Browsing Tag

#ODISHA

ରାଜ୍ୟସଭାରୁ ଏକାକାଳୀନ ୭୨ ସଦସ୍ୟଙ୍କ ବିଦାୟ ସମ୍ବୋଧିତ କଲେ ପ୍ରଧାନମନ୍ତ୍ରୀ ମୋଦି

ଡୁମାଣୀ ଟିଭି ,୩୧/୩ : ରାଜ୍ୟସଭାରୁ ଅବସର ନେବାକୁ ଥିବା ୭୨ ଜଣ ସଦସ୍ୟଙ୍କ ଫେୟାରୱେଲ ଉତ୍ସବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମସ୍ତଙ୍କୁ ସମ୍ବୋଧିତ କରିଛନ୍ତି । ସେ ଏହା ମଧ୍ୟ କହିଛନ୍ତିକି ଆମ ରାଜ୍ୟସଭା ସଦସ୍ୟ ମାନଙ୍କ ନିକଟରେ ଅନେକ ଅଭିଜ୍ଞତା ରହିଛି ଯାହାକି ପୁସ୍ତକ ଜ୍ଞାନ ଠାରୁ ବି…

ଚର୍ଚ୍ଚାରେ କାଶ୍ଚୀର ଫାଇଲ୍ସ ନିର୍ଦ୍ଦେଶକ ବିଟ୍ରିଶ ସଂସଦରୁ ଆସିଛି ନିମନ୍ତ୍ରଣ

ଡୁମାଣୀ ଟିଭି ,୩୧/୩ : ଦ କଶ୍ମୀର ଫାଇଲ୍ସ’ ଫିଲ୍ମ ପାଇଁ ନିର୍ଦ୍ଦେଶକ ବିବେକ ଅଗ୍ନିହୋତ୍ରୀ ବେଶ୍ ଚର୍ଚ୍ଚିତ ହୋଇଯାଇଛନ୍ତି। ଦେଶର ଅନେକ ସହରରୁ ତାଙ୍କୁ ନିମନ୍ତ୍ରଣ ଆସୁଛି। ସେଠାରେ ପହଞ୍ଚି ବିବେକ ଫିଲ୍ମ ବିଷୟରେ ନିଜ ମତାମତ ଦେଉଥିବା ଦେଖିବାକୁ ମିଳିଛି। ତେବେ ବର୍ତ୍ତମାନ ବିବେକଙ୍କୁ…

ଭବିଷ୍ୟବାଣୀ କଲେ ନୋଷ୍ଟ୍ରାଦମସ୍ ଆସନ୍ତା ବର୍ଷରୁ ହେବ ବିଶ୍ୱଯୁଦ୍ଧ

ରୁଷ-ୟୁକ୍ରେନ ଯୁଦ୍ଧରୁ ସଙ୍ଗଠିତ ହୋଇପାରେ ତୃତୀୟ ବିଶ୍ୱଯୁଦ୍ଧ। ଫ୍ରାନ୍ସର ପୂର୍ବତନ ଜ୍ୟୋତିଷ ନୋଷ୍ଟ୍ରାଦମସ୍‌ଙ୍କ ଭବିଷ୍ୟବାଣୀ ଅନୁସାରେ, ଆଗାମୀ ବର୍ଷ ବିଶ୍ୱରେ ଆରମ୍ଭ ହେବାକୁ ଯାଉଛି ତୃତୀୟ ବିଶ୍ୱଯୁଦ୍ଧ। ରିପୋର୍ଟ ମୁତାବକ, ନୋଷ୍ଟ୍ରାଦମସ୍‌ ଫ୍ରାନ୍ସର ଜଣେ ଜ୍ୟୋତିଷ ଥିଲେ, ଯାହାଙ୍କ…

ଆସନ୍ତା ମାସରେ ୧୫ଦିନ ବନ୍ଦ ରହିବ ବ୍ୟାଙ୍କ ସେବା

ଡୁମାଣୀ ଟିଭି ,୩୧/୩ : ଯଦି ଆପଣଙ୍କର କିଛି ବି ବ୍ୟାଙ୍କ କାମ ରହିଥାଏ ତା ହେଲେ ତୁରନ୍ତ ଶେଷ କରି ଦିଅନ୍ତୁ । ଆସନ୍ତା ଏପ୍ରିଲ ମାସରେ ପ୍ରାୟ ୧୫ ଦିନ ଯାଏଁ ବିଭିନ୍ନ ଛୁଟି ପାଇଁ ବ୍ୟାଙ୍କ ବନ୍ଦ ରହିବ । ଏପ୍ରିଲ ମାସରେ ଗୁଡି ପଡୱା, ସରହୁଲ ଓ ବୈଶାଖୀ ପରି ପର୍ବ ପଡୁଥିବା ବେଳେ ଏକାଧିକ…

ଆସନ୍ତାକାଲି ହେବ ମାନସ ସ୍ୱାଇଁ ହତ୍ୟାର ସିନ୍ ରିକ୍ରିଏସନ୍‌

ଡୁମାଣୀ ଟିଭି ,୩୧/୩ : ମାନସ ସ୍ବାଇଁ ହତ୍ୟାକାଣ୍ଡ ମାମଲା । ସମସ୍ତ ଅଭିଯୁକ୍ତଙ୍କୁ ଧରି ଫେରିଲା କ୍ରାଇମବ୍ରାଞ୍ଚ ଟିମ୍ । କ୍ରାଇମବ୍ରାଞ୍ଚ ମୁଖ୍ୟାଳୟକୁ ଫେରିଲା ତଦନ୍ତକାରୀ ଟିମ୍ । କିଛି ସମୟ ପୂର୍ବରୁ ୪ ଅଭିଯୁକ୍ତଙ୍କୁ କଡ଼ା ସୁରକ୍ଷା ମଧ୍ୟରେ ଅନ୍ୟ ସ୍ଥାନକୁ ନେଇଥିଲା ଟିମ୍ । ଏପେଟ…

ସତ ମାନିଲେଣି ଶର୍ମିଷ୍ଠା ଏବେ ଅଡୁଆରେ ନିରଞ୍ଜନ

ଡୁମାଣୀ ଟିଭି ,୩୧/୩ : ମାନସ ସ୍ୱାଇଁ ହତ୍ୟା ମାମଲା । କ୍ରାଇମ୍ବ୍ରାଞ୍ଚ ଜେରାରେ ସତ ମାନିଲେଣି ଶର୍ମିଷ୍ଠା । ଏବେ ଅଡୁଆରେ ନିରଞ୍ଜନ । ଜେରା ସମୟରେ ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସଂପର୍କରେ କ୍ରାଇମ୍ବ୍ରାଞ୍ଚକୁ ସୂଚନା ଦେଇଛନ୍ତି ଶର୍ମିଷ୍ଠା । ଏବେବି ଲୁଚି ରହିଥିବା ଆହୁରୀ ଗହନ ରହସ୍ୟକୁ…

ଭାରତକୁ ଆହୁରୀ ସଶକ୍ତ କରିବ ସ୍ୱଦେଶୀ ହେଲିକପ୍ଟର

ଡୁମାଣୀ ଟିଭି ,୩୧/୩ : ଭାରତୀୟ ସେନାକୁ ଆହୁରି ସଶକ୍ତ କରିବା ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀଙ୍କଙ୍କ ବଡ ପଦକ୍ଷେପ। ତାଙ୍କ ନେତୃତ୍ଵାଧୀନ ସୁରକ୍ଷା ମାମଲା ସଂପର୍କିତ କ୍ୟାବିନେଟ୍ କମିଟି(ସିସିଏସ)୩,୮୮୭ କୋଟି ଟଙ୍କା ବ୍ୟୟରେ ସ୍ଵଦେଶୀ ବିକଶିତ ୧୫ ହାଲୁକା ହେଲିକପ୍ଟର କ୍ରୟକୁ ବୁଧବାର…

ଆଜି ବଜେଟ୍ ଅଧିବେଶନର ଶେଷ ଦିନ ଅପରାହ୍ନରେ ବ୍ୟୟମଞ୍ଜୁର ବିଲ୍ ଆଗତ ହେବ

ଡୁମାଣୀ ଟିଭି ,୩୧/୩ : ବିଧାନସଭା ବଜେଟ୍ ଅଧିବେଶନର ଆଜି ଶେଷ ଦିନ। ପ୍ରଶ୍ନ କାଳରେ ଜଳସମ୍ପଦ, ଯୋଜନା ସଂଯୋଜନା, କ୍ରୀଡା ଓ ଯୁବ ବ୍ୟାପାର, ସୂଚନା ଓ ଲୋକସଂପର୍କ , ବାଣିଜ୍ୟ, ପରିବହନ, ଓଡିଆ ଭାଷା, ସାହିତ୍ୟ, ସଂସ୍କୃତି ବିଭାଗର ଆଲୋଚନା ରହିଛି । ସେହିପରି ଅପରାହ୍ନରେ ଗୃହରେ ବ୍ୟୟମଞ୍ଜୁରୀ…

୨ୟ ଦିନ ରିମାଣ୍ଡରେ ପୋଲିସକୁ ନିଜ ପ୍ରଶ୍ନ ଉତ୍ତର ଜାଲରେ ବାଟବଣା କରୁଛି ଶର୍ମିଷ୍ଠା

ଡୁମାଣୀ ଟିଭି ,୩୧/୩ : ବହୁ ଚର୍ଚ୍ଚିତ କ୍ୟାମେରାମ୍ୟାନ୍ ମାନସ ସ୍ୱାଇଁ ହତ୍ୟା ମାମଲାର ତଦନ୍ତ ପ୍ରକ୍ରିୟା ଯେତେ ଆଗକୁ ବଢୁଛି ସେତେ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସିବାରେ ଲାଗିଛି । ପ୍ରଥମେ ଏହି ଘଟଣାର ତଦନ୍ତ ଦାୟିତ୍ୱ କ୍ରାଇମ୍ବ୍ରାଞ୍ଚ ଉପରେ ନ୍ୟସ୍ତ ରହିଛି । କ୍ରାଇମ୍ବ୍ରାଞ୍ଚ ମୁଖ୍ୟ…

ଚାଲିଛି କ୍ରାଇମବ୍ରାଞ୍ଚର ୩ୟ ଦିନ ଜେରା ମାନସ ହତ୍ୟାର ଆଜି ହୋଇପାରେ ସିନ୍ ରିକ୍ରିଏସନ୍‌

ଡୁମାଣୀ ଟିଭି ,୩୧/୩ : କ୍ୟାମେରାମ୍ୟାନ୍ ମାନସ ସ୍ୱାଇଁ ହତ୍ୟା ମାମଲାରେ କ୍ରାଇମବ୍ରାଞ୍ଚର ଚାଲିଛି ମାରାଥନ୍ ଜେରା। ଆଜି ଅଭିଯୁକ୍ତ ମାନଙ୍କୁ ଘଟଣାସ୍ଥଳକୁ ନେଇ କ୍ରାଇମସିନ୍ ରିକ୍ରିଏସନ୍ କରିପାରେ କ୍ରାଇମବ୍ରାଞ୍ଚ। ଡେମୋ ଦେଖାଇବେ ଶର୍ମିଷ୍ଠା। ଭୁବନେଶ୍ୱର ସୁନ୍ଦରପଦା ଦୟାଲ ଆଶ୍ରମ ପରେ…