Browsing Category

ରାଜ୍ୟ

ଦେଶରେ ହଠାତ୍ ଘଟୁଛି ପକ୍ଷୀମାନଙ୍କର ରହସ୍ୟମୟ ମୃତ୍ୟୁ, ଅନେକ ରାଜ୍ୟ ସରକାର ଚିନ୍ତିତ

ନୂଆଦିଲ୍ଲୀ: ଦେଶରେ ସ୍ଥାନାନ୍ତରିତ ପକ୍ଷୀମାନେ ମଧ୍ୟ ହଠାତ୍ ମରୁଛନ୍ତି, ଯାହା ସମସ୍ତଙ୍କୁ ଚକିତ କରିଛି । ସମ୍ପ୍ରତି ଅନେକ ରାଜ୍ୟରେ କାଉଙ୍କ ରହସ୍ୟମୟ ମୃତ୍ୟୁ ପ୍ରଶାସନର ଚିନ୍ତା ବଢ଼ାଇ ଦେଇଛି । ପକ୍ଷୀମାନଙ୍କ ମୃତ୍ୟୁ ପଛରେ ପକ୍ଷୀ ଫ୍ଲୁ ହେବାର ସମ୍ଭାବନା ଅଛି, କିନ୍ତୁ ସରକାରୀ ବିବୃତ୍ତି…

ଖୁବ୍‌ ଶୀଘ୍ର ବିଶ୍ୱର ବୃହତ୍ତମ ଟିକାକରଣ ଅଭିଯାନ ଆରମ୍ଭ କରିବ ଭାରତ: ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: ଅବିଳମ୍ବେ ଭାରତ ବିଶ୍ୱର ବୃହତ୍ତମ ଟିକାକରଣ ଅଭିଯାନ ଆରମ୍ଭ କରିବ ବୋଲି ସୋମବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି । ଭାରତର ୧୩୦ କୋଟି ଲୋକଙ୍କ ମଧ୍ୟରୁ ପ୍ରାଥମିକ ପାର୍ଯ୍ୟାୟରେ ପ୍ରାୟ ୩୦ କୋଟି ଲୋକଙ୍କୁ ଦିଆଯିବ ଟିକା । ଯାହାକି ବିଶ୍ୱର ସବୁଠୁ ବଡ ଟିକାକରଣ…

ଉତ୍ତରପ୍ରଦେଶରେ ଛାତିଥରା ଅଘଟଣ : ଶ୍ମଶାନ ଛାତ ଭୁଶୁଡ଼ି ୨୫ ମୃତ, ୩ ଗିରଫ

ଉତ୍ତରପ୍ରଦେଶ ଛାତ ଭୁଶୁଡ଼ିବା ଘଟଣାରେ ମୃତ୍ୟୁ ସଂଖ୍ୟା ୨୫କୁ ବୃଦ୍ଧି, ୩ ଗିରଫ - ୨୦ରୁ ଅଧିକ ଆହତ, ତଦନ୍ତ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ ଗାଜିଆବାଦ: ଉତ୍ତରପ୍ରଦେଶ ମୁରାଦନଗରରେ ଛାତ ଭୁଶୁଡ଼ିବା ଘଟଣାରେ ମୃତ୍ୟୁ ସଂଖ୍ୟା ୨୫କୁ ବଢିଛି । ଏହି ଘଟଣାରେ କାର୍ଯ୍ୟରେ ଅବହେଳା…

ଆଜି ଶପଥ ନେଲେ ଓଡ଼ିଶା ହାଇକୋର୍ଟର ନୂଆ ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ୍ ଏସ. ମୁରଲୀଧର

ଭୁବନେଶ୍ୱର: ଓଡ଼ିଶା ହାଇକୋର୍ଟର ନୂଆ ମୁଖ୍ୟ ବିଚାରପତି ଭାବେ ଡକ୍ଟର ଜଷ୍ଟିସ୍ ଏସ. ମୁରଲୀଧର ଜାନୁଆରି ୪ ତାରିଖ ସୋମବାର ଦିନ ଶପଥ ଗ୍ରହଣ କରିଛନ୍ତି। ରାଜଭବନରେ ଆୟୋଜିତ ସ୍ବତନ୍ତ୍ର ଉତ୍ସବରେ ରାଜ୍ୟପାଳ ପ୍ରଫେସର୍ ଗଣେଶୀ ଲାଲ୍ ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି । ସେ…

ବିଜେପି ନେତାଙ୍କ ହତ୍ୟା ପରେ ତନାଘନା ଆରମ୍ଭ

୧୨ଜଣଙ୍କ ନାମରେ ମାମଲା କାର୍ଯ୍ୟାନୁଷ୍ଠାନ ହେବ: ଆଇନ୍ମନ୍ତ୍ରୀ ମାହାଙ୍ଗା/ଭୁବନେଶ୍ୱର: ବରିଷ୍ଠ ବିଜେପି ନେତା,ପୂର୍ବତନ ବ୍ଲକ ଅଧ୍ୟକ୍ଷ ତଥା ପୂର୍ବତନ ରାଜ୍ୟକାରିଣୀ ସଦସ୍ୟ କୁଳମଣି ବରାଳ ଓ ତାଙ୍କ ସହଯୋଗୀ ଦିବ୍ୟସିଂହ ବରାଳଙ୍କ ପାର୍ଥିବ ଶରୀରକୁ ବ୍ୟବଛେଦ ପରେ କଟକରୁ ସାଲେପୁର ବାଟ ଦେଇ…

ଭକ୍ତଙ୍କ ପ୍ରତି ଶ୍ରୀଜଗନ୍ନାଥଙ୍କ କୃପା ଏମିତି ଅବିରତ ରହିଥାଉ : ରାଜ୍ୟପାଳ

ପୁରୀ : ରବିବାର ଶ୍ରୀକ୍ଷେତ୍ର ଆସି ପତିତପାବନଙ୍କୁ ଦର୍ଶନ କରିଛନ୍ତି ମହାମହିମ ରାଜ୍ୟପାଳ । ରାଜ୍ୟପାଳ ପ୍ରଫେସର ଗଣେଷୀ ଲାଲ ଶ୍ରୀକ୍ଷେତ୍ରରେ ପତିତପାବନଙ୍କୁ ଦର୍ଶନ କରିବା ସହ ସମସ୍ତଙ୍କର ମଙ୍ଗଳ କାମନା କରିଛନ୍ତି । ଏହି ଅବସରରେ ସେ କହିଛନ୍ତି ଯେ, ଭକ୍ତଙ୍କ ପ୍ରତି ଶ୍ରୀଜଗନ୍ନାଥଙ୍କ କୃପା…

କୋଭିସିଲ୍ଡ-କୋଭାକ୍ସିନ୍‌କୁ ଗ୍ରୀନ୍ ସିଗ୍‌ନାଲ

ଭ୍ୟାକ୍ସିନ୍ ୧୧୦ ପ୍ରତିଶତ ସୁରକ୍ଷିତ ସ୍ୱାଗତ କଲା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ନୂଆଦିଲ୍ଲୀ: ଟିକା ପ୍ରତୀକ୍ଷାର ଅନ୍ତ । ଭାରତକୁ ଏକାଥରକେ ମିଳିଲା ଦୁଇଟି କୋଭିଡ୍ ଟିକା । ଗୋଟିଏ ଭାରତର ନିଜସ୍ୱ ଏବଂ ଆଉ ଗୋଟିଏ ଭାରତର ଉତ୍ପାଦିତ । ସେରମ୍ ଟିକା କୋଭିସିଲ୍ଡ ଏବଂ ଭାରତ ବାୟୋଟେକ୍‌-…

ଶ୍ରୀରାମ ଜନ୍ମ ଭୂମିରେ ଭବ୍ୟ ମନ୍ଦିର ନିର୍ମାଣ ଅର୍ଥେ ସାମ୍ବାଦିକ ସମ୍ମିଳନୀ

ଜୟପୁର: ଜୟପୁର ଠାରେ ଶ୍ରୀରାମ ଜନ୍ମ ଭୂମିରେ ଭବ୍ୟ ମନ୍ଦିର ନିର୍ମାଣ ଅର୍ଥେ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏହି ସଭାରେ ରାଷ୍ଟ୍ରୀୟ ସ୍ଵୟଂ ସେବକ ସଂଘର କାର୍ଯ୍ୟବାହ ଶ୍ରୀ ହରିଶ ଚନ୍ଦ୍ର ପରିଡା,କୋରାପୁଟ ଜିଲ୍ଲା ଅଭିଯାନ ପ୍ରମୁଖ ଦୁର୍ଯ୍ୟୋଧନ ମାଳି,ସହ ଅଭିଯାନ ଶ୍ରୀ ସୁଧାଂଶୁ…

କରୋନା ଟିକା ଉପରେ ବଡ ନିଷ୍ପତ୍ତି – କୋଭିଶିଲ୍ଡ ଏବଂ କୋଭାକ୍ସିନର ଜରୁରୀକାଳୀନ ବ୍ୟବହାରକୁ ଅନୁମୋଦନ, ପିଏମ…

ନୂଆଦିଲ୍ଲୀ: କରୋନା ମହାମାରୀର ମୁକାବିଲା ପାଇଁ ଟିକାକୁ ଅପେକ୍ଷା କରାଯାଇଛି । ଡ୍ରଗ୍ କଣ୍ଟ୍ରୋଲର୍ ଜେନେରାଲ୍ ଅଫ୍ ଇଣ୍ଡିଆ (DCGI) ଜରୁରୀକାଳୀନ ପରିସ୍ଥିତିରେ ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ ଏବଂ ଭାରତ ବାୟୋଟେକର କରୋନା ଟିକା ବ୍ୟବହାରକୁ ଅନୁମୋଦନ କରିଛି । ଏହି ମେସର୍ସ କ୍ୟାଡିଲା…

ହସିଲା ବଡଦାଣ୍ଡ ଆଉ ହସିଲେ ଭକ୍ତ ସମାଜ, ଦୀର୍ଘ ୯ ମାସ ପରେ ପୁଣିଥରେ ଚଳଚଞ୍ଚଳ ହୋଇପଡିଛି ପୁରୀ ଶ୍ରୀମନ୍ଦିର

ସର୍ବସାଧାରଣ ଭକ୍ତଙ୍କ ସହ ମହାପ୍ରଭୁଙ୍କ ହୋଇଛି ମହାମିଳନ ପୁରୀ: ହସିଲା ବଡଦାଣ୍ଡ ଆଉ ହସିଲେ ଭକ୍ତ ସମାଜ । ଦୀର୍ଘମାସ ପରେ ରତ୍ନସିଂହାସନ ଉପରେ କାଳିଆ ସାଆନ୍ତେଙ୍କୁ ଦର୍ଶନ କରି ବେଶ୍ ଭାବବିହୋଳ ହୋଇପଡିଥିଲେ ଭକ୍ତ ଶ୍ରଦ୍ଧାଳୁ । ସେଥିପାଇଁ ଆଜି ସକାଳୁ ଆରମ୍ଭ ହୋଇଥିଲା ସର୍ବସାଧାରଣ…