Browsing Category

ରାଜ୍ୟ

ଗଞ୍ଜାମ ଜିଲ୍ଲାରେ କୋଭିଡ଼୍ ଟୀକାକରଣ ଆରମ୍ଭ

ଗଞ୍ଜାମ: କଭୋଡ଼୍ କୁ ପ୍ରତିରୋଧ କରିବା ପାଇଁ ଆଜି ଭାରତରେ କରୋନା ବିଜୟ ଦିବସ ପାଳନ ହେଉଥିବା ବେଳେ ପ୍ରଧାନମନ୍ତ୍ରୀ ଏହାକୁ ଉଦଘାଟନ କରିଥିବା ବେଳେ ଗଞ୍ଜାମ ଜିଲ୍ଲାରେ ମଧ୍ୟ ବ୍ରହ୍ମପୁର ସ୍ଥିତ ସିଟି ହସ୍ପିଟାଲରେ ଏହି ଟୀକାକରଣ କାର୍ଯ୍ୟର ଶୁଭାରମ୍ଭ କରାଯାଇଛି । ଏହାକୁ ଜିଲ୍ଲାପାଳ…

ପାଇଖାନା ନିର୍ମାଣରେ ଦୁର୍ନୀତି ଅଭିଯୋଗ: ଝରିଗାଁ ବିଡ଼ିଓ ଓ କନିଷ୍ଠ ଯନ୍ତ୍ରୀ ନିଲମ୍ବିତ

ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲା ଝରିଗାଁ ବିଡ଼ିଓ ଦେବେନ୍ଦ୍ର ବାହାଦୂର ସିଂ ଧାରୁଆ ଓ ଝରିଗାଁ ବ୍ଲକ୍ କନିଷ୍ଠ ଯନ୍ତ୍ରୀ (ଜେଇ) ସୁନିଲ ସାମଲଙ୍କୁ ନିଲମ୍ବନ କରାଯାଇଛି । ପଚାଂୟତିରାଜ ଓ ପାନୀୟ ଜଳ ବିଭାଗ ପକ୍ଷରୁ ଉଭୟଙ୍କୁ ନିଲମ୍ବନ କରାଯାଇଛି । ସ୍ୱଚ୍ଛ ଭାରତ ମିଶନରେ ପାଇଖାନା ନିର୍ମାଣରେ…

କରୋନା ଟୀକାକରଣ ଅଭିଯାନ ଆରମ୍ଭ ହୋଇଛି, ସେରମ୍ ସିଇଓ ଆଦର୍ଶ ପୁନାୱାଲା ଲଗାଇଲେ ଟିକା

ନୂଆଦିଲ୍ଲୀ: ଭାରତରେ ବିଶ୍ୱର ସର୍ବବୃହତ ଟୀକାକରଣ ଅଭିଯାନ ଆରମ୍ଭ ହୋଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହାକୁ ଶୁଭାରମ୍ଭ କରିଛନ୍ତି। ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆର ସିଇଓ ଆଦର ପୁନାୱାଲା କୋଭିଶିଲ୍ଡ ଟିକା ପ୍ରବର୍ତ୍ତନ କରିଥିଲେ। ସେ ଏହାର ଭିଡିଓ ଟ୍ୱିଟରରେ ସେୟାର କରିଛନ୍ତି ।…

ପଥର ବୋଝେଇ ଟ୍ରକ୍ ଓଲଟିଲା : ଜଣେ ମୃତ, ୧ ଗୁରୁତର

ଗଞ୍ଜାମ: ଗଞ୍ଜାମ ଜିଲ୍ଲା ପୋଲସରା ଥାନା ଅନ୍ତର୍ଗତ କଣଛାଇ ଗ୍ରାମରେ ଆଜି ସକାଳେ ଏକ ପଥର ବୋଝେଇ ଟ୍ରକ୍ ଓଲଟି ପଡିବା ଫଳରେ ଜଣକର ମୃତ୍ୟୁ ଘଟିବା ସହ ଦୁର୍ଘଟଣାରେ ଅନ୍ୟ ଜଣେ ଗୁରୁତର ଭାବେ ଆହତ ହୋଇଛନ୍ତି । ଗୁରୁତରଙ୍କୁ ପୋଲସରା ମେଡିକାଲରେ ପ୍ରାଥମିକ ଚିକିତ୍ସା ପରେ ଅଧିକ ଚିକିତ୍ସା…

ପାଇଖାନା ନିର୍ମାଣରେ କୋଟି କୋଟି ଟଙ୍କା ଦୁର୍ନୀତି ଅଭିଯୋଗ : ଚିତ୍ରକୋଣ୍ଡା ବିଡ଼ିଓ ନିଲମ୍ବିତ

ମାଲକାନଗିରି: ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକ୍ ଅନ୍ତର୍ଗତ ସ୍ୱାଭିମାନ ଅଂଚଳରେ ସ୍ୱଚ୍ଛ ଭାରତ ମିଶନରେ ପାଇଖାନା ନିର୍ମାଣରେ କୋଟି କୋଟି ଟଙ୍କା ଦୁର୍ନୀତି ଅଭିଯୋଗରେ ଚିତ୍ରକୋଣ୍ଡା ବିଡ଼ିଓ ଲରିମାନ ଖର୍ସେଲଙ୍କୁ ଆଜି କାର୍ଯ୍ୟରୁ ନିଲମ୍ବନ କରାଯାଇଛି । ରାଜ୍ୟ ସରକାରଙ୍କ ପକ୍ଷରୁ…

ବଣ୍ଡା ଘାଟିରେ ସ୍ଥାପନ ହେଲା ବିଏସଏଫ କ୍ୟାମ୍ପ

ମାଲକାନଗିରି: ମାଓ ମୁକାବିଲାରେ ଆଉ ଏକ ସଫଳତା। ମାଲକାନଗିରି ବଣ୍ଡା ଘାଟିରେ ସ୍ଥାପନ ହେଲା ବିଏସଏଫ କ୍ୟାମ୍ପ । ଦଶନ୍ଧୀ ଦଶନ୍ଧୀ ଧରି ବଣ୍ଡା ଘାଟିକୁ କବଜାରେ ରଖିଥିବା ଲାଲବାହିନୀକୁ ଲାଗିଛି ଶକ୍ତ ଝଟକା। ଅଣ୍ଡ୍ରାହାଲ ଠାରେ ବିଏସଏଫ ପକ୍ଷରୁ ନୂଆ କ୍ୟାମ୍ଫ ସ୍ଥାପନ କରାଯାଇଛି । ଯାହାଦ୍ୱାରା…

କର୍ଣ୍ଣାଟକର ଧରୱାଡ ଜିଲ୍ଲା ସଡକ ଦୁର୍ଘଟଣାରେ ମୃତାହତଙ୍କ ଲାଗି ପ୍ରଧାନମନ୍ତ୍ରୀଙ୍କ ଶୋକ

ନୂଆଦିଲ୍ଲୀ: କର୍ଣ୍ଣାଟକର ଧରୱାଡ ଜିଲ୍ଲାର ଏକ ସଡକ ଦୁର୍ଘଟଣାରେ ମୃତାହତ ହୋଇଥିବା ବ୍ୟକ୍ତିଙ୍କ ଲାଗି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶୋକ ବ୍ୟକ୍ତ କରିଛନ୍ତି । ଏକ ଟ୍ଵିଟରେ ପ୍ରଧାନମନ୍ତ୍ରୀ କହିଛନ୍ତି, “କର୍ଣ୍ଣାଟକର ଧରୱାଡ ଜିଲ୍ଲାରେ ଘଟିଥିବା ଦୁର୍ଘଟଣାରେ ମୃତାହତଙ୍କ ପାଇଁ…

କଶ୍ମୀରରେ ଆତଙ୍କବାଦୀ ଶିବିର ଠାବ ହେଲା

ଶ୍ରୀନଗର: ସୁରକ୍ଷାବାହିନୀର ଯବାନମାନେ ଜମ୍ମୁ କଶ୍ମୀରର କୁପଓ୍ଵାଡା ଜିଲ୍ଲାରେ ଏକ ଆତଙ୍କବାଦୀ ଶିବିର ଠାବ କରିଛନ୍ତି। ଶିବିରରୁ ଯବାନମାନଙ୍କୁ ବିପୁଳ ପରିମାଣରେ ଅସ୍ତ୍ରଶସ୍ତ୍ର ମିଳିଛି। ଏହା ପରେ ସୁରକ୍ଷାବାହିନୀର ଯବାନମାନେ ସର୍ଚ୍ଚ ଅପରେଶନ ଜାରି ରଖିଛନ୍ତି। ଚଳିତ ବର୍ଷ ଏହା ପ୍ରଥମ ଥର…

ବେଦାନ୍ତକୁ ଜାତୀୟ ଶକ୍ତି ସଂରକ୍ଷଣ ପୁରସ୍କାର

ଭୁବନେଶ୍ୱର : ଆଲୁମିନିୟମ ଓ ମୂଲ୍ୟଯୁକ୍ତ ଉତ୍ପାଦ ଭାବରେ ଭାରତର ବୃହତମ ଉତ୍ପାଦନକାରୀ ବେଦାନ୍ତ ଆଲୁମିନିୟମ ଲିମିଟେଡ ଶକ୍ତି ସଂରକ୍ଷଣ କ୍ଷେତ୍ରରେ ଉପଯୁକ୍ତ ପ୍ରୟାସ, ଉନ୍ନତ ପ୍ରଯୁକ୍ତି ବିଦ୍ୟା ପ୍ରୟୋଗ ଓ ଅଭିନବ ସମାଧାନ ପନ୍ଥା ପାଇଁ ସମ୍ମାନଜନକ ଜାତୀୟ ଶକ୍ତି ସଂରକ୍ଷଣ ପୁରସ୍କାର ୨୦୨୦…

ଷ୍ଟାର୍ଟ ଅପ୍ ପଲିସିରେ ଓଡ଼ିଶା ଦେଶର ଶ୍ରେଷ୍ଠ

-ଆବଶ୍ୟକତାକୁ ଆଖି ଆଗରେ ରଖି କାମ କଲେ ବ୍ରାଣ୍ଡ ସୃଷ୍ଟି ହୋଇ ପାରିବ -ବ୍ୟବସାୟର ଉନ୍ନତି ପାଇଁ ସରକାର ନିରନ୍ତର କାମ କରୁଛନ୍ତି ଭୁବନେଶ୍ୱର: ଲୋକ ମାନଙ୍କର ଆବଶ୍ୟକତାକୁ ଆଖି ଆଗରେ ରଖି କାମ କଲେ ବ୍ରାଣ୍ଡ ସୃଷ୍ଟି ହୋଇ ପାରିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି । ଏକ…