Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
କରୋନାରେ ବିଶ୍ୱବ୍ୟାପୀ ମୃତ୍ୟୁ ସଂଖ୍ୟା ୨୨ ଲକ୍ଷ ଟପିଲା
ନୂଆଦିଲ୍ଲୀ: ସମଗ୍ର ବିଶ୍ୱରେ କରୋନା କାରଣରୁ ମୃତ୍ୟୁ ସଂଖ୍ୟା ୨୨ ଲକ୍ଷ ଟପିଛି । କରୋନା କାରଣରୁ ଆଜି ପର୍ଯ୍ୟନ୍ତ ବିଶ୍ୱବ୍ୟାପୀ ୧୦ କୋଟି ୨୫ ଲକ୍ଷ ୭୭ ହଜାର ୫୨୧ ଲୋକ ସଂକ୍ରମିତ ହୋଇସାରିଥିବା ବେଳେ ୨୨ ଲକ୍ଷ ୧୪ ହଜାର ୩୨ ଜଣ ଲୋକଙ୍କର ମୃତ୍ୟୁ ହୋଇଛି । କରୋନା ଭାଇରସ କବଳରେ ପଡ଼ିଥିବା ୭…
ଇସ୍ରାଏଲ୍ ଦୂତାବାସ ନିକଟରେ ଆଇଇଡି ବ୍ଲାଷ୍ଟ
-ଗୋଟେପଟେ ଧ୍ୱଜାବତରଣ: ଅନ୍ୟପଟେ ବିସ୍ଫୋରଣ
-ଘଟଣାସ୍ଥଳରେ ସ୍ପେଶାଲ ଟିମ୍ ଓ ଦିଲ୍ଲୀ ପୋଲିସର ଛାନଭିନ୍
-ଇସ୍ରାଏଲ ବୈଦେଶିକ ମନ୍ତ୍ରୀଙ୍କ ସହ କଥାହେଲେ ଜୟଶଙ୍କର
-ଘଟଣାର ତଦନ୍ତ କରିବ ଏନ୍ଆଇଏ
ନୂଆଦିଲ୍ଲୀ: ଦିଲ୍ଲୀରେ ଗୋଟିଏ ପଟେ ଧ୍ୱଜାବତରଣ ଚାଳିଥିବା ବେଳେ ଅନ୍ୟପଟେ…
ଲାଞ୍ଚ ମାମଲା ଶୁଣାଣି କରି ଫରେଷ୍ଟ ଗାର୍ଡଙ୍କୁ ୪ ବର୍ଷ ଜେଲ ଦଣ୍ଡାଦେଶ
କନ୍ଧମାଳ: କନ୍ଧମାଳ ଜିଲ୍ଲା ଫୁଲବାଣୀ ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟ ଏକ ଲାଞ୍ଚ ମାମଲାର ବିଚାର କରି ଦୋଷୀ ସାବ୍ୟସ୍ତ ଫରେଷ୍ଟ ଗାର୍ଡ଼ଙ୍କୁ ୪ ବର୍ଷ ଜେଲ୍ ଦଣ୍ଡାଦେଶ ସହ ୧୦ ହଜାର ଟଙ୍କା ଜୋରିମାନା ଶୁଣାଇଛନ୍ତି। ଜୋରିମାନା ଅନାଦେୟ ହେଲେ ଅଧିକ ୬ ମାସ ଜେଲ୍ ଭୋଗିବାକୁ କୋର୍ଟ…
କିନ୍ନର ମାନଙ୍କୁ ମଧୁବାବୁ ଯୋଜନା ପେନଶନ ବଣ୍ଟନ କାର୍ଯ୍ୟକ୍ରମ
କୋରାପୁଟ: ଆଜି କୋରାପୁଟ ଜ଼ିଲ୍ଲା ମାନସ ବିଦ୍ୟାଳୟ ଠାରେ କିନ୍ନର ମାନଙ୍କୁ ମଧୁବାବୁ ଯୋଜନା ପେନଶନ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଏହି କାର୍ଯ୍ୟ କର୍ମରେ ବୟନ ଓ ହସ୍ତ ତନ୍ତ ଶିଳ୍ପ ମନ୍ତ୍ରୀ ପଦ୍ମିନୀ ଦିଆନ, ରାଜ୍ୟ ବିଜୁ ଜନତା ଦଳର ମହିଳା ଯୁଗ୍ମ ସମ୍ପାଦକ ତଥା…
ବିଜେଡିର ଅନଲାଇନ କୁଇଜ ପ୍ରତିଯୋଗିତା
ଭବାନୀପାଟଣା : ବିଜୁ ଛାତ୍ର ଜନତା ଦଳର ରାଜ୍ୟ କାର୍ଯ୍ୟକାରୀଣୀରେ ହୋଇଥିବା କୁଇଜ ପ୍ରତିଯୋଗିତାରେ କୃତକାର୍ଯ୍ୟ ସର୍ବଶ୍ରେଷ୍ଠ ୧୦ଜଣ ବିଜେତାଙ୍କୁ ମାନ୍ୟବର ମୁଖ୍ୟମନ୍ତ୍ରୀ ତଥା ଦଳର ସଭାପତି ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ସେମାନଙ୍କୁ ନବୀନ ନିବାସରେ ପୁରସ୍କୃତ କରିଛନ୍ତି । ଭର୍ଚୁଆଲ ମାଧ୍ୟମରେ…
ଉତର-ପଶ୍ଚିମ ଓ ଆଭ୍ୟନ୍ତରୀଣ ଓଡିଶାରେ ବର୍ଷା ସମ୍ଭାବନା
ଭୁବନେଶ୍ୱର: ଆଗାମୀ ୨୪ଘଂଟାମଧ୍ୟରେ ଓଡିଶାର ଉତର-ପଶ୍ଚିମ ଓ ଆଭ୍ୟନ୍ତରୀଣ ଜିଲ୍ଲା ଗୁଡିକର କିଛି ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଥିବା ଭୁବନେଶ୍ୱର ସ୍ଥିତ ଆଂଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି । ବିଶେଷ କରି ଝାରସୁଗୁଡା, ବରଗଡ, ସମ୍ବଲପୁର, ସୁନ୍ଦରଗଡ, କେନ୍ଦୁଝର, ଦେବଗଡ,…
ଆହୁରି ୩ ଦିନ ଘନ କୁହୁଡି
ଭୁବନେଶ୍ୱର: ଆସନ୍ତା ୩ ଦିନ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ଘନ କୁହୁଡି ଦେଖାଦେଇପାରେ । ଶୁକ୍ରବାର ରାତି ଏବଂ ଶନିବାର ସକାଳେ ସୁନ୍ଦରଗଡ, ଝାରସୁଗୁଡା , ସମ୍ବଲପୁର, ବରଗଡ , ଦେବଗଡ, ଅନୁଗୁଳ , କେନ୍ଦୁଝର, ମୟୁରଭଂଜ ଓ ବାଲେଶ୍ୱର ଜିଲ୍ଲାରେ ଘନ କୁହୁଡି ଦେଖାଦେବା ନେଇ ୟେଲୋ…
୫ ହଜାର ଲାଂଚ ନେଇ ବନ୍ଧା ହେଲେ ଡାକ୍ତରଖାନା ମୁଖ୍ୟ
ରାଉରକେଲା: ଜଣେ ମହିଳା ସ୍ୱାସ୍ଥ୍ୟକର୍ମୀଙ୍କର ଛୁଟୀ ବାବଦ ଅର୍ଥ କରାଇଦେବା ଲାଗି ସମ୍ପୃକ୍ତ କର୍ମୀଙ୍କ ଠାରୁ ୫ ହଜାର ଟଙ୍କା ଲାଂଚ ନେଉଥିବା ବେଳେ ଡାକ୍ତରଖାନା ମୁଖ୍ୟ ସୁନ୍ଦରଗଡ ଭିଜିଲାନ୍ସ ହାତରେ ଧରା ପଡିବା ସହ ଗିରଫ ହୋଇଥିବା ଭିଜିଲାନ୍ସ ସୂତ୍ରରୁ ଜଣାପଡିଛି ।
ଭିଜିଲାନ୍ସ ରାଉରକେଲା…
ଟ୍ରକ୍ ସହ ୫୩୯ କେଜି ଗଞ୍ଜେଇ ଜବତ: ଜଣେ ଗିରଫ
ମୋହନା: ଟ୍ରକ୍ ରେ ଚାଲାଣ ବେଳେ ୫୩୯ କେଜି ଗଞ୍ଜେଇ ଜବତ କରିଛି ପୋଲିସ । ଏହି ଗଞ୍ଜେଇ ବିହାର ଚାଲାଣ ହେଉଥିଲା । କୌଣସି ସୂତ୍ରରୁ ଖବର ପାଇ ପୋଲିସ ଏହାକୁ କମଲାପୁର ଛକରେ ଧରିଥିଲା । ଯାଂଚ୍ ବେଳେ ଟ୍ରକ୍ ରେ ଗଞ୍ଜେଇ ଚାଲାଣ କରାଯାଉଥିବା ଜଣାପଡିଥିଲା । ଘଟଣାରେ ମୋହନା ପୋଲିସ ଜଣଙ୍କୁ ଗିରଫ…
ଆତ୍ମସମର୍ପଣ କରିଥିବା ମାଓବାଦୀକୁ ହତ୍ୟା କଲେ ମାଓବାଦୀ
ମାଲକାନଗିରି: ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ ରାଜ୍ୟ ବିଜାପୁର ଜିଲ୍ଲା ଜଘଲା ଥାନା ଅନ୍ତର୍ଗତ କୋତରାପାଳ ଗାଁ ରେ ମାଓବାଦୀ ମାନେ ଆତ୍ମସମର୍ପଣ କରି ଜିଲ୍ଲା ପୋଲିସରେ କନେଷ୍ଟବଳ ଭାବେ କାର୍ଯ୍ୟକରୁଥିବା ମଲେଶ କୁ ମାଓବାଦୀ ହତ୍ୟା କରିଥିବା ଜଣାପଡିଛି । ପୋଲିସ ସୂଚନା ଅନୁଯାୟୀ ମଲେଶ…