Sign in
Sign in
Recover your password.
A password will be e-mailed to you.
Browsing Category
ମନୋରଞ୍ଜନ
ମାଆ ହେବାକୁ ଯାଉଛନ୍ତି କାଟ୍ରିନା କୈଫ୍
ବଲିଉଡରେ ଜଣେ ପରେ ଜଣେ ଅଭିନେତ୍ରୀ ବର୍ତ୍ତମାନ ମାଆ ବନିବାର ଖୁସି ଖବର ଦେବାରେ ଲାଗିଛନ୍ତି । ପ୍ରଥମେ ଆଲିଆ ଭଟ୍ଟ ପରେ ସୋନମ କପୁର ଆଉ ଏବେ କାଟ୍ରିନା କୈଫଙ୍କ ନାମ ଚର୍ଚ୍ଚା ଜୋର ଧରିଛି । ମାଆ ହେବାକୁ ଯାଉଛନ୍ତି କାଟ୍ରିନା । ଏହି ଖବର ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।…
ଖୁବ୍ଶୀଘ୍ର ବିବାହ ବନ୍ଧନରେ ବାନ୍ଧି ହେବେ ଆଥିୟା-ରାହୁଲ
ମୁମ୍ବାଇ, ୧୨ା୭: ବଲିଉଡ୍ ନାୟିକା ଆଥିୟା ସେଟ୍ଟୀ ଓ କ୍ରିକେଟର୍ କେ ଏଲ୍ ରାହୁଲଙ୍କ ଲଭ୍ ଷ୍ଟୋରୀ ସଂପ୍ରତି ଖୁବ୍ ଚର୍ଚ୍ଚାର ବିଷୟ ପାଲଟିଛି । ଏହି ଦୁଇ ଯୋଡି କେବେ ବିବାହ ବନ୍ଧନରେ ଆବଦ୍ଧ ହେବେ ତାକୁ ନେଇ ତାଙ୍କ ପ୍ରଶଂସକଙ୍କ ମହଲରେ ଅନେକ କଲ୍ପନା ଜଳ୍ପନା ଲାଗି ରହିଛି । ତେବେ ଦୁଇ…
ଉର୍ଫି ଯାଦବଙ୍କ ଭିନ୍ନ ଫେସନ, ପିନ୍ଧିଲେ ରେଜର ରେ ତିଆରି ଡ୍ରେସ
ଉର୍ଫି ଯାଦବଙ୍କ ଏକ ଭିନ୍ନ ଫେସନ୍ । ପୁଣି ନିଜର ପୋଷାକ କୁ ନେଇ ଚର୍ଚ୍ଚାକୁ ଆସିଛନ୍ତି ଉର୍ଫି ଯାଦବ । ଏହିଥର ଉର୍ଫି ଯାଦବଙ୍କ ଫେସନ ଏକ ଖତରନାଖ ପ୍ରମାଣିତ ହୋଇଛି । ଆପଣ ଭାବୁଥିବେକି ଏମିତି କିପରି ଫେସନ କରିଛନ୍ତି ଉର୍ଫି । ଚାଲନ୍ତୁ ନଜର ପକାଇବା ତାଙ୍କର ଏହି ଫେସନ ଉପରେ । ବର୍ତମାନ…
ସୋନମଙ୍କ ମା’ ହେବାକୁ ନେଇ ଜାଣନ୍ତୁ କ’ଣ ରହିଛି ସତ
ନୂଆଦିଲ୍ଲୀ ,୧୧/୦୭: ବଲିଉଡ ଅଭିନେତ୍ରୀ ସୋନମ କପୁର ତାଙ୍କ ବ୍ୟକ୍ତିଗତ ଜୀବନ ପାଇଁ ଆଜିକାଲି ଚର୍ଚ୍ଚାରେ ଅଛନ୍ତି। ସେ ଗର୍ଭବତୀ ହେବା ଦିନଠାରୁ ସୋସିଆଲ ମିଡିଆରେ ବହୁତ ସକ୍ରିୟ ଥିଲେ। ଗର୍ଭାବସ୍ଥାରେ ସୋନମ କପୁର ଭିଡିଓ ଏବଂ ନୂଆ ଫଟୋସୁଟ ସେୟାର କରୁଥିବା ଦେଖିବାକୁ ମିଳିଥିଲା । ଏଥିସହିତ…
ଆଉ ନାହାନ୍ତି ହଲିଉଡ ଇଣ୍ଡଷ୍ଟ୍ରିର ଗଡଫାଦର
ମୁମ୍ବାଇ ,୦୮/୦୭:ହଲିଉଡ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରି କୁ ଲାଗିଛି ବଡ ଝଟକା । ୧୯୭୨ ମସିହାରେ ଦି ଗଡଫାଦର ଚଳଚ୍ଚିତ୍ର ର ପ୍ରସିଦ୍ଧ ଆମେରିକୀୟ ଅଭିନେତା ଜେମ୍ସ କାନଙ୍କର ୮୨ ବର୍ଷ ବୟସରେ ଦେହାନ୍ତ ହୋଇଛି । ଗଡଫାଦର ଚଳଚ୍ଚିତ୍ରରେ ସେ ମାଫିଆ ସନ୍ନି କର୍ଲୋନଙ୍କ ଭୂମିକାରେ ଅଭିନୟ କରିଥିଲେ, ଯାହା…
ବଡ ପରଦାକୁ ଆସିବ ସବୁଠାରୁ ପପୁଲାର ଶୋ ‘ଶକ୍ତିମାନ’
ମୁମ୍ବାଇ, : ଦଶକର ସବୁଠାରୁ ପପୁଲାର ଟିଭି ଶୋ ଶକ୍ତିମାନ । ଛୋଟ ପିଲାଙ୍କ ସହ ଏହା ବଡ ମାନଙ୍କୁ ମଧ୍ୟ ପସନ୍ଦ ଆସିଥିଲା । ପପୁଲାର ଅଭିନେତା ମୁକେଶ ଖାନ୍ନା ଏହି ଚରିତ୍ରରେ ଦୀର୍ଘ ସମୟ ଧରି ଦର୍ଶକଙ୍କ ମନ ଜିତିଥିଲେ । ତେବେ ଏହି ଶୋ’ର ଲୋକପ୍ରିୟତାକୁ ନେଇ ଅନେକ ସମୟରୁ ଏହାକୁ ବଡ଼ ପରଦାକୁ…
ନୂଆ ଲୁକରେ ସୋନାକ୍ଷୀ ସିହ୍ନା
ବଲିଉଡ ଜଗତର ଜଣେ ଆଗ ଧାଡ଼ିର ଜଣାଶୁଣା ଅଭିନେତ୍ରୀ ସୋନାକ୍ଷୀ ସିହ୍ନାଙ୍କ ଏକ ଭିନ୍ନ ଲୁକ ସାମ୍ନାକୁ ଆସିଛି l ବର୍ତ୍ତମାନ ସୋସିଆଲ ମିଡିଆରେ ଏହା ଭାଇରଲ ହେବାରେ ଲାଗିଛି l ସୋନାକ୍ଷୀ ସିହ୍ନା ଉପଲୋଡ଼ କରିଥିବା ଏକ ଫଟୋ ରେ ବ୍ଲଣ୍ଡ ହେୟାର ରେ ନଜର ଆସିଛନ୍ତି l ସୋନାକ୍ଷୀ ସବୁବେଳେ ନିଜ…
୪୧ ବର୍ଷରେ ପାଦ ଥାପିଲେ ଏମ ଏସ ଧୋନୀ
୪୧ ବର୍ଷରେ ପାଦ ଥାପିଲେ କ୍ୟାପଟେନ କୁଲ ତଥା ଭ୍ରାତୀୟ ଖ୍ରିକେଟ ଦଳର ପୂର୍ବତନ ଅଧିନାୟକ ମହିନ୍ଦ୍ରା ସିଂ ଧୋନୀ । ତେବେ ଚଳିତ ବର୍ଷ ଧୋନୀ ନିଜର ଜନ୍ମ ଦିନ ଲଣ୍ଡନରେ ମନାଉଛନ୍ତି । ଲଣ୍ଡନରେ ପତ୍ନୀ ସାକ୍ଷୀଙ୍କ ସହ ସେ କେକ୍ କାଟୁଥିବା ବେଳେ ସେଠାରେ ଋଷଭ ପନ୍ତଙ୍କ ସହିତ ଅନେକ ବନ୍ଧୁ ଉପସ୍ଥିତ…
୯ଟି ସନ୍ତାନର ପିତା ହେଲେ ଏଲୋନ୍ ମସ୍କ
ନୂଆଦିଲ୍ଲୀ , ୦୭/୦୭ : ଟେସଲା ଏବଂ ସ୍ପେସ୍ ଏକ୍ସ ର ସିଇ ଓ ଦୁନିଆର ସବୁଠାରୁ ଧନୀ ବ୍ୟକ୍ତି ଏଲୋନ୍ ମସ୍କ ତାଙ୍କ ଟ୍ୱିଟ୍ ଯୋଗୁଁ କ୍ରମାଗତ ଭାବରେ ଚର୍ଚ୍ଚାରେ ରୁହନ୍ତି । ଏଲୋନ୍ ମସ୍କ ଟ୍ୱିଟର କିଣିଛନ୍ତି, ସଥିପାଇଁ ସେ ଅଧିକ ଲୋକପ୍ରିୟ ଅଟନ୍ତି। ତେବେ, ଏହି ସମୟରେ ସେ କାହିଁକି ଖବରକୁ…
‘ଶିବ-ପାର୍ବତୀ’ ଙ୍କ ହାତରେ ସିଗାରେଟ୍ , ଵିଵାବଦରେ ଫିଲ୍ମ ନିର୍ଦ୍ଦେଶକ
ନୂଆଦିଲ୍ଲୀ ,୦୭/୦୭ 'କାଳୀ'ର ପୋଷ୍ଟରକୁ ନେଇ ବିବାଦ ଏପର୍ଯ୍ୟନ୍ତ ଥମିନଥିବା' ବେଳେ ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶିକା ଲୀନା ମଣିମେକାଲାଇ ଆଉ ଏକ ବିବାଦୀୟ ଚିତ୍ର ପୋଷ୍ଟ କରିଛନ୍ତି। ଏଥର ସେ 'ଶିବ-ପାର୍ବତୀ' ଙ୍କ ର ଏପରି ଚିତ୍ର ପୋଷ୍ଟ କରିଛନ୍ତି ଯେଉଁଥିରେ ସେ ସିଗାରେଟ ଟାଣୁଥିବାର ନଜର…