ଲୁଟ୍ ମାମଲାରେ ଫେରାର୍ ଦୁଇ ଅଭିଯୁକ୍ତ ଗିରଫ

178

ଗଞ୍ଜାମ: ଗତ ବର୍ଷ ଅକ୍ଟୋବର ମାସ ୧୬ ତାରିଖରେ ଗଞ୍ଜାମ ଜିଲ୍ଲା ଗୋପାଳପୁର ଥାନା ଅନ୍ତର୍ଗତ ଜାତୀୟ ରାଜପଥରେ ହୋଇଥିବା ଲୁଟ୍ ମାମଲାରେ ପୋଲିସ ପୂର୍ବରୁ ୫ ଜଣଙ୍କୁ ଗିରଫ କରିଥିବା ବେଳେ ଏହି ମାମଲାରେ ସମ୍ପୃକ୍ତ ଥିବା ଅନ୍ୟ ଦୁଇ ଜଣଙ୍କୁ ଗତକାଲି ରାତିରେ ବ୍ରହ୍ମପୁର ବଡ ବଜାର ଥାନା ଅଂଚଳରୁ ଗିରଫ କରାଯାଇଛି  । ଗିରଫ ଦୁଇ ଅଭିଯୁକ୍ତ ହେଲେ ରାମ ଜେନା ଓ ଉଦ୍ଧବ ଜେନା । ପୋଲିସ ସେମାନଙ୍କ ନିକଟରୁ ଏକ ବାଇକ୍ ଓ ମୋବାଇଲ୍ ଜବତ କରି କୋର୍ଟ ଚାଲାଣ କରିଛି ।

Leave A Reply

Your email address will not be published.