Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ଅଜଣାଗାଡି ଧକ୍କାରେ ମୃତ୍ୟୁ ଘଟାଇଥିବା ଗାଡିର ସନ୍ଧାନ ମିଳିଲା
ପାରଳାଖେମୁଣ୍ଡି: ଗଜପତି ଜିଲ୍ଲା ଗୋଷାଣୀ ବ୍ଲକ ଅନ୍ତର୍ଗତ ଗାରାବନ୍ଧ ଗ୍ରାମର ଶାସନପୁରୁ ନାରାୟଣ (୪୩) ଗତ ବୁଧବାର ସକାଳ ୫.୩୦ ଘଣ୍ଟା ସମୟରେ ପ୍ରାତଃ ଭ୍ରମଣରେ ଯାଇଥିବା ବେଳେ ଅଜଣା ଗାଡିର ଧକ୍କାରେ ପ୍ରାଣ ହରାଇଥିଲେ । ଏହି ଦୁର୍ଘଟଣା ଗାରବନ୍ଧ ଥାନା ଠାରୁ କିଛି ମାତ୍ର ଦୂରରେ ଘଟିଥିଲା ।…
ମହାନ ଦେଶଭକ୍ତ ଶହୀଦ ଲକ୍ଷ୍ମଣ ନାୟକଙ୍କ ଫାଶୀ ଦିବସ ପାଳିତ
ବୈପାରିଗୁଡା: ମହାନ ଦେଶଭକ୍ତ ଶହୀଦ ଲକ୍ଷ୍ମଣ ନାୟକଙ୍କ ଶହୀଦ ଦିବସ ପାଳିତ ହୋଇଯାଇଛି । ଶହୀଦ ଲକ୍ଷ୍ମଣ ନାୟକଙ୍କ ଜନ୍ମ ମାଟି କୋରାପୁଟ ଜିଲ୍ଲା ବୈପାରିଗୁଡା ବ୍ଲକ ଅନ୍ତର୍ଗତ ତେନ୍ତୁଳିଗୁମ୍ମାଠାରେ ବହୁ ନିରାଡ଼ମ୍ବର ଭାବେ ଜିଲ୍ଲା ପ୍ରଶାସନ ପକ୍ଷରୁ ଶହୀଦଙ୍କ ଫାଶୀ ସ୍ଥଳରେ ପୁଷ୍ପମାଲ୍ୟ ଅର୍ପଣ…
ନିମ୍ନ ମାନର ପୋଷାକ ଓ ଜୋତା ବଣ୍ଟନ, ଦୁଇ ବ୍ୟବସାୟୀ ଙ୍କ କବଜାରେ ଶିକ୍ଷା ବିଭାଗ
କୋକସରା: ଗତବର୍ଷ କରୋନା ମହାମାରୀ ଯୋଗୁଁ ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିଥିଲା । ଚଳିତ ବର୍ଷ ମଧ୍ୟ ବିଦ୍ୟାଳୟ ଖୋଲି ନାହିଁ । ହେଲେ ରାଜ୍ୟ ସରକାରଙ୍କ ଗଣଶିକ୍ଷା ବିଭାଗ ଦ୍ଵାରା ରାଜ୍ୟର ସମସ୍ତ ସରକାରୀ ପ୍ରାଥମିକ ବିଦ୍ୟାଳୟର ପ୍ରଥମରୁ ଅଷ୍ଟମ ଶ୍ରେଣୀରେ ଅଧ୍ୟୟନ କରୁଥିବା ଛାତ୍ର…
ରାଜ୍ୟରେ ଗୋଟିଏ ଦିନରେ ୨୧୮ କରୋନା ଆକ୍ରାନ୍ତ ଚିହ୍ନଟ, ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୪୦୬୨୦
ଭୁବନେଶ୍ୱର: ରାଜ୍ୟରେ ଗୋଟିଏ ଦିନରେ ୨୧୮ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୪୦୬୨୦ କୁ ବୃଦ୍ଧି ପାଇଛି । ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ୱିଟ କରି ସୂଚନା ଦିଆ ଯାଇଛି । ରାଜ୍ୟରେ ବର୍ତମାନ ସୁଦ୍ଧା ୩୩୬୮୦୯ ରୋଗୀ ସୁସ୍ଥ ହୋଇ…
ଘରୋଇ କଲେଜରୁ ୩୨ ଛାତ୍ରଛାତ୍ରୀ କରୋନା ପଜିଟିଭ୍ ଚିହ୍ନଟ
ଭବାନୀପାଟଣା: ଭବାନୀପାଟଣାର ଏକ ଘରୋଇ କଲେଜରେ ୩୨ ଜଣ ଛାତ୍ରଛାତ୍ରୀ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ନେଇ କଳାହାଣ୍ଡି ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ (ସିଡ଼ିଏମଓ) ଡା. ପ୍ରତାପ କୁମାର ବେହେରା ସୂଚନା ଦେଇଛନ୍ତି ।
ଏନେଇ ଅଧିକ ସୂଚନା ଦେଇ ସେ କହିଛନ୍ତି ଯେ, ପଜିଟିଭ୍ ଚିହ୍ନଟ ଏହି…
ଯାଜପୁର ରୋଡ଼ ପରିବା ମାର୍କେଟରେ ଅଗ୍ନିକାଣ୍ଡ : ତିନୋଟି ଚାରି ଚକିଆ ଜଳିଗଲା : ୨୦ ଲକ୍ଷରୁ ଉର୍ଦ୍ଧ୍ୱ ମୂଲ୍ୟର ସମ୍ପତି…
ଯାଜପୁର: ଯାଜପୁର ରୋଡ଼ ବ୍ୟାସନଗର ପୌରାଚଂଳ ଅନ୍ତର୍ଗତ ଗ୍ରୀନ୍ ମାର୍କେଟରେ ଆଜି ଅପରାହ୍ନରେ ଆକସ୍ମିକ ଅଗ୍ନିକାଣ୍ଡ ଘଟି ଦୁଇଟି ପରିବା ଗୋଦାମ ଜଳିଯିବା ସହିତ ତିନୋଟି ଚାରି ଚକିଆ ଯାନ ସମ୍ପୂର୍ଣ୍ଣ ରୂପେ ଜଳିଯାଇଛି । ଏହି ଅଗ୍ନିକାଣ୍ଡରେ ଗୋଟିଏ ପିକଅପ୍ ଭ୍ୟାନ୍, ଗୋଟିଏ ଟ୍ରକ୍ ଓ ଗୋଟିଏ…
ଓରକାଣ୍ଡିସ୍ଥିତ ହରି ମନ୍ଦିରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପୂଜାର୍ଚ୍ଚନା ଏବଂ ସାର୍ବଜନୀନ ସ୍ୱାଗତ ସମାରୋହରେ…
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ବାଂଲାଦେଶ ଯାତ୍ରାର ଦ୍ୱିତୀୟ ଦିନରେ ଢ଼ାକାର ଓରକାଣ୍ଡିସ୍ଥିତ ହରି ମନ୍ଦିରକୁ ଯାଇ ସେଠାରେ ପୂଜାର୍ଚ୍ଚନା କରିବା ସହ ଈଶ୍ୱରଙ୍କ ଆଶୀର୍ବାଦ ଗ୍ରହଣ କରିଥିଲେ ଏବଂ ସେଠାରେ ଆୟୋଜିତ ସାର୍ବଜନୀନ ସମ୍ବର୍ଦ୍ଧନା ସମାରୋହରେ ଅଂଶଗ୍ରହଣ କରିଥିଲେ ।…
କେନ୍ଦ୍ରୀୟ ବିଦ୍ୟାଳୟଗୁଡିକରେ ନାମଲେଖା ପାଇଁ ଅନ୍ଲାଇନ୍ ପଞ୍ଜିକରଣ ଏପ୍ରିଲ୍ ୧ରୁ ଆରମ୍ଭ
ନୂଆଦିଲ୍ଲୀ:୨୦୨୧-୨୦୨୨ ଶିକ୍ଷାବର୍ଷ ଲାଗି କେନ୍ଦ୍ରୀୟ ବିଦ୍ୟାଳୟରେ ପ୍ରଥମ ଶ୍ରେଣୀରେ ନାମ ଲେଖାଇବାପାଇଁ ୧ ଏପ୍ରିଲ, ୨୦୨୧ରୁ ଅନ୍ଲାଇନ୍ ପଞ୍ଜିକରଣ ଆରମ୍ଭ ହେବ ଏବଂ ଦ୍ୱିତୀୟ ଶ୍ରେଣୀ ଏବଂ ତଦୁର୍ଦ୍ଧ ପାଇଁ ୮ଏପ୍ରିଲ୍ ୨୦୨୧ରୁ ଅଫ୍ଲାଇନ୍ରେ ପଞ୍ଜିକରଣ ହେବ ।
ପ୍ରଥମ ଶ୍ରେଣୀ ପାଇଁ…
କରୋନାରେ ଦେଶରେ ଗତ ୨୪ ଘଂଟାରେ ୬୨,୨୫୮ ନୂଆ ମାମଲା
ନୂଆଦିଲ୍ଲୀ: ଦେଶରେ ଗତ ୨୪ଘଂଟା ମଧ୍ୟରେ ୬୨,୨୫୮ଟି ନୂଆ କରୋନା ମାମଲା ସାମନାକୁ ଆସିଛି । ଏହି ସମୟ ମଧ୍ୟରେ ମୋଟ ୨୫୭ ଜଣ କରୋନା ରୋଗୀ ପ୍ରାଣ ହରାଇଛନ୍ତି । ଏହା ସହିତ ଦେଶରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧,୧୯,୦୮,୯୧୦ପହଂଚିଛି ।
ଆଜି ସକାଳେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା…
ଝାରସୁଗୁଡା ପୋଲିସ ବିପୁଳ ପରିମାଣର କଫ ସିରପ ଜବତ
ଝାରସୁଗୁଡା: ଝାରସୁଗୁଡା ପୋଲିସ ବିପୁଳ ପରିମାଣର କଫ ସିରପ ଜବତ କରିଛି।ଗତ ସଂଧ୍ୟାରେ ବେହେରାମାଲ ଛକରେ ପୋଲିସ ପକ୍ଷରୁ ଯାନବାହନ ଯାଞ୍ଚ ସମୟରେ ଗୋଟିଏ ବୋଲେରୋ କୁ ସନ୍ଦେହରେ ଧରିବା ଓଆରେ ସେଥିରେ ଭର୍ତ୍ତି ୧୨ଶହ ବୋତଲ କଫ ସିରପ ଜବତ କରି ଘଟଣାରେ ସାମିଲ ୫ ଜଣଙ୍କୁ ଗିରଫ କରି ଆଜି କୋର୍ଟ…