Browsing Category

ନ୍ୟୁଜ୍ ବୁଲେଟିନ୍

‘ବିବିଧତା ମଧ୍ୟରେ ଏକତା ଭାରତର ଶକ୍ତି ଓ ସୌନ୍ଦର୍ଯ୍ୟ’

ଭୁବନେଶ୍ୱର, (ଡିକେ ନୁ୍ୟଜ):ବିବିଧତା ମଧ୍ୟରେ ଏକତା ଭାରତରଶକ୍ତି ଓ ସୌନ୍ଦର୍ଯ୍ୟ । ଭାରତରେ ଭାଷାଅନେକ, କିନ୍ତୁ ଭାବ ଏକ । ରାଜ୍ୟଅନେକ କିନ୍ତୁ ରାଷ୍ଟ୍ର ଏକ ବୋଲି ରାଜ୍ୟପାଳ ରଘୁବର ଦାସ ପ୍ରକାଶକରିଛନ୍ତି । ମଙ୍ଗଳବାରରାଜଭବନରେ ଆୟୋଜିତ ଲଦାଖଏବଂ ଜମ୍ମୁ ଓ କଶ୍ମିରର ପ୍ରତିଷ୍ଠା…

ଚନ୍ଦ୍ରବାବୁ ନାଇଡୁଙ୍କୁ ୪ ସପ୍ତାହ ପାଇଁ ମିଳିଲା ଅନ୍ତରୀଣ ଜାମିନ

ଅମରାବତି: ଦୁର୍ନୀତି ମାମଲାରେ ଗିରଫହୋଇଥିବା ଆନ୍ଧ୍ର ପ୍ରଦେଶର ପୂର୍ବତନମୁଖ୍ୟମନ୍ତ୍ରୀ ତଥା ଟିଡିପି ମୁଖ୍ୟ ଏନ ଚନ୍ଦ୍ରବାବୁ ନାଇଡୁଙ୍କୁ ଜାମିନ ମିଳିଛି । ୫୨ ଦିନ ଧରିଜେଲରେ ରହିବା ପରେ ଚନ୍ଦ୍ରବାବୁ ନାଇଡୁଙ୍କୁ୪ ସପ୍ତାହ ପାଇଁ ଅନ୍ତରୀଣ ଜାମିନ ପ୍ରଦାନ କରିଛନ୍ତି ଆନ୍ଧ୍ର ହାଇକୋର୍ଟ ।…

ଆସନ୍ତା ୨୫ ବର୍ଷ ଦେଶ ପାଇଁ ସବୁଠାରୁ ମହତ୍ୱପୂର୍ଣ୍ଣ: ମୋଦି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ରମୋଦି ତାଙ୍କର ୨ଦିନିଆଗୁଜରାଟ ଗସ୍ତରେ ଅଛନ୍ତି ।ଦ୍ୱିତୀୟ ଦିନରେ ପ୍ରଧାନମନ୍ତ୍ରୀଏକତା ନଗରରେ ସର୍ଦ୍ଦାରବଲ୍ଲଭଭାଇ ପଟେଲଙ୍କ ଜନ୍ମବାର୍ଷିକୀ ଅବସରରେ ଏକକାର୍ଯ୍ୟକ୍ରମକୁ ସମ୍ବୋଧିତକରିଥିଲେ । ମଙ୍ଗଳବାର ସକାଳେସର୍ଦ୍ଦାର ପଟେଲଙ୍କ ଜନ୍ମ ବାର୍ଷିକୀଅବସରରେ…

ଘରୋଇ ବଜାରରେ ପିଆଜ ଦର ୫ ରୁ ୯% ହ୍ରାସ

ଭୁବନେଶ୍ୱର: ରପ୍ତାନିକୁ ନିରୁତ୍ସାହିତକରିବା ଏବଂ ଘରୋଇ ବଜାରରେଉପଲବ୍ଧତା ବଜାୟ ରଖିବା ପାଇଁ ୨୯ ଅକ୍ଟୋବର୨୦୨୩ ରୁ ୩୧ଡିସେମ୍ବର୨୦୨୩ ପର୍ଯ୍ୟନ୍ତ ପିଆଜଉପରେ ସର୍ବନିମ୍ନ ରପ୍ତାନି ମୂଲ୍ୟ ଟନ୍ ପ୍ରତି ୮୦୦ ଆମେରିକୀୟ ଡଲାରଲାଗୁ କରିବାକୁ ଭାରତ ସରକାରଙ୍କନିଷ୍ପତ୍ତି ମହାରାଷ୍ଟ୍ର ବଜାରରେ…

୨୦୨୨ରେ ଓଡ଼ିଶାରେ ମୃତୁ୍ୟହାର ୭ ପ୍ରତିଶତ ବୃଦ୍ଧ

ନୂଆଦିଲ୍ଲୀ,୩୧ା୧୦ : ଓଡ଼ିଶାରେ ସଡ଼କଦୁର୍ଘଟଣାରେ ମୃତୁ୍ୟସଂଖ୍ୟା ବଢ଼ିବଢ଼ିଚାଲିଛି । ୨୦୨୧ ତୁଳନାରେ୨୦୨୨ରେ ମୃତୁ୍ୟହାର ୭ ପ୍ରତିଶତ ବଢ଼ିଛି । ୨୦୨୧ରେ ରାଜ୍ୟରେମୃତୁ୍ୟସଂଖ୍ୟା ୫୦୮୧ ଥିବାବେଳେ୨୦୨୨ରେ ଏହି ସଂଖ୍ୟା ୫୪୬୭ରେପହଞ୍ଚିଛି । କେବଳ ଓଡ଼ିଶା ନୁହେଁ ସାରା ଦେଶରେ ସଡ଼କ ଦୁର୍ଘଟଣାରେ…

ଦକ୍ଷିଣ ପରେ ଏବେ ପଶ୍ଚିମ ଓଡ଼ିଶା ବିକାଶ କ୍ଷେତ୍ରରେ ଯୋଡ଼ିହେବ କଳାହାଣ୍ଡି

ଭୁବନେଶ୍ୱର,୩୧ା୧୦(ଡିକେ ନୁ୍ୟଜ):ଆସନ୍ତାକାଲି କଳାହାଣ୍ଡି ଗସ୍ତରେ ଯିବେମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଯାହାକୁ ନେଇ ଉତ୍ସବମୁଖର ହୋଇଉଠିଛି କଳାହାଣ୍ଡି ।ଦକ୍ଷିଣ ପରେ ଏବେ ପଶ୍ଚିମ ଓଡ଼ିଶା । ଲକ୍ଷ୍ମୀବସ୍ ଯୋଜନା, ମେଡ଼ିକାଲ କଲେଜ ଏବଂ ବିଭିନ୍ନ ପ୍ରକଳ୍ପର ଉଦ୍ଘାଟନ କରିବେ ।ବିକାଶ…

୫-ଟି ଅଧ୍ୟକ୍ଷଙ୍କୁ ଛୁଟୁଛି ଶୁଭେଚ୍ଛାର ସୁଅ

୩୧ା୧୦(ଡିକେ ନୁ୍ୟଜ):ନବୀନ ନିବାସରେ ୫-ଟି ଓ ନବୀନଓଡିଶାର ଅଧକ୍ଷ ଭି.କେ ପାଣ୍ଡିଆନଙ୍କୁଭେଟିଛନ୍ତି ରାଜ୍ୟ ବିଭିନ୍ନ ସରକାରୀ ଓବେସରକାରୀ ସଂଘର କର୍ମକର୍ତ୍ତା । ଏଥିସହଭିକେ ପାଣ୍ଡିଆନଙ୍କୁ ଶୁଭେଛା ଜଣାଇଛନ୍ତି ।ପ୍ରାୟ ୨୦ରୁ ଅଧିକ ସଂଘର କର୍ମକର୍ତ୍ତାସାକ୍ଷାତକରି ନୂଆ ଦାୟିତ୍ୱ ପାଇଁ…

ମୃତୁ୍ୟଦଣ୍ଡ ପାଇଥିବା ୮ ଭାରତୀୟଙ୍କ ପରିବାରକୁ ଭେଟିଲେ ଜୟଶଙ୍କର

ନୂଆଦିଲ୍ଲୀ: ଜାସୁସୀ ଅଭିଯୋଗରେକତାରରେ ମୃତୁ୍ୟଦଣ୍ଡ ପାଇଥିବା ୮ଜଣ ଭାରତୀୟଙ୍କ ପରିବାରକୁ ଭେଟିଛନ୍ତି ବୈଦେଶିକ ବ୍ୟାପାର ମନ୍ତ୍ରୀଏସ୍.ଜୟଶଙ୍କର । ସେମାନଙ୍କମୁକୁଳାଇବା ପାଇଁ ସରକାର ଚେଷ୍ଟା କରୁଥିବା ନେଇ ସେ କହିଛନ୍ତି ।ଗୁପ୍ତଚର ଅଭିଯୋଗରେ ଏହି ପୂର୍ବତନଅଧିକାରୀମାନଙ୍କୁ ଗତ ବର୍ଷ ଗିରଫ…

ଚାଇନା ମୋବାଇଲ ଠାରୁ ଦୂରେଇଛନ୍ତି ଭାରତୀୟ ଗ୍ରାହକ: ଆଇଡିସି ରିପୋର୍ଟ

ନୂଆଦିଲ୍ଲୀ: ଭାରତୀୟମାନେଚାଇନାର ସ୍ମାର୍ଟଫୋନ ବ୍ରାଣ୍ଡଠାରୁଦୂରେଇବାରେ ଲାଗିଛନ୍ତି । ଇଣ୍ଟର ନ୍ୟାଶନାଲ ଡାଟା କର୍ପୋରେଶନ(ଆଇଡିସି) ରିପୋର୍ଟ ଅନୁଯାୟୀ,୨୦୨୩ ବର୍ଷର ତୃତୀୟ ତ୍ରୟ ମାସିକରେ ସାମସଙ୍ଗ ଏବଂ ଆପଲବ୍ରାଣ୍ଡେଡ ଫୋନର ବିକ୍ରି ସର୍ବାଧିକହୋଇଛି । ବଜାର ଅଂଶଧନ ଦୃଷ୍ଟିରୁ ଏହି ଉଭୟ…

ଟମାଟୋ ପରେ ପିଆଜ ଦର ବୃଦ୍ଧି ନେଇ ଚିନ୍ତାରେ ଖାଉଟି

ନୂଆଦିଲ୍ଲୀ: କିଛି ମାସ ଧରିଟମାଟୋର ମୂଲ୍ୟ ସାଧାରଣଲୋକଙ୍କ ଚିନ୍ତା ବଢାଇ ଦେଇଥିବା ବେଳେ ବର୍ତ୍ତମାନ ପିଆଜର ମୂଲ୍ୟମଧ୍ୟ ଚିନ୍ତା ବଢାଉଛି । ଗତ କିଛି ଦିନହେବ ପିଆଜ ମୂଲ୍ୟରେ ରେକର୍ଡ ବୃଦ୍ଧି ଘଟିଛି । ଏକ ସପ୍ତାହ ମଧ୍ୟରେଦିଲ୍ଲୀ ଏନସିଆରରେ ପିଆଜ ଦରଦ୍ୱିଗୁଣିତ ହୋଇଛି । ଏହା ବ୍ୟତୀତ…