Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ପୋଲିସର ବର୍ବରତା
ଗଂଜାମ : ଗଂଜାମ ଜିଲ୍ଲା ସୋରଡ଼ା ଥାନା ଅନ୍ତର୍ଗତ କଉଠପଲ୍ଲୀ ସାହିର ଲୋକନାଥ ମୁନିଙ୍କ ପୁଅ ଅନିଲ ମୁନିଙ୍କ ସନ୍ଦେହ ଜନକ ମୃତ୍ୟୁ ଘଟିଛି । ପରିବାର ଲୋକଙ୍କ କହିବା କଥା ପୋଲିସର ମାଡ଼ରେ ସେ ଗଭୀର ଆଘାତ ପାଇ ମୃତ୍ୟୁବରଣ କରିଛି । ମୃତ ଶରୀରକୁ ଧରି ପରିବାର ଓ ସାହି ବାସିନ୍ଦାମାନେ ସୋରଡ଼ା…
କରୋନାରେ ଦେଶରେ ଗତ ୨୪ ଘଂଟାରେ ୩,୯୨,୪୮୮ ନୂଆ ମାମଲା
ନୂଆଦିଲ୍ଲୀ : ଦେଶରେ ଗତ ୨୪ଘଂଟା ମଧ୍ୟରେ ୩,୯୨,୪୮୮ ଟି ନୂଆ କରୋନା ମାମଲା ସାମନାକୁ ଆସିଛି । ଏହି ସମୟ ମଧ୍ୟରେ ମୋଟ ୩୬୮୯ ଜଣ କରୋନା ରୋଗୀ ପ୍ରାଣ ହରାଇଛନ୍ତି । ଏହା ସହିତ ଦେଶରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧,୯୫,୫୭,୪୫୭ ପହଂଚିଛି ।
ଆଜି ସକାଳେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ…
ମୁଖ୍ୟମନ୍ତ୍ରୀ ସାମ୍ବାଦିକଙ୍କୁ ଆଗଧାଡ଼ିର କରୋନା ଯୋଦ୍ଧା ବୋଲି ଘୋଷଣା କଲେ
ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସାମ୍ବାଦିକଙ୍କୁ ଆଗଧାଡ଼ିର କରୋନା ଯୋଦ୍ଧା ବୋଲି ଘୋଷଣା କରିଛନ୍ତି । କରୋନାରେ କୌଣସି ସାମ୍ବାଦିକଙ୍କ ମୃତ୍ୟୁ ହେଲେ ୧୫ଲକ୍ଷ ଟଙ୍କାର ଅନୁକମ୍ପା ରାଶି ମିଳିବ । ମୁଖ୍ୟମନ୍ତ୍ରୀଙ୍କ ଏହି ଘୋଷଣା କାରଣରୁ ରାଜ୍ୟର ୬୯୪୪ଜଣ କାର୍ଯ୍ୟରତ ସାମ୍ବାଦିକ…
ରାଜ୍ୟରେ ଗୋଟିଏ ଦିନରେ ୮୦୧୫ କରୋନା ଆକ୍ରାନ୍ତ ଚିହ୍ନଟ. ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୪୬୨୬୨୨
ଭୁବନେଶ୍ୱର : ରାଜ୍ୟରେ ଗୋଟିଏ ଦିନରେ ୮୦୧୫ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୪୬୨୬୨୨ କୁ ବୃଦ୍ଧି ପାଇଛି । ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ୱିଟ କରି ସୂଚନା ଦିଆ ଯାଇଛି । ରାଜ୍ୟରେ ବର୍ତମାନ ସୁଦ୍ଧା ୩୯୧୦୪୮ରୋଗୀ ସୁସ୍ଥ ହୋଇ…
ପୁରୀ ସହରରେ ସପ୍ତାହନ୍ତ ସଟ୍ ଡାଉନ୍ ର ପ୍ରଭାବ, ବଡ଼ଦାଣ୍ଡ ଶୂନଶାନ୍
ପୁରୀ : ସପ୍ତାହନ୍ତ ସଟ୍ ଡାଉନ୍ ର ଆଜି ଦ୍ୱିତୀୟ ଦିନରେ ପୁରୀ ରେଳ ଷ୍ଟେସନ, ବସଷ୍ଟାଣ୍ଡ ବଡ଼ଦାଣ୍ଡ, ସମୁଦ୍ରକୂଳରେ ନିର୍ଜନତାର ପରିବେଶ ଦେଖିବାକୁ ମିଳିଛି । ସ୍ୱର୍ଗଦ୍ୱାରରେ କାଁ ଭାଁ ଶବ ସତ୍କାର ହେଉଛି । ଶ୍ରୀମନ୍ଦିରରେ ଶ୍ରଦ୍ଧାଳୁଙ୍କ ନିମନ୍ତେ ଦର୍ଶନ ବନ୍ଦ ରହିଥିବାରୁ ସାମାଜିକ ଦୂରତ୍ୱ…
ରାଜ୍ୟରେ ଆସନ୍ତା ୫ ତାରିଖରୁ ୧୪ ଦିନିଆ ଲକଡାଉନ୍ ଘୋଷଣା
ଭୁବନେଶ୍ୱର : ରାଜ୍ୟରେ କୋଭିଡ ସ୍ଥିତିକୁ ଦେଖି ବଡ଼ ପଦକ୍ଷେପ ନେଇଛନ୍ତି ରାଜ୍ୟ ସରକାର। ପୂର୍ବରୁ ନାଇଟ କର୍ଫ୍ୟୁ ଓ ସଟଡାଉନ ଭଳି ପଦକ୍ଷେପ ନିଆଯାଇଥିବା ବେଳେ ଏବେ ରାଜ୍ୟକୁ ୧୪ଦିନ ପାଇଁ ଲକଡାଉନ କରାଯିବ ବୋଲି ଘୋଷଣା କରିଛନ୍ତି ରାଜ୍ୟ ସରକାର। ମେ’୫ରୁ ୧୯ପର୍ଯ୍ୟନ୍ତ ରାଜ୍ୟର ସବୁ…
ଭରୁଚ ଅଗ୍ନିକାଣ୍ଡରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ପ୍ରତି ପ୍ରଧାନମନ୍ତ୍ରୀଙ୍କ ଶୋକ
ନୂଆଦିଲ୍ଲୀ : ଭରୁଚ ହସ୍ପିଟାଲ ଅଗ୍ନିକାଣ୍ଡରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶୋକ ବ୍ୟକ୍ତ କରିଛନ୍ତି ।
ଏକ ଟ୍ଵିଟ୍ ମାଧ୍ୟମରେ ପ୍ରଧାନମନ୍ତ୍ରୀ କହିଛନ୍ତି:
“ଭରୁଚ ହସ୍ପିଟାଲ ଅଗ୍ନିକାଣ୍ଡ ଜନିତ ମୃତ୍ୟୁ ଘଟଣା ଅତ୍ୟନ୍ତ କଷ୍ଟଦାୟକ…
କରୋନା ନେଇ ସାମାଜିକ ଗଣମାଧ୍ୟମରେ ମିଥ୍ୟା ପ୍ରଚାର କଲେ କାର୍ଯ୍ୟାନୁଷ୍ଠାନ ହେବ – ଜିଲ୍ଲାପାଳ
ଗଞ୍ଜାମ : କରୋନା ନେଇ ସାମାଜିକ ଗଣମାଧ୍ୟମରେ ମିଥ୍ୟା ପ୍ରଚାର କଲେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ତାଗିଦ୍ କରିଛନ୍ତି । ଗଞ୍ଜାମ ଜିଲ୍ଲାରେ କରୋନା ମହାମାରୀକୁ ନେଇ କୌଣସି ମିଥ୍ୟା ଭିଡ଼ିଓ କିମ୍ବା ମେସେଜ୍ ସୋସିଆଲ୍ ମିଡ଼ିଆରେ ଭାଇରାଲ୍ କଲେ…
ଆଗକୁ ସ୍ଥିତି କଣ ହେବ, ଆକଳନ କରିହେଉନାହିଁ
-ପଜିଟିଭ ହେଲେ ତରବର ହୋଇ ହସ୍ପିଟାଲ ଆସନ୍ତୁ ନାହିଁ
ଭୁବନେଶ୍ୱର : କୋଭିଡ଼ ପଜିଟିଭ ହେଲେ ତରବର ହୋଇ ହସ୍ପିଟାଲ ଆସନ୍ତୁ ନାହିଁ । ହୋମ୍ ଆଇସୋଲେସନରେ ରହନ୍ତୁ, ଯାହାକୁ ଜରୁରୀ ସେ ହସ୍ପିଟାଲ ଆସନ୍ତୁ । ପଜିଟିଭ୍ ଚିହ୍ନଟ ହେଲେ ଘରେ ରହନ୍ତୁ । ଘରେ ରହି ପ୍ରଶାସନ ସହ ଯୋଗାଯୋଗ କରି…
କାଲିଠୁ ବନ୍ଦ ରହିବ ନନ୍ଦନକାନନ
ଭୁବନେଶ୍ୱର : ମେ’ ୧ରୁ ଅର୍ଥାତ୍ ଆସନ୍ତା କାଲିଠୁ ବନ୍ଦ ରହିବ ନନ୍ଦନକାନନ । ସେହିପରି ବଟାନିକାଲ ଗାର୍ଡେନ୍ ମଧ୍ୟ ଆସନ୍ତାକାଲିଠାରୁ ବନ୍ଦ ରହିବ । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ମେ’ ୧ରୁ ୧୫ ତାରିଖ ଯାଏଁ ଉଭୟ ନନ୍ଦନକାନନ ଓ ବଟାନିକାଲ ଗାର୍ଡେନ୍ ବନ୍ଦ ରଖିବାକୁ କର୍ତୃପକ୍ଷ ନିଷ୍ପତି…