Browsing Category

ରାଜ୍ୟ

ବିଧବା ଭତ୍ତା ସାଝିଛି ସାତ ସପନ

ଲକ୍ଷ୍ମୀପୁର: କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବ୍ଲକ କୁସୁମ ଗୁଡା ଗ୍ରାମ ପଞ୍ଚାୟତ ବିରା ଗୁଡା ଗ୍ରାମର ଚାରି ଜଣ ଭତ୍ତାରୁ ବଞ୍ଚିତ ହୋଇଛନ୍ତି । ବନମାଳୀ ଯାନୀଙ୍କ 60 ବର୍ଷ ବିତିଯାଇଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ଭତ୍ତା ମୁଳୁନ ଥିବାର କହିଛନ୍ତି । ଅନେକ ଥର ବ୍ଲକ ଅଫିସ ଧାଇଁ ଧାଇଁ ଶେଷରେ ନିରାଶ…

ଆଜି ଦେଶବ୍ୟାପୀ ଟୀକାକରଣ ପୂର୍ବରୁ କରୋନା ଟିକାର ଫାଇନାଲ ଡ୍ରାଏ ରନ୍, ରାଜଧାନୀର ସମ୍ ହସ୍ପିଟାଲ ସମେତ ୨ ଟି ସ୍ଥାନରେ…

ନୂଆଦିଲ୍ଲୀ: ଟିକା ଦିଆଯିବା ବେଳେ ରହିବନି କୌଣସି ତ୍ରୁଟି । ସଠିକ୍ ଉପାୟରେ ମିଳିବ କରୋନା ଟିକା । ସେଥିପାଇଁ ଆଜି ସାରା ଦେଶରେ ପୁଣି ଥରେ ହୋଇଛି କରୋନା ଟିକାର ଫାଇନାଲ ଡ୍ରାଏ ରନ୍‌ । ଟିକାକରଣ ପୂର୍ବରୁ ପୂର୍ବାଭ୍ୟାସ । ଦେଶର ୭୩୬ ଜିଲ୍ଲା ଏବଂ କେନ୍ଦ୍ରଶାସିତ ଅଞ୍ଚଳରେ ଦ୍ୱିତୀୟ…

ଆଜିଠୁ ରାଜ୍ୟରେ ଖୋଲିଲା ସ୍କୁଲ୍, ସରକାରୀ ସ୍କୁଲ ପିଲାଙ୍କ ସଂରକ୍ଷଣ ପ୍ରସଙ୍ଗ ପାଇଁ ଗଠନ ହେଲା ଉଚ୍ଚକ୍ଷମତା ସମ୍ପନ୍ନ…

ଭୁବନେଶ୍ୱର: ଦୀର୍ଘ ୯ମାସର ଛୁଟି ପରେ ଆଜିଠୁ ଖୋଲିଛି ସ୍କୁଲ୍ । ଅନ୍ଲାଇନ୍ ଛାଡି ଅଫ୍ଲାଇନ୍ରେ ପାଠ ପଢ଼ିବେ ଛାତ୍ରଛାତ୍ରୀ । ସରକାର ଜାରି କରିଥିବା ଏସ୍ଓପି ଅନୁସାରେ ସ୍କୁଲକୁ ପ୍ରସ୍ତୁତ କରାଯାଇଛି । ଛାତ୍ରଛାତ୍ରୀଙ୍କ ସ୍ୱାସ୍ଥ୍ୟ ରକ୍ଷା ପାଇଁ ସ୍କୁଲ ପରିସର ସାନିଟାଇଜ୍ଠାରୁ ଆରମ୍ଭ କରି…

କଟକ: ପୁଲିସ ଏଏସ୍‌ଆଇଙ୍କ ପୁଅ ଲୁଟେରା ଧରାପଡିଥିବା ବେଳେ, ଗ୍ୟାଙ୍ଗଲିଡର୍‌ ଯୁବତୀ ସମେତ ୪ ଗିରଫ

କଟକ: ବେତାର ବିଭାଗରେ କାର୍ଯ୍ୟରତ ପୁଲିସ ଏଏସଆଇଙ୍କ ପୁଅ କୁଖ୍ୟାତ ଲୁଟେରା। ବିଡାନାସୀ ଲୋୟର ପୁଲିସ କଲୋନିରେ ରହୁଥିବା ୨୯ ବର୍ଷିୟ ପ୍ରିୟ ରଞ୍ଜନ ପାତ୍ର ଏକ ଲୁଟ୍‌ ମାମଲାରେ ଲାଲବାଗ ଥାନା ପୁଲିସ ହାତରେ ଧରା ପଡିଛି। ପ୍ରିୟ ଏକ ୪ ଜଣିଆ ଗ୍ୟାଙ୍ଗରେ କାମ କରୁଥିବା ବେଳେ ଗିରଫ ଅନ୍ୟ ୩ ଜଣ…

କୋରାପୁଟ ଜିଲ୍ଲା ମାଓ ପ୍ରବଣ ଅଞ୍ଚଳରୁ ୧୦୦ ଏକର ଜମିରେ ହୋଇଥିବା ଗଞ୍ଜେଇ ଚାଷକୁ ନଷ୍ଟ କଲେ ପୋଲିସ ଓ ଅବକାରୀ ବିଭାଗ

କୋରାପୁଟ : କୋରାପୁଟ ଜିଲ୍ଲା ପାଡୁଆ ଅଞ୍ଚଳର ଅତଣ୍ଡା ଓ ବାନୁର ଗ୍ରାମ ଜଙ୍ଗଲରେ ବିପୁଳ ପରିମାଣର କରାଯାଇଥିବା ଗଞ୍ଜେଇ ଚାଷକୁ ନଷ୍ଠ କରିଛି ପୋଲିସ ଓ ଅବକାରୀ ବିଭାଗ। ପାଡୁଆ, ନନ୍ଦପୁର, କୋରାପୁଟ ପୋଲିସ ଏବଂ ଅବକାରୀ ବିଭାଗ ସ୍ଥାନୀୟ ମାଜିଷ୍ଟେଟ ଙ୍କ ଉପସ୍ଥିତିରେ ପ୍ରାୟ ୬୦ ଏକର ଜମିରେ…

ପୋଲିସ ପରିଚୟ ଦେଇ ଦୁଇ ଗିରଫ

ମାଲକାନଗିରି: ମାଲକାନଗିରି ଆଦର୍ଶ ଥାନା ପୁଲିସ ଆଜି କ୍ରାଇମ୍ ଇନଟେଲିଜେନ୍ସ ବିଭାଗର ପୁଲିସ ଅଧିକାରୀ ଭାବେ ପରିଚୟ ଦେଇ ଅର୍ଥ ଆଦାୟ କରୁଥିବା ଦୁଇଜଣ ସାମ୍ବାଦିକଙ୍କୁ ଗିରଫ କରିିଥିବାବେଳେ ଅନ୍ୟଜଣେ ଫେରାର ଥିବା ଜଣାପଡ଼ିଛି । ସୂଚନା ଅନୁସାରେ, କାଲିମେଳାର ସାମ୍ବାଦିକ ପ୍ରିୟରଞ୍ଜନ ପଣ୍ଡା,…

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ କେନ୍ଦ୍ର କୋଇଲା ମନ୍ତ୍ରୀ

୩ ଖଣି ରିଜର୍ଭ ଦାବିକୁ ମଞ୍ଜୁରି ଭୁବନେଶ୍ୱର: ନାଲକୋର ୪୧ତମ ପ୍ରତିଷ୍ଠା ଦିବସରେ ଯୋଗଦେବାକୁ ଓଡ଼ିଶା ଆସିଥିବା କେନ୍ଦ୍ର କୋଇଲା ଓ ଖଣି ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ ଗୁରୁବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରିଛନ୍ତି । ଏହି ସାକ୍ଷାତ ସମୟରେ ଉଭୟ ରାଜ୍ୟର ଖଣି ନିଲାମକୁ ନେଇ…

ଦଲାଲଙ୍କ ଗୋଦାମରୁ ୧୧୯ ପ୍ୟାକେଟ ଧାନ ଜବତ

ମାଲକାନଗିରି: ମାଲକାନଗିରି ସଦର ବ୍ଲକ ଅନ୍ତର୍ଗତ ଏମଭି-୧୧ ଧାନ ମଣ୍ଡିରେ ଅବ୍ୟବସ୍ଥା ଏବଂ ମଣ୍ଡିରେ ହେଉଥିବା ଦଲାଲଗିରିକୁ ନେଇ ସ୍ଥାନୀୟ ଚାଷୀଙ୍କ ପକ୍ଷରୁ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରାଯାଇଥିଲା । ଜିଲ୍ଲା ଯୋଗାଣ ବିଭାଗ ଅଧିକାରୀ ଅଜୟ କୁମାର ରଥଙ୍କ ନେତୃତ୍ବରେ ଏକ ଟିମ୍ ମଣ୍ଡିକୁ…

ଦେଶର ଦୁର୍ଗମ ସ୍ଥାନରେ କରୋନା ଟିକା ପହଂଚାଇବା ପାଇଁ ସରକାର ବାୟୁସେନାର ବିମାନ ବ୍ୟବହାର କରିବେ

ନୂଆଦିଲ୍ଲୀ : ଭାରତ ସରକାର ସାରା ଦେଶରେ ଟିକାକରଣ ପାଇଁ ପ୍ରସ୍ତୁତି ଜାରି ରଖିଛନ୍ତି । ସେଥିପାଇଁ ସାରା ଦେଶରେ ଡ୍ରାଏରନ ବି ଚାଲିଛି । ଆସନ୍ତା ୧୩ ତାରିଖ ସୁଦ୍ଧା ଦେଶରେ ଟିକାକରଣ ଆରମ୍ଭ ହେବାର ଯୋଜନା ରହିଛି । ଏହା ପୂର୍ବରୁ ଟିକାଗୁଡ଼ିକୁ ଦେଶର କୋଣଅନୁକୋଣରେ ପହଞ୍ଚାଇବା ଲାଗି ସରକାର ଏକ…

ବୈପାରୀଗୁଡା ଅଗ୍ନିଶମ ପକ୍ଷରୁ ମକ୍ ଡ୍ରିଲ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ

ବୈପାରୀଗୁଡା: ପ୍ରାକୃତିକ ବିପର୍ଯ୍ୟୟ ସମୟରେ କିପରି ମୁକାବିଲା କରାଯାଇ ପାରିବ ସେ ନେଇ ଆଜି ସ୍ଥାନୀୟ ଅଗ୍ନିଶମ ବିଭାଗ ପକ୍ଷରୁ ଦିନିକିଆ ମକ୍ ଡ୍ରିଲ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଜୟପୁର ଏଡିଡବ୍ଲୁଓ ପ୍ରଫୁଲ୍ଲ କୁମାର ଭୁଜବଳ ବୈପାରୀଗୁଡା ଡବ୍ଲୁଓ ଓ କୁନ୍ଦୁରା…