Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
କେନ୍ଦ୍ରର ଚିଠି ପରେ ବିଜେଡି-ବିଜେପି ମୁହାଁମୁହଁ : ଉଷୁନା ଚାଉଳ ନେଇ ତେଜିଲା ରାଜନୀତି
ଭୁବନେଶ୍ୱର: ମହାମାରୀ ସତ୍ତେ୍ୱ ଏବେ ରାଜ୍ୟରେ ବମ୍ଫର ଧାନଚାଷ ହୋଇଛି । ଏବର୍ଷ ୩୫ଲକ୍ଷ ମେଟ୍ରିକ୍ ଟନ୍ ଖରିଫ ଧାନ ସଂଗ୍ରହ ହୋଇସାରିଲାଣି । ଚଳିତବର୍ଷ ଖରିଫରେ ୬୫ଲକ୍ଷ ଓ ରବିରେ ୧୭ଲକ୍ଷ ଏପରି ମୋଟ ୮୨ଲକ୍ଷ ମେଟ୍ରିକ୍ ଟନ୍ ଧାନ ସଂଗ୍ରହ ଲକ୍ଷ୍ୟ ରହିଛି । ସେଥିରୁ ୫୫ଲକ୍ଷ ଉଷୁନା ଚାଉଳ…
ପୋଲିସ କାନ୍ଧରେ ଦାୟିତ୍ୱ : ସୁପ୍ରିମ୍କୋର୍ଟରେ ଚାଷୀଙ୍କ ଟ୍ରାକ୍ଟର ର୍ୟାଲି ପ୍ରସଙ୍ଗ
-୨୦ରେ ପରବର୍ତ୍ତୀ ଶୁଣାଣ
ନୂଆଦିଲ୍ଲୀ: ଆସନ୍ତା ୨୬ତାରିଖ ଗଣତନ୍ତ୍ର ଦିବସ ଅବସରରେ କୃଷକଙ୍କ ଦ୍ୱାରା ଆୟୋଜନ କରାଯିବାକୁ ଥିବା ଟ୍ରାକ୍ଟର ର୍ୟାଲି ବିରୋଧରେ ସୁପ୍ରିମକୋର୍ଟରେ ରୁଜୁ ହୋଇଥିବା ଏକ ପିଟିସନର ଶୁଣାଣି ସୋମବାର ହୋଇଛି । ଟ୍ରାକ୍ଟର ର୍ୟାଲି ସମ୍ପର୍କରେ ଦିଲ୍ଲୀ ପୋଲିସ ନିଷ୍ପତ୍ତି…
ଦେଶରେ ୩.୮୧ ଲକ୍ଷ ସ୍ୱାସ୍ଥ୍ୟ କର୍ମୀଙ୍କର ଟିକାକରଣ ସମ୍ପନ୍ନ
ନୂଆଦିଲ୍ଲୀ: ତୃତୀୟ ଦିନରେ ଦେଶବ୍ୟାପୀ ବ୍ୟାପକ ସ୍ତରରେ କୋଭିଡ-୧୯ ଟୀକାକରଣ କାର୍ଯ୍ୟକ୍ରମ ସଫଳତାର ସହ ସମ୍ପନ୍ନ ହୋଇଛି। ୭,୭୦୪ ଟୀକାକରଣର ଅଧିବେଶନ ଜରିଆରେ ଆଜି ସୁଦ୍ଧା ମୋଟ ୩,୮୧,୩୦୫ ଲାଭାର୍ଥୀଙ୍କର ଟୀକାକରଣ କରାଯାଇଥିବା ପ୍ରାରମ୍ଭିକ ରିପୋର୍ଟରୁ ଜଣାପଡ଼ିଛି। ଆନ ଆଡଭର୍ସ ଇଭେଣ୍ଟ ଫଲୋଇଂ…
ଅହମ୍ମଦାବାଦ ମେଟ୍ରୋ ରେଳପ୍ରକଳ୍ପର ଦ୍ୱିତୀୟ ପର୍ଯ୍ୟାୟ ଏବଂ ସୁରତ୍ ମେଟ୍ରୋ ରେଳ ନିମନ୍ତେ ପ୍ରଧାନମନ୍ତ୍ରୀଙ୍କ…
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଅହମ୍ମଦାବାଦ ମେଟ୍ରୋରେଳପ୍ରକଳ୍ପର ଦ୍ୱିତୀୟ ପର୍ଯ୍ୟାୟ ଓ ସୁରତ୍ ମେଟ୍ରୋ ରେଳ ପ୍ରକଳ୍ପର ଭୂମି ପୂଜା କରିଛନ୍ତି । ଭିଡିଓ କନ୍ଫରେନ୍ସିଂ ଜରିଆରେ ହୋଇଥିବା ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ସ୍ୱରାଷ୍ଟ୍ରମନ୍ତ୍ରୀ, ଗୁଜରାଟ ମୁଖ୍ୟମନ୍ତ୍ରୀ ଓ…
ଦ୍ୱିତୀୟ ଦିନରେ ୧୦୨% ଟିକାକରଣ
-୩୭୫ କେନ୍ଦ୍ରରେ ୩୨,୫୨୬ଜଣ ନେଲେ ଟିକା
-୧୭ ଜିଲ୍ଲାରେ ଶତପ୍ରତିଶତ ଟିକାଦାନ
-ଆଜି ଆସିବ ଦ୍ୱିତୀୟ ପର୍ଯ୍ୟାୟ କୋଭିସିଲ୍ଡ ଟିକା
ଭୁବନେଶ୍ୱର: ସମଗ୍ର ଦେଶରେ କରୋନା ଟିକାକରଣ କାର୍ଯ୍ୟ ଜୋରସୋରରେ ଆଗେଇ ଚାଲିଛି । ସୋମବାର ଦେଶରେ ୧ଲକ୍ଷ ୪୮ହଜାର ୨୬୬ଜଣ ସ୍ୱାସ୍ଥ୍ୟକର୍ମୀଙ୍କୁ ଟିକା ଦିଆଯାଇଛି…
ସପ୍ତାହିକ ହାଟରେ ଜୁଆଖେଳ ୨ ଗିରଫ
ମାଲକାନଗିରି: ମାଲକାନଗିରି ଜିଲ୍ଲା ପଡିଆସ୍ଥିତ ସାପ୍ତାହିକ ହାଟରେ ଖୋଲାଖୋଲି ଭାବେ ଖୁଡୁଖୁଡି ଖେଳ ଚାଲିଥିବା ନେଇ ସମାଜିକ ଗଣମାଧ୍ୟମରେ ବିଭିନ୍ନ ଫଟୋଚିତ୍ର ଭାଇରାଲ୍ ହୋଇଥିବା ଦେଖିବାକୁ ମିଳିଥିଲା । ଏହି ଫୋଟୋ ଆଧାରରେ ପୋଲିସ ପକ୍ଷ ରୁ ଚଢାଉ କରାଯାଇ ଦୁଇଜଣଙ୍କୁ ଗିରଫ କରାଯାଇଥିବା…
ଷ୍ଟାର୍ଟଅପ ଉଦ୍ୟୋଗୀଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ବାର୍ତାଳାପ; ଷ୍ଟାର୍ଟଅପ ଇଣ୍ଡିଆ ଇଣ୍ଟରନ୍ୟାସନାଲ ସମ୍ମିଟ…
୧୦୦୦ କୋଟି ଟଙ୍କାର ଷ୍ଟାର୍ଟଅପ ଇଣ୍ଡିଆ ସିଡ ଫଣ୍ଡ ଘୋଷଣା କଲେ ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଷ୍ଟାର୍ଟଅପ ଉଦ୍ୟୋଗୀଙ୍କ ସହ ମତବିନିମୟ କରିବା ସହ ଷ୍ଟାର୍ଟଅପ ଇଣ୍ଡିଆ ଇଣ୍ଟରନ୍ୟାସନାଲ ସମ୍ମିଟ ‘ପ୍ରାରମ୍ଭ’ରେ ଶନିବାର ଉଦ ବୋଧନ ଦେଇଛନ୍ତି । ଏହି…
ଭାରତ-ଅଷ୍ଟ୍ରେଲିଆ ୪ର୍ଥ ଟେଷ୍ଟ୍ : ଚତୁର୍ଥ ଦିନ ଖେଳ ଶେଷସୁଦ୍ଧା ଭାରତ ୪/୦, ଇତିହାସ ରଚିବାକୁ ଦରକାର ଆଉ ୩୨୪ ରନ୍
ବ୍ରିସବେନ୍: ବର୍ଷା ବାଧାପ୍ରାପ୍ତ ବ୍ରିସବେନ୍ ଟେଷ୍ଟର ଚତୁର୍ଥ ଦିନରେ ଭାରତ ବିନା କୌଣସି ଓ୍ୱିକେଟ୍ ହରାଇ ୪ ରନ୍ କରିଛି । କ୍ରିଜରେ ରୋହିତ ଶର୍ମା ଓ ଶୁଭମନ ଗିଲ୍ ବ୍ୟାଟିଂ କରୁଛନ୍ତି । ଦଳକୁ ବିଜୟୀ ହେବାକୁ ହେଲେ ଶେଷ ଦିନରେ ଆଉ ୩୨୪ ରନ୍ ଦରକାର । ଅଷ୍ଟ୍ରେଲିଆର ବ୍ରିସ୍ବେନ୍ର…
ବିଶିଷ୍ଟ ଶ୍ରମିକ ନେତା ଲଳିତ ନାୟକଙ୍କ ପରଲୋକ
ଭୁବନେଶ୍ୱର: ବିଶିଷ୍ଟ ସମାଜସେବୀ ତଥା ଶ୍ରମିକ ନେତା ଲଳିତ ନାୟକଙ୍କ ପରଲୋକ ହୋଇଛି । ଭୁବନେଶ୍ୱର ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ସେ ପରଲୋକ ଗମନ କରିଛନ୍ତି । ମିଳିଥିବା ସୂଚନା ଅନୁସାରେ ସେ ଅନେକ ଦିନ ଧରି ଏମ୍ସରେ ଚିକିତ୍ସିତ ହେଉଥିଲେ । ଲଳିତଙ୍କ ପରଲୋକ ନେଇ ପରିବାର ସୂତ୍ରରୁ…
ଅଯୋଧ୍ୟାରେ ଶ୍ରୀରାମ ଚନ୍ଦ୍ରଙ୍କ ଭବ୍ୟ ମନ୍ଦିର ନିର୍ମାଣ ପାଇଁ ପଟ୍ଟାମୁଣ୍ଡାଇରେ ନିଧି ସଂଗ୍ରହ ଅଭିଯାନ
ପଟ୍ଟାମୁଣ୍ଡାଇ: ଅଯୋଧ୍ୟାର ଶ୍ରୀରାମ ଜନ୍ମଭୂମିରେ ଏକ ଭବ୍ୟ ବିଶ୍ୱ ସ୍ତରୀୟ ମନ୍ଦିର ନିର୍ମାଣ ପାଇଁ ଶ୍ରୀରାମ ଜନ୍ମଭୂମି ମନ୍ଦିର ନିଧି ସମର୍ପଣ ସମିତି, ଓଡିଶା ତରଫରୁ ଅଭିଯାନ ଦ୍ରୁତ ଗତିରେ ଆଗେଇ ଚାଲିଛି । ଏହି ପରିପ୍ରେକ୍ଷୀରେ କେନ୍ଦ୍ରାପଡା ଜିଲ୍ଲାର ପଟ୍ଟାମୁଣ୍ଡାଇ ନଗରର ରାମ ଭକ୍ତମାନେ…