Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ଦୈନିକ ପଜିଟିଭିଟି ହାର ୧୨.୫୯%କୁ ହ୍ରାସ ପାଇଲା
ନୂଆଦିଲ୍ଲୀ : ଭାରତ କୋଭିଡ-୧୯ ଟିକାକରଣ କ୍ଷେତ୍ରରେ ଏକ ନୂଆ ମାଇଲଖୁଂଟ ହାସଲ କରିଛି । ଦେଶବ୍ୟାପୀ ଚାଲିଥିବା ଟିକାକରଣ ଅଭିଯାନରେ ମୋଟ ୧୯ କୋଟି (୧୯,୧୮,୭୯,୫୦୩) ଡୋଜରୁ ଅଧିକ ଟିକା ଦିଆଯାଇପାରିଛି ।
ଆଜି ସକାଳ ୭ଟା ସୁଦ୍ଧା ୨୭,୫୩,୮୮୩ ସେସନରେ ମୋଟ ୧୯,୧୮,୭୯,୫୦୩ ଡୋଜ୍ ଟିକା…
ରାଜ୍ୟରେ ଗୋଟିଏ ଦିନରେ ୧୧୧୦୮ କରୋନା ଆକ୍ରାନ୍ତ ଚିହ୍ନଟ, ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୬୭୯୫୩୦
ଭୁବନେଶ୍ୱର : ରାଜ୍ୟରେ ଗୋଟିଏ ଦିନରେ ୧୧୧୦୮ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୬୭୯୫୩୦ କୁ ବୃଦ୍ଧି ପାଇଛି । ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ୱିଟ କରି ସୂଚନା ଦିଆଯାଇଛି । ରାଜ୍ୟରେ ବର୍ତମାନ ସୁଦ୍ଧା ୫୬୭୩୮୨ ରୋଗୀ ସୁସ୍ଥ ହୋଇ…
ଘନଉଛି ‘ୟଶ୍’ ଭୟ : ଉତ୍ତର ଓଡ଼ିଶା ନା ସୁନ୍ଦରବନ ?
-ମୁଖ୍ୟ ସଚିବଙ୍କ ଉଚ୍ଚସ୍ତରୀୟ ବୈଠକ
-ହାଇଆଲର୍ଟରେ ଉପକୂଳବର୍ତ୍ତୀ ଜିଲ୍ଲା
-ମୁକାବିଲା ପାଇଁ ସରକାର ପ୍ରସ୍ତୁତ: ଏସ୍ଆରସି
-୨୫ରୁ ଉପକୂଳ ଜିଲ୍ଲାରେ ପ୍ରବଳ ବର୍ଷିବ
-ଗୁଜରାଟରୁ ଫେରିଲେ ଏନ୍ଡିଆରଏଫ୍ ଟିମ୍
ଭୁବନେଶ୍ୱର : ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରର ଉତ୍ତର ଆଣ୍ଡାମାନ ସାଗରରେ…
ତାମିଲନାଡ଼ୁ ଚାଲାଣ ବେଳେ ୧୮ ଦାଦନ ଶ୍ରମିକ ଅଟକ
ଜୟପୁର : କରୋନା କାଳରେ କୋରାପୁଟ ଜିଲ୍ଲାରୁ ତାମିଲନାଡୁ ଅଭିମୁଖେ ଚାଲାଣ ହେଉଥିଲା ପ୍ରବାସୀ ଶ୍ରମିକଙ୍କ ବସ୍ ଅଟକ । କାଠରଗଡା ପଞ୍ଚାୟତର ନୂଆଗୁଡା ଗ୍ରାମ ନିକଟରୁ ୧୮ ଜଣ ପ୍ରବାସୀ ଶ୍ରମିକଙ୍କୁ ଧରି ତାମିଲନାଡୁର ତିରୂପର ଜିଲ୍ଲାର ଲଷ୍ମୀ ଭେଙ୍କେଟେଶ୍ୱର ସୂତାମିଲକୁ ନେଉଥିଲା ବସ୍ ନମ୍ବର KL…
ଅଙ୍ଗନବାଡି କର୍ମୀଙ୍କ ଆନ୍ଦୋଳନ ଆଗରେ ହାର୍ ମାନିଲା ପ୍ରଶାସନ
ଗଞ୍ଜାମ : ଗଞ୍ଜାମ ଜିଲା ଅଂଗନବାଡିକର୍ମୀଙ୍କ ବିଜୟ ହୋଇଛି । ପ୍ରଶାସନ ଅଂଗନବାଡିକର୍ମୀଙ୍କ ଆନ୍ଦୋଳନ ଆଗରେ ହାର୍ ମାନିଛି । ଘରକୁ ଘର ବୁଲି ସ୍ୱାସ୍ଥ୍ୟ କର୍ମୀ ଓ ଆଶା ମାନେ କରୋନା ସର୍ଭେ ଟେଷ୍ଟ ଇତ୍ୟାଦି କାର୍ଯ୍ୟ କରିବାପାଇଁ ତିନି ମାସ ମାସିକ ଏକ ହଜାର ଟଙ୍କା ଆର୍ଥୀକ ସହାୟତା ପ୍ରଦାନ…
ଜି.ଭି.ଭି ଶର୍ମା ହେଲେ ରାଜସ୍ୱ ପାର୍ଷଦ ସଦସ୍ୟ
ଭୁବନେଶ୍ୱର : ବରିଷ୍ଠ ଆଇଏଏସ୍ ସ୍ତରରେ ଏକ ଛୋଟ ଧରଣର ଅଦଳବଦଳ କରିଛନ୍ତି ରାଜ୍ୟ ସରକାର । ୧୯୮୬ ବ୍ୟାଚ୍ ଆଇଏଏସ୍ ଜି.ଭି.ଭି ଶର୍ମାଙ୍କ ରାଜସ୍ୱ ପାର୍ଷଦର ସଦସ୍ୟ ଭାବେ ନିଯୁକ୍ତି ଦିଆଯାଇଛି । ସେହିପରି ୧୯୮୮ ବ୍ୟାଚ୍ ଆଇଏଏସ୍ ସି.ଜେ ଭେନୁଗୋପାଳଙ୍କୁ କେବିକେ ମୁଖ୍ୟ ପ୍ରଶାସକ ଭାବେ ନିଯୁକ୍ତି…
କରୋନାରେ ଦେଶରେ ଗତ ୨୪ ଘଂଟାରେ ୨,୫୯,୫୯୧ ନୂଆ ମାମଲା
ନୂଆଦିଲ୍ଲୀ : ଦେଶରେ ଗତ ୨୪ଘଂଟା ମଧ୍ୟରେ ୨,୫୯,୫୯୧ ଟି ନୂଆ କରୋନା ମାମଲା ସାମନାକୁ ଆସିଛି । ଏହି ସମୟ ମଧ୍ୟରେ ମୋଟ ୪,୨୦୯ ଜଣ କରୋନା ରୋଗୀ ପ୍ରାଣ ହରାଇଛନ୍ତି । ଏହା ସହିତ ଦେଶରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨,୬୦,୩୧,୯୯୧ ପହଂଚିଛି ।
ଆଜି ସକାଳେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ…
ରାଜ୍ୟରେ ଗୋଟିଏ ଦିନରେ ୧୨୫୨୩ କରୋନା ଆକ୍ରାନ୍ତ ଚିହ୍ନଟ, ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୬୬୮୪୨୨
ଭୁବନେଶ୍ୱର : ରାଜ୍ୟରେ ଗୋଟିଏ ଦିନରେ ୧୨୫୨୩ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୬୬୮୪୨୨କୁ ବୃଦ୍ଧି ପାଇଛି । ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ୱିଟ କରି ସୂଚନା ଦିଆଯାଇଛି । ରାଜ୍ୟରେ ବର୍ତମାନ ସୁଦ୍ଧା ୫୫୬୫୦୧ ରୋଗୀ ସୁସ୍ଥ ହୋଇ…
ସମ୍ଭାବ୍ୟ ସାମୁଦ୍ରିକ ବାତ୍ୟା ମୁକାବିଲା ନେଇ ପ୍ରଶାସନିକ ସ୍ତରୀୟ ପ୍ରସ୍ତୁତି ବୈଠକ : ଜରୁରୀକାଳୀନ ଭିତ୍ତିରେ ସତର୍କତା…
ବାରିପଦା : ଭାରତୀୟ ପାଣିପାଗ ବିଭାଗ ପ୍ରାକ ସତର୍କ ସୂଚନାନୁଯାଇ ଅଣ୍ଡାମାନ ସମୁଦ୍ର ଓ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ସାମୁଦ୍ରିକ ଘୁର୍ଣ୍ଣିଝଡ ପ୍ରଭାବ ନେଇ ଓଡିଶାର କେତେକ ଜିଲ୍ଲାରେ ସମ୍ଭାବ୍ୟ ଝଡ଼ବାତ୍ୟା ସହ ପ୍ରବଳ ବର୍ଷା ଆଶଙ୍କାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ…
ସାଲେପୁରରେ ନୂତନ ଏସଡିପିଓ ଭାବେ ଯୋଗଦେଲେ ପ୍ରଶାନ୍ତ କୁମାର ମାଝୀ : ସାଲେପୁର ନିରପେକ୍ଷ ସାମ୍ବାଦିକ ସଂଘ ପକ୍ଷରୁ…
ସାଲେପୁର: ସାଲେପୁର ନୂତନ ଏସଡିପିଓ ଭାବେ ପ୍ରଶାନ୍ତ କୁମାର ମାଝୀ ଦାୟିତ୍ୱ ଗ୍ରହଣ କରିଛନ୍ତି । ଯୋଗଦେବାପରେ ଏସଡିପିଓ ଶ୍ରୀମାଝୀଙ୍କୁ ଆଜି ସାଲେପୁର ନିରପେକ୍ଷ ସାମ୍ବାଦିକ ସଙ୍ଘ ପକ୍ଷରୁ ସଂଘର ସଭାପତି ଅଭୟ ଜେନା,ଉପଦେଷ୍ଟା ରତ୍ନାକର ବାରିକ, ସମ୍ପାଦକ ମହେଶ୍ୱର ବେହେରା,ଉପସଭାପତି ନାରାୟଣ…