୫ ଚୋରା ବାଲି ଚାଲାଣ ବଝୋଇ ଟ୍ରାକ୍ଟର ଜବତ, ୫ ଗିରଫ
ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ଗୁରାଣ୍ଡି ଥାନା ପକ୍ଷରୁ ୫ଗୋଟି ଚୋରା ବାଲି ଚାଲାଣ ବଝୋଇ ଟ୍ରାକ୍ଟରକୁ ଜବତ କରାଯାଇ ଏହାର ୫ଜଣ ଚାଳକମାନଙ୍କୁ ଗିରଫ କରାଯାଇଥିବାର ଜଣାପଡିଛି । ଗୁରାଣ୍ଡି ଥାନା ସୂତ୍ରରୁ ପ୍ରକାଶ ଯେ ଗୁରାଣ୍ଡି ଥାନା ଅନ୍ତର୍ଗତ ବିଭିନ୍ନ ଗ୍ରାମ ଠାରେ ଚଢାଉ କରାଯାଇଥିଲା ।…