ତହସିଲ ଅଫିସରେ ତାଲା ପକାଇ ଗ୍ରାମବାସୀଙ୍କ ଧାରଣା

149

ବିନିକା:  ଡ଼ୁଙ୍ଗୁରିପାଲି ବ୍ଲକ୍ ଏସ. ରାମପୁର ତହସିଲ ଅଫିସରେ ତାଲା ପକାଇ ଧାରଣା ଦେଇଛନ୍ତି ଗ୍ରାମବାସୀ । ଜବର ଦଖଲ ଉଚ୍ଛେଦ ଦାବିରେ ତାଲା ପକାଇ ଗ୍ରାମବାସୀ ପ୍ରତିବାଦ ଜଣାଇଛନ୍ତି । ଫଳରେ ଅଫିସ ଭିତରକୁ ଯାଇ ପାରିନଥିଲେ ତହସିଲ କାର୍ଯ୍ୟାଳୟର କର୍ମଚାରୀ । ଆଇନ ଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ଘଟଣାସ୍ଥଳରେ ଏକ ପ୍ଲାଟୁନ୍ ପୋଲିସ ଫୋର୍ସ ମୁତୟନ ରହିଛନ୍ତି ।

Leave A Reply

Your email address will not be published.