Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ବାବା ଆଖଣ୍ଡଳମଣିଙ୍କ ଦର୍ଶନ ବନ୍ଦ : ଆଜିଠୁ ଆସନ୍ତା ୧୭ ତାରିଖ ସଂନ୍ଧ୍ୟା ୬ଟା ପର୍ଯ୍ୟନ୍ତ କଟକଣା
ଭଦ୍ରକ: ଭଦ୍ରକ ଜିଲ୍ଲା ଆରଡ଼ିସ୍ଥିତ ଆଖଣ୍ଡଳମଣି ମନ୍ଦିରରେ ଆଜି ଠାରୁ ଆସନ୍ତା ୧୭ ତାରିଖ ସଂନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଶ୍ରଦ୍ଧାଳୁ ମାନଙ୍କ ନିମନ୍ତେ ଦର୍ଶନ ବନ୍ଦ ରହିଛି । ମନ୍ଦିରର ଜଣେ ସେବାୟତ କରୋନା ପଜିଟିଭ୍ ଚିହ୍ନଟ ଚିହ୍ନଟ ପରେ ପ୍ରଶାସନ ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି । ଅନ୍ୟପକ୍ଷରେ…
ରାୟଗଡ଼ା ଜିଲ୍ଲାରେ ମୃଦୁ ଭୂମିକମ୍ପ : ତୀବ୍ରତା ୩.୨
ରାୟଗଡ଼ା: ଆଜି ଭୋର୍ ସମୟରେ ରାୟଗଡ଼ା ଜିଲ୍ଲାର ବିଭିନ୍ନ ସ୍ଥାନରେ ମୃଦୁ ଭୂମିକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୩.୨ ଥିଲା । ତେବେ କ୍ଷୟକ୍ଷତି ସମ୍ପର୍କରେ ଅଦ୍ୟାବଧି କୌଣସି ସୂଚନା ମିଳିପାରିନାହିଁ । ଭୋର୍ ସମୟରେ ସମସ୍ତେ ନିଜ ନିଜ ଘରେ ଶୋଇଥିବାରୁ ଅଧିକାଂଶ ଲୋକେ…
ପ୍ରାଥମିକ ଚିକିିତ୍ସା କେନ୍ଦ୍ରର ଶୁଭାରମ୍ଭ
ପୁରୀ: ବୁଧବାର ପୂର୍ବାହ୍ନ ୧୧.୩୦ରେ ଶ୍ରୀଜଗନ୍ନାଥ ମନ୍ଦିର ପୁରୀର ଅଗଣିତ ଭକ୍ତ, ସେବାୟତ, କର୍ମଚାରୀ ମାନଙ୍କ ସ୍ୱାସ୍ଥ୍ୟ ଜନିତ ଜରୁରୀକାଳୀନ ଆବଶ୍ୟକତା ନିମନ୍ତେ ଖୋଲା ଯାଇଥିବା ପ୍ରାଥମିକ ଚିକିତ୍ସା କେନ୍ଦ୍ର ଆଜିଠାରୁ କାର୍ଯ୍ୟ ଆରମଭ କରିଛି । ଦର୍ଶନ ନିମନ୍ତେ ଆସିଥିବା ଦୁଇଜଣ…
ଅଗ୍ନି ପିପନ୍ନଙ୍କୁ ସହାୟତାର ହାତ ବଢାଇଲେ ଗୋତରା ପଞ୍ଚାୟତ ବିଜେଡି ସଭାପତି ସୂର୍ଯ୍ୟକାନ୍ତ ପଣ୍ଡା
ମାହାଙ୍ଗା : ମାହାଙ୍ଗା ବ୍ଲକ୍ ଅନ୍ତର୍ଗତ ଗୋତରା ଗ୍ରାମପଞ୍ଚାୟତର ଆପିଲୋ ଗ୍ରାମର ମଝି ପଡ଼ା ଦଳିତ ସାହିର ରଞ୍ଜନ କୁମାର ମଲ୍ଲିକଙ୍କ ଘରେ ଆକସ୍ମିକ ଭାବେ ନିଆଁ ଲାଗି ତିନି ବଖରା ଘର ସଂପୂର୍ଣ୍ଣ ଭାବେ ଭସ୍ମୀଭୂତ ହୋଇଯାଇଥିଲା । ଖବର ପାଇ ମନ୍ତ୍ରୀ ପ୍ରତାପ ଜେନାଙ୍କ ଅନୁଗତ ଓ ପଞ୍ଚାୟତ ବିଜେଡି…
ବାଟ ମହାବୀର ମନ୍ଦିରରେ ହନୁମାନ ଜୟନ୍ତୀ ପାଳିତ : ବନ୍ଦ ରହିଲା ସାମୁହିକ ପ୍ରସାଦ ସେବନ ବ୍ୟବସ୍ଥା
ସାକ୍ଷିଗୋପାଳ : ମହା ବିଷୁବ ସଂକ୍ରାନ୍ତୀ ଅବସରରେ ପୁରୀ-ଭୁବନେଶ୍ୱର ୩୧୬ ନଂ ଜାତୀୟ ରାଜପଥର ସାକ୍ଷିଗୋପାଳ ବ୍ଲକ୍ ଛକ ସ୍ଥିତ ବାଟ ମହାବୀର ମନ୍ଦିରରେ ଆଜି ହନୁମାନ ଜୟନ୍ତୀ ପାଳିତ ହୋଇଯାଇଛି । ହନୁମାନଙ୍କ ସିନ୍ଦୁର ମାଜଣା ଓ ସ୍ୱତନ୍ତ୍ର ପୂଜା ନୀତି ଜାରୀ ରଖିଛନ୍ତି ପୂଜକ ତଥା ସେବକ ମାନେ ।…
ପିପିଲି କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜଙ୍କ ପରଲୋକ
ପିପିଲି: ପିପିଲି କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜଙ୍କ ପରଲୋକ ହୋଇଛି । କିଛି ଦିନ ପୂର୍ବରୁ ସେ କୋରାନରେ ଆକ୍ରାନ୍ତ ଥିଲେ । କରୋନାରେ ଆକ୍ରାନ୍ତ ହୋଇ ଭୁବନେଶ୍ୱରର ଏକ ଘରୋଇ ମେଡିକାଲରେ ଚିକିତ୍ସା ହେଉଥିବା ସମୟରେ ଅଜିତଙ୍କ ଅବସ୍ଥା ସଂକଟାପର୍ଣ୍ଣ ଥିଲା । ଚିକିତ୍ସାଧୀନ ଅବସ୍ଥାରେ…
୩ ଶାବକ ଜନ୍ମ ଦେଲା ବାଘୁଣୀ ମେଘା
ଭୁବନେଶ୍ୱର: ନନ୍ଦନକାନନରେ ଥିବା ବାଘୁଣୀ ମେଘା ମଙ୍ଗଳବାର ରାତିରେ ୩ ଟି ଛୁଆ ଜନ୍ମ ଦେଇଛି । ମହାବଳ ବାଘ ନନ୍ଦନ ସହ ମିଳନରେ ଏହି ଶାବକମାନେ ଜନ୍ମ ନେଇଥିବା ନନ୍ଦନକାନନ କର୍ତୃପକ୍ଷ ସୂଚନା ଦେଇଛନ୍ତି ।
ବାଘଛୁଆଙ୍କୁ ବର୍ତମାନ ସିସିଟିଭି ମାଧ୍ୟମରେ ଅନୁଧ୍ୟାନ କରାଯାଉଛି । ବାଘୁଣୀ ମେଘା ଓ…
କରୋନାରେ ଦେଶରେ ଗତ ୨୪ ଘଂଟାରେ ୧,୮୪,୩୭୨ ନୂଆ ମାମଲା
ନୂଆଦିଲ୍ଲୀ: ଦେଶରେ ଗତ ୨୪ଘଂଟା ମଧ୍ୟରେ ୧,୮୪,୩୭୨ ଟି ନୂଆ କରୋନା ମାମଲା ସାମନାକୁ ଆସିଛି । ଏହି ସମୟ ମଧ୍ୟରେ ମୋଟ ୧,୦୨୭ ଜଣ କରୋନା ରୋଗୀ ପ୍ରାଣ ହରାଇଛନ୍ତି । ଏହା ସହିତ ଦେଶରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧,୩୮,୭୩,୮୨୫ ପହଂଚିଛି ।
ଆଜି ସକାଳେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ…
ପିପିଲି ଉପନିର୍ବାଚନ : ବାଇକ୍ ରାଲି ଉପରେ ଲାଗିଲା ରୋକ୍
ପୁରୀ: ପିପିଲି ଉପନିର୍ବାଚନ ପାଇଁ ଆସନ୍ତା ୧୭ ତାରିଖରେ ଭୋଟ୍ ଗ୍ରହଣ କରାଯିବ । ଭାରତୀୟ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ ଅନୁଯାୟୀ, ଏହାର ୭୨ ଘଂଟା ପୂର୍ବରୁ ଅର୍ଥାତ୍ ଆଜି ସକାଳ ୭ଟା ଠାରୁ ବାଇକ୍ ରାଲି ଉପରେ ରୋକ୍ ଲଗାଯାଇଛି । କୌଣସି ପ୍ରକାର ବାଇକ୍ ରାଲିକୁ ଅନୁମତି ଦିଆଯିବ ନାହିଁ ବୋଲି…
ଉମର ବଳଦେବଜୀଉ ପୀଠରେ ହନୁମାନ ଜୟନ୍ତୀ ଓ ଚାଳିଶା ପାଠ ଉତ୍ସବ
ମାହାଙ୍ଗା: ମାହାଙ୍ଗା ବ୍ଲକ ଉମର ଠାରେ ଥିବା ପର୍ଯ୍ୟଟନ ସ୍ଥଳୀ ଶ୍ରୀ ଶ୍ରୀ ବଳଦେବଜୀଉ ଓ ହନୁମାନ ପୀଠଠାରେ ପ୍ରତିବର୍ଷ ଭଳି ଚଳିତ ବର୍ଷ ଦି ଦିବସ ବ୍ୟାପୀ ହନୁମାନ ଜୟନ୍ତୀ, ଚାଳିଶା ପାଠ ଉତ୍ସବ ଓ ପଣା ସଂକ୍ରାନ୍ତି ଓଡ଼ିଆ ନବ ବର୍ଷ ଉତ୍ସବ କୋଭିଡ଼ କଟକଣା ମଧ୍ୟରେ ନିରାଡ଼ମ୍ବର ସହକାରେ ପାଳିତ…