Browsing Category

ରାଜ୍ୟ

ସାବଧାନ୍‌! ବିପଦ ଫେରୁଛି

-ଦେଶରେ ୪୦ ହଜାର ଛୁଇଁଲା ଆକ୍ରାନ୍ତଙ୍କ ସଂଖ୍ୟା -ମହାରାଷ୍ଟ୍ରରେ ଦୈନିକ ସଂକ୍ରମଣ ୫% ବୃଦ୍ଧ -ପଞ୍ଜାବ, କର୍ଣ୍ଣାଟକ, ଗୁଜୁରାଟ ଓ ଦିଲ୍ଲୀରେ ସ୍ଥିତି ବିଗୁଡ଼ିଛି ନୂଆଦିଲ୍ଲୀ : ଦେଶରେ ହୁ ହୁ ହୋଇ ବଢ଼ିଚାଲିଛି କରୋନା ସଂକ୍ରମଣ । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା…

ଓପିଜିସିରୁ ୧୭୪୦ ମେଗାୱାଟ୍ ଶକ୍ତି ଉତ୍ପାଦନ କରାଯାଉଛି

ଭୁବନେଶ୍ୱର: ଓପିଜିସି ତାପଜ ବିଦ୍ୟୁତ୍ କେନ୍ଦ୍ରରେ ବର୍ତମାନ ମୋଟ ୧୭୪୦ ମେଗାୱାଟ୍ କ୍ଷମତା ବିଶିଷ୍ଟ ୪ଟି ୟୁନିଟ୍ କାର୍ଯ୍ୟକ୍ଷମ ଅଛି । ସମସ୍ତ ୟୁନିଟ୍ ରୁ ଶକ୍ତି ଉତ୍ପାଦନ କରାଯାଉଛି । ନିମ୍ନମାନର କୋଇଲା ଯୋଗୁଁ ପାଉଁଶରୁ ୟୁନିଟ୍ ୩ର ଇଏସପି ହପର ମଧ୍ୟରେ ଜମିଯାଇଥିଲା । ପାଉଁଶ ନିଷ୍କାସନ…

କରୋନାରେ ଦେଶରେ ଗତ ୨୪ ଘଂଟାରେ ୩୯,୭୨୬ ନୂଆ ମାମଲା

ନୂଆଦିଲ୍ଲୀ: ଦେଶରେ ଗତ ୨୪ଘଂଟା ମଧ୍ୟରେ ୩୯,୭୨୬ ଟି ନୂଆ କରୋନା ମାମଲା ସାମନାକୁ ଆସିଛି । ଏହି ସମୟ ମଧ୍ୟରେ ମୋଟ ୧୫୪ ଜଣ କରୋନା ରୋଗୀ ପ୍ରାଣ ହରାଇଛନ୍ତି । ଏହା ସହିତ ଦେଶରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧,୧୫,୧୪,୩୩୧ ପହଂଚିଛି । ଆଜି ସକାଳେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ…

ପିପିଲି ଉପ-ନିର୍ବାଚନ ପୂର୍ବରୁ ସର୍ବଦଳୀୟ ବୈଠକ

ଭୁବନେଶ୍ୱର: ପିପିଲି ଉପ-ନିର୍ବାଚନ ପରିପ୍ରେକ୍ଷିରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ୍ କୁମାର ଲୋହାନୀ ଶୁକ୍ରବାର ସମସ୍ତ ସ୍ୱୀକୃତି ପ୍ରାପ୍ତ ରାଜନୈତିକ ଦଳର ପ୍ରତିନିଧିଙ୍କ ସହ ଏକ ସର୍ବଦଳୀୟ ବୈଠକ କରିଥିଲେ । ବୈଠକରେ ଶ୍ରୀ ଲୋହାନୀ କହିଥିଲେ ଯେ ନିର୍ବାଚନ ପ୍ରଚାରରେ…

ଆସନ୍ତାକାଲି ଓଡିଶା ଆସିବେ ରାଷ୍ଟ୍ରପତି

ଭୁବନେଶ୍ୱର, ୧୯ ମାର୍ଚ୍ଚ - ଆସନ୍ତାକାଲି (ଶନିବାର) ତିନି ଦିନିଆ ଓଡ଼ିଶା ଗସ୍ତରେ ଆସିବେ ରାଷ୍ଟ୍ରପତି ରାମନାଥ କୋବିନ୍ଦ । ରାଷ୍ଟ୍ରପତି ଶନିବାର ସଂଧ୍ୟା ୬ଟାରେ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଂଚିବା ପରେ ରାଜଭବନରେ ରାତ୍ରି ଯାପନ କରିବେ । ୨୧ ତାରିଖରେ ରାଷ୍ଟ୍ରପତି…

୪୮ ଘଂଟାରେ ୧୭ ଜିଲ୍ଲାରେ କାଳବୈଶାଖୀ ଓ ବଜ୍ରପାତ ସମ୍ଭାବନା

ଭୁବନେଶ୍ୱର: ଆସନ୍ତା ୪୮ ଘଂଟା ମଧ୍ୟରେ ରାଜ୍ୟର ବହୁ ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସହ କାଳବୈଶାଖୀ ଓ ବଜ୍ରପାତର ସମ୍ଭାବନା ରହିଛି । ଏଥିପାଇଁ ସ୍ୱତନ୍ତ୍ର ରିଲିଫ୍ କମିଶନର ୧୭ ଟି ଜିଲ୍ଲାର ଜିଲ୍ଲାପଳଙ୍କୁ ଚିଠି ଲେଖି ସତର୍କ ରହିବା ସହ ଆବଶ୍ୟକ ପଦକ୍ଷେପ ନେବାକୁ ନିର୍ଦ୍ଦେଶ…

ହଟିବ ଟୋଲ୍ ଗେଟ

ନୂଆଦିଲ୍ଲୀ: ଆସନ୍ତା ଏକ ବର୍ଷ ମଧ୍ୟରେ ଜାତୀୟ ରାଜପଥରୁ ସବୁ ଟୋଲ୍ ପ୍ଲାଜାକୁ ହଟାଇ ଦିଆଯିବ । ଟୋଲ୍ ପ୍ଲାଜା ସ୍ଥାନରେ ଜିପିଏସ୍ ଟ୍ରାକ୍ଟର ଦ୍ୱାରା ଗାଡିକୁ ଟ୍ରାକ୍ କରାଯିବ । ଯେତିକି ସମୟ ପାଇଁ ଓ ଯେତିକି ବାଟ ହାଇୱେରେ ଯିବେ ସେତିକି ପାଇଁ ଟୋଲ୍ ଦେବେ । ସଂସଦରେ ଏଭଳି ଘୋଷଣା କରିଛନ୍ତି…

କରୋନା ସଂକ୍ରମଣର ନୂଆ ରେକର୍ଡ: ୧୦୦ ଦିନରେ ସର୍ବାଧିକ

-ଦିନକରେ ୩୫ ହଜାରରୁ ଅଧିକ ଆକ୍ରାନ୍ତ ଚିହ୍ନଟ -ଓଡିଶାରୁ ୮୪ ସଂକ୍ରମିତ ନୂଆଦିଲ୍ଲୀ/ଭୁବନେଶ୍ୱର: ଦେଶରେ କରୋନା ସଂକ୍ରମଣର ତଥ୍ୟ ପୁଣିଥରେ ଭୟ ଓ ଆଶଙ୍କାର ବାତାବରଣ ସୃଷ୍ଟି କରିଛି । ଯେଉଁ ହାରରେ ଭାରତରେ କରୋନା ସଂକ୍ରମଣ ବଢିଛି, ତାହା ଗତ ୧୦୦ ଦିନର ରେକର୍ଡ ଭାଙ୍ଗିଛି । ଆଉ ଏହି…

କାର୍ ସହ ୩୯ କେଜି ୫୦୦ ଗ୍ରାମ ଗଞ୍ଜେଇ ଜବତ : ୩ ଗିରଫ

ମାଲକାନଗିରି: ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ଅନ୍ତର୍ଗତ ସୀମାନ୍ତ ମୋଟୁ ଠାରେ ରହିଥିବା ଚେକ୍ ଗେଟ ଠାରେ ମୋଟୁ ପୋଲିସ ଯାନବାହାନ ଯାଞ୍ଚ କରୁଥିବା ବେଳେ ଏପି 39ସିଡ଼ି-8716 ନମ୍ବରର ଏକ ଧଳା ରଙ୍ଗର କାର ଟିକୁ ଯାଞ୍ଚ କରିବା ସମୟରେ ଘଟଣାସ୍ଥଳରୁ ୩୯ କେଜି ୫୦୦ ଗ୍ରାମ ଗଞ୍ଜେଇ ସହ ତିନି…

ଜେଲରୁ ମୁକୁଳିବା ପରେ ଚୋର ପୁଣି ଭାଙ୍ଗିଲା ମା ଭୈରବୀଙ୍କ ମୂର୍ତ୍ତି

ମାଲକାନଗିରି: ମାଲକାନଗିରି ଜିଲ୍ଲା ଖଇରପୁଟ ବ୍ଲକ ଅନ୍ତର୍ଗତ କୁଡୁମୁଲୁଗୁମ୍ମା ଗ୍ରାମପଞ୍ଚାୟତ ପୁରୁଣାଗୁମ୍ମା ଗ୍ରାମ ନିକଟରେଥିବା ଭୈରବୀଙ୍କ ମନ୍ଦିରରୁ ଗାଦିପୁଟ ଗ୍ରାମର ଗୁରୁ କୋପେ ନାମକ ଜଣେ ଦୁର୍ବୃତ ଏହି ଅଞ୍ଚଳର ଅଧିଷ୍ଠାତ୍ରୀ ଦେବୀ ମା ଭୈରବୀଙ୍କ ପ୍ରତିମାକୁ ଚୋରି କରି ନେଇ ଯାଉଥିବା…