Browsing Category

ରାଜ୍ୟ

ଭାରତ ପାଇଁ ଗର୍ଭ ଓ ଖୁସିର ଦିନ: ୧ଲକ୍ଷ ୯୧ହଜାର ଲୋକ ନେଲେ ଟିକା

ନୂଆଦିଲ୍ଲୀ: ଭାରତ ଆଜି ଭ୍ୟାକ୍ସିନ୍ ନେଇଛି । ପ୍ରଥମ ଦିନରେ ଦେଶର ୩ ହଜାର ୩୫୧ଟି ଟିକାକରଣ କେନ୍ଦ୍ରରେ ୧ ଲକ୍ଷ ୯୧ ହଜାର ୧୮୧ଜଣ ଭାରତୀୟ ନେଇଛନ୍ତି କୋଭିଡ୍ ଟିକା । ବଡ଼ କଥା ହେଉଛି ସାମୂହିକ ଟିକାକରଣ ପରେ କାହାରିକୁ ବି ମେଡିକାଲରେ ଭର୍ତ୍ତି କରାଯାଇ ନାହିଁ । ଯାହାକି ଆଶ୍ୱସ୍ତିର ବିଷୟ ।…

ନମ୍ବର ୱାନ୍ ମୁଖ୍ୟମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା

ଭୁବନେଶ୍ୱର: ବର୍ଷ ଆରମ୍ଭରୁ ଚମକିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଓଡ଼ିଶାର ମୁଖ୍ୟମନ୍ତ୍ରୀ ପାଇଲେ ନମ୍ବର ୱାନ୍ ସାର୍ଟିଫିକେଟ୍ । ଏବିପି-ସି ଭୋଟର ସର୍ଭେ ରିପୋର୍ଟରୁ ଦେଶରେ ନମ୍ବର ୱାନ ମୁଖ୍ୟମନ୍ତ୍ରୀ ସାବ୍ୟସ୍ତ ହୋଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏବିପି-ସି ଭୋଟରର ଏହି…

ଡ଼କାୟତ-ପୋଲିସ ମୁହାଁମୁହିଁ : ଗ୍ରାମବାସୀଙ୍କ ସହାୟତାରେ ତିନି ଡ଼କାୟତଙ୍କୁ ଧରିଲା ପୋଲିସ

ବଲାଙ୍ଗିର: ଡ଼କାୟତଙ୍କ ସହିତ ପୋଲିସର ମୁହାଁମୁହିଁ ହୋଇଛି । ତେବେ ଗ୍ରାମବାସୀଙ୍କ ସହାୟତାରେ ୩ ଡ଼କାୟତଙ୍କୁ କାବୁ କରିଛି ପୋଲିସ । ବଲାଙ୍ଗିର ଜିଲ୍ଲା ଲୋଇସିଂହା ଥାନା ଅନ୍ତର୍ଗତ କୁଟାସିଂହା ଗାଁ ଜଙ୍ଗଲରୁ ଧରାପଡିଛନ୍ତି ଏହି ୩ ଡ଼କାୟତ । ଗିରଫ ୩ ଡ଼କାୟତଙ୍କ ମଧ୍ୟରୁ ଜଣେ ଛତିଶଗଡ଼ର ହୋଇଥିବା…

ଟିକା ପ୍ରସ୍ତୁତ କରି ବିଶ୍ୱ ସାମ୍ନାରେ ନିଜର ସାମର୍ଥ୍ୟ ଏବଂ ଶକ୍ତିର ପରିଚୟ ଦେଇଛନ୍ତି ପ୍ରଧାନମନ୍ତ୍ରୀ –…

ନୂଆଦିଲ୍ଲୀ/ଭୁବନେଶ୍ୱର: କରୋନା ମହାମାରୀର ସଙ୍କଟକୁ ସୁଯୋଗରେ ପରିଣତ କରିବା ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଭାରତ ସ୍ୱଦେଶୀ ଟିକା ପ୍ରସ୍ତୁତ କରି ସମଗ୍ର ବିଶ୍ୱ ସାମ୍ନାରେ ନିଜର ସାମର୍ଥ୍ୟ ଏବଂ ଅପାର ଶକ୍ତିର ପରିଚୟ ଦେଇଛି ତଥା ଆତ୍ମନିର୍ଭର ଭାରତର ସବୁଠୁ ବଡ଼ ଅଧ୍ୟାୟ…

ରାଜ୍ୟରେ ୧୬୧ଟି କେନ୍ଦ୍ରରେ କୋଭିଡ୍ ଟିକାକରଣ: ଟାର୍ଗେଟର ୮୧ ପ୍ରତିଶତ ହେଲା ଟୀକାକରଣ, ମୋଟ୍ ୧୩ ହଜାର ୨୯୨ ଜଣ…

ଭୁବନେଶ୍ୱର: ରାଜ୍ୟରେ ଆଜିଠୁ ଆରମ୍ଭ ହୋଇଛି କୋଭିଡ୍ ଟିକାକରଣ । ଭୁବନେଶ୍ୱରରୁ ବରଗଡ଼, କଟକରୁ କଳାହାଣ୍ଡି ସବୁଠି ଉତ୍ସାହର କୋଭିଡ୍ ଭ୍ୟାକ୍ସିନ୍ ନେଇଛନ୍ତି ସ୍ୱାସ୍ଥ୍ୟକର୍ମୀ ଓ ଆଗଧାଡ଼ିର ଯୋଦ୍ଧା । ରାଜ୍ୟର ୧୬୧ଟି କେନ୍ଦ୍ରରେ ଟିକାକରଣ ଲାଗି ବ୍ୟବସ୍ଥା ହୋଇଥିଲା । ପ୍ରଥମ ଦିନରେ ଓଡ଼ିଶାରେ…

ଆସନ୍ତାକାଲି ଭିତରକନିକା ଅଞ୍ଚଳରେ ୯ଟି ଗ୍ରୁପ୍‌ କରିବେ ଡଲଫିନ୍‌ ଗଣନା

ପଟ୍ଟାମୁଣ୍ଡାଇ: ବିଶ୍ୱପ୍ରସିଦ୍ଧ ଭିତରକନିକା ଅଞ୍ଚଳରେ ଡଲ୍‌ଫିନ୍‌ ଗଣନା କରାଯିବ । ଧାମରା ମୁହାଣଠାରୁ ଦେବୀ ମୁହାଣ ଯାଏ ସମୁଦ୍ର ଓ ଭିତରକନିକା ମଧ୍ୟରେ ଥିବା କ୍ରିକ୍‌ ଓ ନଦୀରେ ଆସନ୍ତାକାଲି ଗଣନା କରାଯିବ ବୋଲି ରାଜନଗର ବନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ପୂର୍ବରୁ କେବଳ ଚିଲିକାରେ…

ଟାଟା ପାୱାର ପକ୍ଷରୁ ଗାଁଓ ଚଲୋ ଅଭିଯାନ

ପିପିଲି: ଟାଟା ପାୱାର ବିଦ୍ୟୁତ ବତରକ ସଂସ୍ଥା ପକ୍ଷରୁ ପିପିଲିରେ ଗାଁଓ ଚଲୋ ଅଭିଯାନ ଆରମ୍ଭ ହୋଇଛି । ପିପିଲି ବ୍ଲକ୍ ଅନ୍ତର୍ଗତ ଗୋବିନ୍ଦପୁର ଆଦର୍ଶ ଉଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଆଜି ଟାଟା ପାୱାର୍ କେନ୍ଦ୍ରିୟ ଓଡିଶା ବିତରକ ଲିମିଟେଡ୍ ଉତରା ସେକ୍ସନ୍ ପକ୍ଷରୁ ଗାଁଓ ଚଲୋ ଅଭିଯାନର ଏକ…

ବିରଞ୍ଚିପୁରରେ ” ମୋ ଗାଁ ରେ ତହସିଲ “

ବୁଗୁଡା: ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ ବୁଗୁଡା ତହସିଲ କାର୍ଯ୍ୟାଳୟ ପକ୍ଷରୁ ଜାନୁୟାରୀ ୧୫ ତାରିଖ ଦିନ ବିରଞ୍ଚିପୁର ର ଭାରତ ନିର୍ମାଣ ରାଜୀବ ଗାନ୍ଧୀ ସେବା କେନ୍ଦ୍ର ପରିସରରେ " ମୋ ଗାଁ ରେ ତହସିଲ " କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟ ସରକାରଙ୍କ ଏହି କାର୍ଯ୍ୟକ୍ରମ କାର୍ଯ୍ୟକାରୀ…

ଚୋରା ଗଞ୍ଜେଇ କାରବାରର ଭୂସ୍ୱର୍ଗ ପାଲଟିଛି ଗଜପତି: ପୁଣି୧୨ କୋଟିରୁ ଉଦ୍ଧ୍ୱର୍ ଟଙ୍କାର ଗଞ୍ଜେଇ ଗଛକୁ ପୋଡି ନଷ୍ଟ…

ପାରଳାଖେମୁଣ୍ଡି: ଗଜପତି ଜିଲ୍ଲା ଗଞ୍ଜେଇ ଚୋରା କାରବାରର ଭୂସ୍ୱର୍ଗ ପାଲଟିଛି । ପୁଣି ବେଆଇନ ଭାବେ ଚାଷ କରାଯାଇଥିବା ୧୨ କୋଟିରୁ ଉଦ୍ଧ୍ୱର୍ ଟଙ୍କାର ଚୋରା ଗଞ୍ଜେଇ ଗଛକୁ ପୋଡି ଦିଆଯାଇଛି । ଘଟଣାରୁ ପ୍ରକାଶ,ଗଜପତି ଜିଲ୍ଲାପାଳ ଅନୁପମ ସାହା ଓ ଏସପି ତପନ କୁମାର ପଟ୍ଟନାୟକଙ୍କ ନିର୍ଦ୍ଦେଶ…

କରୋନାରେ ଦେଶରେ ଗତ ୨୪ ଘଂଟାରେ ୧୫,୧୫୮ ନୂଆ ମାମଲା

ନୂଆଦିଲ୍ଲୀ, ୧୬ ଜାନୁଆରୀ (ହି.ସ.) - ଦେଶରେ ଗତ ୨୪ଘଂଟା ମଧ୍ୟରେ ୧୫,୧୫୮ ଟି ନୂଆ କରୋନା ମାମଲା ସାମନାକୁ ଆସିଛି । ଏହି ସମୟ ମଧ୍ୟରେ ମୋଟ ୧୭୫ ଜଣ କରୋନା ରୋଗୀ ପ୍ରାଣ ହରାଇଛନ୍ତି । ଏହା ସହିତ ଦେଶରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧,୦୫,୪୨,୮୪୧ ପହଂଚିଛି । ଆଜି ସକାଳେ କେନ୍ଦ୍ର…