Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ବିଜେପି ସାଂସଦ ବସନ୍ତ ପଣ୍ଡା କରୋନା ପଜିଟିଭ୍
ଭୁବନେଶ୍ୱର: ବିଜେପି ସାଂସଦ ବସନ୍ତ କୁମାର ପଣ୍ଡା କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏସମ୍ପର୍କରେ ଶନିବାର ଦିନ ସେ ଟୁଇଟ୍ କରି ସୂଚନା ଦେଇଛନ୍ତି । ଏଥିସହ କିଛି ଦିନ ମଧ୍ୟରେ ତାଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିମାନେ କରୋନା ଟେଷ୍ଟ କରାଇନେବାକୁ ସେ ଅନୁରୋଧ କରିଛନ୍ତି ।
ସେ…
ବଢିଲା ବିଦ୍ୟୁତ୍ ଦର
- ୟୁନିଟ୍ ପିଛା ୩୦ ପଇସା ବୃଦ୍ଧିକୁ ଓଇଆରସିଙ୍କ ମଂଜୁରୀ ,ଏପ୍ରିଲ ୪ ରୁ ଲାଗୁ
ଭୁବନେଶ୍ୱର: ରାଜ୍ୟରେ ପୁଣି ବଢିଛି ବିଦ୍ୟୁତ୍ ଦର । ବିଦ୍ୟୁତ୍ ତାରିଫ୍ ବୃଦ୍ଧିକୁ ଓଡିଶା ବିଦ୍ୟୁତ ନିୟାମକ ଆୟୋଗ (ଓଇଆରସି) ମଂଜୁରୀ ଦେଇଛନ୍ତି । ୟୁନିଟ୍ ପିଛା ସର୍ବନିମ୍ନ ୩୦ ପଇସା ବୃଦ୍ଧି କରାଯାଇଛି ।…
ଶ୍ୱେତପତ୍ରରେ ବିଳମ୍ବ ପାଇଁ ସ୍ୱାଧିକାର ଭଙ୍ଗ ନୋଟିସ ଆଣିଲେ କଂଗ୍ରେସ ବିଧାୟକ ସନ୍ତୋଷ ସିଂହ ସାଲୁଜା
ଭୁବନେଶ୍ୱର: ଗୃହ ବିଭାଗ ପକ୍ଷରୁ ରାଜ୍ୟର ଆଇନ ଶୃଙ୍ଖଳା ପରିସ୍ଥିତି ସମ୍ପର୍କରେ ଶ୍ୱେତପତ୍ର ବିଧାୟକ ମାନଙ୍କୁ ବିଳମ୍ବରେ ଉପଲବ୍ଧ କରା ଯାଇଥିବାରୁ ଏ ସମ୍ପର୍କରେ କଂଗ୍ରେସ ବିଧାୟକ ସନ୍ତୋଷ ସିଂହ ସାଲୁଜା ସ୍ୱାଧୀକାର ଭଙ୍ଗ ନୋଟିସ ଆଣିଛନ୍ତି ।
ଶୂନ୍ୟକାଳରେ ବାଚସ୍ପତି ଶ୍ରୀ ସାଲୁଜାଙ୍କୁ ଏ…
ରାଜ୍ୟରେ ଗୋଟିଏ ଦିନରେ ୨୧୦ କରୋନା ଆକ୍ରାନ୍ତ ଚିହ୍ନଟ
-ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୩୯୯୦୪
ଭୁବନେଶ୍ୱର: ରାଜ୍ୟରେ ଗୋଟିଏ ଦିନରେ ୨୧୦ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୩୯୯୦୪ କୁ ବୃଦ୍ଧି ପାଇଛି । ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ୱିଟ କରି ସୂଚନା ଦିଆ ଯାଇଛି । ରାଜ୍ୟରେ…
ପ୍ରତିଶ୍ରୁତି ସତ୍ୱେ ଚାଷୀ ମାନଙ୍କର ଧାନ ମଣ୍ଡିରୁ ନ ଉଠିବା, ଧାନ ଉଠାଇବାର ଶେଷ ତାରିଖକୁ ୧୫ ଏପ୍ରିଲକୁ ବୃଦ୍ଧି କରିବା…
ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରତିଶ୍ରୁତି ଦିଆ ଯିବା ସତ୍ୱେ ଚାଷୀ ମାନଙ୍କର ଧାନ ମଣ୍ଡିରେ ଉଠା ଯାଉ ନାହିଁ । ଚାଷୀ ମାନେ ଅକଥନୀୟ ହଇରାଣର ସମ୍ମୁଖୀନ ହେଉଛନ୍ତି । ତେଣୁ ଏହି ମାମଲାରେ ବିଭାଗୀୟ ମନ୍ତ୍ରୀ ବିବୃତି ରଖନ୍ତୁ ଓ ଧାନ ଉଠାଇବାର ଶେଷ ତାରିଖ ୩୧ ମାର୍ଚରୁ ବଢାଇ ୧୫…
ରାଜ୍ୟରେ ଖୋଲିବ ୧୫୬୭ଟି ନୂଆ ଅଙ୍ଗନବାଡ଼ି କେନ୍ଦ୍ର
ଭୁବନେଶ୍ୱର: ରାଜ୍ୟରେ ଆଉ ୧୫୬୭ଟି ନୂଆ ଅଙ୍ଗନବାଡ଼ି କେନ୍ଦ୍ର ଖୋଲିବ ବୋଲି ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଟୁକୁନି ସାହୁ ବିଧାନସଭାରେ କହିଛନ୍ତି । ଶନିବାର ଦିନ ବିଧାନସଭାର ପ୍ରଶ୍ନକାଳରେ ବିଧାୟକ ଅମର ପ୍ରସାଦ ଶତପଥୀଙ୍କ ଅଙ୍ଗନବାଡି ସମ୍ପର୍କିତ ପ୍ରଶ୍ନର ଉତରରେ ମହିଳା ଓ ଶିଶୁ ବିକାଶ…
କୋଟିଏ ଲୋକଙ୍କୁ ଦିଆଯିବ ଟିକା
ଭୁବନେଶ୍ୱର: ଏପ୍ରିଲ ୧ରୁ ୪୫ ବର୍ଷରୁ ଅଧିକ ବୟସର ସମସ୍ତଙ୍କୁ ଟିକା ଦିଆଯିବ । ରାଜ୍ୟରେ କୋଟିଏ ଲୋକ ଟିକା ନେବେ । ରାଜ୍ୟର ଜନସଂଖ୍ୟା ହିସାବରେ ୨୫ ପ୍ରତିଶତ ଲୋକ ଟିକା ନେବେ । ଏଯାଏ ୨୦ ଲକ୍ଷ ୯୫ ହଜାର ଲୋକ ଟିକା ନେଇସାରିଛନ୍ତି ବୋଲି ଚନା ଦେଇଛନ୍ତି ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ…
ଟିକା ଯୋଗାଣରେ ପାତରଅନ୍ତର ଠିକ୍ ନୁହେଁ : କେନ୍ଦ୍ରକୁ ଚିଠି ଲେଖିଲେ ରାଜ୍ୟ ସରକାର
ଭୁବନେଶ୍ୱର:ବର୍ତ୍ତମାନ ପରିପ୍ରେକ୍ଷୀରେ ରାଜ୍ୟରେ ଦିନକୁ ୧ଲକ୍ଷ ଲୋକଙ୍କୁ କରୋନା ଟିକା ଦିଆଯାଉଥିବା ବେଳେ ଆଗାମୀ ଦିନରେ ଏହାକୁ ୨ ଲକ୍ଷକୁ ବୃଦ୍ଧି କରିବା ପାଇଁ ଲକ୍ଷ୍ୟ ରଖାଯାଇଛି । ଏହା ପରିପୂରଣ ଲାଗି ଅଧିକ ପରିମାଣର ଟିକାର ପ୍ରଯୋଜନ ରହିଛି । ଏପରି ସ୍ଥଳେ ଆବଶ୍ୟକ ସଂଖ୍ୟକ ଟିକା ଯୋଗାଇ…
ବଢ଼ୁଛି ଆକ୍ରାନ୍ତଙ୍କ ସଂଖ୍ୟା, ପର୍ବପର୍ବାଣୀ ପାଇଁ ଲାଗିଲା କଟକଣା
ଭୁବନେଶ୍ୱର:ସମଗ୍ର ଦେଶକୁ ପୁଣିଥରେ ଥରହର କଲାଣି କରୋନା ମହାମାରୀ । ଦେଶରେ କରୋନା ଗ୍ରାଫ୍ ଉପରମୁହାଁ ଥିବା ବେଳେ ରାଜ୍ୟରେ ବଢ଼ି ଚାଲିଛି ଆକ୍ରାନ୍ତଙ୍କ ସଂଖ୍ୟା । ଗତକାଲି ପରି ଆଜି ବି ରାଜ୍ୟରେ ୨୦୦ ପାର୍ କରିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଗତ ୨୪ଘଣ୍ଟାରେ ରାଜ୍ୟରେ ୨୩୪ କରୋନା…
ପିପିଲି ଲଢ଼େଇ : ରୁଦ୍ର ହେଲେ ବିଜେଡି ପ୍ରାର୍ଥୀ
ଭୁବନେଶ୍ୱର: ପିପିଲି ଉପନିର୍ବାଚନ ନେଇ ପ୍ରାର୍ଥୀ ଘୋଷଣା କରିଛି ବିଜୁ ଜନତା ଦଳ । ଦିବଙ୍ଗତ ବିଧାୟକ ପ୍ରଦୀପ ମହାରଥିଙ୍କ ପୁଅ ରୁଦ୍ର ପ୍ରତାପ ମହାରଥୀଙ୍କୁ ପ୍ରାର୍ଥୀ କରିଛି ବିଜେଡ଼ି । ଗତକାଲି ବିଳମ୍ବିତ ରାତିରେ ବିଜେପି ଆଶ୍ରିତ ପଟ୍ଟନାୟକଙ୍କୁ ଦଳୀୟ ପ୍ରାର୍ଥୀ ଭାବେ ଘୋଷଣା କରିଥିଲା ।…