Browsing Category

ରାଜ୍ୟ

ନବମ ଫେଲ୍: ଦଶମକୁ ଅପେକ୍ଷା

-ଜିଦ୍ ରେ ଅଟଳ ଚାଷୀ-ସରକାର -୧୯ରେ ପୁଣି ଆଲୋଚନା ନୂଆଦିଲ୍ଲୀ: କେନ୍ଦ୍ର ସରକାର ଓ କୃଷକ ସଂଗଠନ ମଧ୍ୟରେ ଚାଲିଥିବା ନବମ ଥର ଆଲୋଚନା ବିଫଳ ହୋଇଛି । ପରବର୍ତ୍ତୀ ବୈଠକ ଜାନୁଆରୀ ୧୯ ତାରିଖ ମଧ୍ୟାହ୍ନ ୧୨ଟାରେ ହେବ । ସୁପ୍ରିମକୋର୍ଟଙ୍କ କମିଟି ଗଠନ ପରେ ଏହା ଥିଲା ପ୍ରଥମ ଆଲୋଚନା । ହେଲେ କିଛି…

ସି-ଭୋଟର ସର୍ଭେ: ନବୀନ ପୁଣି ନମ୍ବର ୱାନ୍

ନୂଆଦିଲ୍ଲୀ: ଦେଶର ସବୁଠୁ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ହୋଇଛନ୍ତି ନବୀନ ପଟ୍ଟନାୟକ । ସି-ଭୋଟର ଓ ଏବିପି ଦେଶ୍ କା ମୁଡ୍ ସର୍ଭେରୁ ଏହା ଜଣାପଡ଼ିଛି । ପ୍ରାୟ ୩୧ଜଣ ମୁଖ୍ୟମନ୍ତ୍ରୀଙ୍କୁ ନେଇ ହୋଇଥିବା ସର୍ଭେରେ ସମସ୍ତଙ୍କୁ ପଛରେ ପକାଇଛନ୍ତି ନବୀନ । ସର୍ଭେ ଅନୁସାରେ ଦେଶର ଶ୍ରେଷ୍ଠ ୧୦…

କରୋନା ବିରୋଧୀ ନିର୍ଣ୍ଣାୟକ ଲଢ଼େଇ: ଆଜି ମେଗା ଟିକାକରଣ, ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ

-କରୋନା ବିରୋଧୀ ନିର୍ଣ୍ଣାୟକ ଲଢ଼େଇ -ଦିନ ୧୦.୩୦ରେ ଶୁଭାରମ୍ଭ କରିବେ ମୋଦୀ -ଲୋକାର୍ପିତ ହେବ କୋ-ୱିନ୍ ଆପ୍ -ପ୍ରଥମଦିନ ୩ଲକ୍ଷ ସ୍ୱାସ୍ଥ୍ୟକର୍ମୀଙ୍କୁ ଦିଆଯିବ ଟିକା -ମହାଯୁଦ୍ଧ ଉପରେ ସାରାବିଶ୍ୱର ନଜର -ପ୍ରତ୍ୟେକ କେନ୍ଦ୍ରରେ ୧୦୦ଜଣଙ୍କୁ ଟିକାକରଣ ନୂଆଦିଲ୍ଲୀ: ଶନିବାର ଦେଶରେ ଆରମ୍ଭ…

ସ୍ୱର୍ଗଦ୍ୱାର ସୈାନ୍ଦର୍ଯ୍ୟକରଣ କାମ ଦ୍ରୁତ ଗତିରେ ଆଗେଇ ଚାଲିଛି

ପୁରୀ: ଶ୍ରୀକ୍ଷେତ୍ରର ପବିତ୍ର ମୁକ୍ତିପଥ ସ୍ୱର୍ଗଦ୍ୱାରର ସୈାନ୍ଦର୍ଯ୍ୟକରଣ କାମ ଏବେ ଦ୍ରୁତଗତିରେ ଆଗେଇ ଚାଲିଛି । ପ୍ରାୟ୬କୋଟି ଟଙ୍କା ବ୍ୟୟ ଅଟକଳରେ ଏହି କାମ ଚାଲୁରହିଛି । ପ୍ରତିଦିନ ସ୍ୱର୍ଗଦ୍ୱାରକୁ ୫୦ରୁ ୧୫୦ ପର୍ଯ୍ୟନ୍ତ ଶବ ଆସୁଥିବା ନଜିର ରହିଛି । ସୈାନ୍ଦର୍ଯ୍ୟକରଣ ପାଇଁ ୧୪ଟି…

ସ୍କୁଟି-ଟ୍ରାକ୍ଟର ଧକ୍କାରେ ଜଣେ ମୃତ

ଧର୍ମଗଡ଼: କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ରେ ସ୍କୁଟି ଓ ଟ୍ରାକ୍ଟର ମୁହାଁମୁହିଁ ଧକ୍କା ହେବା ଫଳରେ ସ୍କୁଟି ଚାଳକର ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିଲା । ସୂଚନା ଅନୁସାରେ ଭବାନୀପାଟଣାର ରୁଦ୍ର ନାରାୟଣ ନାଏକ ଓ ରଫିସ ନାଏକ ଧର୍ମଗଡ଼ ନିକଟସ୍ଥ ସୋସିଆ ଗ୍ରାମରୁ ଭବାନୀପାଟଣା ନିଜ କାମ ସାରି ସ୍କୁଟି…

କୃଷି ଆଇନ୍ ଓ ତୈଳ ଦର ବୃଦ୍ଧି ପ୍ରତ୍ୟାହାର ଦାବିରେ କଂଗ୍ରେସର ରାଜଭବନ ଘେରାଉ

-ରାଜ୍ୟପାଳଙ୍କୁ ସ୍ମାରକପତ୍ର ପ୍ରଦାନ ଭୁବନେଶ୍ୱର: କୃଷି ଆଇନର ସଂପୂର୍ଣ୍ଣ ପ୍ରତ୍ୟାହାର ଦାବିରେ ଏବଂ ଡିଜେଲ ଓ ପେଟ୍ରୋଲର ଦର ବୃଦ୍ଧିକୁ ପ୍ରତ୍ୟାହାର ଦାବି ନେଇ ଶୁକ୍ରବାର ଦିନ ଓଡିଶା ପ୍ରଦେଶ କଂଗ୍ରେସ କିମଟି ପକ୍ଷରୁ “କିଷାନ ଅଧିକାର ଦିବସ ସମାବେଶ” ଅନୁଷ୍ଠିତ ହୋଇଯାଇଛି । ଏକ ବିଶାଳ…

ପୁଅ ହତ୍ୟାକାରୀ ବାପାକୁ ଆଜୀବନ ଜେଲ୍

ରାଉରକେଲା: ପୁଅ ହତ୍ୟାକାରୀ ବାପାକୁ ଆଜୀବନ ଜେଲ୍ ଦଣ୍ଡାଦେଶ ଶୁଣାଇଛନ୍ତି ପ୍ରଥମ ଅତିରିକ୍ତ ଜିଲ୍ଲା ଦୌରାଜଜ୍ । ମାମଲାର ବିଚାର କରି ଅଭିଯୁକ୍ତ ବାପା ହଣ୍ଡା ଓରାମକୁ ଦୋଷୀ ସାବ୍ୟସ୍ତ କରିବା ସହ କୋର୍ଟ ତାଙ୍କ ରାୟରେ ଏହି ଦଣ୍ଡାଦେଶ ପ୍ରଦାନ କରିଛନ୍ତି । ଏଠାରେ ଉଲ୍ଲେଖଯୋଗ୍ୟ, ୨୦୧୯…

ପାଠକ ବାପାପୁଅଙ୍କ ଜାମିନ୍ ଆବେଦନ ଉପରେ ହାଇକୋର୍ଟରେ ଶୁଣାଣି ଶେଷ, ରାୟ ସଂରକ୍ଷିତ

କଟକ: ଆର୍ଥିକ ଅନିୟମିତତା ଓ ଠକେଇ ମାମଲାରେ ଗିରଫ ହୋଇ ବିଚାର ବିଭାଗୀୟ ହାଜତରେ ଥିବା ଅଭିଯୁକ୍ତ ବାପା ଅଭୟକାନ୍ତ ପାଠକ ଓ ପୁଅ ଆକାଶ ପାଠକଙ୍କ ଜାମିନ୍ ଆବେଦନ ଉପରେ ହାଇକୋର୍ଟରେ ଶୁଣାଣି ଶେଷ ହୋଇଛି । ଆବେଦନର ଶୁଣାଣି କରିବା ସହ ରାୟକୁ ସଂରକ୍ଷିତ ରଖିଛନ୍ତି ହାଇକୋର୍ଟ । ଭିଜିଲାନ୍ସ…

ଥାନା ପରିସରରେ ଦୁଇ କଲରାପତରିଆ ବାଘ ଛୁଆ

ଭବାନୀପାଟଣା: ଖାଦ୍ୟ ଅନ୍ୱେଷଣରେ ଦୁଇ ବାଘ ଛୁଆ ଗତକାଲି ରାତିରେ ଆମପାଣି ଥାନା ପରିସରକୁ ଚାଲି ଆସିଥିବା ସୂଚନା ମିଳିଛି । ୨ଟି କଲରାପତରିଆ ବାଘ ଛୁଆ ଆସିଥିବା ସିସିଟିଭି ଚିତ୍ରରୁ ଜଣାପଡିଛି । ଅନ୍ୟପକ୍ଷରେ ଏହି ଦୁଇଟି ଯାକ କଲରପତରିଆ ବାଘ ଛୁଆ ଥିବା ସ୍ପଷ୍ଟ କରିଛନ୍ତି ବନ ବିଭାଗ ଅଧିକାରୀ…

ଗଞ୍ଜାମ ପୋଲିସର କାର୍ଯ୍ୟାନୁଷ୍ଠାନ : ୬୨ ହଜାର ୫୦୦ ଟଙ୍କା ଜୋରିମାନା : ୫୪୮.୮ ଲିଟର ମଦ ଜବତ : ତିନି ଗିରଫ

ଗଞ୍ଜାମ: ଗଞ୍ଜାମ ଜିଲ୍ଲା ପୋଲିସ ପକ୍ଷରୁ ୧୪ ତାରିଖ ସକାଳ ଠାରୁ ୧୫ ତାରିଖ ସକାଳ ପର୍ଯ୍ୟନ୍ତ ୨୪ ଘଂଟା ମଧ୍ୟରେ କୋଭିଡ଼୍ କଟକଣା ଉଲ୍ଲଙ୍ଘନକାରୀ, ବେପରୁଆ ଗାଡି ଚାଳକ ଓ ବେଆଇନ ମଦ କାରବାର ଉପରେ ଚଢ଼ଉ କରାଯାଇଛି । ପୋଲିସର ସୂଚନା ଅନୁଯାୟୀ, ଟ୍ରାଫିକ୍ ନିୟମ ଉଲ୍ଲଙ୍ଘନ କରିଥିବା ବେପରୁଆ…