Browsing Tag

#dumani tv

କାଳର ରାଜା ମହାକାଳେଶ୍ୱର

କାଳର ରାଜା ମହାକାଳେଶ୍ୱର ଡୁମାଣୀଟିଭି.୨୧/୩ : ବିଶ୍ୱର ଆରମ୍ବ ଓଂରୁ ହୋଇଛି । ଏହି ଓଂରେ ବ୍ରହ୍ମା,ବିଷ୍ଣୁ ଓ ମହେଶ୍ୱର ତ୍ରୀଶକ୍ତି ଅଛନ୍ତି । ଏହି ତ୍ରୀଶକ୍ତି ମଧ୍ୟରେ କାଳର ଦେବତା ବା ସଂହାରକର୍ତ୍ତା ଭାବେ ମହେଶ୍ୱର ବା ଶିବଶମ୍ଭ ବୋଲି ପୁରାଣରେ ବର୍ଣ୍ଣିତ ଅଛି । ମହାଦେବଙ୍କର ବିଭିନ୍ନ

ଆଲୋଚନା ପାଇ ରାଜି ଅଛି ୟୁକ୍ରେନ୍ ନହେଲେ ୩ୟ ବିଶ୍ୱଯୁଦ୍ଧ ନିହାତି ହେବ

ଆଲୋଚନା ପାଇ ରାଜି ଅଛି ୟୁକ୍ରେନ୍ ନହେଲେ ୩ୟ ବିଶ୍ୱଯୁଦ୍ଧ ନିହାତି ହେବ ଡୁମାଣୀଟିଭି.୨୧/୩ : ରୁଷ-ୟୁକ୍ରେନ୍ ଯୁଦ୍ଧ ଭିତରେ ୟୁକ୍ରେନ୍ ରାଷ୍ଟ୍ରପତିଙ୍କ ବଡ଼ ବୟାନ । ପୁଟିନଙ୍କ ସହ ଆଲୋଚନା ପାଇଁ ପ୍ରସ୍ତୁତ ବୋଲି କହିଲେ ଜେଲେନସ୍କି । ଯଦି ରାଜି ନହୁଅନ୍ତି ତା ଅର୍ଥ ତୃତୀୟ ବିଶ୍ୱଯୁଦ୍ଧ

ପୁଷ୍ପା ଲୁକ୍‌ରେ ସନରାଇଜର୍ସ ହାଇଦ୍ରାବାଦ ଖେଳାଳି

ପୁଷ୍ପା ଲୁକ୍‌ରେ ସନରାଇଜର୍ସ ହାଇଦ୍ରାବାଦ ଖେଳାଳି ଡୁମାଣୀଟିଭି.୨୧/୩ : ଆଉ କିଛି ଦିନ ପରେ ଆରମ୍ଭ ହେବ ଆଇପିଏଲ ୨୦୨୨ । ଟୁର୍ଣ୍ଣାମେଣ୍ଟ ପୂର୍ବରୁ ସବୁ ଟିମ୍ ଜୋରଦାର ଅଭ୍ୟାସ କରୁଛନ୍ତି । ନିଜ ନିଜର ଡ୍ରେସିଂ ରୁମ୍ ଓ ସାଥି ଖେଳାଳିଙ୍କ ସହ ମଜା ମଧ୍ୟ କରୁଛନ୍ତି । ସନରାଇଜର୍ସ

ଆସୁଛି ବାତ୍ୟା ଅସାନୀ

ଆଣ୍ଡାମାନ ଓ ନିକୋବାର ଦୀପପୁଞ୍ଜରେ ମାଡ଼ ହେବ ଡୁମାଣୀ ଟିଭି,୨୦/୩ : ଆସୁଛି ବାତ୍ୟା ଅସାନୀ। ଆଣ୍ଡାମାନ ଓ ନିକୋବାର ଦୀପପୁଞ୍ଜରେ ମାଡ଼ ହେବ। ଏଥିପାଇଁ ଆଣ୍ଡାମାନ ଓ ନିକୋବାର ପ୍ରଶାସନ ଆବଶ୍ୟକୀୟ ପ୍ରସ୍ତୁତି ଆରମ୍ଭ କରିଦେଲାଣି। ଭାରତୀୟ ପାଣିପାଗ ବିଭାଗ(ଓଗଊ)ର ସୂଚନା ଅନୁସାରେ,

ଆଜି ପଖାଳ ଦିବସ

ଆଜି ପଖାଳ ଦିବସ ଡୁମାଣୀ ଟିଭି,୨୦/୩ : ଓଡିଆ ପ୍ରାଣ ସଂସ୍କୃତି ଓ ପରମ୍ପରାର ପ୍ରତୀକ ପଖାଳ ,ଓଡିଶାର ଜନଜୀବନ ସହ ପଖାଳର ସଂର୍ପକ କାହିଁ କେଉଁ ଯୁଗରୁ । ଓଡିଶାର ଆରାଧ୍ୟ ଦେବତା ଜଗତର ନାଥ ମହାପ୍ରଭୁ ଜଗନ୍ନାଥଙ୍କ ଷାଠିଏ ପଉଡି ଭୋଗରେ ଅଛି ଦହିପଖାଳ ଓ ଟଙ୍କ ତୋରାଣି । ଖାଲି ଗାଁ ଗଣ୍ଡା

ହୋଲିରେ ହୋଲି , ଦେଶ ସାରା ପାଳିତ ହେଉଛି ରଙ୍ଗର ପର୍ବ

ହୋଲିରେ ହୋଲି , ଦେଶ ସାରା ପାଳିତ ହେଉଛି ରଙ୍ଗର ପର୍ବ ଡୁମାଣୀ ଟିଭି,19/୩ : ଆଜି ହେଉଛି ରଙ୍ଗର ପର୍ବ ହେଉଛି ହୋଲି । ଏହି ପର୍ବଟିକୁ ଲୋକମାନେ ଖୁବ୍ ଧୁମ୍‌ଧାମ୍ ରେ ପାଳନ କରିଥାନ୍ତି । ରଙ୍ଗବେରଙ୍ଗର ଅବୀରରେ ହୋଲି ଖେଳାଯ୍ଧବଥାଏି । ଗାଁଠୁ ନେଇ ସହର ଯାଏ ସବୁ ସ୍ଥାନରେ ପାଳନ କରାଯାଏ

ମୌନୀ-ସୂରଜ ପାଳିଲେ ପ୍ରଥମ ହୋଲି

ମୌନୀ-ସୂରଜ ପାଳିଲେ ପ୍ରଥମ ହୋଲି ସବୁଠି ହୋଲିର ମାହୋଲ। ବଲିଉଡ୍ର ଅନେକ କପଲ୍ସଙ୍କର ଏହା ପ୍ରଥମ ହୋଲି। ସେମାନେ ଏହାର ଫଟୋ ମଧ୍ୟ ସେୟାର କରିବାରେ ଲାଗିଛନ୍ତି। ଏହି କ୍ରମରେ ନବବିବାହିତା ଅଭିନେତ୍ରୀ ମୌନୀ ରୟ ବି ନିଜ ଇନଷ୍ଟାଗ୍ରାମରେ କିଛି ଫଟୋ ସେୟାର କରିଛନ୍ତି, ଯେଉଁଥିରେ ସେ ସ୍ୱାମୀ

ହୋଲି ଦିନ ଗଧ ଉପରେ ବସାଇ ଜ୍ୱାଇଁଙ୍କୁ ରଙ୍ଗ ଲଗାଯାଏ

ହୋଲି ଦିନ ଗଧ ଉପରେ ବସାଇ ଜ୍ୱାଇଁଙ୍କୁ ରଙ୍ଗ ଲଗାଯାଏ ରଙ୍ଗର ପର୍ବ ହୋଲି । ଭାରତର ଅତି ଲୋକପ୍ରିୟ ପର୍ବ ଭିତରୁ ଏହା ଅନ୍ୟତମ। ବସନ୍ତ ଋତୁର ଏହି ପର୍ବକୁ ଜାତି, ଧର୍ମ, ବର୍ଣ୍ଣ, ଲିଙ୍ଗ ନିର୍ବିଶେଷରେ ସମସ୍ତେ ଏହି ପର୍ବକୁ ଖୁବ୍ ଧୁମ୍ଧାମ୍ରେ ପାଳନ କରନ୍ତି । ଗାଁଠୁ ସହର ସବୁଆଡେ ଉଡେ

ୟୁକ୍ରେନ ବାସୀଙ୍କୁ ଆଶ୍ରୟ ଦେଉନି ଆମେରିକା ଜାଣନ୍ତୁ ଏହାର କାରଣ କଣ ?

ଡୁମାଣୀ ଟିଭି,୧୮/୩ : ୟୁକ୍ରେନ-ରୁଷର ଯୁଦ୍ଧ ପରଠାରୁ ଲକ୍ଷ ଲକ୍ଷ ଲୋକ ଦେଶ ଛାଡ଼ି ପଳାୟନ କରିଛନ୍ତି। ଏହି ଲୋକମାନେ ପଡ଼ୋଶୀ ଦେଶ ଏବଂ ୟୁରୋପର ଅନ୍ୟାନ୍ୟ ଦେଶରେ ଶରଣ ନେଉଛନ୍ତି। ଏମିତି ସ୍ଥିତିରେ ସେହି ଦେଶଗୁଡ଼ିକ ମଧ୍ୟ ୟୁକ୍ରେନ ଶରଣାର୍ଥୀଙ୍କୁ ଶରଣ ଦେବାରେ ଉଦାରତା ଦେଖାଉଛନ୍ତି। କିନ୍ତୁ…

ମାର୍ଚ୍ଚ ୨୧ରେ ଆଣ୍ଡାମାନରେ ଧକ୍କା ହେବ ସାଇକ୍ଲୋନନ୍

ଡୁମାଣୀ ଟିଭି ,୧୭/୩ : ବଙ୍ଗୋପସାଗରର ଦକ୍ଷିଣ ଭାଗର ଲୋ ପ୍ରେସର ଅଞ୍ଚଳ ପୂର୍ବ-ଉତ୍ତର-ପୂର୍ବ ଦିଗକୁ ଗଲା ଏବଂ ଆଜି ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଏବଂ ପୂର୍ବ ସମୀକରଣକାରୀ ଭାରତୀୟ ମହାସାଗରରେ କେନ୍ଦ୍ରୀଭୂତ ହେଲା ଏବଂ ମାର୍ଚ୍ଚ ୨୧ ରେ ଆଣ୍ଡାମାନ ଦ୍ୱୀପପୁଞ୍ଜରେ ସାଇକ୍ଲୋନିକ୍ ଝଡ଼ରେ