ଗତ ୨୪ ଘଂଟା ମଧ୍ୟରେ ରାଜ୍ୟରେ ବିଭିନ୍ନ ସ୍ଥାନରେ ରେକର୍ଡ ହୋଇଥିବା ପ୍ରମୁଖ ବର୍ଷା

158

ଭୁବନେଶ୍ଵର, ୧୧ ସେପ୍ଟେମ୍ବର – ଗତ ୨୪ ଘଂଟାରେ ରାଜ୍ୟରେ ୩ ସ୍ଥାନରେ ଅତି ପ୍ରବଳ ବର୍ଷା (୧୧୫.୬ ରୁ ୨୦୪.୪ ମି.ମି.) ଏବଂ ୩୪ ସ୍ଥାନରେ ପ୍ରବଳ ବର୍ଷା (୬୪.୫ ମି.ମି.ରୁ ୧୧୫.୫ ମି.ମି.) ରେକର୍ଡ କରାଯାଇଛି । ସର୍ବାଧିକ ବର୍ଷା ୧୫୪ ମି.ମି. ଢେଙ୍କାନାଳ ସହରରେ ରେକର୍ଡ କରାଯାଇଛି ।

ସେହିପରି ବାଲେଶ୍ଵର ଜିଲ୍ଲାର ଜୟପୁରରେ ୧୪୨.୮ ମି.ମି., ବାଲେଶ୍ଵର ଜିଲ୍ଲାର ଏନଏଚ ୫,ଗୋବିନ୍ଦପୁରରେ ୧୨୫.୬, କୋରାପୁଟ ଜିଲ୍ଲାର କୋଟପାଡ଼ରେ ୧୦୬.୦, ଢ଼େଙ୍କାନାଳ ଜିଲ୍ଲାର ଭୁବନରେ ୧୦୨.୦, ବାଲେଶ୍ଵର ଜିଲ୍ଲାର ବାଲେଶ୍ଵରରେ ୧୦୧.୨, କଟକ ଜିଲ୍ଲାର ବାଙ୍କୀରେ ୯୮.୦, ବାଲେଶ୍ଵର ଜିଲ୍ଲାର ରେମୁଣାରେ ୯୭.୦, ମୟୂରଭଞ୍ଜ ଜିଲ୍ଲାର ବାଲିମୁଣ୍ଡଳି ୯୪.୬, ଗଞ୍ଜାମ ଜିଲ୍ଲା ପାତ୍ରପୁରରେ ୯୨.୨, କଟକ ଜିଲ୍ଲା ତିଗିରିଆରେ ୮୮.୦, ମୟୂରଭଞ୍ଜ ଜିଲ୍ଲା ଉଦଳାରେ ୮୭.୮, ଖୋର୍ଦ୍ଧା ଜିଲ୍ଲା ଟାଙ୍ଗିରେ ୮୭.୦, କେନ୍ଦୁଝର ଜିଲ୍ଲା ଘସିପୁରାରେ ୮୬.୧, ଯାଜପୁର ଜିଲ୍ଲା ସୁକିନ୍ଦାରେ ୮୫.୨, ମୟୂରଭଞ୍ଜ ଜିଲ୍ଲା ଜି.ବି. ନଗରରେ ୮୪.୩, ନବରଙ୍ଗପୁର ଜିଲ୍ଲା ଝରିଗାଁରେ ୮୧.୪, ଗଞ୍ଜାମ ଜିଲ୍ଲା ଶେରଗଡ଼ରେ ୮୦.୨, ନୟାଗଡ଼ ଜିଲ୍ଲା ବାରମୂଳରେ ୮୦.୨, ବାଲେଶ୍ଵର ଜିଲ୍ଲା ବାହାନଗାରେ ୮୦.୦, କନ୍ଧମାଳ ଜିଲ୍ଲାର ଜି. ଉଦୟଗିରିରେ ୭୮.୬, ଢ଼େଙ୍କାନାଳ ଜିଲ୍ଲାର ଢ଼େଙ୍କାନାଳରେ ୭୭.୨, ମୟୂରଭଞ୍ଜ ଜିଲ୍ଲାର ବେତନଟୀରେ ୭୫.୦, ବାଲେଶ୍ଵର ଜିଲ୍ଲାର ଖଇରାରେ ୭୩.୦, କୋରାପୁଟ ଜିଲ୍ଲାର ପଟାଙ୍ଗିରେ ୭୩.୦, ମାଲକାନଗିରି ଜିଲ୍ଲାର ମାଲକାନଗିରିରେ ୭୧.୮, କନ୍ଧମାଳ ଜିଲ୍ଲାର ଚକାପାଦରେ ୭୦.୨, ଖୋର୍ଦ୍ଧା ଜିଲ୍ଲାର ବେଗୁନିଆରେ ୭୦.୧, ନୟାଗଡ଼ ଜିଲ୍ଲାର ଭାପୁରରେ ୭୦.୧, ଜଗତସିଂହପୁର ଜିଲ୍ଲାର ବାଲିକୁଦାରେ ୭୦.୦, ଖୋର୍ଦ୍ଧା ଜିଲ୍ଲାର ବୋଲଗଡ଼ରେ ୬୯.୦ ଏବଂ ନବରଙ୍ଗପୁରର ଡାବୁଗାଁରେ ୬୮.୨ ମି.ମି. ବର୍ଷା ରେକର୍ଡ଼ କରାଯାଇଛି ।

Leave A Reply

Your email address will not be published.