ୍ରଥମ ଦିନର ଖେଳ ୭.୧ ଓଭର୍‌ ଖେଳାଯିବା ପରେ ବର୍ଷା ଯୋଗୁଁ ବନ୍ଦ ରହିବା ପରେ ପୁଣି ଆରମ୍ଭ ହୋଇଛି । ୪ଟିକିଆ ଟେଷ୍ଟ ସିରିଜରେ ଉଭୟ ଦଳ ୧-୧ ରହିଛନ୍ତି। ତେଣୁ ତୃତୀୟ ଟେଷ୍ଟ…

ଆମେରିକା ସଂସଦ ପରିସରରେ ଟ୍ରମ୍ପ ସମର୍ଥକଙ୍କ ହଙ୍ଗାମା,ଦଙ୍ଗାରେ ୪ ନିହତ, କର୍ଫ୍ୟୁ ଉଲ୍ଲଂଘନ କରି ୫୨ ଗିରଫ

ୱାସିଂଟନ୍: ଆମେରିକା ରାଷ୍ଟ୍ରେପତି ଡୋନାଲ୍ଡ ଟ୍ରମ୍ପଙ୍କ କାର୍ଯ୍ୟକାଳର ଅନ୍ତିମ ସମୟରେ ଓ୍ୱାଶିଂଟନର ବ୍ୟାପକ ହିଂସା ଦେଖିବାକୁ ମିଳିଛି । ସହରର କ୍ୟାପିଟଲ ହିଲରେ ଟ୍ରମ୍ପଙ୍କ ସମର୍ଥକମାନେ ହଙ୍ଗାମା କରିଛନ୍ତି । ସମର୍ଥକମାନେ ବିଭିନ୍ନ ମାରଣାସ୍ତ୍ର ଧରି କ୍ୟାପିଟଲ ହିଲରେ ପ୍ରବେଶ କରିଥିଲେ ।…

ସୁସ୍ଥ ହୋଇ ଘରକୁ ଫେରିଲେ ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି

କୋଲକାତା: ଦୀର୍ଘ ପାଞ୍ଚ ଦିନ ଧରି ହସ୍ପିଟାଲ୍‌ରେ ଚିକିତ୍ସିତ ହୋଇ ସୁସ୍ଥ ହେବା ପରେ ଗୁରୁବାର ଉଡ୍‌ଲାଣ୍ଡ୍‌ ହସ୍ପିଟାଲ୍‌ରୁ ଡିସ୍‌ଚାର୍ଜ ହୋଇଛନ୍ତି ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ତଥା ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି। ସେ ହସ୍ପିଟାଲ୍‌ରୁ ଗତକାଲି ଡିସ୍‌ଚାର୍ଜ…

ଭିଜିଲାନସ ଜାଲରେ ଏନଆରଏଚଏମର ଡିପିଏମ

ମାଲକାନଗିରି: ମାଲକାନଗିରି ଦୁର୍ନୀତି ନିବାରଣ ବିଭାଗ ତରଫରୁ ସିଡିଏମଓ କାର୍ଯ୍ୟାଳୟରେ ଚଢାଉ କରାଯାଇ ଏନଆରଏଚଏମର ଡିପିଏମ ସୁଦିପ କେଶ ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଛନ୍ତି ଘଟଣା ଅନୁଯାୟୀ ଏନଆରଏଚଏମର କନିଷ୍ଠ ଯନ୍ତ୍ରୀ ନବଘନ ଖିଲ କୌଣସି ଏକ କାମର ବିଲ କରିବା ପାଇଁ…

ମାତିଛନ୍ତି ସାଇବର ଠକ

ମାତ୍ର କିଛି ସେକେଣ୍ଡରେ ହୋଇଯାଉଛି ଟଙ୍କା ଗାଏବ -ବିନା କ୍ଲିକ୍‌ରେ ୭୧ ହଜାର ଚାଲିଗଲା -ଲିଙ୍କ୍ ଖୋଲୁ ଖୋଲୁ ଖାଲି ହୋଇଗଲା ୫୩ ହଜାର ଭୁବନେଶ୍ୱର: କାହାକୁ ଓଟିପି ଦେଇନାହାନ୍ତି କି କୌଣସି ଲିଙ୍କରେ କ୍ଲିକ କରି ନାହାନ୍ତି । ଏହା ପରେ ମଧ୍ୟ ଆଖି ପିଛୁଳାକେ ଆକାଉଣ୍ଟ ଖାଲି କରିଦେଉଛନ୍ତି…

ମାହାଙ୍ଗା ଡବଲ ମର୍ଡର ହତ୍ୟାକାଣ୍ଡକୁ ନେଇ ୪ ଜଣ ସମେତ ଆଉ ଜଣକୁ ଗିରଫ କଲା ଗ୍ରାମଞ୍ଚଳ ପୋଲିସ

ମାହାଙ୍ଗା: ମାହାଙ୍ଗାରେ ଡବଲ ମର୍ଡର ହତ୍ୟାକାଣ୍ଡକୁ ନେଇ ବଢ଼ୁଛି ଅଭିଯୁକ୍ତଙ୍କ ସଂଖ୍ୟା । ଗତ କାଲି ୪ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ଆଉ ଜଣେ ଅଭିଯୁକ୍ତଙ୍କୁ ଧରିଛି ଗ୍ରାମଞ୍ଚଳ ପୋଲିସ । ମୋଟ ୫ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ । ଏହି ମାମଲାରେ ମୁଖ୍ୟଅଭିଯୁକ୍ତ ପଞ୍ଚାନନ ସେଠୀ ସହ ୪…

ଆଗାମୀ ଦୁଇମାସ ସତର୍କ ରୁହ

ଭୁବନେଶ୍ୱର: ବର୍ତ୍ତମାନ ରାଜ୍ୟରେ ବ୍ୟବସାୟିକ ପ୍ରତିଷ୍ଠାନଠାରୁ ଆରମ୍ଭ କରି ଧର୍ମାନୁଷ୍ଠାନ ଆଦି ସଂପୂର୍ଣ୍ଣ ଭାବେ ଖୋଲିଥିବା ବେଳେ ଖୁବ୍‌ଶୀଘ୍ର ଶିକ୍ଷାନୁଷ୍ଠନ ଖୋଲିବାକୁ ଯାଉଛି । ତେଣୁ ଆଗାମୀ ୨ମାସ ଆମକୁ ସତର୍କତାର ସହ ଚଳିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିବେଦନ କରିଛନ୍ତି ।…

ଟିକାକରଣ ପାଇଁ ଓଡ଼ିଶା ତୟାର

ଭୁବନେଶ୍ୱର: ଓଡ଼ିଶାକୁ ସିଧା ଯୋଗାଣକାରୀ କମ୍ପାନୀରୁ ଆସିବ କରୋନା ଟିକା । ଏ ନେଇ ସ୍ପଷ୍ଟ କରିଛନ୍ତି କେନ୍ଦ୍ର ସରକାର । ଖୁବ୍‌ଶୀଘ୍ର ଓଡ଼ିଶା ସମେତ ୧୯ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ପ୍ରଥମ ପର୍ଯ୍ୟାୟ ଯୋଗାଣରେ ସିଧା ଯୋଗାଣକାରୀ କମ୍ପାନୀରୁ କୋଭିଡ୍‌-୧୯ ଟିକା ଆସିବ ବୋଲି ବୁଧବାର…